‘ଖେଳ ମୈଦାନରେ ବି ପରିବାରବାଦ ପାଇଁ କ୍ଷତି ପହଞ୍ଚୁଥିଲା। ଏହା ଦୂର ହେବାରୁ ବିଶ୍ୱରେ ଆମକୁ ସଫଳତା ମିଳୁଛି’ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି।
‘ଆମେ ଆଉ ଦୁନିଆର ପ୍ରମାଣପତ୍ର ଉପରେ ବଞ୍ଚିବାକୁ ଚାହୁଁନୁ। ସାମର୍ଥ୍ୟର ସହ କାର୍ଯ୍ୟ କରି ଗୁଲାମୀ ଠାରୁ ଦୂରେଇ ଯାଇଛୁ’ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
‘ସାରା ବିଶ୍ୱର କୋଣ ଅନୁକୋଣରେ ତ୍ରିରଙ୍ଗା ଫରଫର ହୋଇ ଉଡୁଛି। ଆଜିର ଦିନ ଦେଶବାସୀଙ୍କ ପାଇଁ ଐତିହାସିକ ଓ ସଂକଳ୍ପର ଦିନ’ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି।
ଲାଲ୍କିଲ୍ଲାରେ ପତାକା ଉତ୍ତୋଳନ କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି। ଦେଶ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଉତ୍ସବକୁ ଆଜାଦୀ କା ଅମୃତ ମହୋତ୍ସବ ଭାବେ ପାଳନ କରୁଛି।
ଭାରତ ସରକାର 'ହର୍ ଘର୍ ତ୍ରିରଙ୍ଗା' ଅଭିଯାନ ଆରମ୍ଭ କରିଛନ୍ତି। ଏନେଇ ସାଧାରଣ ଭାରତୀୟ ମଧ୍ୟ ନିଜ ଘରେ ତ୍ରିରଙ୍ଗା ବାନ୍ଧି ଦେଶପ୍ରେମର ପତାକା ଉତ୍ତୋଳନ କରୁଛନ୍ତି। ସେଲିବ୍ରେଟିମାନେ ମଧ୍ୟ ଏଥିରେ ପଛରେ ପଡି ନାହାଁନ୍ତି। ସବୁଠୁ ଆଶ୍ଚର୍ଯ୍ୟ କରିଛନ୍ତି ଜଣେ ବୃଦ୍ଧ ଦମ୍ପତ୍ତି।
ଆଜି ଦେଶ ପାଳୁଛି ‘ଆଜାଦୀ କା ଅମୃତ ମହୋତ୍ସବ’। ଦେଶକୁ ସ୍ୱାଧୀନତା ଦେବା ନେଇ ଅନେକ ସଂଗ୍ରାମୀ ନିଜ ଜୀବନକୁ ବଳି ଦେଇଛନ୍ତି। ଖାଲି ପୁରୁଷ ନୁହେଁ ଏଥିରେ ମହିଳାମାନଙ୍କର ବି ଅନେକ ଭୂମିକା ରହିଛି। ଆସନ୍ତୁ ସେମିତି ୫ ଶକ୍ତିଶାଳୀ ମହିଳାଙ୍କ ଉପରେ ନଜର ପକେଇ ନେବା।
କାଶ୍ମୀର ମହାରାଜା ଭାରତ କିମ୍ବା ପାକିସ୍ତାନ କାହା ସହ ନ ମିଶିବାକୁ ନିଷ୍ପତ୍ତି ନେଇଥିଲେ। ଗୋଟିଏ ପଟେ ଜିନ୍ନା କାଶ୍ମୀରର ମହାରାଜା ହରିସିଂହଙ୍କ ଉପରେ ଏକ ଷ୍ଟ୍ରାଇକ୍ ଲଗାଉଥିଲେ ଯେ ଯଦି ସେ ପାକିସ୍ତାନ ସହିତ ମିଶି ଯାଆନ୍ତି, ତେବେ କାଶ୍ମୀରକୁ ସ୍ୱତନ୍ତ୍ର ସ୍ୱାଧୀନତା ଏବଂ ଅଧିକାର ଦିଆଯିବ। ଅନ୍ୟପଟେ ଭାରତ ମଧ୍ୟ ଚାହୁଁଥିଲା ଯେ କାଶ୍ମୀରକୁ ଭାରତ ସହିତ ମିଶ୍ରଣ କରିବାକୁ।
