• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Food & Recipes Updates

Taste Of Odisha
ଆଜି ରୋଷେଇ କରିବା ମୂଳାବଟା ଚିଙ୍ଗୁଡ଼ି ମାଛ...

ମୂଳା ବଟାକୁ ହଳଦୀ ଗୋଳା...ପୁଣି ଭଜା ଚିଙ୍ଗୁଡି...ଓଃ ପାଟିରୁ ନାଳ ଆସିଲାଣି, ଆଉ ଡେରି କରିବାନି...ଏଇନୁ ଆରମ୍ଭ କରିଦେବା ରୋଷେଇ

Taste of Odisha
ଘରେ କରି କେବେ ଖାଇଛନ୍ତି କଖାରୁ ଫୁଲ ପିଠୋଉ ?

ମୁଁ ଆଜି ହକି ଇଣ୍ଡିଆର ପ୍ରେସିଡେଣ୍ଟ୍ ହୋଇଛି। ହକୀ ଖେଳ ପାଇଁ ମୁଁ ବହୁତ୍ କିଛି ପାଇଛି। କିନ୍ତୁ ଗୋଟେ କଥା ଜାଣିଛନ୍ତି, ମୋ ଗାଁ ସୌନାମୋରା ତରଫରୁ କେବେ ଖେଳିବାର ସୁଯୋଗ ପାଇନି। କିନ୍ତୁ ଏବେ ବି ଇଛା ଅଛି, ଯଦି ସୁଯୋଗ ମିଳନ୍ତା, ମୁଁ ମୋ ଗାଁ ପାଇଁ ଥରେ ଖାସୀ ମ୍ୟାଚ ଖେଳନ୍ତି

Taste Of Odisha
କେବେ ଖାଇଛନ୍ତି ଚିନା ବାଦାମ ବଟା ଦିଆ ମାଛ ?

ଭାରି ସୁଆଦିଆ ଚିନା ବାଦାମ ବଟା ଦିଆ ସୁଆଦିଆ ମାଛ । କେମିତି ହୁଏ ପ୍ରସ୍ତୁତ ଜାଣନ୍ତି ?

Taste Of Odisha
ପାମ୍ପଡ ପୋସ୍ତ କେବେ ଖାଇଛନ୍ତି ?

ପାମ୍ପଡ ପୋସ୍ତ କେବେ ଖାଇଛନ୍ତି ? ଥରେ ଖାଆନ୍ତୁ ତାର ମଜା ଜାଣି ପାରିବେ । ହେଲେ କେମିତି କରିବେ ଦେଖନ୍ତୁ

Taste Of Odisha
କଟା ମସଲାକୁ କଟା ପିଆଜ ଦେଇ ଏମିତି କରନ୍ତୁ ମୁଗ ମାଂସ..

ଖାସି ମାସଂକୁ ଧୋଇ...କଟା ମସଲାକୁ କଟା ପିଆଜ ମୁଗ ଦେଇ ଏମିତି କରନ୍ତୁ ମୁଗ ମାଂସ ତରକାରୀ। ଥରେ ଖାଇଲେ ଜମାରୁ ପାଟିରୁ ଛାଡିବନି

Sahi Mutton Korma
କେବେ ଖାଇନଥିବେ ମଟନ୍‌ର ଏହି ସ୍ୱାଦିଷ୍ଟ ରେସିପି

ଆପଣ ମଟନର ବିଭିନ୍ନ ରେସିପି ଘରେ ବନେଇ ଖାଇଥିବେ । ଆଜି ଆମେ ଆପଣଙ୍କ ପାଇଁ ମଟନର ଏକ ସୁଆଦିଆ ରେସିପି ବନେଇବୁ । ଏହି ରେସିପିର ନାଁ ହେଉଛି ‘ସାହି ମଟନ୍ କୋର୍‌ମା’।

