ଅନୁରାଗ କଶ୍ୟପ ତାଙ୍କ ପୂର୍ବତନ ଦୁଇ ପତ୍ନୀଙ୍କ ସହ ଫଟୋ ଶେୟାର କରିଛନ୍ତି। ଏହି ଫଟୋରେ ସେ ତାଙ୍କ ଦୁଇ ପତ୍ନୀଙ୍କ କାନ୍ଧରେ ହାତ ରଖିଛନ୍ତି। ଲେଖିଛନ୍ତି ମୋର ଦୁଇ ପିଲାର୍।
ଆମିର ଖାନ୍ଙ୍କୁ ନେଇ ସାରା ଦେଶରେ ବିରୋଧ ସୃଷ୍ଟି ହେଉଥିବା ବେଳେ ବଲିଉଡ୍ ତରଫରୁ ତାଙ୍କୁ ମିଳୁଛି ଆଶ୍ୱାସନା। ସବୁ କଳାକାର ତାଙ୍କୁ ସହଯୋଗର ହାତ ବଢଉଛନ୍ତି। ଏବେ ଏକତା କପୁର କହିଛନ୍ତି ଯେ ଆମିର ଖାନ୍ଙ୍କୁ ବୟକଟ୍ କରାଯାଇ ପାରିବ ନାହିଁ।
ଗରିବ ବାପାର ଝିଅ ଆଜି ବାପାଙ୍କର ଟେକ ରଖିଛି । ମନିସା ଟପ୍ପର ହେବା ପରେ ଘରେ ଖୁସିର ମାହୋଲ ।
୫୦୦ ଟଙ୍କା ପାଇଁ ଆସାମର ଜଣେ ବ୍ୟକ୍ତି ନିଜ ଗାଁର ଜଣେ ବ୍ୟକ୍ତିଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତ ଜଣକ କଟା ମୁଣ୍ଡ ଧରି ୨୫ କି.ମି. ଚାଲି ଚାଲି ପୋଲିସ୍ ଷ୍ଟେସନରେ ପହଞ୍ଚି ଆତ୍ମସମର୍ପଣ କରିଥିଲେ।
ନିମିଷକେ ହ୍ରଦର କୋଣ ଅନୁକୋଣରେ ପହଞ୍ଚିପାରିବ ଦେଶର ଜାଗ୍ରତ ପ୍ରହରୀ
ସିକ୍ ଲିଭ୍ ଦାବି କରି ଚାଲିଗଲା ଚାକିରି । ରାଗ ଶୁଝାଇଲା କି କମ୍ପାନୀ ?
କବାଡ଼ି ଖେଳୁଥିବା ବେଳେ ବେକ ମୋଡ଼ି ହୋଇ ଜଣେ ଖେଳାଳିଙ୍କ ଜୀବନ ଚାଲିଯାଇଛି ।
କମିଲା ସୁନା ଦର । ଆଜି ଦର ସାମାନ୍ୟ ହ୍ରାସ ପାଇଛି । ଫଳରେ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ମୂଲ୍ୟ ପିଛା ୫୩ ହଜାର ୪୫୦ ଟଙ୍କା ରହିଛି ।
୨୦୦ କୋଟି ଟଙ୍କା ଠକେଇ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ED) ଜ୍ୟାକଲିନ୍ଙ୍କୁ ଅଭିଯୁକ୍ତ ଦର୍ଶାଇଛି। ଏହା ପୂର୍ବରୁ ଜ୍ୟାକଲିନ୍ଙ୍କ ୭ କୋଟି ୨୭ ଲକ୍ଷ ଟଙ୍କାର ସମ୍ପତ୍ତି ED ଜବତ କରିଥିଲା।
ଖାଦ୍ୟର ଗୁଣବତ୍ତା ପରୀକ୍ଷଣ ବେଳେ ପାଣିଆ ଡାଲି ଓ ରୁଟି ଦେଖି ମେନପୁରୀର ଏସପିଙ୍କ ରାଗ କହିଲେ ନସରେ ।
ସୈାର ସିଂହ ମାସ ଭାଦ୍ରବ କୃଷ୍ଣପକ୍ଷ । ଇଂରାଜୀରେ ୧୭ ତାରିଖ ବୁଧବାର ।ଜାଣନ୍ତୁ, ଆଜି କେମିତି କଟିବ ଆପଣଙ୍କ ଦିନ ଓ କ’ଣ ରହିଛି ଆପଣଙ୍କ ରାଶିରେ...
