• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Food & Recipes Updates

Use this chutney to reduce uric acid level
Health Tips: ଚଟଣୀରେ ବ୍ୟବହାର କରନ୍ତୁ ଏହିସବୁ ଜିନିଷ, ଦୂର ହେବ ୟୁରିକ୍ ଏସିଡ୍ ସମସ୍ୟା

କେବଳ ସୁସ୍ଥ ଖାଦ୍ୟ ଏବଂ ଘରୋଇ ଉପଚାର ୟୁରିକ୍ ଏସିଡ୍ ସମସ୍ୟା ନିୟନ୍ତ୍ରଣ କରିବାରେ ଅତ୍ୟନ୍ତ ପ୍ରଭାବଶାଳୀ ହୋଇପାରେ। ବିଶେଷକରି ଯଦି ଆମେ ଆୟୁର୍ବେଦକୁ ଯାଇ ଏକ ସୁସ୍ଥ ଖାଦ୍ୟ ଶୈଳୀକୁ ଗ୍ରହଣ କରିବା, ତେବେ ମୂଳରୁ ୟୁରିକ୍ ଏସିଡ୍ ସମସ୍ୟା ସମାଧାନ ହୋଇପାରିବ।

Dahibara
History of Dahibara: କେବେ ଆରମ୍ଭ ହେଲା ଦହିବରା...ଜାଣନ୍ତୁ ଏହାର ଇତିହାସ...

ଫାଷ୍ଟ ଫୁଡ୍, ରେଡ଼ିମେଡ୍ ଫୁଡ୍, ଜଙ୍କ୍ ଫୁଡ୍, ହେଲଦି ଫୁଡ୍, ଆଉ ଗୋଟେ ଟ୍ରେଣ୍ଡ୍ ହେଲା ଷ୍ଟ୍ରିଟ୍ ଫୁଡ୍। ମାନେ ଯାହା ଷ୍ଟ୍ରିଟ୍‌ରେ ମିଳେ। ଷ୍ଟ୍ରିଟ୍ ମାନେ ସହରର ଗଳିକୁ ବୁଝାଏ। ଷ୍ଟ୍ରିଟ୍ ଫୁଡ୍ ହେଲା ଲୋକମାନଙ୍କ ଦ୍ୱାରା ଅସ୍ଥାୟୀ ଠେଲା।

chaula bara
Chaula Bara Recipe: ସଂଧ୍ୟା ଜଳଖିଆ ପାଇଁ ଘରେ ବନାନ୍ତୁ ପଶ୍ଚିମ ଓଡ଼ିଶା ପ୍ରସିଦ୍ଧ 'ଚାଉଳ ବରା'

ଶୀତୁଆ ପାଗରେ ସଂଧ୍ୟା ଟିଫିନ୍ ପାଇଁ ଗରମାଗରମ ଜଳଖିଆ ଖାଇବାକୁ ସମସ୍ତେ ପସନ୍ଦ କରନ୍ତି । ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ଏକ ଗରମାଗରମ ଚଟପଟା ଜଳଖିଆ ରେସିପି । ଏହି ରେସିପିର ନାଁ ହେଉଛି ‘ଚାଉଳ ବରା' । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।

Taste of Odisha
କନ୍ଦମୂଳ ପଲାଉ

ଘରେ ବନାନ୍ତୁ ଟେଷ୍ଟି ଟେଷ୍ଟି କନ୍ଦମୂଳ ପଲାଉ । ତିଆରି କରନ୍ତୁ ନିଜେ ଖାଆନ୍ତୁ ଘରେ ସମସ୍ତଙ୍କୁ ଖୁଆନ୍ତୁ...

jalebi
ଘରେ ବନାନ୍ତୁ ସୁଆଦିଆ ‘ଜିଲାପି’, ଜାଣନ୍ତୁ ପ୍ରସ୍ତୁତି ପ୍ରଣାଳୀ

ଆମ ଓଡ଼ିଆ ଘରେ ବାର ମାସରେ ତେର ପର୍ବ । ଘରେ ବିଭିନ୍ନ ପର୍ବରେ ମିଠା ଓ ପିଠା ତିଆରି କରାଯାଏ । ଏବେ ଚାଲିଛି ପାର୍ବଣର ଋତୁ । ଆଜି ଆମେ ବନେଇବା ଓଡ଼ିଆ ଘରର ପାରମ୍ପରିକ ସୁଆଦିଆ ମିଠା ‘ଜିଲାପି ‘।