Paneer Afghani Recipe
କେବେ ଖାଇନଥିବେ ପନୀରର ଏହି ସୁଆଦିଆ ରେସିପି,ଆଜି ହିଁ ଘରେ ବନାନ୍ତୁ

ଘରେ ଆମେ ପନୀରର ବିଭିନ୍ନ ରେସିପି ପ୍ରସ୍ତୁତ କରିଥାଉ । ଆଜି ଆମେ ପନୀରର ଏକ ସୁଆଦିଆ ରେସିପି ବିଷୟରେ କହିବୁ । ଏହି ରେସିପିର ନାଁ ହେଉଛି ‘ଆଫଗାନୀ ପନୀର ମସଲା’ । ଏହି ରେସିପିଟିକୁ ଅତି ସହଜ ଓ ସରଳ ଉପାୟରେ ବନେଇ ପାରିବେ ।

Taste Of Odisha
ଚିକେନ୍‌ରେ ଅଦାରସୁଣ ବଟା...ହଳଦୀ ଗୁଣ୍ଡ ଦହି ଦେଇ ଏମିତି କରନ୍ତୁ ଚିକେନ୍‌ କ୍ଷୀର ରସା...

ଚିକେନ୍‌ କ୍ଷୀର ରସା। ନାଁ ଶୁଣି ଆପଣ ଟିକିଏ ଭାବୁଥିବେ ଇଏ କେମିତିକା ଡିସ୍‌? ଚିକେନ୍‌ରେ ଅଦାରସୁଣ ବଟା ସହ ହଳଦୀଗୁଣ୍ଡ ଦେଇ ଏମିତି କରନ୍ତୁ ଚିକେନ୍‌ କ୍ଷୀର ରସା। ଥରେ ଖାଇଲେ ବାରମ୍ବାର ଖାଇବାକୁ ହେବ ଇଚ୍ଛା...

Taste of Odisha
ପଇଡରେ ଚିଙ୍ଗୁଡି, ଥରେ ଖାଇଲେ ପାଟିରେ ଲାଳ ଆସିଯିବ।

ପଇଡରେ ଚିଙ୍ଗୁଡି । ଥରେ ଖାଇଲେ ପାଟିରେ ଲାଳ ଆସିଯିବ। ଜାଣିଛନ୍ତି ମିତି ହୁଏ ତିଆରି । ତେବେ ଦେଖନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳୀ।

Taste of Odisha
ଏତେ ସୁଆଦିଆ ବିରି ରସବରା

ବିରି ରସ ବରା । ଥରେ ପାଟିରେ ପଡିଲେ ଏ ବରାର ପ୍ରେମରେ ପଡିବା ଥୟ। ଏ ବର୍ଷା ପାଗରେ ଥରେ କରିକି ଖାଆନ୍ତୁ ରସବିରିବରା

Taste of Odisha
ସିଝା ଅଣ୍ଡାରେ ଅଦା, ରସୁଣ, କଂଚାଲଙ୍କା ସହ ସୋରିଷ ବଟା ଦେଇ କରନ୍ତୁ ଅଣ୍ଡା ଚଟ୍‌ପଟା..

ସିଝା ଅଣ୍ଡାରେ ଅଦା, ରସୁଣ, କଂଚାଲଙ୍କା ସହ ବଟା ସୋରିଷ ଦେଇ ଚିନି ଆଉ ରିଫାଇନ ତେଲରେ ଏମିତି କରନ୍ତୁ ଅଣ୍ଡା ଚଟପଟା। ଥରେ ଖାଇଲେ ପାଟିରୁ ଜମା ଛାଡିବନି ଏହାର ସ୍ୱାଦ

Taste of Odisha - Know the recipe of Schezwan Mushroom
ସିଝା ଆଳୁରେ କଟା ଅଦା, କଟା ପିଆଜ ବଘାରି...ଛତୁ ପକାଇ କରନ୍ତୁ ସିଜୁଆନି ମଶରୁମ୍‌...

