• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Food & Recipes Updates

TASTE OF ODISHA | Recipe of Magaja Ladoo
ପାଟିକୁ ଭାରି ସୁଆଦିଆ ମଗଜ ଲଡୁ

କେବେ କେଉଁଠି ଆପଣ କି ନାହିଁ ଆମେ ଜାଣିନୁ। ଯେତେ ଖାଇଲେ ବି ଆହୁରି ଖାଇବାକୁ ମନ କହିବ। ଆଉ ଡେରି ନ କରି ଖାଇ ଚାଲନ୍ତୁ ମଗଜ ଲଡୁ ଖାଇଛନ୍ତି...

TASTE OF ODISHA
ମଇଦାରେ ଆଣ ତିଆରି କରି ଟିକେ କୋରା ନଡ଼ିଆ ସହ ଚିନି ଦେଇ କରନ୍ତୁ ପୁଟୁଳୀ ପିଠା...

ପୁଟୁଳୀ ପିଠା... ମଇଦାରେ ଆଣ ତିଆରି କରି ଟିକେ କୋରା ନଡ଼ିଆ ସହ ଚିନି ....ପରେ ପରେ ଆଣକୁ ଛୁଞ୍ଚିପତ୍ର ଷ୍ଟାଇଲରେ ଗଢି ତିଆରି କରନ୍ତୁ ପୁଟୁଳୀ ପିଠା। ଥରେ ଖାଇଲେ ବାରମ୍ବାର ଖାଇବାକୁ ହେବ ଇଚ୍ଛା..

kanika khechudi
ଟିକିଏ ଗୁଜୁରାତି, ଅଳେଇଚ ଗୁଣ୍ଡ ଦେଇ ତିଆରି କରନ୍ତୁ କାନିକା ଖେଚୁଡ଼ି

ଅରୁଆ ଚାଉଳକୁ ମୁଗ...କାଜୁ ସାଙ୍ଗକୁ କିସ୍‌ମିସ୍‌...ପିତଳ ହାଣ୍ଡରେ ଭାଜି ଭାଜି ଏମିତି ତିଆରି କରନ୍ତୁ କାନିକା ଖେଚୁଡ଼ି। ଥରେ ଖାଇଲେ ଆଉ ପାଟିରୁ ଜମା ଛାଡ଼ିବନି.....

Taste of Odisha- Know recipe of Rohi Machcha Posta
ଭାରି ସୁଆଦିଆ ରୋହୀ ମାଛ ପୋସ୍ତ....ଥରେ ଟେଷ୍ଟ କଲେ ପାଟିରୁ ଜମା ଛାଡ଼ିବନି

ନାଁ ଯେମିତି ଟେଷ୍ଟ ବି ସେମିତି। ଟିକିଏ ଜୀରା, କଟା ପିଆଜ ଓ ଲଙ୍କା ହଳଦୀ ଗୁଣ୍ଡ ଦେଇ ରୋହୀ ମାଛ ପୋସ୍ତରେ ଦିଅନ୍ତୁ ଛୁଙ୍କ। ଟେଷ୍ଟ ଏମିତି ଆସିବ ଯେ, ଥରେ ଖାଇଲେ ପାଟିରୁ ଜମା ଛାଡ଼ିବନି....

Taste of Odisha
କଟା ପିଆଜକୁ କଂଚା ଲଙ୍କା ଦେଇ ଏମିତି କରନ୍ତୁ ରୋହୀ ମାଛ ପୋସ୍ତ

ରୋହି ମାଛ ପୋସ୍ତ। ନା ଯେମିତି ଟେଷ୍ଟ ବି ସେମିତି। କଟା ପିଆଜକୁ କଂଚା ଲଙ୍କା ଦେଇ ଏମିତି ତିଆରି କରନ୍ତୁ ଏଇ ସୁଆଦିଆ ଡିସ୍‌। ଥରେ ଖାଇଲେ ବାରମ୍ବାର ଖାଇବାକୁ ହେବ ଇଚ୍ଛା

Taste Of Odisha
ଜିରା, ଡାଳଚିନି, ଅସନୀଫୁଲ ଦେଇ ତିଆରି କରନ୍ତୁ ମାଟିହାଣ୍ଡି ଦମ୍‌ ଚିକେନ୍‌...

