ସାରା ବିଶ୍ୱରେ ଆର୍ଥିକ ମାନ୍ଦାବସ୍ଥା ଖବର ସାମ୍ନାକୁ ଆସୁଥିବା ବେଳେ Parent କମ୍ପାନୀ ମେଟା ପ୍ଲାଟ୍ଫମର୍ସ ଇଙ୍କ୍(Meta Platforms Inc.) ଏବେ ବଡ଼ଧରଣର ଛଟେଇ ପାଇଁ ଯୋଜନା କରୁଛି।
ମାଲାମାଲ୍ ହେବେ କଣ୍ଟେଣ୍ଟ୍ କ୍ରିଏଟର୍ । ଟ୍ୱିଟରର ବି ଦେବ ରୋଜଗାର ।
ନିଜର ଭୁଲ ମାନିଲେ କି ଏଲୋନ୍ ମସ୍କ(Elon Musk) । କେଇଟା ଦିନରେ କାମର ପ୍ରେସର୍ ଜଣାପଡ଼ିଗଲା ।
ତାଞ୍ଜାନିଆରେ ଏକ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଆଜି ସକାଳେ ଭିକ୍ଟୋରିଆ ହ୍ରଦରେ ବିମାନଟି ଖସି ପଡ଼ିଥିବା ସୂଚନା ମିଳିଛି।
ଟ୍ୱିଟରରେ ବ୍ଲୁ-ଟିକ୍ ପାଇଥିବା ୟୁଜର୍ସଙ୍କୁ ଫି’ ଦେବାକୁ ପଡ଼ିବ ବୋଲି ପୂର୍ବରୁ ଏଲନ୍ ମସ୍କ ଘୋଷଣା କରିଥିଲେ। ସିରିଜ୍ ଅଫ୍ ଟ୍ୱିଟ୍ ଅର୍ଥାତ୍ ଗୋଟିଏ ପରେ ଗୋଟିଏ ଟ୍ୱିଟ୍ କରି ମସ୍କ ଏସମ୍ପର୍କରେ ସ୍ପଷ୍ଟ କରିଥିଲେ।
ବିଶ୍ୱର ସବୁଠୁ ବଡ଼ ଧନୀ ବ୍ୟକ୍ତି ତଥା ଟ୍ୱିଟର(Twitter)ର ନୂଆ ବସ୍ ଏଲନ୍ ମସ୍କ(Elon Musk) କମ୍ପାନୀକୁ ନିଜ ଅଧିନକୁ ନେବା ପରେ ଗୋଟିଏ ପରେ ଗୋଟିଏ ବଡ଼ ନିଷ୍ପତ୍ତି ନେଉଛନ୍ତି।
ଆମ ଦଳର ସାଂସଦମାନଙ୍କୁ ବ୍ଲାକମେଲ୍ କରାଯାଉଛି
ଏଲନ୍ ମସ୍କ ପାଖାପାଖି ୫୦ ପ୍ରତିଶତ କର୍ମଚାରୀଙ୍କୁ ଚାକିରିରୁ ବାହାର କରି ସାରିଛନ୍ତି !
ଭାରତର ବଡ଼ ବଡ଼ ମିଡିଆ ହାଉସ୍ ମଧ୍ୟ ଏହା ଦ୍ୱାରା ପ୍ରଭାବିତ ହୋଇଛନ୍ତି ।
ପ୍ରାୟ ୯୦ ପ୍ରତିଶତ ମତଗଣନା ସମୟରେ ହିଁ ନେତନ୍ୟାହୁଙ୍କ ପ୍ରଧାନମନ୍ତ୍ରୀ ହେବା ଏକ ପ୍ରକାର ସ୍ଥିର ହୋଇଥିଲା । ରାତିରେ ତାଙ୍କ ବିଜୟ ଉପରେ ମୋହର ବାଜିଥିଲା ।
ଏହାରି ଭିତରେ ଟ୍ୱିଟର କର୍ମଚାରୀଙ୍କ ପ୍ରତି ସେ ଯେଉଁ ଭଳି କ୍ରୁରତା ସେ ଦେଖାଇଛନ୍ତି ତାହା ଯିଏ ବି ଶୁଣୁଛି ଆଶ୍ଚର୍ଯ୍ୟ ହେଉଛି ।
ପ୍ରଥମେ ଚଳାଇଥିବା ଗୁଳିରେ ହିଁ ଇମ୍ରାନ ଆହତ ହୋଇଥିଲେ ।
ଗୁଳିମାଡ଼ରେ ଇମ୍ରାନ୍ଙ୍କ ସମେତ ୪ ଆହତ, ହସ୍ପିଟାଲରେ ଭର୍ତ୍ତି ।
ଏ ମଣିଷ ନା ଦାନବ । ଟଙ୍କା ପାଇଁ ନିଜ ଗର୍ଭବତୀ ସ୍ତ୍ରୀକୁ ବି ଛାଡ଼ିଲାନି ।