Taste of Odisha
ମାଣ୍ଡିଆ କଦଳୀ ତାୱା ସେକା

ଘରେ ତିଆରି କରନ୍ତୁ ମାଣ୍ଡିଆ କଦଳି ତାୱା ସେକା । ଜାଣି ନିଅନ୍ତୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ପ୍ରଣାଳୀ ।

brinajal tikiri
କେବେ ବନେଇଛନ୍ତି ବାଇଗଣର ଏହି ସୁଆଦିଆ ରେସିପି

ଘରେ ନିରାମିଷରେ କଣ ବନେଇବେ ଏହାକୁ ନେଇ ଆପଣ ଚିନ୍ତିତ କି ? ତାହେଲେ ଆଜିର ସ୍ୱାଦିଷ୍ଟ ରେସିପିଟି ଆପଣ ଘରେ ବାଇଗଣରେ ବନେଇ ଖାଇପାରିବେ । ଏହି ରେସିପିର ନାଁ ହେଉଛି ‘ବାଇଗଣ ଟିକିରି’ ।

Barfi sweet
ନବରାତ୍ରୀ ପାଇଁ ଘରେ ତିଆରି କରନ୍ତୁ ସୁଆଦିଆ 'ବରଫି'

ଏବେ ଚାଲିଛି ପାର୍ବଣର ଋତୁ । ଘରେ ଘରେ ଏବେ ପିଠା ଓ ମିଠାର ଆସର । ଏଇ ନବରାତ୍ରୀରେ ଘରେ ମିଠାର ସୁଆଦିଆ ରେସିପି ‘ବରଫି’ ବନେଇ ମାଆଙ୍କୁ ଭୋଗ ଲଗାନ୍ତୁ ।

kanchalanka mutton
କେବେ ଖାଇନଥିବେ ମଟନ୍‌ର ଏହି ସୁଆଦିଆ ରେସିପି

ଘରେ ମଟନର ବିଭିନ୍ନ ରେସିପି ତିଆରି କରିଥିବେ । ଆଜି ଆମେ ଆପଣଙ୍କ ପାଇଁ ମଟନର ଏକ ଦେଶୀ ସୁଆଦିଆ ରେସିପି ପ୍ରସ୍ତୁତ କରିବୁ । ଏହି ରେସିପିର ନାଁ ହେଉଛି ' କଞ୍ଚା ଲଙ୍କା ମଟନ୍‌। ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।

'brinjal korma'
ଆଜି ଘରେ ବନାନ୍ତୁ ସୁଆଦିଆ ଦେଶୀ ରେସିପି ‘ବାଇଗଣ କୋର୍ମା’

ଘରେ ନିରାମିଷରେ କଣ ବନେଇବେ ଏହାକୁ ନେଇ ଆପଣ ଚିନ୍ତିତ କି ? ତାହେଲେ ଆଜିର ସ୍ୱାଦିଷ୍ଟ ରେସିପିଟି ଆପଣ ଘରେ ବାଇଗଣରେ ବନେଇ ଖାଇପାରିବେ । ଏହି ରେସିପିର ନାଁ ହେଉଛି ‘ବାଇଗଣ କୋର୍ମା’ ।

ilish fish recipe
ଶୁକ୍ରବାର ରାନ୍ଧଣାରେ ଘରେ ବନାନ୍ତୁ ‘କଞ୍ଚା ଇଲିସି ମାଛ ବେସର’

କେବେ ‘କଞ୍ଚା ଇଲିସି ମାଛ ବେସର ବନାଇ ଖାଇଛନ୍ତି? ଆସନ୍ତୁ ଜାଣିବା ଏହାକୁ କିପରି ପ୍ରସ୍ତୁତ କରାଯାଏ

paneer resmi recipe
ଘରେ ତିଆରି କରନ୍ତୁ ପନିରର ଏହି ସୁଆଦିଆ ରେସିପି

ପ୍ରାୟତଃ ସମସ୍ତେ ଚାହାନ୍ତି ଘର ଖାଦ୍ୟରେ ମଧ୍ୟ ରେଷ୍ଟୁରାଣ୍ଟ ଭଳି ସ୍ୱାଦ ପାଇବା ପାଇଁ । ଆଜି ଆମେ ଆପଣଙ୍କ ପାଇଁ ପନିରର ରେଷ୍ଟୁରାଣ୍ଟ ଶୈଳୀରେ ଏକ ରେସିପି ବନେଇବୁ । ଏହି ରେସିପିର ନାଁ ହେଉଛି ‘ପନିର ରେଶମି ।

crab curry
ଶୁକ୍ରବାର ରାନ୍ଧଣାରେ ଘରେ ତିଆରି କରନ୍ତୁ 'କଙ୍କଡ଼ା ବେସର'

