• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Festivals & Events Updates

su
ସୁଭାଷ ବୋଷଙ୍କ ମୂର୍ତ୍ତି ପାଇଁ ସମସ୍ତ ସଞ୍ଚିତ ଧନ ସାରିଦେଲେ ଅଟୋ ଚାଳକ

ନୂଆଦିଲ୍ଲୀ: ଭାରତର ଜଣେ ଅଗ୍ରଣୀ ସ୍ୱାଧୀନତା ସଂଗ୍ରାମୀ ଥିଲେ ସୁଭାଷ ଚନ୍ଦ୍ର ବୋଷ। ଓଡ଼ିଶାର ଏହି ବୀରପୁତ୍ରଙ୍କ ଆଦର୍ଶରେ ଅନେକ ଲୋକ ଅନୁପ୍ରାଣିତ। ତେବେ ଏହି ଆଦର୍ଶରେ ଅନୁପ୍ରାଣିତ ହୋଇ ଜଣେ ଅଟୋ ଚାଳକ ତାଙ୍କ ମୂର୍ତ୍ତି ନିର୍ମାଣ କରିବା ନେଇ ସ୍ଥିର କରିଛନ୍ତି। ସେ ନିଜର ସମସ୍ତ ସଞ୍ଚିତ ଧନ ଏଥିପାଇଁ ସାରିଦେଇଛନ୍ତି। ୱେଷ୍ଟ ବେଙ୍ଗଲ ବସିରହାଟରେ ରୁହନ୍ତି ଅଜୟ କୁଡୁ। ତାଙ୍କ ଇଚ୍ଛା ଥିଲା ସେ ତାଙ୍କ ସହରରେ ସୁଭାଷ ଚନ୍ଦ୍ର ବୋଷଙ୍କର ଏକ […]

  • Thursday, 01 July 2021
2
କାଲି ଥିଲେ କାଙ୍ଗାଳ, ଆଜି ହେଲେ କୋଟିପତି

ଆପଣ ନିଶ୍ଚୟ ଗୋଟିଏ କଥା ଶୁଣିଥିବେ, ଯେତେବେଳେ ବି ଉପରବାଲା ଦିଅନ୍ତି ଛପର ଫାଡ଼ି ଦିଅନ୍ତି। ସେମିତି କିଛି ଘଟଣା ଜଣେ ଯୁବକଙ୍କ ସହ ଘଟିଛି। ଜୋଶୁଆ ହୁତାଗଲଙ୍ଗୁ ନାମକ ଜଣେ ଇଣ୍ଡୋନେସିଆର ଯୁବକ ଯିଏକି କଫିନ୍ ତିଆରି କାମ କରିନ୍ତି ଏବଂ ଖୁବ୍‌ କମ୍‌ ଟଙ୍କା ରୋଜଗାର କରନ୍ତି ତାଙ୍କ ସହ ଏପରି କିଛି ଘଟିଛି। ଯାହାଫଳରେ ସେ କିଛି ମିନିଟ୍ ମଧ୍ୟରେ ସିଧାସଳଖ କାଙ୍ଗାଳରୁ କୋଟିପତି ହୋଇଯାଇଛନ୍ତି। ସେ ୧୦ କୋଟି ଟଙ୍କାର ମାଲିକ […]

