ଆର୍ଥିକ ଅବସ୍ଥା ଏତେ ସ୍ୱଚ୍ଛଳ ବି ନାହିଁ ଯେ, କୌଣସି ଗାଡ଼ି କି ଟ୍ରାଏ ସାଇକେଲ୍ କିଣି ପାରିବେ ପରଭେଜ୍ । ସ୍କୁଲରେ ଜଣେ ଭଲ ଛାତ୍ର ହେବା ସହ ଭଲ ଖେଳାଳି ମଧ୍ୟ ପରଭେଜ୍ ।
ଏଠି ଦୁଷ୍କର୍ମ କରୁଥିବା ଲୋକଙ୍କୁ ମିଳୁନି ଜେଲ୍ ଦଣ୍ଡ, ମିଳୁଛି ସୁନ୍ଦର ବଙ୍ଗଳା। ଏହି ବଙ୍ଗଳାରେ ମିଳୁଛି ସବୁ ପ୍ରକାର ସୁବିଧା। ଏହି ଗାଁ କେଉଁଠି ଅଛି, କିଏ ଓ କାହିଁକୁ ଏହି ଗାଁକୁ ପ୍ରତିଷ୍ଠା କରିଥିଲେ ଜାଣିବା ପାଇଁ ପଢନ୍ତୁ।
କିନ୍ନର ମାନଙ୍କୁ ଏହା ଏକ ପ୍ରକାର ମୁଖ୍ୟସ୍ରୋତରେ ସାମିଲ କରିବାର ପ୍ରୋତ୍ସାହନ ବୋଲି ଅନେକ ମତ ଦେଇଛନ୍ତି ।
ନିଜ ପ୍ରେମରେ ପାଗଳ କ୍ଷମା । ନିଜକୁ ବିବାହ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ।
ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକର ସର୍ଗିପାଲି, ବାଘଝରନ, ନାନ୍ଦୁପଲା, ଡମନିମାଲ ଏବଂ ଭଟଲି ଭଳି ଅନେକ ଗାଁର ଦାଦନ ଶ୍ରମିକଙ୍କୁ ମିଳିଛି ସରକାରୀ ସହୟତା । ହିତାଧିକାରୀଙ୍କୁ ପ୍ରାଣୀ ସମ୍ପଦ ବିକାଶ ବିଭାଗ ଦ୍ୱାରା ବ୍ରଏଲର କୁକୁଡ଼ା ଚାଷ ପାଇଁ ସହଯୋଗ କରାଯାଇଛି ।
ବଡ ବଡ ସହରରେ ସମସ୍ତଙ୍କ ନିଜସ୍ୱ କାର୍ ଏକ ସାଧାରଣ କଥା। କିନ୍ତୁ ଏମିତି ଏକ ସହର ଅଛି ଯେଉଁଠି ସମସ୍ତଙ୍କର ଉଡାଜାହାଜ ଅଛି। ସେମାନେ ଅଫିସ୍ ଗଲେ ନିଜ ନିଜ ଉଡାଜାହାଜ ନେଇ ଯାଆନ୍ତି। କୋଉଠି ଅଛି ଏହି ସହର ଆସନ୍ତୁ ଜାଣିବା…
ଚାଲିଛି ନୂଆ ଧରଣର ହ୍ୱାଟ୍ସଆପ୍ ସ୍କାମ୍। ହ୍ୟାକରମାନେ ଏମିତି ଟ୍ରିକ୍ସ ବ୍ୟବହାର କରି ଅନ୍ୟର ହ୍ୱାଟ୍ସଆପ୍ ଆକାଉଣ୍ଟଙ୍କୁ ନିଜ ନିୟନ୍ତ୍ରଣକୁ ନେଇ ଯାଉଛନ୍ତି। ଜାଣନ୍ତୁ କେମିତି ହେଉଛି ସ୍କାମ୍…
UPSC ପରିଚାଳିତ ସିଭିଲ୍ ସର୍ଭିସ ପରୀକ୍ଷା ୨୦୨୧ର ଅନ୍ତିମ ଫଳାଫଳ ଘୋଷଣା କରାଯାଇଛି। ଟପ୍ପର ତାଲିକାରେ ଝିଅମାନେ ସେମାନଙ୍କର ସ୍ଥାନ ଅଧିକାର କରିନେଇଛନ୍ତି। ଏଥିରେ ଶୀର୍ଷରେ ଅଛନ୍ତି ଶ୍ରୁତି ଶର୍ମା। ଆସନ୍ତୁ ତାଙ୍କ ବିଷୟରେ ଜାଣିବା…
ଆଜିକାଲି ସାବିତ୍ରୀ ବ୍ରତ ଫେସନ ହେଇଛି। ଲୋକ ଦେଖାଣିଆ ସବୁ ଚାଲିଛି। ମହରଗ ଦୁନିଆରେ ସ୍ୱାମୀମାନଙ୍କୁ ଅର୍ଥନୈତିକ ମାଡ ଦିଆଯାଉଛି। ଏଇଟା ସାବିତ୍ରୀ ଓଷା ନୁହେଁ ତ ସୋ’ବାଜୀ। ସ୍ୱାମୀମାନଙ୍କୁ ଚନ୍ଦା କରିବାର ମାଧ୍ୟମ। ଏମିତି କିଛି ଅକୁହା କଥା କହି ଏବେ ଚର୍ଚ୍ଚାରେ ମହିଳା।
କେବଳ ପିଲାମାନଙ୍କ ପାଇଁ ନୁହେଁ ବରଂ ସମସ୍ତ ଶିକ୍ଷକଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ଏସ. ସରସୁ ।
ଦିନେ ସ୍ୱିଗୀରେ କରୁଥିଲେ ଡେଲିଭରୀ। ଆଜି ସପ୍ଟୱେୟାର୍ ଇଂଜିନିୟର। ଦିନେ ଗୋଟିଏ ଗୋଟିଏ ଟଙ୍କାର ରଖିବାକୁ ପଡୁଥିଲା ହିସାବ। ଆଜି ଟଙ୍କାର ଅଭାବ ନାହିଁ।
ବୟସ ହେଲାଣି ୧୭, ହେଲେ ଦେଖାଯାଉଛନ୍ତି ଜଣେ ୧ ବର୍ଷର ଶିଶୁ ଭଳି। ତାଙ୍କର ଏହି ଅଭାବ ତାଙ୍କୁ ଦେଇଛି ସଫଳତା। ସେ ୱାର୍ଲ୍ଡ ରେକର୍ଡ କରିଛନ୍ତି।
ଉପରକୁ ମୁହଁ କରି ପଦ୍ମ ପାଖୁଡ଼ା ଭଳି କଦଳୀ ଗଛରେ ଫୁଲଫୁଟିଛି ଓ ଫଳ ଫଳୁଛି ।