କଙ୍କଡ଼ା ତରକାରୀ ପ୍ରାୟ ସମସ୍ତଙ୍କୁ ପସନ୍ଦ ଆସିଥାଏ । ଆଜି ଆମେ ଆପଣଙ୍କ ପାଇଁ ଓଡ଼ିଆ ଘରର ଦେଶୀ ରେସିପି ‘କଙ୍କଡ଼ା ବେସର’ ପ୍ରସ୍ତୁତ କରିବୁ। ଏହି ରେସିପିଟିକୁ ଦେଶୀ ଶୈଳୀରେ ଆମେ ବନେଇବୁ ।

Rasabali sweet
ଗଣେଶ ପୂଜାରେ ଘରେ ବନାନ୍ତୁ ସୁଆଦିଆ ‘ରସାବଳୀ’

ସାଧାରଣତଃ ମିଠା ଖାଇବାକୁ ପ୍ରାୟ ସମସ୍ତଙ୍କୁ ଭଲ ଲାଗିଥାଏ । ଆମ ଓଡ଼ିଆ ଘରର ପାରମ୍ପରିକ ଏହି ମିଠା ରେସିପିର ସ୍ୱାଦ ପୂରା ନିଆରା । ଆଗକୁ ଆସୁଛି ଗଣେଶ ପୂଜା । ଏହି ଅବସରରରେ ଆଜି ପ୍ରସ୍ତୁତ କରିବା ସୁଆଦିଆ ‘ରସାବଳୀ’। ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।

How to make fresh raisins at home from grapes
Tips and Tricks: ଘରେ ତାଜା କିସ୍‌ମିସ୍‌ ତିଆରି କରିବାକୁ ଚାହୁଁଛନ୍ତି କି… ଜାଣନ୍ତୁ ସହଜ ଉପାୟ

ଆପଣ ଯଦି କିସ୍‌ମିସ୍ ଖାଇବାକୁ ପସନ୍ଦ କରନ୍ତି, ତେବେ ଆପଣ ତାଜା ଅଙ୍ଗୁର ସାହାଯ୍ୟରେ ନିଜେ ଘରେ ତାଜା କିସ୍‌ମିସ୍ ତିଆରି କରିପାରିବେ। ପ୍ରକୃତରେ ଏହା ତିଆରି କରିବା ବହୁତ ସହଜ ଏବଂ ଏହି ପଦ୍ଧତି ମଧ୍ୟ ବହୁତ କମ ଖର୍ଚ୍ଚରେ ହୋଇଥାଏ।

patatoo mughlai
ଘରେ ବନାନ୍ତୁ ସୁଆଦିଆ ‘ଆଳୁ ମୁଗଲାଇ’

ଘରେ ଖାଦ୍ୟରେ କଣ ବନେଇବେ ଏହାକୁ ନେଇ ଆପଣ ଚିନ୍ତିତ କି ? ତାହେଲେ ଆଜିର ସ୍ୱାଦିଷ୍ଟ ରେସିପିଟି ଆପଣ ଘରେ ଆଳୁରେ ବନେଇ ଖାଇପାରିବେ । ଏହି ରେସିପିର ନାଁ ହେଉଛି ‘ଆଳୁ ମୁଗଲାଇ’।

malai prawn
ଶୁକ୍ରବାର ରାନ୍ଧଣାରେ ବନାନ୍ତୁ ‘ଚିଙ୍ଗୁଡ଼ି ମଲାଇ’

ଘରେ ଘରେ ଚିଙ୍ଗୁଡ଼ିକୁ ନେଇ ବିଭିନ୍ନ ରେସିପି ତିଆରି କରାଯାଇଥାଏ । ଚିଙ୍ଗୁଡିରେ ସେଭଳି କିଛି ରେସିପି ଆମେ ଆପଣଙ୍କ ପାଇଁ ପ୍ରସ୍ତୁତ କରିଛୁ, ଆଜି ଆମେ ବନେଇବା ‘ଚିଙ୍ଗୁଡ଼ି ମଲାଇ’ । ଏହି ରେସିପିଟି ଆପଣମାନେ ଅତ୍ୟନ୍ତ ସହଜ ଓ ସରଳ ଉପାୟରେ ଘରେ ବନେଇ ପାରିବେ ।

sweet Recipe
କମ୍ ସାମଗ୍ରୀରେ ଘରେ ତିଆରି କରନ୍ତୁ ଏହି ସ୍ୱାଦିଷ୍ଟ ମିଠା

ଘରେ ଥିବା ଅଳ୍ପ ସାମଗ୍ରୀରେ ଖୁବ୍‌ କମ୍‌ ସମୟରେ ପ୍ରସ୍ତୁତ କରନ୍ତୁ ସ୍ୱାଦିଷ୍ଟ ମିଠା। ଏହା ଖାଇବାକୁ ଯେତେ ସ୍ୱାଦିଷ୍ଟ ପ୍ରସ୍ତୁତ କରିବା ସେତେ ସହଜ । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।