  • Thursday, 01 July 2021
7
ଟୟଲେଟ୍ ମ୍ୟାନ୍ ନରେନ୍ଦ୍ରଙ୍କୁ ନେଇ ଚର୍ଚ୍ଚା

ନୀଳଗରି: ନୀଳଗିରିରେ ଟୟଲେଟ୍ ମ୍ୟାନ୍ ନରେନ୍ଦ୍ରଙ୍କୁ ନେଇ ଭାରି ଚର୍ଚ୍ଚା ହେଉଛି। କାରଣ ଏକ ଶୌଚାଳୟକୁ ସେ  ନୂଆ ରୂପ ଦେଇଛନ୍ତି। ଯିଏ ଦେଖୁଛି ପ୍ରଶଂସା ନକରି ରହିପାରୁନି। ଏହି ଶୌଚାଳୟରେ ଲାଗିଛି ଟିଭି, ଫ୍ୟାନ୍, ମ୍ୟୁଜିକ୍ ସିଷ୍ଟମ ଏବଂ ରଙ୍ଗବେରଙ୍ଗର ଲାଇଟ୍। ଏଥିସହ ସୁନ୍ଦର ସୁନ୍ଦର ଫୁଲରେ ବି ସଜାଯାଇଛି। ଭିତରକୁ ପୁରା ସଫା ସୁତରା କରାଯାଇଛି। ସାନିଟାଇଜର ମଧ୍ୟ ରଖାଯାଇଛି। ନୀଳଗିରି ଗୁଣ୍ଡିଚା ମନ୍ଦିର ନିକଟରେ ରହିଛି ଏହି ଟଏଲେଟ୍। ଯାହାର ସଫେଇ ଦାୟିତ୍ୱରେ […]

  • Thursday, 01 July 2021
7
ସିନ୍ଧୁ ନଦୀରୁ ଉଦ୍ଧାର ହେଲା ମାଂସ ଖିଆ ମାଛ

ଗଙ୍ଗା ନଦୀ ପରେ ଏବେ ସିନ୍ଧୁ ନଦୀରୁ ଉଦ୍ଧାର ହୋଇଛି ସାର୍କମାଉଥ କ୍ୟାଟ ମାଛ। ଏହାମଧ୍ୟପ୍ରଦେଶ ଭୀଣ୍ଡ ନିକଟସ୍ଥ ସିନ୍ଧ ନଦୀରୁ ମିଳିଛି। ଏହି ମାଛକୁ ଭୋଲେ ନାମକ ଜଣେ ବ୍ୟକ୍ତି ସିନ୍ଧୁ ନଦୀର ମେହେଡା ଘାଟରୁ ଧରିଛନ୍ତି। ସାର୍କମାଉଥ କ୍ୟାଟ ଦକ୍ଷିଣ ଆମେରିକାରେ ମିଳୁଥିବା ଏକ ମାଂସାହାରୀ ମାଛ। ଏହା ପ୍ରାୟତଃ ଦକ୍ଷିଣ ଆମେରିକାର ଆମାଜନ୍‌ ନଦୀରେ ଦେଖାଯାଆନ୍ତି। ତେବେ ଏହି ମାଛ ଦକ୍ଷିଣ ଆମେରିକାରେ ଦେଖାଯାଉଥିବାବେଳେ କିପରି ଚମ୍ୱଲ ଅଞ୍ଚଳକୁ ଆସିଲା ସେ ନେଇ […]

  • Thursday, 01 July 2021
old age
ହଜିଯିବ ବୟସର ଛାପ, ବାର୍ଦ୍ଧକ୍ୟରେ ବି ଦିଶିବେ ଯୁବକ..ଯୁବକ..

ଜେରୁଜେଲମ: ବାର୍ଦ୍ଧକ୍ୟରେ ଫେରି ଆସିବ ଯୌବନ। ସମୟ ସ୍ରୋତରେ ହଜିଯିବ ବୟସର ପାଦଚିହ୍ନ। ଏଠି ଖାଲି ହସିବ ଯୌବନ ଆଉ ଯୌବନ..। ଏମିତି କରି ଦେଖାଇ ପାରିବେ ବୋଲି ଦାବି କରିଛନ୍ତି ଇସ୍ରାଏଲର ବୈଜ୍ଞାନିକ। ଆମ ଶରୀରରେ ଗୋଟିଏ ସେଲ ଯେତେବେଳେ ବାରମ୍ବାର ତିଆରି ହେଉଛି, ସେତେବେଳେ ଯୌବନର ଚମକ କମି କମି ଯାଉଛି। ଶରୀରରେ Telomerase ହ୍ରାସ ପାଇବା କାରଣରୁ ଏପରି ହୋଇଥାଏ। ହେଲେ ଇସ୍ରାଏଲର ବୈଜ୍ଞାନିକ ୩୫ ଜଣ ରୋଗୀଙ୍କୁ ନେଇ ଏକ ଷ୍ଟଡି […]

  • Thursday, 01 July 2021
4
ବନବାସ ବେଳେ ଓଡ଼ିଶା ଆସିଥିଲେ କି ପଞ୍ଚୁପାଣ୍ଡବ?

