ବଲିଉଡ୍କୁ ସବୁବେଳେ ଜଟିଳ ଫିଲ୍ମ ଦେଉଥିବା ଅନୁରାଗ କଶ୍ୟପ ପୁଣି 'ଦୋବାରା' ମାଧ୍ୟମରେ ପୁଣି ଫେରିଛନ୍ତି। ତେବେ ଏହି ଫିଲ୍ମ ମାଧ୍ୟମରେ ସେ ତାଙ୍କ ପୁରୁଣା ଫର୍ମକୁ ଫେରି ପାଇବାକୁ ଚେଷ୍ଟା କରୁଥିବା ଜଣାଯାଏ। ସେ ଏଥିରେ ସଫଳ ହେବେ ତ…
ଆସାମ ରାଇଫଲ୍ସ ଏବଂ ଭାରତୀୟ ସେନାର ୫୭ ତମ ମାଉଣ୍ଟେନ୍ ଡିଭିଜନର ଯବାନମାନଙ୍କୁ ସମ୍ବୋଧିତ କରି ଏମିତି କହିଛନ୍ତି ରାଜନାଥ। ଖାଲି ଏତିକି ନୁହେଁ ବରଂ ସେ ଆହୁରି ମଧ୍ୟ କହିଛନ୍ତି ଯେ, ମୁଁ ଆଜି ଭାବୁଛି ଆପଣମାନଙ୍କୁ ମୋର ପିଲାଦିନର କଥା କହିବି। ପିଲା ଦିନରୁ ମୋର ଇଚ୍ଛା ଥିଲା, ସେନାରେ ସାମିଲ ହେବାକୁ। ସେନା ପାଇଁ ପରୀକ୍ଷା ବି ଦେଲି କିନ୍ତୁ ସେହି ସମୟରେ ବାପାଙ୍କ ଦେହାନ୍ତ ହେବାରୁ ମୁଁ ଆଉ ସେନାରେ ସାମିଲ ହେଲିନି।
ସୁପ୍ରିମକୋର୍ଟକୁ ଜଣାଇଛି ମେଡିକାଲ ଓ ସେଲ୍ସ ରିପ୍ରେଜେଣ୍ଟେଟିଭ ସଂଘ
ସମୀର ୱାଙ୍ଖଡେଙ୍କୁ କିଏ ଦେଲା ହତ୍ୟା ଧମକ ?
ଗୁଡ଼ଗାଓଁରେ ରହୁଥିବା ବବି କଟାରିଆଙ୍କ ଇନ୍ଷ୍ଟାଗ୍ରାମ ପେଜ୍ରେ ୬ ଲକ୍ଷରୁ ଉର୍ଦ୍ଧ୍ୱ ଫଲୋଅର୍ସ ରହିଛନ୍ତି । ଆଇପିସି ଓ ଆଇଟି ଆକ୍ଟ ଅଧିନରେ ତାଙ୍କ ନାଁରେ ମାମଲା ରୁଜୁ କରିଛି ପୋଲିସ।
ପରବର୍ତ୍ତୀ ନିର୍ବାଚନରେ ଭୋଟ୍ ଦେବେ ଅଣ-କାଶ୍ମୀରୀ । ଆରମ୍ଭ ହୋଇଛି ଭୋଟର ଲିଷ୍ଟ ସଂଶୋଧନ ପ୍ରକ୍ରିୟା ।
ସମରାଭ୍ୟାସ ଆଳରେ ଭୟଭିତ କରୁଥିଲା ଚୀନ୍, ଏବେ ପାଲଟା ଜବାବ ଦେବାକୁ ମଝି ଆକାଶରେ ଗର୍ଜୁଛି ତାଇୱାନୀ ଯୁଦ୍ଧ ବିମାନ ।
ଏମିତିକି ଲୋକେ କେତେ କ’ଣ କହିଗଲେ ଓ ସୋସିଆଲ ମିଡିଆରେ ପୋଷ୍ଟ କରି ଚାଲିଲେ ।
ସନ୍ଦିଗ୍ଧ ଡଙ୍ଗାଟି କେଉଁଠୁ ଆସିଛି ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ । କିନ୍ତୁ ଡଙ୍ଗାରେ କେହି ନଥିଲେ ବୋଲି ସୂଚନା ମିଳିଛି । ତେବେ ଏହି ଡଙ୍ଗାକୁ ନେଇ ଆତଙ୍କବାଦୀ ସମ୍ପୃକ୍ତି ଥିବା ସନ୍ଦେହ କରାଯାଉଛି ।
