ୟୁକ୍ରେନ ରାଜଧାନୀ କିଭ୍ରେ ଜଣେ ଭାରତୀୟ ଛାତ୍ରଙ୍କୁ ଗୁଳିମାଡ଼ ହୋଇଥିବା ସୂଚନା ମିଳିଛି। ୟୁକ୍ରେନରେ ଫସିଥିବା ଭାରତୀୟଙ୍କୁ ଉଦ୍ଧାର ପାଇଁ ପୋଲାଣ୍ଡ ଯାଇଥିବା କେନ୍ଦ୍ରମନ୍ତ୍ରୀ ଜେନେରାଲ ଭିକେ ସିଂ ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି।
ମସଜିଦରେ ନମାଜ ପାଠ ବେଳେ ବିସ୍ଫୋରଣ ଘଟିଥିଲା।
୬ ଟନ ରିଲିଫ ସାମଗ୍ରୀ ନେଇ ହିଣ୍ଡନ ଏୟାରବେସରୁ ରୋମାନିଆ ଅଭିମୁଖେ ବାହାରିଛି ବାୟୁସେନାର ସ୍ୱତନ୍ତ୍ର ବିମାନ ।
ଋଷ୍ ଶୁକ୍ରବାର ୟୁକ୍ରେନ୍ର ୟୁରୋପର ବୃହତ୍ତମ ଆଣବିକ ଶକ୍ତି କେନ୍ଦ୍ର (ଜାପୋରିଜିଆ) ଉପରେ ଆକ୍ରମଣ କରିଛି। ଜାପୋରିଜିଆ ପରମାଣୁ କାରଖାନା ବର୍ତ୍ତମାନ ଋଷ୍ର ସେନା ଦ୍ୱାରା ଦଖଲ କରାଯାଇଛି। ଏହାପୂର୍ବରୁ ଋଷ୍ ସେନା ଏହା ଉପରେ ବୋମାମାଡ଼ କରିଥିଲା।
ଋଷ୍-ୟୁକ୍ରେନ ଯୁଦ୍ଧ ବିଭିଷିକା ବଢିବାରେ ଲାଗିଛି। ଋଷ୍ ଏଠାରେ ଯେକୌଣସି ସମୟରେ ମାଇକୋଲିଭ୍ କୋଷ୍ଟ୍ଗାର୍ଡ ଉପରେ ଆକ୍ରମଣ କରିପାରେ। ପ୍ରାୟ ୧.୫ ଲକ୍ଷ ଋଷ୍ ସୈନିକ ମଧ୍ୟ କିଭ୍ ଓ ଖାର୍କିଭକୁ ଘେରି ରହିଛନ୍ତି। ତେବେ ସ୍ଥାନାନ୍ତର ପାଇଁ ୧୩୦ ଋଷୀୟ ବସ୍ ଭାରତୀୟଙ୍କ ସେବାରେ ଥିବା କୁହାଯାଇଛି।
ୟୁକ୍ରେନ୍ର ଜାପୋରିଝଝିଆ ନ୍ୟୁକ୍ଲିଅର ପାୱାର ପ୍ଲାଣ୍ଟ ଏବେ ଋଷ ନିୟନ୍ତ୍ରଣରେ । ରୁଷ ସେନା ବାହିନୀ ଏହାକୁ ନିଜ ଅକ୍ତିଆର୍କୁ ନେଇସାରିଥିବା ସ୍ୱୀକାର କରିଛି ୟୁକ୍ରେନ୍ ।
ଆମେରିକାର ସିନେଟର୍ ଲିଣ୍ଡ୍ସେ ଗ୍ରାହାମ କହିଛନ୍ତି ଯେ ଋଷ୍ରେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ କେହି ହତ୍ୟା କରିବା ଉଚିତ। ତାଙ୍କ କହିବାନୁସାରେ, ଏହା ପରେ ହିଁ ଏହି ଯୁଦ୍ଧ ଶେଷ ହୋଇପାରିବ।
ୟୁକ୍ରେନ୍ରେ ଫସିଥିବା ଭାରତୀୟଙ୍କୁ ଉଦ୍ଧାର ପାଇଁ ପୋଲାଣ୍ଡ ଯାଇଥିବା କେନ୍ଦ୍ରମନ୍ତ୍ରୀ ଜେନେରାଲ ଭିକେ ସିଂ ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି । ଆହତ ହୋଇଥିବା ଭାରତୀୟ ଛାତ୍ରଙ୍କ ସମ୍ପୂର୍ଣ୍ଣ ପରିଚୟ ମିଳିପାରିନି ।
ଭାରତ ସମେତ ଚୀନ୍ ଏବଂ ଅନ୍ୟ କିଛି ବିଦେଶୀ ରାଷ୍ଟ୍ରର ନାଗରିକକୁ ୟୁକ୍ରେନ୍ ସେନା ବନ୍ଧକ ରଖିଥିବା ପୁଟିନ କହିଛନ୍ତି । ସୁରକ୍ଷା ପରିଷଦ ବୈଠକ ପରେ ପୁଟିନ ଏନେଇ ସୂଚନା ଦେଇଛନ୍ତି । ଯାହାକୁ ନେଇ ଏବେ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି ।