ଦେଶବାସୀଙ୍କୁ ରାଷ୍ଟ୍ରପତି ସମ୍ବୋଧନ କରିଛନ୍ତି ।
୨ ଜଣଙ୍କୁ ସାହସିକତା ଓ ୨ ଜଣଙ୍କୁ ଉଲ୍ଲେଖନୀୟ ସେବା ପଦକ, ବିଶିଷ୍ଟ ସେବା ଲାଗି ୧୧ ଜଣଙ୍କୁ ମିଳିବ ପୋଲିସ ସେବା ପଦକ ମିଳିବ
ପାକିସ୍ତାନ ଗଠନ ଦାବି ମାନିନେଇଥିଲେ କଂଗ୍ରେସର ତୁଙ୍ଗ ନେତା, ଦେଶବାସୀଙ୍କୁ ଅଜ୍ଞ ରଖି ନିଷ୍ପତ୍ତି ନେଇଥିଲେ କେଇଜଣ ନେତା
ଖୋଳତାଡ଼ କରିବ ପୋଲିସ, ପରିବାର ଲୋକଙ୍କ ସିବିଆଇ ତଦନ୍ତ ଦାବି
ମହାରାଷ୍ଟ୍ରର ନୂଆ ସରକାରରେ ବିଭାଗ ବଣ୍ଟନ ହୋଇଛି ।
ଜଣେ କୁନି ଶିଶୁୁକୁ ନାଗ ସାପ ଚୋଟ ମାରିବା ପୂର୍ବରୁ ହିଁ ତା ମା’ ତାକୁ ଟାଣି ଆଣି ଜୀବନ ବଞ୍ଚାଇ ଦେଉଛନ୍ତି। ଫଳରେ ଏକ ନିଶ୍ଚିତ ଅଘଟଣରୁ ନିଜ ପୁଅକୁ ବଞ୍ଚାଇ ପାରିଛନ୍ତି ମହିଳା ଜଣକ।
ଦରଦାମ ବୃଦ୍ଧି ନେଇ ସର୍ବଭାରତୀୟ ସ୍ତରରେ ପ୍ରତିବାଦ କରିବା ପାଇଁ ଅଗଷ୍ଟ ୨୮ ତାରିଖରେ କଂଗ୍ରେସ ଦିଲ୍ଲୀ ଚଲୋ ଡାକରା ଦେଇଛି।
ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କ ବାପା ବଲକାର ସିଂ କହିଛନ୍ତି ଯେ, ତାଙ୍କ ପୁଅର ହତ୍ୟା ପଛରେ କିଛି ଗାୟକ ଓ ରାଜନେତାଙ୍କ ହାତ ରହିଛି। ଖୁବ୍ଶୀଘ୍ର ସେ ଏହାର ଖୁଲାସା କରିବେ।
ବାହାରକୁ ଗଲେ ଅନେକ ଲୋକ ହୋଟେଲ୍ରେ ରହିବାକୁ ଭଲ ପାଆନ୍ତି। କିନ୍ତୁ ଅନେକ ସମୟରେ ଲୋକେ ଅଧିକ ଟଙ୍କା ନେଇ ମନପସନ୍ଦର ରୁମ୍ ପାଆନ୍ତି ନାହିଁ। ଏହି ଟିପ୍ସ ପ୍ରତି ଧ୍ୟାନ ଦେଲେ କମ ଟଙ୍କା ଦେଇ ଆପଣ ବି ଭଲ ରୁମ୍ ପାଇ ପାରିବେ।
ଗରିବ ବାପାର ସୁନା ପୁଅ । କଠିନ ପରିଶ୍ରମ କରି ଆଜି ସେ ସଫଳ ହୋଇପାରିଛନ୍ତି ।
GAIL ଇଣ୍ଡିଆ ଲିମିଟେଡ୍ ଏକ ସଂକ୍ଷିପ୍ତ ବିଜ୍ଞପ୍ତି ଜାରି କରିଛି। ଏହି ଦିନ ଆରମ୍ଭ ହେବ ଆବେଦନ ପ୍ରକ୍ରିୟା। ଏହି ନିଯୁକ୍ତି ପ୍ରକ୍ରିୟାରେ ସମୁଦାୟ ୨୮୨ଟି ପଦ ପୂରଣ ହେବ।
ସହଯୋଗ ଆଶାରେ ହଜାର ହଜାର ଲୋକ ତାଙ୍କ ପାଖକୁ ଚାଲି ଆସନ୍ତି। ଆଶା ଥାଏ ନିଶ୍ଚିତ କିଛି ନା କିଛି ମିଳିଯିବ। ଲୋକେ ତାଙ୍କୁ ଭଗବାନ ମାନନ୍ତି ଆଉ ପୂଜା ବି କରନ୍ତି। ମଣିଷ ରୂପି ଏହି ଭଗବାନ ହେଲେ ସୋନୁ ସୁଦ୍। ତେବେ ଯେତେ ଲୋକ ଆସନ୍ତୁ ସେ କ’ଣ ସମସ୍ତଙ୍କୁ ସହଯୋଗ କରନ୍ତି?