ବିବାହ ପାଇଁ ଅତ୍ୟଧିକ ଚାପଗ୍ରସ୍ତ ହେବା ପରେ ଜଣେ ଯୁବତୀ ଆତ୍ମହତ୍ୟା କରିଛନ୍ତି ।
ଟିମ୍ ଇଣ୍ତିଆକୁ ବିଗତ କିଛି ବର୍ଷ ମଧ୍ୟରେ ଶିଖର ପହଞ୍ଚାଇଥିବା ଷ୍ଟାର ଖେଳାଳି ବିରାଟ କୋହଲି ଏବେ ମାନସିକ ସ୍ୱାସ୍ଥ୍ୟ ସହ ସଂଘର୍ଷ କରୁଛନ୍ତି ।
କିଛି ଦିନ ପୂର୍ବରୁ ସେ ଟ୍ୱିଟର କିଣିବେ ବୋଲି କହିବା ସହ ଏଥିରେ ଅନେକ ପରିବର୍ତ୍ତନ କରିବେ ବୋଲି କହି ବେଶ୍ ଚର୍ଚ୍ଚାରେ ରହିଲେ ।
ଚିକିତ୍ସା ଚାଲୁଥିଲେ ସୁଦ୍ଧା ରାଜୁ ଶ୍ରୀବାସ୍ତବଙ୍କ ସ୍ଥିତିରେ କୌଣସି ସୁଧାର ଆସିନାହିଁ ।
କମିଲା ସୁନା ଦର । ଆଜି ଦର ସାମାନ୍ୟ ହ୍ରାସ ପାଇଛି । ଫଳରେ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ମୂଲ୍ୟ ପିଛା ୫୩ ହଜାର ୪୦୦ ଟଙ୍କା ରହିଛି ।
ଭାରତର ସୁରକ୍ଷା ଉପରେ ପ୍ରଭାବ ପକାଉଥିବା ପୋଷ୍ଟ ଅପ୍ଲୋଡ୍ କରିବା ଅଭିଯୋଗରେ ସୂଚନା ପ୍ରସାରଣ ମନ୍ତ୍ରାଳୟ ୮ ୟୁଟ୍ୟୁବ୍ ଚ୍ୟାନେଲ୍କୁ ବ୍ଲକ୍ କରିଛି। ବ୍ଲକ୍ ହୋଇଥିବା ୮ ୟୁଟ୍ୟୁବ୍ ଚ୍ୟାନେଲ୍ ମଧ୍ୟରେ ପାକିସ୍ତାନର ଏକ ୟୁଟ୍ୟୁବ୍ ଚ୍ୟାନେଲ ମଧ୍ୟ ରହିଛି।
ଖୁବ୍ଶୀଘ୍ର Apple ଏହାର iPhone 14 ଲଞ୍ଚ୍ କରିବାକୁ ଯାଉଛି। ଏଥିପାଇଁ କମ୍ପାନୀ ଏକ ଲଞ୍ଚ୍ ଇଭେଣ୍ଟ ଆୟୋଜନ କରିବାକୁ ଯୋଜନା କରିଛି।
ଆରଟିଓଙ୍କ ଘର ନୁହେଁ ତ ରାଜପ୍ରାସାଦ । ଘରେ ସବୁ ସୁବିଧା ।
CCTV ଫୁଟେଜରେ ଦେଖିବାକୁ ମିଳିଛି, ଜଣେ ଯୁବକ, ଯୁବତୀଙ୍କ ପିଛା କରି ଆସୁଛନ୍ତି। ଏହାପରେ ସେ ବ୍ୟାଗ୍ ଭିତରୁ ବନ୍ଧୁକ ବାହାର କରି ହଠାତ୍ ଯୁବତୀଙ୍କ ବେକକୁ ଗୁଳିମାଡ଼ କରୁଛନ୍ତି।
ସୈାର ସିଂହ ମାସ ଭାଦ୍ରବ କୃଷ୍ଣପକ୍ଷ । ଇଂରାଜୀରେ ୧୮ ତାରିଖ ଗୁରୁବାର ।ଜାଣନ୍ତୁ, ଆଜି କେମିତି କଟିବ ଆପଣଙ୍କ ଦିନ ଓ କ’ଣ ରହିଛି ଆପଣଙ୍କ ରାଶିରେ...