ବାଙ୍କୀ: ଡମପଡ଼ା-ଚନ୍ଦକା ଅଭୟାରଣ୍ୟର ଉତ୍ତର ପାର୍ଶ୍ୱରେ ରହିଛି ଅନେକ ଗୁମ୍ଫା। ତେବେ ବାଙ୍କୀ ଡମପଡ଼ା ବ୍ଲକ୍ ପାଥପୁର ନିକଟରେ ରହିଛି ଏକ ବହୁପୁରାତନ ଗୁମ୍ଫା। ଯାହାର ନାଁ ପାଣ୍ଡବ ବଖରା। ଅନୁମାନ କରାଯାଏ ଏହା ୮ ହଜାର ଖ୍ରୀଷ୍ଟପୂର୍ବର ଗୁମ୍ଫା। କିନ୍ତୁ ଲୋକକଥା ଅନୁସାରେ  ଦ୍ୱାପର ଯୁଗରେ ପଞ୍ଚୁ ପାଣ୍ଡବ ଓ ଦ୍ରୌପଦୀ ଏହି ସ୍ଥାନରେ ଅଜ୍ଞାତବାସରେ ରହୁଥିଲେ ସେହି ଅନୁଯାୟୀ ଏହି ବଖରା ଗୁଡ଼ିକର ନାମକରଣ କରାଯାଇଛି। ଦ୍ୱାପର ଯୁଗର କଥା କୌରବଙ୍କ ଷଡ଼ଯନ୍ତ୍ରର ଶିକାର […]

  • Thursday, 01 July 2021
Mamuni
କମାଲ୍‌ କରୁଛି କୁନି ଝିଅ: ଲଗାତାର ଦୌଡୁଛି ୧୦ କିଲୋମିଟର

ଆଳି(ବନମାଳୀ ସାହୁ): ପ୍ରତିଭା ଯାହା ଭିତରେ ଥାଉନା କାହିଁକି ସେ ଦିନେନା ଦିନେ ଲୋକଲୋଚନକୁ ଆସିଯାଏ। ଏଇ ଯେମିତି କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ ଅନ୍ତର୍ଗତ ନିଆଳ ତେଟାସାହି ଗାଁର ପ୍ରଦୀପ ମଳିକଙ୍କ ୫ବର୍ଷର ଝିଅ ମାମୁନି। ଏବେ ଲଗାତାର ୧୦କିଲୋମିଟର ଦୌଡ଼ି ସେ ଚର୍ଚ୍ଚାକୁ ଆସିଛନ୍ତି। ଆଉ ତାଙ୍କ ଦୌଡ଼ ଏବେ ଦେଖଣାହାରୀଙ୍କୁ ଚକିତ କରିଛି। ଏକାଧିକ ବାର ଆଳି ହାଇସ୍କୁଲ ମିନିଷ୍ଟାଡିୟମରୁ ଦୃତ ଗତିରେ ଦୌଡ ଆରମ୍ଭ କରିଥିବା ମାମୁନି କଟକ-ଚାନ୍ଦବାଲି ରାସ୍ତାରେ ଆଳିରୁ […]