ସିଜୁଆନି ମଶରୁମ୍‌। ସିଝା ଆଳୁରେ କଟା ଅଦା, କଟା ପିଆଜ ଦେଇ ଅଳ୍ପ ତେଲରେ ବଘାରି ଦିଅନ୍ତୁ। ପରେ ବଟମ୍‌ ଛତୁ ମଝିରେ ଆଳୁ ବଘରା ଦେଇ ଏମିତି କରନ୍ତୁ ସିଜୁଆନି ମଶରୁମ୍‌ । ଏବେ ହିଁ ଲେଖି ରଖନ୍ତୁ କେମିତି କରିବେ ଏଇ ଡିଶ୍ । ନହେଲେ ଭୁଲିଯିବେ ପ୍ରସ୍ତୁତି ପ୍ରଣାଳୀ...

TASTE OF ODISHA
ଲଙ୍କା, ହଳଦୀ ଗୁଣ୍ଡ ଦେଇ ଟିକେ ମହୁ ମିଶାଇ ତିଆରି କରନ୍ତୁ ମହୁ ଚିକେନ୍‌ କଷା...

ଆଜି ରବିବାର। ଲଙ୍କା, ହଳଦୀ ଗୁଣ୍ଡ ଦେଇ ଟିକେ ମହୁ ମିଶାଇ ତିଆରି କରନ୍ତୁ ମହୁ ଚିକେନ୍‌ କଷା । ଥରେ ଖାଇଲେ ବାରମ୍ବାର ଖାଇବାକୁ ହେବ ଇଚ୍ଛା...ଶିଖନ୍ତୁ ପ୍ରସ୍ତୁତ ପ୍ରଣାଳୀ...

Taste Of Odisha | Recipe of ‘Mitha Dali’
ମାଟି କୁଡ଼ୁଆରେ ହଳଦୀ ଗୁଣ୍ଡ ଦେଇ ଟିକିଏ ଡାଲି ପକାଇ ଏମିତି କରନ୍ତୁ ମିଠା ଡାଲି...

ମାଟି କୁଡ଼ୁଆରେ ଟିକିଏ ହଳଦୀ ଗୁଣ୍ଡ ପକାଇ ଦେଇ ଡାଲି ପକାନ୍ତୁ...ପରେ ପରେ ଚିନି ଓ ଲୁଣ ଦେଇ ଏମିତି ପ୍ରସ୍ତୁତ କରନ୍ତୁ ମିଠା ଡାଲି, ଥରେ ଖାଇଲେ ବାରମ୍ବାର ଖାଇବାକୁ ହେବ ଇଚ୍ଛା

TASTE OF ODISHA | Recipe of Magaja Ladoo
ପାଟିକୁ ଭାରି ସୁଆଦିଆ ମଗଜ ଲଡୁ

କେବେ କେଉଁଠି ଆପଣ କି ନାହିଁ ଆମେ ଜାଣିନୁ। ଯେତେ ଖାଇଲେ ବି ଆହୁରି ଖାଇବାକୁ ମନ କହିବ। ଆଉ ଡେରି ନ କରି ଖାଇ ଚାଲନ୍ତୁ ମଗଜ ଲଡୁ ଖାଇଛନ୍ତି...

TASTE OF ODISHA
ମଇଦାରେ ଆଣ ତିଆରି କରି ଟିକେ କୋରା ନଡ଼ିଆ ସହ ଚିନି ଦେଇ କରନ୍ତୁ ପୁଟୁଳୀ ପିଠା...