ଭାରି ସୁଆଦିଆ ମାଟିହାଣ୍ଡି ଦମ୍‌ ଚିକେନ୍‌। ଜିରା, ଡାଳଚିନ୍‌, ଅସନୀଫୁଲ ଦେଇ ତିଆରି କରନ୍ତୁ ମାଟି ହାଣ୍ଡି ଦମ୍‌ ଚିକେନ୍‌। ଖାଲି ରିଫାଇନ୍‌ ତେଲର ଛୁଙ୍କ ଦେଲେ ବାସ୍‌...

Taste of Odisha
ଛେନାରେ ଗୁଡ଼, ନଡ଼ିଆ, ଗୋଲମରିଚ ଦେଇ ଏମିତି ରାନ୍ଧନ୍ତୁ ଚୁଡ଼ା ଚିତଉ...

ଚୁଡ଼ା ଚିତଉ କେବେ ଖାଇଛନ୍ତି କି? ଯଦି ନାଁ....ତେବେ ଏବେ ହିଁ ଛେନାରେ ଗୁଡ଼, ନଡ଼ିଆ, ଗୁଜୁରାତି ଓ ଗୋଲମରିଚ ଦେଇ ଘରେ ତିଆରି କରନ୍ତୁ ଏଇ ଡିସ୍‌। ଥରେ ଖାଇଲେ ପାଟିରୁ ଜମା ଛାଡ଼ିବନି

Taste of Odisha- Know recipe of preparing special cake from Snake Gourd & Prawn
ଚିଙ୍ଗୁଡ଼ି ମାଛରେ ଅଦା, ରସୁଣ ପିଆଜ ଦେଇ ଏମିତି କରନ୍ତୁ ଛଚିନ୍ଦ୍ରା ଚିଙ୍ଗୁଡ଼ି ପିଠଉ....

ଚିଙ୍ଗୁଡ଼ି ମାଛରେ ଅଦା, ରସୁଣ, ପିଆଜ ବଟା ସାଙ୍ଗକୁ ଟିକିଏ ଗରମ ମସଲା ଦେଇ କଷି ଦିଅନ୍ତୁ ମାଛକୁ। ଚାଉଲ ବଟା ସାଙ୍ଗକୁ ହଳଦୀ ଗୁଣ୍ଡ ଦେଇ ଏମିତି ପ୍ରସ୍ତୁତ କରନ୍ତୁ ଏହି ଖାଇବା...

Taste of Odisha - Mati handi dum chicken recipe
ମାଟି ହାଣ୍ଡି ଦମ୍‌ ଚିକେନ୍‌, ଶୁଣିଲେ ପାଟିରୁ ଲାଳ ବାହାରୁଛି...ଆଉ ରାନ୍ଧିଲେ....

ମାଟି ହାଣ୍ଡି ଦମ୍‌ ଚିକେନ୍‌। ଅଦା, ହଳଦୀ, ଲଙ୍କା ସହିତ ଟିକିଏ ଲୁଣ ଦେଇ ଖାଲି ରିଫାଇନ୍‌ ତେଲର ଛୁଙ୍କ ଦିଅନ୍ତୁ। ପିଆଜ ଭାଜି ହୋଇଗଲେ...ବାସ୍‌ ହାତ ଚାଟୁଥିବେ ଖାଲି

Taste Of Odisha
କଟା ପିଆଜ, ଲଙ୍କା, ଅଦା ଓ ରସୁଣ ଦେଇ ତିଆରି କରନ୍ତୁ ଦେଶୀ ଆଳୁ ତାୱା ସେକା...

ଭାରି ସୁଆଦିଆ ଦେଶୀ ଆଳୁ ତାୱା ସେକା। ଟିକିଏ କଟା ପିଆଜ, ଲଙ୍କା ଗୁଣ୍ଡ ଓ ରସୁଣ ଦେଇ ତିଆରି କରନ୍ତୁ ଦେଶୀ ଆଳୁ ତାୱା ସେକା...ଥରେ ଖାଇଲେ ସବୁବେଳେ ଖାଇବାକୁ ମନ ଡାକୁଥିବ..

Taste of Odisha | Recipe of chena bharta
ଜିରା, କଟା ପିଆଜ ଦେଇ ତିଆରି କରନ୍ତୁ ଛେନା ଭର୍ତା...