  • Thursday, 01 July 2021
ivanka-tr
ଆପେ ଆପେ ହଲିଲା ଗଛ: ଭିଡିଓ ଦେଖି ଇଭାଙ୍କା ଟ୍ରମ୍ପ ହେଲେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ୍‌ ହେବାରେ ଲାଗିଛି। ଯାହାକୁ ଟ୍ୱିଟରରେ ୮ ମିଲିୟନରୁ ଅଧିକ ଲୋକ ଦେଖିସାରିଲେଣି। ଭିଡିଓରେ, ଏକ ଡଜନରୁ ଅଧିକ ହାଉସପ୍ଲାଣ୍ଟ ପୁରା ଦିନରେ କେମିତି ରୁହେଁ ତାର ସୁଟିଂ କରାଯାଇଛି। ତେବେ ଏହି ଭିଡିଓ ଦେଖି ଡୋନାଲ୍ଡ ଟ୍ରମ୍ପଙ୍କ ଝିଅ ଇଭାଙ୍କା ଟ୍ରମ୍ପ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ସୂଚନା ଅନୁଯାୟୀ, ଭିଡିଓଟିକୁ ପ୍ରଥମେ ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମରେ ଟ୍ୱିଟର ବ୍ୟବହାରକାରୀ  ମେଲୋରାଙ୍କ ଦ୍ୱାରା ପୋଷ୍ଟ କରାଯାଇଥିଲା। ଏହି ଭିଡିଓ ପୋଷ୍ଟ କରି […]

  • Thursday, 01 July 2021
covid
ବିଦେଶରୁ କୋଭିଡ୍ ଟିକା ଆସିଲେ କେମିତି ପାଇବେ ସାଧାରଣ ଲୋକେ? ରଣନୀତି ଆରମ୍ଭ

ଭୁବନେଶ୍ୱର: ବିଦେଶରୁ କୋଭିଡ୍ ଟିକା ଆସିଲେ କେମିତି ପାଇବେ ସାଧାରଣ ଲୋକେ? ଟିକା ଆସିଲେ କିଭଳି ଏହାର ସୁରକ୍ଷିତ ସଂରକ୍ଷଣ କରାଯିବ? ସାଧାରଣରେ କରୋନା ଭାକ୍ସିନ୍ ଉପଲବ୍ଧ ହେବା ପୂର୍ବରୁ ଉଭୟ କେନ୍ଦ୍ର ଓ ରାଜ୍ୟ ସ୍ତରରେ ଆରମ୍ଭ ହୋଇଛି ରଣନୀତିର ପ୍ରସ୍ତୁତି ପ୍ରକ୍ରିୟା। କୋଭିଡ୍ ଟିକାର ବିକାଶ ଓ ବଣ୍ଟନ ନେଇ ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାନସ ମନ୍ଥନ ପରେ ଦେଶରେ ଖୁବଶୀଘ୍ର ଟିକା ଉପଲବ୍ଧତା ଆଶା ବଢ଼ିଛି। ଗତକାଲି ଏକ ଉଚ୍ଚସ୍ତରୀୟ ବୈଠକରେ […]

  • Thursday, 01 July 2021
5
କେବୁଲ ବେଳାଭୂମିରେ ସାର୍କ ଆକ୍ରମଣ

ସିଡ୍‌ନୀ: ଆପଣ ଜାଣିଥିବେ ସାର୍କ ହେଉଛି ସମୁଦ୍ରରେ ରହୁଥିବା ଏକ ଭୟାନକ ମାଛ। ଏହି ମାଛର ହାବୁଡ଼ରେ ଯିଏ ପଡ଼ିଥାଏ ସେ ମୃତ୍ୟୁ ମୁଖରୁ ଖସି ଆସିବାଟା ଭାରି କଷ୍ଟ। ବେଳେବେଳେ ଏହା ସମୁଦ୍ରରେ ଯାଉଥିବା ଜାହଜକୁ ମଧ୍ୟ ଦୋହଲାଇ ଦେଇଥାଏ। ଏପରି ଏକ ଘଟଣା ଘଟିଛି ଅଷ୍ଟ୍ରେଲିଆର ସିଡ୍‌ନୀ ସହର ନିକଟବର୍ତ୍ତୀ ଏକ ଜଣାଶୁଣା ସମୁଦ୍ର କୂଳରେ। ଯେଉଁଠି ଗୋଟିଏ ସାର୍କ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ଜୀବନ ଯାଇଛି। ଅଷ୍ଟ୍ରେଲିଆର ଉତ୍ତର-ପଶ୍ଚିମାଞ୍ଚଳର କେବୁଲ୍‌ ସମୁଦ୍ର କୂଳରେ […]

