ସରିୟା ଆଇନକୁ ଦୃଷ୍ଟିରେ ରଖି ମହିଳାଙ୍କୁ ଅନେକ ଅଧିକାରରୁ ବଞ୍ଚିତ କରିଥିବା ତାଲିବାନ ସରକାର, ଏବେ ଆହୁରି ଅନେକ ଅଜବ ନିୟମ ସାମ୍ନାକୁ ଆଣିଛି ।