ସୈାର କର୍କଟ ମାସ ଭାଦ୍ରବ କୃଷ୍ଣପକ୍ଷ । ଇଂରାଜୀରେ ୧୬ ତାରିଖ ମଙ୍ଗଳବାର ଜାଣନ୍ତୁ, ଆଜି କେମିତି କଟିବ ଆପଣଙ୍କ ଦିନ ଓ କ’ଣ ରହିଛି ଆପଣଙ୍କ ରାଶିରେ...
ସମସ୍ତେ ‘ଆଜାଦି କା ଅମୃତ ମହୋତ୍ସବ’କୁ ନିଜ ନିଜ ଢଙ୍ଗରେ ପାଳନ କରିଛନ୍ତି। ବିଶେଷକରି ଯୁବକମାନଙ୍କ ମଧ୍ୟରେ ଖୁବ ଉତ୍ସାହ ଦେଖାଦେଇଛି। ଦେଶପ୍ରେମରେ ପରିପୂର୍ଣ୍ଣ ଏପରି ଜଣେ ଯୁବକ ଏବେ ସାମ୍ନାକୁ ଆସିଛନ୍ତି ଯାହାଙ୍କ ବିଷୟରେ ଶୁଣି ଯେ କେହି ବି ଆଶ୍ଚର୍ଯ୍ୟ ହେବେ।
OLA ଇଲେକ୍ଟ୍ରିକ୍ କାର୍ ଲଞ୍ଚ୍ କରିବାକୁ ଘୋଷଣା କରିଛି। ଲଞ୍ଚିଂ ଇଭେଣ୍ଟ୍ରେ ଏହି ଦିନ କାର୍ ବଜାରରେ ଉପଲବ୍ଧ ହେବ ବୋଲି କୁହାଯାଇଛି। ଏହାର ବ୍ୟାଟେରୀ କ୍ଷମତା ୫୦୦ କିଲୋମିଟର ରହିବ। ଜାଣନ୍ତୁ ଅନ୍ୟାନ୍ୟ ଫିଚର…
ଜନ୍ମାଷ୍ଟମୀ ଦିନ ଶ୍ରୀକୃଷ୍ଣଙ୍କୁ ଲଡୁଗୋପାଳ ରୂପରେ ପୂଜା କରାଯାଏ। ଲଡୁଗୋପାଳଙ୍କ ପ୍ରତିମୂର୍ତ୍ତିର ଛାତିରେ ଏକ ପାଦଚିହ୍ନ ରହିଛି। ଏହାର କାରଣ ଜାଣିଛନ୍ତି କି? ତେବେ ଆସନ୍ତୁ ଜାଣିବା ଏହି ପାଦଚିହ୍ନର ରହସ୍ୟ କ’ଣ?
ଟୋକିଓର ଏହି ମନ୍ଦିରରେ ଥିବା ନେତାଜୀଙ୍କ ଅବଶିଷ୍ଟାଂଶରୁ ଯଦି ଡିଏନ୍ଏ ସଂଗ୍ରହ ହୋଇପାରିବ ତେବେ ତାହା ଖୁବ୍ଶୀଘ୍ର ସ୍ପଷ୍ଟ ହେବ ।
ବିକଶିତ ଭାରତର ସ୍ୱପ୍ନ ଦେଖାଇଲେ ପ୍ରଧାନମନ୍ତ୍ରୀ। ଦୁର୍ନୀତି ଓ ପରିବାରବାଦ ଦୂର ଉପରେ ଦେଲେ ଗୁରୁତ୍ୱ। ସେପଟେ ମୋଦିଙ୍କୁ ଟାର୍ଗେଟ୍ କରିଛନ୍ତି କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ।
ଦେଶ ପ୍ରେମ କଥା କହିବା ସହ ଏହି ଅବସରରେ ମୁଖ୍ୟମନ୍ତ୍ରୀ ୩ ପ୍ରତିଶତ ମହଙ୍ଗା ଭତ୍ତା ବୃଦ୍ଧି ନେଇ ଘୋଷଣା କରିଥିଲେ ।
ସାରା ଦେଶ ଏବେ ଦ୍ୱନ୍ଦ୍ୱରେ। ଦେଶ ୭୫ ନା ୭୬ତମ ସ୍ୱାଧୀନତା ଦିବସ ପାଳନ କରୁଛି ତାହାକୁ ନେଇ ସମସ୍ତେ ସନ୍ଦେହରେ। ଯଦି ଆପଣ ବି ଏହି ଦ୍ୱନ୍ଦ୍ୱରେ ଅଛନ୍ତି ତେବେ ଜାଣନ୍ତୁ ପ୍ରକୃତ କଥା।
ତିନି ଜଣଙ୍କ ମୃତ୍ୟୁ ପରେ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି ପରିବାର ଲୋକ ।