  • Thursday, 01 July 2021
10
ହଠାତ୍‌ ଲାଲ୍‌ ହୋଇଗଲା ନଦୀର ପାଣି, ଦୋଷୀକୁ ଧରାଇ ଦେଲେ ମିଳିବ ପୁରସ୍କାର

ଥାନେ: ମହାରାଷ୍ଟ୍ରର ଥାନେ ଜିଲ୍ଲାରେ ୱାଲ୍‌ଧୁନି ନଦୀର ପାଣି ହଠାତ୍‌ ରକ୍ତର ରଙ୍ଗଭଳି ହୋଇଯାଇଛି। ଯାହାଫଳରେ ଏହାର ଫଟୋ ଏବେ ଭାଇରାଲ୍‌ ହେବାରେ ଲାଗିଛି। ଏହି ନଦୀର ପାଖାପାଖି ବସବାସ କରୁଥିବା ଉଲ୍ଲାସ ନଗର ଏବଂ ଅମ୍ୱରନାଥ ବସ୍ତି ବାସିନ୍ଦାଙ୍କ କହିବା ମୁତାବକ ୱାଲ୍‌ଧୁନି ନଦୀରେ ବିଷାକ୍ତ ରାସାୟନିକ ପଦାର୍ଥକୁ ଛାଡ଼ିବା ଫଳରେ ପାଣିର ରଙ୍ଗ ଏପରି ହୋଇଛି। ଏଥିରେ ଖାଲି ନଦୀ ନୁହେଁ ବଂର ଏହାର କୂଳରେ ବାସ କରୁଥିବା ଲୋକମାନଙ୍କର ଚଳିବା ମଧ୍ୟ କଷ୍ଟକର […]

  • Thursday, 01 July 2021
lunar eclipse
ସୋମବାର ବର୍ଷର ଶେଷ ଚନ୍ଦ୍ର ଗ୍ରହଣ; କ’ଣ ରହିଛି ବିଶେଷତ୍ୱ, ଜାଣନ୍ତୁ...

ନୂଆଦିଲ୍ଲୀ: ଚଳିତ ବର୍ଷର ଶେଷ ଚନ୍ଦ୍ର ଗ୍ରହଣ ସୋମବାର ଅର୍ଥାତ୍‌ ନଭେମ୍ବର ୩୦ରେ ଲାଗିବ। ଚଳିତ ବର୍ଷର ଏହି ଶେଷ ଚନ୍ଦ୍ର ଗ୍ରହଣ ଉପଛାୟା ଗ୍ରହଣ ହେବ। ଏହାପୂର୍ବରୁ ଚଳିତ ବର୍ଷ ଜାନୁଆରୀ ୧୦, ଜୁନ୍ ୫ ଓ ଜୁଲାଇ ୫ରେ ଚନ୍ଦ୍ର ଗ୍ରହଣ ଦୃଶ୍ୟମାନ ହୋଇଥିଲା। ଚଳିତ ବର୍ଷର ଏହି ଚନ୍ଦ୍ର ଗ୍ରହଣ ବହୁତ ଖାସ୍‌ ବୋଲି କୁହାଯାଉଛି। କାହିଁକି ନା ଯେଉଁ ଦିନ ଏଇ ଚନ୍ଦ୍ର ଗ୍ରହଣ ସେହିଦିନ କାର୍ତ୍ତିକ ପୂର୍ଣ୍ଣିମା ପଡ଼ୁଛି। ତେଣୁ […]

  • Thursday, 01 July 2021
01
ଭୂମିରେ ଶୋଇଥିଲେ ଶହଶହ ମହିଳା, ତାଙ୍କ ଉପରେ ଚାଲି ଚାଲି ଯାଉଥିଲେ ପୂଜକ....