ନ୍ୟୁକ୍ଲିଅର ପାୱାର ପ୍ଲାଣ୍ଟ ଉପରେ ତୁରନ୍ତ ଆକ୍ରମଣ ବନ୍ଦ ପାଇଁ ଅପିଲ୍ କରାଯାଇଛି । ଏହା ୟୁରୋପର ସବୁଠୁ ବଡ଼ ନ୍ୟୁକ୍ଲିଅର ପାୱାର ପ୍ଲାଣ୍ଟ ବୋଲି କୁହାଯାଉଛି ।
ଯୁଦ୍ଧ ଟାଳିବାକୁ ପୁଣି ପ୍ରୟାସ । ବେଲାରୁଷ୍-ପୋଲାଣ୍ଡ ସୀମାରେ ଋଷ-ୟୁକ୍ରେନ୍ ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନା କରାଯାଇଛି । ତେବେ ନାଗରିକଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ଦୁଇ ଦେଶ ସହମତି ପ୍ରଦାନ କରିଛନ୍ତି । ଲୋକଙ୍କୁ ଖାଦ୍ୟ ଓ ମେଡିସିନ୍ ପହଞ୍ଚାଇବାକୁ ଆଲୋଚନାରେ ପ୍ରାଥମିକତା ଦିଆଯାଇଛି ।
ପ୍ରତି ମୁହୂର୍ତ୍ତରେ ଆଶଙ୍କା ଅଜଣା ଭୟରେ ଭୟଭୀତ ପୁରୀର ଆଉ ଏକ ପରିବାର । ଯୁଦ୍ଧଭୂଇଁ ୟୁକ୍ରେନର ଖାରକିଭରୁ ଫେରି ଆସିଥିଲେ ବି ଝିଅ ପ୍ରେରଣା ଏଯାଏଁ ଘରକୁ ଫେରିନି । ତାକଥା ମନେ ପଡିଲେ ଆଖିରୁ ଲୁହ ଗଡ଼ିଯାଉଛି, କୋହ ସମ୍ଭାଳି ହେଉନି ।
ଚାରିଆଡ଼େ ଶ୍ମଶାନର ହାହାକାର ଦେଖାଯାଉଥିବା ବେଳେ ଖାଲି ବିନାଶ ଆଉ ବିନାଶର ଚିତ୍ର ମନକୁ ଆନ୍ଦୋଳିତ କରୁଛି। ଚାରିଆଡେ ଧୂଆଁ, ଧ୍ୱସ୍ତବିଧ୍ୱସ୍ତ କୋଠା। କୋଉଠି ଜିମ୍ ଜଳୁଛି ତ ପୁଣି କୋଉଠି ଛିନ୍ଛତ୍ର ହୋଇ ପଡିଛି ରାସ୍ତାଘାଟ ଓ ଦୋକାନ ବଜାର।
ବାଇକୋନୁର୍ରେ ଥିବା ସୋୟୁଜ୍ ରକେଟ୍ର ପୂର୍ବରୁ ଲଗାଇଥିବା ବିଭିନ୍ନ ଦେଶର ଜାତୀୟ ପତାକାକୁ ଲୁଚାଇ ଦେଇଛି ଋଷୀୟ ମହାକାଶ ଗବେଷଣା ସଂସ୍ଥା ରସ୍କସ୍ମସ୍ । ତେବେ ତ୍ରିରଙ୍ଗାରେ ହାତ ମାରିନି ଋଷ ।
ୟୁକ୍ରେନରେ ଫସିଥିବା ଓଡିଆ ଡାକ୍ତରୀ ଛାତ୍ର ଆଦିତ୍ୟ ପାତ୍ର କହିଛନ୍ତି ସେଠାକାର କଳା କାହାଣୀ । ସେ କହିଛନ୍ତି ଯୁଆଡ଼େ ଦେଖିବ ଖାଲି ବୋମା ବର୍ଷା ।
ରୁଷର ଏହି ଯୁଦ୍ଧ ନୀତିକୁ ଅନେକ ଦେଶ ବିରୋଧ କରିଛନ୍ତି। ଏପରିକି ପୁଟିନଙ୍କୁ ବିରୋଧ କରି ରୁଷ ଉପରେ ବିଭିନ୍ନ ପ୍ରକାରର କଡା ପ୍ରତିବନ୍ଧକ ଲଗାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି।
ଖେରସନ୍, ଖାରକିଭ୍ ସହର ଏକ ପ୍ରକାର ଛାରଖାର ହୋଇଗଲାଣି । ରେଳ ଷ୍ଟେସନ୍, ପ୍ରତିରକ୍ଷା ବିଭାଗ ବିଲ୍ଡିଂକୁ ଧ୍ୱଂସ ମିସାଇଲ ମାଡ଼ କରିଛି ଋଷ । ସାଧାରଣଲୋକଙ୍କ ଘର ଉପରେ ବି ହୋଇଛି ମିଶାଇଲ୍ ମାଡ଼ ।