ଅନିଲ୍ କପୁର୍ ଏମିତି ଏକ ଭିଡିଓ ଶେୟାର କରିଛନ୍ତି, ଯାହା ଖୁବ୍ ଭାଇରାଲ ହେଉଛି। ସେ ହାତରେ ତ୍ରିରଙ୍ଗା ଧରି ଖୁବ୍ ଜୋର୍ରେ ଦୌଡୁଥିବା ନଜର ଆସିଛନ୍ତି। ତାଙ୍କର ଏହି ଷ୍ଟାଇଲ୍ ଦେଖିବା ପରେ ପ୍ରଶଂସକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ଏବଂ 'ଏଭରଗ୍ରୀନ୍ ଅଭିନେତା'କୁ ସଲାମ କରୁଛନ୍ତି।
ଅଗଷ୍ଟ ୧୮ରେ ନୂଆ ନିୟମ ସମ୍ପର୍କରେ ବିଧିବଦ୍ଧ ଭାବରେ ନିର୍ଦ୍ଦେଶନାମା ଜାରି କରାଯିବ ।
LICରେ ଚାକିରି ଖୋଜୁଥିବା ଯୁବକମାନଙ୍କ ପାଇଁ ଖୁସି ଖବର। ବାହାରିଛି ଅନେକଗୁଡିଏ ପଦବୀ। ଦେଖନ୍ତୁ କେଉଁ ପଦବୀ ପାଇଁ ରହିଛି କ’ଣ ଯୋଗ୍ୟତା ଓ କେତେ ପାଇବେ ଦରମା।
କର୍ମଚାରୀଙ୍କ ଛୁଟି ଦରଖାସ୍ତ ଦେଖି ଲୋକେ ହସି ହସି ବେଦମ୍ ।
ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କଳାକାରଙ୍କ ସହ ମିଶି ଦୀର୍ଘ ସମୟ ପର୍ଯ୍ୟନ୍ତ ନାଚିଥିଲେ। ଯାହାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ପାରମ୍ପରିକ ଗୀତରେ ଦିଦି ନାଚୁଥିବା ବେଳେ ସ୍ୱାଧୀନତା ଦିବସ ପାଳନ ଉତ୍ସବରେ ସାମିଲ ହୋଇଥିବା ଅତିଥିମାନେ ତାଙ୍କ ଭିଡିଓ ରେକର୍ଡ କରୁଥିବା ଦେଖିବାକୁ ମିଳିଛି।
ଆମିର୍ଙ୍କ ପାଇଁ ଖୁସି ଖବର। ଭାରତରେ 'ଲାଲ୍ ସିଂହ ଚଡ୍ଢା'ର ରୋଜଗାର ଧିରେ ଧିରେ ବଢୁଛି। ନିଜ ଦେଶରେ ଆମିରଙ୍କ ଏହି ଫିଲ୍ମକୁ ଘୋର ବିରୋଧ କରାଯାଉଥିବା ବେଳେ ବିଦେଶରେ କିନ୍ତୁ ଦମଦାର ଚାଲୁଛି। ଆସନ୍ତୁ ଜାଣିବା କେଉଁଠି କେତେ ରୋଜଗାର କଲାଣି।
୩୮ ବର୍ଷ ପରେ ବରଫ ଭିତରୁ ଶବ ଉଦ୍ଧାର ଘଟଣା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥାଇପାରେ କିନ୍ତୁ ଏହା ପୂରା ସତ। ସିଆଚେନ୍ ଗ୍ଲାସିଅରରେ ବରଫ ଧସିବା କାରଣରୁ ପ୍ରାଣ ହରାଇଥିବା ଲାନସନାୟକ ଚନ୍ଦ୍ରଶେଖର ହରବୋଲାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତଦେହ ମିଳିବାର ସୂଚନା ପାଇବା ପରେ ପରିବାର ପକ୍ଷରୁ ଏବେ ପୂରା ରୀତିନୀତିରେ ଅନ୍ତିମ ସଂସ୍କାର ପାଇଁ ପ୍ରସ୍ତୁତି ଆରମ୍ଭ କରାଯାଇଛି।