ରାଇପୁର:  ଅନ୍ଧ ବିଶ୍ୱାସ କୁହ କିମ୍ବା ପୁତ୍ର ସନ୍ତାନର ମୋହ, ଆଧୁନିକ ମଣିଷକୁ ଉପହାସ କରୁଛି ଏଇ ଭାଇରାଲ ଭିଡିଓଟି। ଭିଡିଓଟି ଛତିଶଗଡର ପାରମ୍ପରିକ ପର୍ବର । ଏଠାରେ ଦେଖିବାକୁ ମିଳିଛି ପ୍ରାୟ ୨୦୦ରୁ ଅଧିକ ମହିଳା ତଳେ ଶୋଇଛନ୍ତି। ପୂଜକଙ୍କ ପରି ଦିଶୁଥିବା କିଛି ଲୋକ ସେମାନଙ୍କ ଉପରେ ଚଢି ଚଢି ଆସୁଛନ୍ତି।  ଏପରି କରିବା ଦ୍ୱାରା ଗ୍ରାମଦେବୀଙ୍କ ଆଶୀର୍ବାଦ ମିଳିଥାଏ ଏବଂ ସନ୍ତାନହୀନ ମହିଳାଙ୍କର ସନ୍ତାନପ୍ରାପ୍ତି ହୋଇଥାଏ। ବିଶେଷକରି ପୁତ୍ର ସନ୍ତାନ ପ୍ରାପ୍ତ ହୋଇଥାଏ […]

  • Thursday, 01 July 2021
12
ଟ୍ରେନ୍‌ ତଳୁ ବଞ୍ଚିଗଲେ ମହିଳା

ନ୍ୟୁୟର୍କ: ଆମେରିକାର ନ୍ୟୁୟର୍କ ସହରରେ ଥିବା ମେଟ୍ରୋରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଜଣେ ବ୍ୟକ୍ତି ୪୦ ବର୍ଷୀୟ ଜଣେ ମହିଳାଙ୍କୁ ମେଟ୍ରୋ ଟ୍ରେନ୍‌ ଆସିବାର କିଛି ସମୟ ପୂର୍ବରୁ ଟ୍ରେନ୍‌ ଟ୍ରାକ୍‌କୁ ଧକ୍କା ଦେଇଥିଲେ। ଫଳରେ ମହିଳା ଜଣକ ଟ୍ରେନ୍‌ର ତଳକୁ ଆସିଯାଇଥିଲେ। ଏହି ଘଟଣାଟି ୧୪ ଷ୍ଟ୍ରୀଟ୍‌ ୟୁନିୟନ୍‌ ସ୍କୋୟାରର ମେଟ୍ରୋ ଷ୍ଟେସନ୍‌ରେ ଘଟିଥିବା ଜଣାପଡ଼ିଛି। ମହିଳାଙ୍କର ଭାଗ୍ୟ ତାଙ୍କୁ ସାଥ୍ ଦେଇଛି। ଟ୍ରେନ୍‌ର ଚକା ତଳକୁ ଆସିଯାଇଥିଲେ ମଧ୍ୟ ସେ […]

  • Thursday, 01 July 2021
dokani
ମାସ୍କ ନପିନ୍ଧିବାରୁ ଦୋକାନି ଖାଇଲେ ମାଡ

ନୂଆଦିଲ୍ଲୀ: ଦିନକୁ ଦିନ କରୋନା ସଂକ୍ରମଣ ସଂଖ୍ୟା ବଢିବାରେ ଲାଗିଛି। ଏ ପର୍ଯ୍ୟନ୍ତ କୋଭିଡ୍‌ରେ ଲକ୍ଷାଧିକ ଲୋକଙ୍କର ମଧ୍ୟ ମୃତ୍ୟୁ ଘଟିସାରିଛି। ସଂକ୍ରମଣକୁ ଦୃଷ୍ଟିରେ ରଖି ଅଧିକାଂଶ ସହରରେ କୋଭିଡ୍‌ ନିୟମ ଲାଗୁ କରାଯାଉଛି। ଏହି ନିୟମ ଅନୁକରଣ କରି ବିଭିନ୍ନ ଦୋକାନ ଏବଂ ଶିଳ୍ପଅନୁଷ୍ଠାନ ଖୋଲାଯାଉଛି। ସବୁଠି ମାସ୍କ ପରିଧାନ ଉପରେ ସ୍ୱତନ୍ତ୍ର ଧ୍ୟାନ ଦିଆଯାଉଛି।  ନିକଟରେ ଦିଲ୍ଲୀରେ କାର ଚଳାଇବା ସମୟରେ ମାସ୍କ ଖୋଲିଲେ ୨୦୦ଟଙ୍କା ଜୋରିମନାର ନିଷ୍ପତ୍ତି ନିଆଯାଇଛି। ତେବେ ନିକଟରେ ସୋଶାଲ୍‌ […]

