ବର୍ତ୍ତମାନ ସମୟରେ ଶ୍ରୀଲଙ୍କାରେ ପର୍ଯ୍ୟାପ୍ତ କାଗଜ ଓ କାଳି ନଥିବାରୁ ସ୍କୁଲ ପରୀକ୍ଷା ଓ ଖବର କାଗଜ ମୁଦ୍ରଣ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖିବାକୁ ପଡ଼ିଛି