ଭାରି ସୁଆଦିଆ ଛେନା ଭର୍ତା । ଜିରା, କଟା ପିଆଜ ଦେଇ ଗରମ ତେଲରେ ଟିକିଏ ଲଙ୍କା ଛୁଙ୍କ ଦେଇ ତିଆରି କରନ୍ତୁ ଛେନା ଭର୍ତା । ଟେଷ୍ଟ୍‌ ଏମିତି ହେବ ଯେ, ଥରେ ଖାଇଲେ ବାରମ୍ବାର ଖାଇବାକୁ ଇଚ୍ଛା ହେବ...

malai masroom recipe
ଘରେ ପ୍ରସ୍ତୁତ କରନ୍ତୁ ଢାବା ଷ୍ଟାଇଲ୍ ‘ମଲାଇ ମସରୁମ୍’

ଆପଣ ଛତୁ ବା ମସରୁମ୍‌ର ବିଭିନ୍ନ ରେସିପି ତିଆରି କରିଥିବେ । ଆଜି ଆମେ ଆପଣଙ୍କୁ ଛତୁର ଏକ ସୁଆଦିଆ ରେସିପି ପ୍ରସ୍ତୁତ କରିବୁ । ଏହି ରେସିପିଟିର ନାଁ ହେଉଛି ‘ମଲାଇ ମସରୁମ୍’ । ଏହି ରେସିପିକୁ ବନେଇବା ଅତି ସହଜ ଓ ସରଳ ଅଟେ ।

Garlic Mutton
କେବେ ଖାଇନଥିବେ ମଟନ୍‌ର ଏହି ସ୍ୱାଦିଷ୍ଟ ରେସିପି

ଆପଣ ଘରେ ମଟନର ବିଭିନ୍ନ ରେସିପି ତିଆରି କରିଥିବେ । ଆଜି ଆମେ ଆପଣଙ୍କ ପାଇଁ ମଟନର ଏକ ଦେଶୀ ସୁଆଦିଆ ରେସିପି ପ୍ରସ୍ତୁତ କରିବୁ । ଏହି ରେସିପିର ନାଁ ହେଉଛି ‘ରସୁଣ ଖାସି ମାଂସ’ । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।

Make ‘Yogurt Eelishi’ at home in Sunday cooking.
ରବିବାର ରାନ୍ଧଣାରେ ଘରେ ବନାନ୍ତୁ ‘ଦହି ଇଲିଶି’

ଆପଣ ମାଛରୁ ତିଆରି ବହୁ ଖାଦ୍ୟ ସାମଗ୍ରୀ ଖାଇଥିବେ। ତେବେ ସୁଆଦିଆ ‘ଦହି ଇଲିଶି’କେବେ ଖାଇଛନ୍ତି କି ? ଆଜି ଆମେ ଆପଣଙ୍କୁ ଏହାର ପ୍ରସ୍ତୁତି ସମ୍ପର୍କରେ କହିବୁ। ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।

TASTE OF ODISHA
ଲଙ୍କା ଆଉ ଧନିଆ ଗୁଣ୍ଡ ଦେଇ ତିଆରି କରନ୍ତୁ ନଡ଼ିଆ ପନିର୍‌

ଟିକିଏ ଧନିଆ ଗୁଣ୍ଡ ଆଉ ଅଳ୍ପ ଲଙ୍କା ଗୁଣ୍ଡ...ଆଉ ଏହିସବୁ ମସଲା ଦେଇ କଡ଼େଇରେ କଷିଦେଲେ ବାସ୍‌...ସାଙ୍ଗେ ସାଙ୍ଗେ ତିଆରି ହୋଇଯିବ ନଡ଼ିଆ ପନିର୍‌