  • Thursday, 01 July 2021
sonu
ସୋନୁ ସୁଦ୍‌ଙ୍କର ଅଜବ୍‌ ଫ୍ୟାନ୍‌, ଦେଖା କରିବାକୁ ସାଇକେଲ୍‌ରେ ବିହାରରୁ ମୁମ୍ୱାଇ ଯାତ୍ରା କରିବେ

ନୂଆଦିଲ୍ଲୀ: ବଲିଉଡ୍‌ ଅଭିନେତା ସୋନୁ ସୁଦ୍‌ କରୋନା ସମୟରେ ଲୋକଙ୍କୁ ସାହାଯ୍ୟ କରି ରାତାରାତି ସୁପର୍‌ ଷ୍ଟାର ପାଲଟି ଯାଇଥିଲେ। ସେହି ସମୟରେ ସେ ଲୋକଙ୍କ ଦ୍ୱାରା ଏତେ ଆଦୃତ ହୋଇଯାଇଥିଲେ ଯେ ତାଙ୍କର ଫିଲ୍ମ କ୍ୟାରିୟରେ ସେତିକି ହୋଇ ନ ଥିଲେ। ସୋନୁଙ୍କ ପାଇଁ ତାଙ୍କ ଫ୍ୟାନ୍ସମାନେ ଯେମିତି ପାଗଳ ହୋଇ ଯାଇଛନ୍ତି! ସୋନୁଙ୍କର ଏମିତି କିଛି ଫ୍ୟାନ୍‌ ଅଛନ୍ତି ଯେଉଁମାନେ  ତାଙ୍କ ପାଇଁ କିଛି ବି କରିବାକୁ ପ୍ରସ୍ତୁତ ଅଛନ୍ତି। ଏମିତି ଜଣେ ଫ୍ୟାନ […]

  • Thursday, 01 July 2021
astroed
ଗୁଳିଠାରୁ ଅଧିକ ବେଗରେ ମାଡ଼ି ଆସୁଛି ଉଲ୍‌କାପିଣ୍ଡ; ପଡ଼ିବ କି ପୃଥିବୀ ପୃଷ୍ଠରେ ? ନାସା କହିଲା...

ନୂଆଦିଲ୍ଲୀ: ବର୍ଷ ୨୦୨୦ ପୃଥିବୀବାସୀଙ୍କ ପାଇଁ ବିପଦ ପରେ ବିପଦ ଆଣି ଦେଉଛି। କେତେବେଳେ ପାଗ ବିଗୁଡ଼ୁଛି ତ କେତେବେଳେ ଯୁଦ୍ଧ ପାଇଁ ପୋଡ଼ୋଶୀକୁ ନାଲି ଆଖି ଦେଖାଉଛି ପଡ଼ୋଶୀ। ସାରା ବିଶ୍ୱକୁ ଘାଣ୍ଟୁଛି କରୋନା। ପ୍ରତିଦିନ କୁଢ଼ କୁଢ଼ ଶବ ଯାଉଛି ମାଶାଣି। ଯୁଈର ଧୂଆଁରେ ଆକାଶ ବି ଆକ୍ତାମାକ୍ତା। ଏପରିସ୍ଥଳେ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଖବର ଶୁଣିଲେ ଚିନ୍ତା ଆହୁରି ବଢ଼ିଯାଉଛି। ବର୍ଷ ଶେଷ ବେଳକୁ ପୃଥିବୀ ପୃଷ୍ଠ ଆଡ଼କୁ ମାଡ଼ି ଆସୁଛି […]