ରୁଷ ଓ ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ଦିନକୁ ଦିନ ଖରାପ ହେବାରେ ଲାଗିଛି। ୟୁକ୍ରେନ୍କୁ ସମ୍ପୂର୍ଣ୍ଣ ଭାବେ କବ୍ଜା କରିବାକୁ ରୁଷ ସେନା ପୂରା ଦମ୍ରେ ଲାଗି ପଡ଼ିଛନ୍ତି। କିନ୍ତୁ ଯୁଦ୍ଧ ଭିତରେ ବି ବଞ୍ଚିଛି ମାନବିକତା। ଭାରତୀୟ ଛାତ୍ରୀଙ୍କ ପାଇଁ ଦେବଦୂତ ସାଜିଛନ୍ତି ୟୁକ୍ରେନ୍ ମହିଳା ।
ଭାରତକୁ ପ୍ରାୟ ୨୦୦ ଭାରତୀୟଙ୍କୁ ଅଣାଯାଇଥିବା ବେଳେ ରୋମାନିଆର ବୁକାରେଷ୍ଟରୁ ବି ୨୦୦ ଭାରତୀୟଙ୍କୁ ଉଦ୍ଧାର କରାଯାଇଛି । ଉଦ୍ଧାର ସମୟରେ ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି । ଯୁଦ୍ଧରେ ସବୁଠାରୁ ପ୍ରଭାବିତ କିଭ୍ ସହରରୁ କେରଳର ଜଣେ ଛାତ୍ର ନିଜ ସାଙ୍ଗଙ୍କ କୁକୁରକୁ ବିମାନରେ ଆଣିବାକୁ ଭୁଲି ନାହାଁନ୍ତି ।
ଯୁଦ୍ଧ ଭିତରେ ବି ବଞ୍ଚିଛି ମାନବିକତା। ସେମାନେ ଶତ୍ରୁ ହୋଇ ହତ୍ୟା କରିବାକୁ ଆସିଛନ୍ତି ହେଲେ ସେମାନଙ୍କ ପ୍ରତି ବି ମାନବିକତା ଦେଖାଇଛନ୍ତି ୟୁକ୍ରେନବାସୀ।
ଆଗାମୀ ଦିନରେ ଯୁଦ୍ଧ ଦେଖିବେ ତାଇଓ୍ୱାନବାସୀ । ଚୀନ ବେଶ ଉତ୍ସାହର ସହ ଚାହିଁଛି ।
ସକାଳ ୫ଟା ୩୦ରେ ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନ ମୁମ୍ବାଇ ବିମାନବନ୍ଦରରେ ଅବତରଣ କରିଥିଲା ।
ୟୁକ୍ରେନ୍ ବିରୋଧରେ ଯୁଦ୍ଧ ନିଷ୍ପତ୍ତି ହେତୁ ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ବିଶ୍ୱରେ ଏକପ୍ରକାର ଏକଘରିଆ ହୋଇଯାଇଥିବା ବେଳେ ନିଜ ଦେଶର ଲୋକେ ମଧ୍ୟ ତାଙ୍କୁ ଖୋଲାଖୋଲି ବିରୋଧ କରୁଛନ୍ତି ।
ଆମେରିକୀୟ ଖବରକାଗଜ ନ୍ୟୁୟର୍କ ଟାଇମ୍ସ ଏକ ଇଣ୍ଟିଲିଜେନ୍ସ ରିପୋର୍ଟ ଆଧାରରେ ଏପରି ଖବର ଛାପିଛି । ଚୀନ୍ର ବରିଷ୍ଠ ଅଧିକାରୀମାନେ ଋଷିଆର ଆକ୍ରମଣ ଯୋଜନା ବିଷୟରେ ପୂର୍ବରୁ ଅବଗତ ଥିଲେ । ଋଷିଆ ୟୁକ୍ରେନ ବିରୋଧରେ କିଛି ବଡ ପଦକ୍ଷେପ ନେବାକୁ ଯାଉଥିବା ସେମାନେ ଜାଣିଥିବା ଇଣ୍ଟେଲିଜେନ୍ସ ରିପୋର୍ଟ ସୂଚିତ ରହିଛି
ଭାରତୀୟ ଛାତ୍ରଙ୍କୁ ଖାରକିଭରୁ ବାହାର କରିବାକୁ ସ୍ୱତନ୍ତ୍ର ଟ୍ରେନ୍ ବ୍ୟବସ୍ଥା ପାଇଁ ୟୁକ୍ରେନ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରାଯାଇଛି । ଫଳରେ ସେମାନେ ସହଜରେ ଦେଶର ସୀମାକୁ ତଥା ପଶ୍ଚିମ ଭାଗକୁ ପହଞ୍ଚିପାରିବେ । ଭାରତୀୟ ଛାତ୍ରଙ୍କୁ କୌଣସି ପ୍ରକାର ଯୁଦ୍ଧରେ ସାମିଲ କରାଯାଇ ବୋଲି ମଧ୍ୟ କୁହାଯାଇଛି ।