ଭାରତୀୟଙ୍କ ପାଇଁ ଜାତୀୟ ସଂଗୀତ ପରିବେଷଣ କଲେ ପାକିସ୍ତାନୀ କଳାକାର। ‘ଜନ ଗଣ ମନ’କୁ ବଜେଇ ସେ ଭାରତୀୟଙ୍କ ପ୍ରୀୟ ହୋଇଯାଇଛନ୍ତି। ପ୍ରତି ଭାରତୀୟଙ୍କ ପାଖରୁ ଛୁଟୁଛି ପ୍ରଶଂସାର ସୁଅ।
ବାବା ଭେଙ୍ଗା ଏଭଳି ଅନେକ ଭବିଷ୍ୟବାଣୀ କରିଥିଲେ, ଯାହା ବର୍ତ୍ତମାନ ପର୍ଯ୍ୟନ୍ତ ସତ ହୋଇସାରିଛି। ୨୦୨୨ ପାଇଁ ସେ ୬ଟି ଭବିଷ୍ୟବାଣୀ କରିଛନ୍ତି, ୨ଟି ସତ ହେଲାଣି। ଚଳିତ ବର୍ଷ ଭାରତ ପାଇଁ ରହିଛି ଏହି ଭୟଙ୍କର ଭବିଷ୍ୟବାଣୀ, ଜାଣନ୍ତୁ…
ଭାରତର ଉଦ୍ବେଗକୁ ଶ୍ରୀଲଙ୍କାର ଅଣଦେଖା। ହାମ୍ବାନଟୋଟା ବନ୍ଦରରେ ପ୍ରବେଶ ଲାଗି ଚୀନ୍ ସ୍ପାଏ ସିପ୍ ୟୁଆନ୍ ଓ୍ୱାଙ୍ଗ-ଫାଇଭ୍କୁ ଅନୁମତି ଦେଇଛନ୍ତି ସେଠିକାର ସରକାର। ଏକାଧିକ ଆଧୁନିକ ରାଡାର୍ ଖଞ୍ଜାଥିବା ଏହି ସ୍ପାଏ ସିପ୍ ଶ୍ରୀଲଙ୍କାକୁ ଆସିବା ଯୋଗୁଁ ଭାରତର ଦକ୍ଷିଣରେ ଥିବା ବିଭିନ୍ନ ସାମରିକ ଓ କ୍ଷେପଣାସ୍ତ୍ର ଘାଟିର ସୁରକ୍ଷା ପ୍ରତି ବିପଦ ଆଶଙ୍କା ଥିବା କୁହାଯାଉଛି।
NALCO ଗ୍ରାଜୁଏଟ୍ ଇଞ୍ଜିନିୟର ଟ୍ରେନିଂ ପଦବୀରେ ନିଯୁକ୍ତି ପାଇଁ ଆବେଦନ ଜାରି କରିଛି। ଆବେଦନ ପ୍ରକ୍ରିୟା ଅଗଷ୍ଟ ୧୧ରୁ ଆରମ୍ଭ ହୋଇଯାଇଛି। ଜାଣନ୍ତୁ ଆବେଦନର ଶେଷ ତାରିଖ ଓ ଅନ୍ୟାନ୍ୟ ସୂଚନା।
ସମସ୍ତ ବିରୋଧ ପରେ ମଧ୍ୟ ପର୍ଫେକ୍ଟନିଷ୍ଟ ଆମିରଙ୍କ ଫିଲ୍ମକୁ ପ୍ରଶଂସା କରାଯାଉଛି। ସମାଲୋଚକମାନେ ଏହି ଫିଲ୍ମକୁ ମିଶ୍ରିତ ପ୍ରତିକ୍ରିୟା ଦେଉଛନ୍ତି। ଫିଲ୍ମ ଆରମ୍ଭ ଦିନର ଆୟ ଆଶା ଠାରୁ କମ୍ ଥିଲା ଏବଂ ଦ୍ୱିତୀୟ ଦିନରେ ଏହାର ଆୟରେ ମଧ୍ୟ ହ୍ରାସ ଘଟିଥିଲା।
ସଭାରେ ବିବାଦୀୟ ବୟାନ ଦେଇ ଚର୍ଚ୍ଚାରେ ବିଧାୟକ ।
ସୋସିଆଲ୍ ମିଡିଆରେ ବିପାଶା ବସୁ ଏମିତି ଏକ ଫଟୋ ଶେୟାର କରିଛନ୍ତି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି। ସେ ତାଙ୍କ ବେବି ବମ୍ପ୍ ଫଟୋ ଶେୟାର କରିଛନ୍ତି। ଏହା ଦେଖି ଲୋକେ ପ୍ରତିକ୍ରିୟା ଦେଇ କହିଛନ୍ତି ‘ପୋଷାକ ତ ପିନ୍ଧନ୍ତୁ’।
କମ୍ପାନୀ ପକ୍ଷରୁ ସାମଗ୍ରିକ ଭାବେ ସେଲ୍ସ ପ୍ରଡକ୍ଟିଭିଟି(ଉତ୍ପାଦନ)ର ସମୀକ୍ଷା କରାଯିବ। ଯଦି ଆସନ୍ତା ତ୍ରୈମାସିକ ଫଳାଫଳ ଭଲ ନଆସିବ, ତା’ହେଲେ କର୍ମଚାରୀଙ୍କ ପାଇଁ ଅଡୁଆ ବଢ଼ିପାରେ।
ଶ୍ରମିକମାନଙ୍କୁ ଦିଆଯାଉଥିବା ନିମ୍ନମାନର ଖାଦ୍ୟ ଦିଆଯାଉଛି କହି କ୍ୟାଟରିଂ ମ୍ୟାନେଜରଙ୍କୁ ମାଡ଼ ମାରିଲେ ଶିବସେନା ବିଧାୟକ ।
ଘରେ କେହି ନଥିବାବେଳେ ଶାଶୁ, ବୋହୂକୁ ହତ୍ୟା। ପୋଲିସ୍ ସୂଚନା ଅନୁସାରେ, ଘରୁ ଟଙ୍କା ଓ ସୁନା ଅଳଙ୍କାର ଗାଏବ ହୋଇଯାଇଛି।
ବଢିଲା ସୁନା ଦର । ଆଜି ଦର ସାମାନ୍ୟ ବୃଦ୍ଧି ପାଇଛି । ଫଳରେ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ମୂଲ୍ୟ ପିଛା ୫୩ ହଜାର ୬୦୦ ଟଙ୍କା ରହିଛି ।
ଆତଙ୍କବାଦୀମାନେ ପ୍ରଥମେ ୨ ଭାଇଙ୍କୁ ସେମାନଙ୍କର ନାଁ ପଚାରି ଥିଲେ। ଏହାପରେ ସେମାନଙ୍କ ଉପରକୁ ଆଖିବୁଜା ଗୁଳିମାଡ଼ କରିଥିଲେ।