• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଜାଣନ୍ତୁ ଆଜିର ରାଶିଫଳ

ସୈାର କର୍କଟ ମାସ ଭାଦ୍ରବ କୃଷ୍ଣପକ୍ଷ । ଇଂରାଜୀରେ ୧୬ ତାରିଖ ମଙ୍ଗଳବାର ତିଥି – ୫ମୀ ରାତ୍ରି ୦୮/୧୭ ଗତେ ଷଷ୍ଠୀ ଚନ୍ଦ୍ର – ମୀନ ରାତ୍ରି ୦୯/୦୮ ଗତେ ମେଷ ଘାତ ଚନ୍ଦ୍ର- ଧନୁ ରାଶିର ରାତ୍ରି ୦୯/୦୮ ଗତେ ମେଷ ରାଶିର ଘାତ ବାର – ମକର ପୁଷ୍କର ଦୋଷ – ୧ ପାଦ- କୃଷିହାନି- ଭୂମିଦାନ

ଶୁଭ ସମୟ-

ଦିବା ୮/୪୦ ରୁ ୧୦/୩୪

ଦିବା ୦୧/୦୬ ରୁ ୦୧/୨୫

ଦିବା ୦୪/୩୫ ରୁ ୦୫/୨୦

ସନ୍ଧ୍ୟା ୦୬/୧୧ ରୁ ୦୬/୫୬

ରାତ୍ରି ୦୯/୧୨ ରୁ ୧୨/୨୮

ରାତ୍ରି ୦୧/୪୪ ରୁ ୦୩/୧୫

ଅଶୁଭ ସମୟ-

ଋାହୁକାଳ - ଦିବା ୦୩/୦୦ ରୁ ୦୪/୩୫

କାଳବେଳା - ଦିବା ୦୧/୨୫ ରୁ ୦୩/୦୦

ବାରବେଳା – ପ୍ରାତଃ ୦୭/୦୫ ରୁ ୦୮/୪୦

କାଳରାତ୍ରି – ରାତ୍ରି ୦୭/୩୬ ରୁ ୦୯/୦୧

ଆଜିର ରାଶିଫଳ-

ମେଷ:

ଅଶ୍ୱନୀ –ଅତୀତ ସ୍ମୃତି ତାଜା ହୋଇପାରେ

ଦ୍ୱିଜା – ଘରକୁ ବନ୍ଧୁଙ୍କ ଆଗମନ ହୋଇପାରେ

କୃତିକା –ଦାମ୍ପତ୍ୟ ଜୀବନ ମଧୁରତା ପୂର୍ଣ୍ଣ ହେବ

ପ୍ରତିକାର - ଅଟାରେ ଚିନି ମିଶାଇ ରୁଟି ତିଆରି କରି ଲାଲ୍ କୁକୁରକୁ ଖାଇବାକୁ ଦିଅନ୍ତୁ

ବୃଷ:

କୃତିକା - କିଛି ଲୋକଙ୍କ ଠାରୁ ଆଶାଠୁ ଅଧିକ ଲାଭ ମିଳିବ

ରୋହିଣୀ –ଦାମ୍ପତ୍ୟ ଜୀବନ ସୁଖମୟ ରହିବ

ମୃଗଶିରା – କାରବାର ବୃଦ୍ଧି ଲାଗି ଭଲ ପରାମର୍ଶ ମିଳିବ

ପ୍ରତିକାର –ନାଲିି ରଙ୍ଗର ଗାଇକୁ ଖାଇବାକୁ ଦିଅନ୍ତୁ

ମିଥୁନ:

ମୃଗଶିରା -ଅଫିସରେ ସମସ୍ତଙ୍କ ସହିତ ଭଲ ସପଂର୍କ ରହିବ

ଆଦ୍ରା - ବ୍ୟବସାୟ କରିବା ଲାଗି ଦିନଟି ଭଲ ରହିବ

ପୁନର୍ବସୁ - ଧ୍ୟାନ ଜପରେ ମନ ନିବେଶ କରିବେ

ପ୍ରତିକାର – ତ୍ରିପୁରା ସୁନ୍ଦରିଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ

କର୍କଟ:

ପୁନର୍ବସୁ - ପରିବାରରେ ତିକ୍ତତା ଦେଖାଦେଇ ପାରେ

ପୁଷ୍ୟା – ଚାକିରିଆଙ୍କ କାମରେ ବୋଝ ଅଧିକ ରହିବ

ଅଶ୍ଳେଷା - କାହାରିକୁ ଧାର ଦିଅନ୍ତୁ ନାହିଁ

ପ୍ରତିକାର – ଧଳା କପଡାରେ କିଛି ଅରୁଆ ଚାଉଳ, ଓ ମିଶିରେ ମିଶାଇ ଜଳରେ ଭସାଇ ଦିଅନ୍ତୁ

ସିଂହ:

ମଘା - ପୂର୍ବ କଥାକୁ ନେଇ ଚିନ୍ତାରେ ରହିବେ

ପୂ , ଫାଲଗୁନୀ - କୈାଣସି ସପଂର୍କୀୟ ଆପଣଙ୍କୁ ଧାର ମାଗିପାରନ୍ତି

ଉ ,ଫାଲଗୁନୀ – ସାବଧାନ ରୁହନ୍ତୁ ସଡକ ଦୁର୍ଘଟଣା ହୋଇପାରେ

ପ୍ରତିକାର – ଶ୍ରୀ ରାମଙ୍କର ମୂଳ ମନ୍ତ୍ର ପାଠ କରନ୍ତୁ ।

କନ୍ୟା:

ଉ , ଫାଲଗୁନୀ – ସରକାରି କ୍ଷେତ୍ରରେ ପ୍ରୋତ୍ସାହନ ମିଳିପାରେ

ହସ୍ତା – ଲୁଗା ବ୍ୟବସାୟୀ ଲାଗି ଦିନଟି ଭଲ ରହିବ

ଚିତ୍ରା – ଜୀବନରେ ନୂଆ ପ୍ରେମ ସପଂର୍କ ଆରମ୍ଭ ହୋଇପାରେ

ପ୍ରତିକାର - ତ୍ରିପୁରା ସୁନ୍ଦରୀଙ୍କର ମନ୍ତ୍ର ପାଠ କରନ୍ତୁ ।

ତୁଳା:

ଚିତ୍ରା – ଘରକୁ ବନ୍ଧୁ ଆସିବା ହେତୁ ଖୁସିର ମାହୋଲ ରହିବ

ସ୍ୱାତୀ – ଛାତ୍ରିଙ୍କ କ୍ୟାରିଅରେ ନୂଆ ମୋଡ ଆସିପାରେ

ବିଶାଖା –ନୂଆ କାମର ସନ୍ଧାନ ମିଳିପାରେ

ପ୍ରତିକାର –ଧଳା ରଙ୍ଗର ପୋଷାକ ବ୍ୟବହାର କରନ୍ତୁ

ବିଛା:

ବିଶାଖା – ଜମିଜମାକୁ ନେଇ ଗଣ୍ଡେଗୋଳ ସୃଷ୍ଟି ହୋଇପାରେ

ଅନୁରାଧା – ଛାତ୍ରଛାତ୍ରୀ ଆଜି ପରିଶ୍ରମ କରିବାକୁ ପଡିବ

ଜ୍ୟେଷ୍ଠା – ସାବଧାନ ରୁହନ୍ତୁ ଠକାମିରେ ପଡିପାରନ୍ତି

ପ୍ରତିକାର –ନୃସିଂହଙ୍କର ପୂଜାର୍ଚ୍ଚନା କରନ୍ତୁ

ଧନୁ:

ମୂଳା – କାର୍ଯ୍ୟ କ୍ଷେତ୍ରରେ ମନ ପ୍ରାଣ ଢାଳି କାମ କରିବେ

ପୂ , ଷାଢା – ଭାଗ୍ୟର ପୁରା ସହଯୋଗ ପାଇବେ

ଉ , ଷାଢା –ପରିବାରରେ ବିଶ୍ୱାସ ବଢିବ

ପ୍ରତିକାର – ବ୍ରାହ୍ମଣଙ୍କର ସେବା କରି ତାଙ୍କୁ କିଛି ଦ୍ରବ୍ୟ ଦାନ କରନ୍ତୁ

ମକର:

ଉ , ଷାଢା - ବୈଜ୍ଞାନିକଙ୍କୁ କୈାଣସି ବଡ ସଫଳତା ମିଳିବ

ଶ୍ରବଣା – ପାରିପାରିକ ସମସ୍ୟାର ସମାଧାନ ହୋଇଯିବ

ଧନିଷ୍ଠା – ଲୋକ ମାନେ ଆପଣଙ୍କ ଜ୍ଞାନ ଦ୍ୱାରା ପ୍ରଭାବିତ ହେବେ

ପ୍ରତିକାର – ଗୋଟେ ଶିଶିରେ କିଛି ମହୁ ରଖି ନିରଳା ଜାଗାରେ ପୋତି ଦିଅନ୍ତୁ

କୁମ୍ଭ:

ଧନିଷ୍ଠା – ଖର୍ଚ୍ଛ ହ୍ରାସ ପାଇଁ ଚେଷ୍ଟା କରନ୍ତୁ ନଚେତ ଅସୁବିଧାରେ ପଡିବେ

ଶତଭିଷା - ବ୍ୟବସାୟୀ ନିଜ କାଗଜ ପତ୍ର ସମ୍ଭାଳି ଋଖନ୍ତୁ

ପୂ , ଭାଦ୍ରପଦ –

କ୍ରୋଧକୁ ନିୟଣନ୍ତ୍ରରେ ନରଖିଲେ ଅସୁବିଧାରେ ପଡିବେ

ପ୍ରତିକାର – ହନୁମାନ ଚାଳିଶା ପାଠ କରନ୍ତୁ ।

ମୀନ:

ପୂ , ଭାଦ୍ରପଦ - ଛାତ୍ର ଭବିଷ୍ୟତ ଲାଗି ଯୋଜନା ପ୍ରସ୍ତୁତ କରି ପାଠ ପଢନ୍ତୁ

ଉ , ଭଦ୍ରପଦ - ଘରର ବୟୋଜ୍ୟେଷ୍ଠଙ୍କର ପାରାମର୍ଶ ନେଇ କାର୍ଯ୍ୟ କରିଲେ ସଫଳତା ପାଇବେ

ରେବତୀ –ଆର୍ଥିକ ସି୍ଥତି ମଜବୁତ ରହିବ

ପ୍ରତିକାର – ଗୁରୁଜନ ମାନଙ୍କୁ ପ୍ରଣାମ କରନ୍ତୁ

ଜ୍ୟୋତିର୍ବିଦ ଇଂ ଦୀପକ ଆଚାର୍ଯ୍ୟ, ଫୋନ୍: 0674-3527219,9238397100