ପୁଟୁଳୀ ପିଠା... ମଇଦାରେ ଆଣ ତିଆରି କରି ଟିକେ କୋରା ନଡ଼ିଆ ସହ ଚିନି ....ପରେ ପରେ ଆଣକୁ ଛୁଞ୍ଚିପତ୍ର ଷ୍ଟାଇଲରେ ଗଢି ତିଆରି କରନ୍ତୁ ପୁଟୁଳୀ ପିଠା। ଥରେ ଖାଇଲେ ବାରମ୍ବାର ଖାଇବାକୁ ହେବ ଇଚ୍ଛା..

kanika khechudi
ଟିକିଏ ଗୁଜୁରାତି, ଅଳେଇଚ ଗୁଣ୍ଡ ଦେଇ ତିଆରି କରନ୍ତୁ କାନିକା ଖେଚୁଡ଼ି

ଅରୁଆ ଚାଉଳକୁ ମୁଗ...କାଜୁ ସାଙ୍ଗକୁ କିସ୍‌ମିସ୍‌...ପିତଳ ହାଣ୍ଡରେ ଭାଜି ଭାଜି ଏମିତି ତିଆରି କରନ୍ତୁ କାନିକା ଖେଚୁଡ଼ି। ଥରେ ଖାଇଲେ ଆଉ ପାଟିରୁ ଜମା ଛାଡ଼ିବନି.....

Taste of Odisha- Know recipe of Rohi Machcha Posta
ଭାରି ସୁଆଦିଆ ରୋହୀ ମାଛ ପୋସ୍ତ....ଥରେ ଟେଷ୍ଟ କଲେ ପାଟିରୁ ଜମା ଛାଡ଼ିବନି

ନାଁ ଯେମିତି ଟେଷ୍ଟ ବି ସେମିତି। ଟିକିଏ ଜୀରା, କଟା ପିଆଜ ଓ ଲଙ୍କା ହଳଦୀ ଗୁଣ୍ଡ ଦେଇ ରୋହୀ ମାଛ ପୋସ୍ତରେ ଦିଅନ୍ତୁ ଛୁଙ୍କ। ଟେଷ୍ଟ ଏମିତି ଆସିବ ଯେ, ଥରେ ଖାଇଲେ ପାଟିରୁ ଜମା ଛାଡ଼ିବନି....

Taste of Odisha
କଟା ପିଆଜକୁ କଂଚା ଲଙ୍କା ଦେଇ ଏମିତି କରନ୍ତୁ ରୋହୀ ମାଛ ପୋସ୍ତ

ରୋହି ମାଛ ପୋସ୍ତ। ନା ଯେମିତି ଟେଷ୍ଟ ବି ସେମିତି। କଟା ପିଆଜକୁ କଂଚା ଲଙ୍କା ଦେଇ ଏମିତି ତିଆରି କରନ୍ତୁ ଏଇ ସୁଆଦିଆ ଡିସ୍‌। ଥରେ ଖାଇଲେ ବାରମ୍ବାର ଖାଇବାକୁ ହେବ ଇଚ୍ଛା

Taste Of Odisha
ଜିରା, ଡାଳଚିନି, ଅସନୀଫୁଲ ଦେଇ ତିଆରି କରନ୍ତୁ ମାଟିହାଣ୍ଡି ଦମ୍‌ ଚିକେନ୍‌...

ଭାରି ସୁଆଦିଆ ମାଟିହାଣ୍ଡି ଦମ୍‌ ଚିକେନ୍‌। ଜିରା, ଡାଳଚିନ୍‌, ଅସନୀଫୁଲ ଦେଇ ତିଆରି କରନ୍ତୁ ମାଟି ହାଣ୍ଡି ଦମ୍‌ ଚିକେନ୍‌। ଖାଲି ରିଫାଇନ୍‌ ତେଲର ଛୁଙ୍କ ଦେଲେ ବାସ୍‌...

Taste of Odisha
ଛେନାରେ ଗୁଡ଼, ନଡ଼ିଆ, ଗୋଲମରିଚ ଦେଇ ଏମିତି ରାନ୍ଧନ୍ତୁ ଚୁଡ଼ା ଚିତଉ...