‘ଶାସ୍ତ୍ରୀଙ୍କ ଜୟ ଯବାନ, ଜୟ କିଷାନ ସହ ଅଟଲୀ ଜୟ ବିଜ୍ଞାନ ଯୋଡ଼ିଥିଲେ। ଆଜି ଜୟ ଅନୁସନ୍ଧାନ ଯୋଡ଼ି ସମସ୍ତଙ୍କୁ ଆହ୍ୱାନ ଦେଉଛି’ ବୋଲି ପ୍ରଧାନମନ୍ତ୍ରୀ ମୋଦି ସ୍ୱାଧୀନତା ଦିବସ ଅବସରରେ ଦେଶବାସୀଙ୍କୁ ସମ୍ବୋଧନ ଅବସରରେ ଏହା କହିଛନ୍ତି।
ଆଜି ଦେଶ ସ୍ୱାଧୀନତାର ୭୫ ବର୍ଷ ପୂରଣ କରିଥିବାରୁ ସମସ୍ତେ ମାତୃଭୂମି ପ୍ରତି ସମ୍ମାନ ଜଣାଇଛନ୍ତି। ଭାରତକୁ ବ୍ରିଟିଶ କବଳରୁ ମୁକ୍ତ କରିବାରେ ଦେଶର ଅନେକ ସ୍ୱାଧୀନତା ସଂଗ୍ରାମୀଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଦେଶର ଏହି ବୀରମାନଙ୍କୁ ନେଇ ଅନେକ ଦମଦାର ଚଳଚ୍ଚିତ୍ର ନିର୍ମାଣ କରାଯାଇଛି। ତେବେ ଆସନ୍ତୁ ଏହି ୫ ଟି ଶ୍ରେଷ୍ଠ ଚଳଚ୍ଚିତ୍ର ଉପରେ ନଜର ପକେଇ ନେବା।
ଏହାର ବିଶେଷତ୍ତ୍ୱ ହେଉଛି ଏହା କମାଣ୍ଡ, କଣ୍ଟ୍ରୋଲ, କମ୍ୟୁନିକେସନସ, କଂପ୍ୟୁଟର ଓ ଇଣ୍ଟେଲିଜେନ୍ସ ଇନପୁଟ୍ ନେଇ କାମ କରିପାରିବ ।
ଏହି ଧମକ ଥରେ କି ୨ଥର ନୁହେଁ ବରଂ ୩ଥର କଲ୍ କରାଯାଇ ଦିଆଯାଇଛି। କିଏ ଓ କାହିଁକି ଏହି ଧମକପୂର୍ଣ୍ଣ କଲ୍ କରିଥିଲା, ତାହା ଜଣାପଡ଼ିନି।
ମାଞ୍ଜା ସୂତା ପାଇଁ ପୁଣି ଏକ ନୀରିହ ଜୀବନ ଚାଲିଗଲା ।
ବଢିଲା ସୁନା ଦର । ଆଜି ଦର ସାମାନ୍ୟ ବୃଦ୍ଧି ପାଇଛି । ଫଳରେ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ମୂଲ୍ୟ ପିଛା ୫୪ ହଜାର ଟଙ୍କା ରହିଛି ।
ରାଜ୍ୟରେ ୧୦ ଲକ୍ଷ ନିଯୁକ୍ତି ପ୍ରଦାନ କରିବ ବରଂ ଆଉ ୧୦ ଲକ୍ଷ ଲୋକଙ୍କୁ ମଧ୍ୟ ରୋଜଗାର ପ୍ରଦାନ କରିବ। ଅର୍ଥାତ୍ ୨୦ ଲକ୍ଷ ଲୋକଙ୍କୁ ଚାକିରି ଓ ରୋଜଗାର ପ୍ରଦାନ କରାଯିବ। ସ୍ୱାଧୀନତା ଦିବସ ଅବସରରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏହି ବଡ଼ ଘୋଷଣା କରିଛନ୍ତି।
ଦୈନନ୍ଦିନ ଜୀବନରେ ମହିଳାଙ୍କୁ ଅସମ୍ମାନ କରାଯାଇଛି । ଏହାକୁ ବନ୍ଦ କରିବାକୁ ପଡ଼ିବ ବୋଲି ମୋଦି କହିଛନ୍ତି ।