ଉଭୟ ସ୍ୱାମୀ-ସ୍ତ୍ରୀ ଛାଡ଼ପତ୍ର ପାଇଁ ଆବେଦନ କରିଥିଲେ। କାଉନସେଲିଂ ପାଇଁ ଉଭୟ ଫ୍ୟାମିଲି କୋର୍ଟ ଆସିଥିବା ବେଳେ ସ୍ୱାମୀ ଏଭଳି କାଣ୍ଡ ଘଟାଇଥିବା ଜଣାପଡ଼ିଛି।
'ଲାଲ୍ ସିଂହ ଚଡ୍ଢା' ଅତ୍ୟନ୍ତ ସୁନ୍ଦର ହୋଇଛି। ଏହି ସୁଯୋଗକୁ ହାତଛଡା କରନ୍ତୁ ନାହିଁ ବନ୍ଧୁମାନେ! ଯାଆନ୍ତୁ! ବର୍ତ୍ତମାନ ଯାଆନ୍ତୁ! ଏହାକୁ ଦେଖନ୍ତୁ। ଏହା ଖୁବ ବଢିଆ ଆଉ ଦମଦାର ହୋଇଛି। ଏମିତି କହିଲେ ହ୍ରିତିକ ରୋଶନ।
ସୈାର କର୍କଟ ମାସ ଭାଦ୍ରବ କୃଷ୍ଣପକ୍ଷ । ଇଂରାଜୀରେ ୧୪ ତାରିଖ ରବିବାର । ଜାଣନ୍ତୁ, ଆଜି କେମିତି କଟିବ ଆପଣଙ୍କ ଦିନ ଓ କ’ଣ ରହିଛି ଆପଣଙ୍କ ରାଶିରେ...
ତାଙ୍କର ଦେହାନ୍ତ ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି । ତାଙ୍କୁ ସେୟାର ମାର୍କେଟ୍ର ବେତାଜ୍ ବାଦ୍ଶାହ ବୋଲି ମଧ୍ୟ କୁହାଯାଏ ।
ରିଜର୍ଭ ବ୍ୟାଙ୍କର ଡେପୁଟି ଗଭର୍ଣ୍ଣର ଡକ୍ଟର ମାଇକେଲ ଦେବବ୍ରତ ପାତ୍ର । ଭାରତ କ୍ରୟ ଶକ୍ତି ସମତା ଆଧାରରେ ଏବେ ବିଶ୍ୱର ୩ୟ ବୃହତ୍ ଅର୍ଥନୀତି ।
ଅଗଷ୍ଟ ୧୩ରୁ ୧୫ ଯାଏ ହର୍ ଘର୍ ତ୍ରିରଙ୍ଗା । ଜାତୀୟ ପତାକା ସହ ପଦଯାତ୍ରା, ବାଇକ୍ ରାଲି । ସ୍ୱାଧୀନତା ଦିବସ ପାଇଁ ଦିଲ୍ଲୀରେ କଡ଼ା ସୁରକ୍ଷା ।