ଜନ୍ମାଷ୍ଟମୀ ଦିନ ଭଗବାନ ଶ୍ରୀକୃଷ୍ଣଙ୍କ ବାଲ୍ ଗୋପାଳ ରୂପକୁ ପୂଜା କରାଯାଏ। ଏହି ଦିନ ଭଗବାନ କୃଷ୍ଣଙ୍କୁ ରାତିରେ ପୂଜା କରାଯାଏ ବୋଲି ବିଶ୍ୱାସ କରାଯାଏ। କୁହାଯାଏ ଭଗବାନ କୃଷ୍ଣ ରାତିରେ ଜନ୍ମ ହୋଇଥିଲେ। ଆସନ୍ତୁ ଜାଣିବା ରାତିରେ କାହିଁକି ଜନ୍ମ ନେଲେ ଶ୍ରୀକୃଷ୍ଣ?
ଶ୍ରୀକୃଷ୍ଣଙ୍କ ଅଣନାତି ବଜ୍ରନାଭ ମଥୁରାରେ ଶ୍ରୀକୃଷ୍ଣଙ୍କ ପ୍ରଥମ ମନ୍ଦିର ନିର୍ମାଣ କରିଥିଲେ। ଏହା ପରେ ଆଉ ତିନି ଥର ଏହାର ନିର୍ମାଣ ହୋଇଛି। ଔରଙ୍ଗଜେବଙ୍କ ଶାସନ କାଳରେ ଏହାକୁ ଭାଙ୍ଗି ଦିଆଯାଇଥିଲା।
ଭଗବାନ ଶ୍ରୀହରିଙ୍କ ଦୁଇ ମାନବ ଅବତାର ହେଲା ଶ୍ରୀରାମ ଓ ଶ୍ରୀକୃଷ୍ଣ। ଶ୍ରୀରାମଙ୍କ ପାଖରେ ୧୨ କଳା ଥିବାବେଳେ ଶ୍ରୀକୃଷ୍ଣଙ୍କ ପାଖରେ କିପରି ରହିଲା ୧୬ କଳା? ଶ୍ରୀହରିଙ୍କ ଏହି ଦୁଇ ଅବତାରରେ କିଏ ଶ୍ରେଷ୍ଠ?
ଏକ କୁକୁଡା ସ୍ୱତନ୍ତ୍ର ଅଣ୍ଡା ଦେଇଛି। ଏହି ଅଣ୍ଡାର ଡିମାଣ୍ଡ୍ ଏମିତି ବଢୁଛି ଯେ ଏହାର ମାଲିକ ଗୋଟିଏ ଅଣ୍ଡାକୁ ୫୦ ହଜାର ଟଙ୍କାରେ ବିକ୍ରି କରୁଛନ୍ତି। ଏହି ଅଣ୍ଡାରେ ଏମିତି କ’ଣ ଅଛି ଯାହା ଏତେ ମହଙ୍ଗା ଆସନ୍ତୁ ଜାଣିବା।
ସୋସିଆଲ ମିଡିଆରେ ଟ୍ରୋଲ ହେବା ପରେ ଟ୍ୱିଟ୍କୁ ଡିଲିଟ୍ କରିଦେଇଥିଲେ ଦିପିକା ।