ଚୁଡ଼ା ଚିତଉ କେବେ ଖାଇଛନ୍ତି କି? ଯଦି ନାଁ....ତେବେ ଏବେ ହିଁ ଛେନାରେ ଗୁଡ଼, ନଡ଼ିଆ, ଗୁଜୁରାତି ଓ ଗୋଲମରିଚ ଦେଇ ଘରେ ତିଆରି କରନ୍ତୁ ଏଇ ଡିସ୍‌। ଥରେ ଖାଇଲେ ପାଟିରୁ ଜମା ଛାଡ଼ିବନି

Taste of Odisha- Know recipe of preparing special cake from Snake Gourd & Prawn
ଚିଙ୍ଗୁଡ଼ି ମାଛରେ ଅଦା, ରସୁଣ ପିଆଜ ଦେଇ ଏମିତି କରନ୍ତୁ ଛଚିନ୍ଦ୍ରା ଚିଙ୍ଗୁଡ଼ି ପିଠଉ....

ଚିଙ୍ଗୁଡ଼ି ମାଛରେ ଅଦା, ରସୁଣ, ପିଆଜ ବଟା ସାଙ୍ଗକୁ ଟିକିଏ ଗରମ ମସଲା ଦେଇ କଷି ଦିଅନ୍ତୁ ମାଛକୁ। ଚାଉଲ ବଟା ସାଙ୍ଗକୁ ହଳଦୀ ଗୁଣ୍ଡ ଦେଇ ଏମିତି ପ୍ରସ୍ତୁତ କରନ୍ତୁ ଏହି ଖାଇବା...

Taste of Odisha - Mati handi dum chicken recipe
ମାଟି ହାଣ୍ଡି ଦମ୍‌ ଚିକେନ୍‌, ଶୁଣିଲେ ପାଟିରୁ ଲାଳ ବାହାରୁଛି...ଆଉ ରାନ୍ଧିଲେ....

ମାଟି ହାଣ୍ଡି ଦମ୍‌ ଚିକେନ୍‌। ଅଦା, ହଳଦୀ, ଲଙ୍କା ସହିତ ଟିକିଏ ଲୁଣ ଦେଇ ଖାଲି ରିଫାଇନ୍‌ ତେଲର ଛୁଙ୍କ ଦିଅନ୍ତୁ। ପିଆଜ ଭାଜି ହୋଇଗଲେ...ବାସ୍‌ ହାତ ଚାଟୁଥିବେ ଖାଲି

Taste Of Odisha
କଟା ପିଆଜ, ଲଙ୍କା, ଅଦା ଓ ରସୁଣ ଦେଇ ତିଆରି କରନ୍ତୁ ଦେଶୀ ଆଳୁ ତାୱା ସେକା...

ଭାରି ସୁଆଦିଆ ଦେଶୀ ଆଳୁ ତାୱା ସେକା। ଟିକିଏ କଟା ପିଆଜ, ଲଙ୍କା ଗୁଣ୍ଡ ଓ ରସୁଣ ଦେଇ ତିଆରି କରନ୍ତୁ ଦେଶୀ ଆଳୁ ତାୱା ସେକା...ଥରେ ଖାଇଲେ ସବୁବେଳେ ଖାଇବାକୁ ମନ ଡାକୁଥିବ..

Taste of Odisha | Recipe of chena bharta
ଜିରା, କଟା ପିଆଜ ଦେଇ ତିଆରି କରନ୍ତୁ ଛେନା ଭର୍ତା...

ଭାରି ସୁଆଦିଆ ଛେନା ଭର୍ତା । ଜିରା, କଟା ପିଆଜ ଦେଇ ଗରମ ତେଲରେ ଟିକିଏ ଲଙ୍କା ଛୁଙ୍କ ଦେଇ ତିଆରି କରନ୍ତୁ ଛେନା ଭର୍ତା । ଟେଷ୍ଟ୍‌ ଏମିତି ହେବ ଯେ, ଥରେ ଖାଇଲେ ବାରମ୍ବାର ଖାଇବାକୁ ଇଚ୍ଛା ହେବ...