Recipe Of Making Curd Curry
ଟିକିଏ ଲୁଣ ଜିରା ଗୁଣ୍ଡ ଦେଇ ଏବେ ବନାନ୍ତୁ ଦହି ତରକାରୀ

ଦହି ତରକାରୀ କେବେ ଖାଇଛନ୍ତି କି? ଯଦି ନା…ତେବେ ଏବେ ହିଁ ଘରେ ବନାନ୍ତୁ ଏହି ଡିସ୍‌। ଟିକିଏ ଲୁଣ ଆଉ ଟିକିଏ ଜିରା ଗୁଣ୍ଡ ଦେଇ ଛୁଙ୍କ ଫୁଟାଇଲେ ପଡ଼ୋଶୀ ବି ଆସି ମାଗିନେବେ ଆପଣଙ୍କ ତରକାରୀ...ଲେଖି ରଖନ୍ତୁ ପ୍ରସ୍ତୁତ ପ୍ରଣାଳୀ

Taste Of Odisha
ଆଜି ରବିବାର ବନାନ୍ତୁ ପାଳଙ୍ଗ ଶାଗ ଅଣ୍ଡା ଷ୍ଟାଟର୍

ଆଜି ରବିବାର ବନାନ୍ତୁ ପାଳଙ୍ଗ ଶାଗ ଅଣ୍ଡା ଷ୍ଟାଟର । ଆପଣ ଅନେକ୍‌ ଷ୍ଟାଟର ଟେଷ୍ଟ କରିଥିବେ। ହେଲେ ଆଜି ରବିବାର ବନାନ୍ତୁ ପାଳଙ୍ଗ ଶାଗ ଅଣ୍ଡାରେ ପ୍ରସ୍ତୁତ ଏକ ଷ୍ଟାଟର୍। ଏହା ପାଟିକୁ କ୍ରିପ୍ସି ଓ କ୍ରଞ୍ଚି ଲାଗିବ।

steam fish curry
ବୁଧବାର ରାନ୍ଧଣାରେ ଘରେ ବନାନ୍ତୁ ‘ସିଝା ମାଛ ଝୋଳ’

ଆପଣ ମାଛରୁ ତିଆରି ବହୁ ଖାଦ୍ୟ ସାମଗ୍ରୀ ଖାଇଥିବେ। ତେବେ ସୁଆଦିଆ ‘ସିଝା ମାଛ ଝୋଳ’ କେବେ ଖାଇଛନ୍ତି କି ? ଆଜି ଆମେ ଆପଣଙ୍କୁ ଏହାର ପ୍ରସ୍ତୁତି ସମ୍ପର୍କରେ କହିବୁ। ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।

 Recipe Of Seola Besara
ଆମ୍ବୁଲ ଦେଇ ରାନ୍ଧନ୍ତୁ ଶେଉଳ ବେସର...ଥାଳିଏ ଜାଗାରେ ଦୁଇ ଥାଳି ଭାତ ଖାଇଦେବେ ଆପଣ

ଭାରି ସୁଆଦିଆ ଶେଉଳ ମାଛ ବେସର। ଟିକିଏ ରାଗ ରାଗୁଆକୁ ଟିକିଏ ଖଟା...ଖାଲି ହାମ୍ପୁଡ଼ୁଥିବେ...ଉଷୁନା ଚାଉଳର ଗରମ ଭାତ....ଓଃ ବହି ଜମି ଯିବ

mohanthal sweet recipe
ଦୋଳ ପୂର୍ଣ୍ଣିମାରେ ଘରେ ପ୍ରସ୍ତୁତ କରନ୍ତୁ ସ୍ୱାଦିଷ୍ଟ ‘ମୋହନଥାଲ୍‌’

ଆଜି ପବିତ୍ର ଦୋଳ ପୂର୍ଣ୍ଣିମା । ଦୋଳ ପୂର୍ଣ୍ଣିମାରେ ଆମ ଓଡ଼ିଆ ଘରେ ବିଭିନ୍ନ ପିଠା ଓ ମିଠାର ରେସିପି ପ୍ରସ୍ତୁତ ହୋଇଥାଏ । ତେବେ ଆଜି ଆମେ ଏହି ଦୋଳ ପୂର୍ଣ୍ଣିମାରେ ଅବସରରେ ଘରେ ଏକ ସୁଆଦିଆ ମିଠାର ରେସିପି ପ୍ରସ୍ତୁତ କରିବା । ଏହି ରେସିପିର ନାଁ ହେଉଛି ସୁଆଦିଆ ‘ମୋହନଥାଲ୍’।

Yogurt, Cumin & Potato
ଭାରି ସୁଆଦିଆ ଜୀରା ଦହି ଆଳୁ। ଗରମ ତେଲରେ ଟିକିଏ ଶୁଖିଲା ଲଙ୍କା ଦେଲେ