କର୍ମଚାରୀଙ୍କ ଉପରେ ଅତ୍ୟାଚାର କରୁଛନ୍ତି କି ଏଲୋନ୍ ମସ୍କ ? କର୍ମଚାରୀମାନେ ସପ୍ତାହକ ୭ ଦିନ କାମ କରୁଛନ୍ତି । ଛୁଟି ବୋଲି ଗୋଟିଏ ମିଳୁନି ।
କୁନି ଦେଶ ୟୁକ୍ରେନ୍ ନିଜର ବୁଦ୍ଧି ଓ କୌଶଳ କ୍ରମେ ଏବେ ବି ଲଢ଼େଇ ଜାରି ରଖିଛି । ଆଉ ବାରମ୍ବାର ଋଷ ଭଳି ଶକ୍ତିଶାଳି ସେନାକୁ ଜବରଦସ୍ତ ଝଟ୍କା ଦେବାରେ ଲାଗିଛି ।
ଆମେ ଆଜି ଆପଣଙ୍କୁ ଯେଉଁ କାହାଣୀ କହିବୁ ତାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ ।
ଆଉ କେହି ରହିବେନି ବେକାରୀ । ମୁଣ୍ଡ ପିଛା ରହିଛି ଦୁଇ ଦୁଇଟି ଚାକିରି ।
ଟ୍ୱିଟର୍ ରାସ୍ତାରେ କଣ୍ଟା ସାଜିବ କି ବ୍ଲୁ ସ୍କାଇ । ଟ୍ୱିଟରର ପ୍ରତିଷ୍ଠାତା ଜ୍ୟାକ୍ ଡୋର୍ସି ନୂଆ ସୋସିଆଲ ମିଡିଆ ପ୍ଲାଟଫର୍ମ ନେଇକି ଆସୁଛନ୍ତି ।
ପ୍ରଥମେ ଟ୍ୱିଟର ସିଇଓ ପାରାଗ ଅଗ୍ରୱାଲଙ୍କୁ ବାହାରିବାର ରାସ୍ତା ଦେଖେଇ ସାରିବା ପରେ ବର୍ତ୍ତମାନ ବୋର୍ଡର ସମସ୍ତ ନିର୍ଦ୍ଦେଶକଙ୍କୁ ହଟାଇ ଦେଇଛନ୍ତି ମସ୍କ (Elon Musk) ।
ଆକ୍ରମଣ ଏତେ ଭୟଙ୍କର ଥିଲା ଯେ ପୁରା ସହର ଥରି ଉଠିଥିଲା।
ଅନ ଲାଇନ କାରବାର ଏଣିକି ମହଙ୍ଗା ପଡିବ। ଫ୍ଲିପ୍କାର୍ଟରୁ ଯଦି ଅନଲାଇନ ସପିଂ କରୁଥାନ୍ତି ତେବେ ଆପଣଙ୍କୁ ଡେଲିଭରି ଫି ବାବଦରେ ଅଧିକ ଟଙ୍କା ଦେବାକୁ ପଡ଼ିବ। ବିଶେଷ କରି କ୍ୟାସ ଅନ ଡେଲିଭରି ଉପରେ ଫ୍ଲିପ୍କାଟ୍ ଅଧିକ ଫି ଦାବି କରିବ।
ଟୁଇଟରକୁ ନେଇ ଏବେ ଏକ ନୂଆ ଘୋଷଣା କରିଛନ୍ତି ଏଲନ ମସ୍କ। ବ୍ଲୁ ଟିକ ପାଇଥିବା ୟୁଜର୍ସଙ୍କୁ ଏଣିକି ଦେବାକୁ ପଡ଼ିବ ଅଧିକ ଅର୍ଥ।
ଶନିବାର ଦିନ ସିଓଲର ଇଟେଓନରେ ହାଲୋଓ୍ୱିନ୍ ପର୍ବ ପାଳନ ବେଳେ ଏହି ଅଘଟଣ ଘଟିଛି। କରୋନା ପାଇଁ ଗତ ୨ ବର୍ଷ ଧରି ଏ ପର୍ବ ପାଳନ ହୋଇନଥିବାବେଳେ ଏଥର ପାଳ ହେଉଥିଲା।
ପୃଥିବୀ ପୃଷ୍ଠରେ ଏମିତି ଏକ ଦ୍ୱୀପ ଅଛି, ଆପଣ ଚାହିଁଲେ ମଧ୍ୟ ଏହି ଦ୍ୱୀପକୁ ଯାଇପାରିବେ ନାହିଁ। କାରଣ ଏହି ଦ୍ୱୀପ ସବୁଠାରୁ ଭୟଙ୍କର ବୋଲି ଏହି ଦେଶର ସରକାର ନିଜେ କହିଛନ୍ତି।