'chungudi lau ghanto'
ଘରେ ବନାନ୍ତୁ ଓଡ଼ିଆ ଘରର ଦେଶୀ ରେସିପି ‘ଚିଙ୍ଗୁଡ଼ି ଲାଉ ଘାଣ୍ଟ’

ଓଡ଼ିଆ ଘରର ଦେଶୀ ରେସିପି ସବୁଠୁ ନିଆରା । ବୁଧବାର ରୋଷେଇରେ ଆଜି ଆମେ ଆପଣଙ୍କ ପାଇଁ ‘ଚିଙ୍ଗୁଡ଼ି ଲାଉ ଘାଣ୍ଟ’ର ରେସିପି ବନେଇବୁ ।

tawa paneer
ଘରେ ବନାନ୍ତୁ ସୁଆଦିଆ ‘ତାୱା ପନିର’

ଭେଜ୍ ହେଉ କି ନନ୍ ଭେଜ୍ ,ଖାଦ୍ୟ ଯଦି ଚଟପଟା ଓ ସୁଆଦିଆ ହୁଏ ଖାଇବାର ମଜା ଦୁଇ ଗୁଣ ହୋଇଯାଏ । ଆଜି ବନେଇବା ‘ତାୱା ପନିର’

coconut meat recipe
ବୁଧବାର ରାନ୍ଧଣାରେ ଘରେ ବନାନ୍ତୁ ‘ନଡ଼ିଆକୋରା ମାଂସ ତରକାରି’

ଆପଣ ଖାସି ମାଂସ ବା ମଟନ୍‌ର ଅନେକ ରେସିପି ଖାଇଥିବେ ...କଣ ଆପଣ କେବେ ନଡ଼ିଆକୋରା ଦିଆ ମାଂସ ତରକାରି ଖାଇଛନ୍ତି । ଆଜି ଆମେ ଏହି ରେସିପିଟିକୁ ଅତି ସହଜ ଓ ଦେଶୀ ଶୈଳୀରେ ବନେଇବୁ ।

soya manchurian
ବର୍ଷା ପାଗରେ ବନାନ୍ତୁ ଗରମାଗରମ ‘ସୋୟା ମଞ୍ଚୁରିଆନ୍’

ଭେଜ୍‌ରେ କଣ ବନେଇବେ ସେଥିପାଇଁ ଚିନ୍ତିତ କି? ଆଜି ଆମେ ଆପଣଙ୍କ ପାଇଁ ବନେଇବୁ ସୋୟାବିନ୍‌ର ଏକ ନୂଆ ରେସିପି । ଏହି ରେସିପିର ନାଁ ହେଉଛି ’ସୋୟା ମଞ୍ଚୁରିଆନ୍’ ।

'fish posto'
କେବେ ଖାଇଛନ୍ତି 'ଭାକୁର ମାଛ ପୋସ୍ତ'

କେବେ ଭାକୁର ମାଛ ପୋସ୍ତ ବନାଇ ଖାଇଛନ୍ତି? ଆସନ୍ତୁ ଜାଣିବା ଏହାକୁ କିପରି ପ୍ରସ୍ତୁତ କରାଯାଏ ।

masroom bara
ବର୍ଷା ପାଗରେ ବନାନ୍ତୁ ଗରମା ଗରମ ‘ଛତୁ ପୋସ୍ତ ବରା’

ସଂଧ୍ୟା ଜଳଖିଆରେ କଣ ବନେଇବେ ସେ ନେଇ ଚିନ୍ତିତ କି ? ବର୍ଷା ପାଗରେ ବନାନ୍ତୁ ଗରମା ଗରମ ‘ଛତୁ ପୋସ୍ତ ବରା । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।

rassogola
ରସଗୋଲା ଦିବସରେ ବନାନ୍ତୁ ସୁଆଦିଆ ‘ରସଗୋଲା’

ରସଗୋଲା ଦିବସରେ ଆଜି ଆମେ ଘରେ ବନେଇବା ‘ରସଗୋଲା’ । ଏହି ମିଠା ରେସିପିଟି ଆପଣ ଅତି ସହଜ ଓ କମ୍ ଖର୍ଚ୍ଚରେ ବନେଇ ପାରିବେ ।