ଭାରି ସୁଆଦିଆ ଜୀରା ଦହି ଆଳୁ। ଗରମ ତେଲରେ ଭୃଷଙ୍ଗପତ୍ର, ଶୁଖିଲା ଲଙ୍କା, ଆମ୍ବ କଷିଆ ଅଦା ଦେଇ ହାଲକେଇକି ଫୁଟଣ ପକେଇ ଦେଲେ...ଖାଲି ତ ହାତକୁ ଚାଟୁଥିବେ...ଏବେ ଜାଣିରଖନ୍ତୁ ପୂରା ପ୍ରସ୍ତୁତ ପ୍ରଣାଳୀ

 Kadalipatra Paneer Recipe
ସୋମବାର ଚିକେନ୍ କି ମାଛ ନ କରି କରନ୍ତୁ କଦଳୀପତ୍ର ପନିର୍

ଯିଏ ଖାଇଛି ସେ ଜାଣିଛି। ଏ ଆଇଟମ ଆଗରେ ଫିକା ପଡିଯିବ ଚିକେନ ହେଉକି ମାଛ ଆଇଟମ୍। ଥରେ ତିଆରି କରି ଖାଇବା ପରେ ବାରମ୍ୱାର ଖାଇବାକୁ ମନ କହିବ...

spicy mutton recipe
କେବେ ଖାଇଛନ୍ତି ‘ଦହି ଗୋଲମରିଚ ମାଂସ

ଖାଦ୍ୟରେ ଆମିଷ ଥିଲେ ଖାଇବାର ସ୍ୱାଦ ଦୁଇ ଗୁଣ ବଢିଯାଏ । ଆଜି ଆମେ ଆପଣଙ୍କ ପାଇଁ ଦେଶୀ ଶୈଳୀରେ ଏକ ରେସିପି ପ୍ରସ୍ତୁତ କରିବୁ । ଏହି ରେସିପିର ନାଁ ହେଉଛି ‘ଦହି ଗୋଲମରିଚ ମାଂସ ‘ । ଏହି ରେସିପିଟି ଆପଣ ଅତି ସହଜ ଓ ସରଳ ପ୍ରଣାଳୀରେ ବନେଇ ପାରିବେ ।

masroom malai recipe
‘ଘରେ ବନାନ୍ତୁ 'ମଲାଇ ମସରୁମ୍’

ଛତୁର ବିଭିନ୍ନ ରେସିପି ଖାଇବାକୁ ପ୍ରାୟତଃ ସମସ୍ତଙ୍କୁ ଭଲ ଲାଗିଥାଏ । ଆଗରୁ ଆମେ ଛତୁର ଭିନ୍ନ ଭିନ୍ନ ରେସିପି ବିଷୟରେ ଆପଣଙ୍କୁ କହିଛୁ । ଆଜି ଆମେ ଆପଣଙ୍କ ପାଇଁ ଛତୁର ଏକ ସୁଆଦିଆ ରେସିପି ବିଷୟରେ କହିବାକୁ ଯାଉଛୁ । ଏହି ରେସିପିର ନାଁ ହେଉଛି ମଲାଇ ମସରୁମ୍’’। ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।

ଭାରି ସୁଆଦିଆ ଭାକୁର ମାଛ ଦହି ବେସର? ଏବେ ହିଁ ଶିଖନ୍ତୁ ରାନ୍ଧଣା
ଭାରି ସୁଆଦିଆ ଭାକୁର ମାଛ ଦହି ବେସର? ଏବେ ହିଁ ଶିଖନ୍ତୁ ରାନ୍ଧଣା

ଭାରି ସୁଆଦିଆ ଭାକୁର ମାଛ ଦହି ବେସର। ପଖାଳ ହେଉ କି ଗରମ, ଗରମ ଗରମ ଝୋଳ ଦେଖି ଦେଲେ ପାଟିରୁ ଗଳିପଡ଼ିବ ଲାଲ...ଜମା ଡେରି ନକରି ଏବେ ଶିଖନ୍ତୁ କେମିତି ତିଆରି ହୁଏ ଭାକୁର ମାଛ ଦହି ବେସର