  • Thursday, 01 July 2021
ଜୀବନକୁ ବାଜି ଲଗାଇ ଚାରି ଜଣଙ୍କୁ ବଞ୍ଚାଇଲା ଗର୍ଭବତୀ କୁକୁର

ଋଷ୍‌: କୁକୁରକୁ ମଣିଷର ସବୁଠାରୁ ବିଶ୍ୱସ୍ତ ଏବଂ ଗୋଟିଏ ଭଲ ବନ୍ଧୁ ଭାବେ ବିବେଚନା କରାଯାଏ। ଯାହାର ଉଦାହରଣ ଋଷ୍‌ରେ ଦେଖିବାକୁ ମିଳିଛି। ଋଷ୍‌ରେ ଗୋଟିଏ ଗର୍ଭବତୀ କୁକୁର ନିଜ ଜୀବନକୁ ବାଜିରେ ଲଗାଇ ଚାରିଜଣ ଲୋକଙ୍କ ଜୀବନ ବଞ୍ଚାଇଛି। ଏହି ସମୟରେ ସେ ନିଜେ ମଧ୍ୟ ଆହତ ହୋଇଛି। କୁକୁରଟିର ଦେହର କିଛି ସ୍ଥାନ ପୋଡ଼ି ଯାଇଛି। ସ୍ଥାନୀୟ ମିଡିଆ spbvasilek/vk.comର ରିପୋର୍ଟ ମୁତାବିକ ଋଷ୍‌ର ଏକ ଘରୋଇ ଧର୍ମଶାଳାରେ ହଠାତ୍‌ ନିଆଁ ଲାଗିଯାଇଥିଲା। ଏଠାରେ […]

  • Thursday, 01 July 2021
neheru
ଦିନେ ନେହରୁଙ୍କୁ ଚିକିତ୍ସା କରୁଥିଲେ ଏଇ ଓଡିଆ ଡାକ୍ତର

କେନ୍ଦ୍ରାପଡା: ଜଣେ ଡାକ୍ତର ଭାବେ ଅନେକ ଘଟଣା, ଦୁର୍ଘଟଣା ତାଙ୍କ ସ୍ମୃତିକୁ ଜୀବନ୍ତ କରି ରଖିଛି। ହେଲେ ଦେଶର ପ୍ରଧାନମନ୍ତ୍ରୀଙ୍କ ସହ କଟିଥିବା କେଇଟି ମୁହୂର୍ତ୍ତ ତାଙ୍କର ସାରା ଜୀବନର ସ୍ମୃତିକୁ କରିଛି  ସତେଜ। ଆଜି ପରିଣତ ବୟସରେ ସେଇ ସ୍ମୃତିକୁ ରୋମନ୍ଥନ କରି ପୁଲକିତ ହୁଅନ୍ତି ଡାକ୍ତର ଗୋବିନ୍ଦ ଚନ୍ଦ୍ର ଦାଶ। କେନ୍ଦ୍ରାପଡାରେ ରୁହନ୍ତି ଓଡ଼ିଆ ଡାକ୍ତର ଗୋବିନ୍ଦ ଚନ୍ଦ୍ର ଦାଶ। ଓଡ଼ିଶା ସହ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ସଂପର୍କ ନିଆରା।  ଅନେକ […]

  • Thursday, 01 July 2021
2
ଓସ୍କାର ଆୱାର୍ଡ ଦୌଡ଼ରେ ସାମିଲ୍‌ ହେଲା ଜଲିକଟ୍ଟୁ

୨୬ଟି ଫିଲ୍ମକୁ ପଛରେ ପକାଇ ଓସ୍କାର ଦୌଡ଼ରେ ସାମିଲ୍‌

  • Thursday, 01 July 2021
7
ଗୋଡ଼ାଇ ଗୋଡ଼ାଇ ୩ ଜଣଙ୍କୁ କାମୁଡ଼ିଲା ବାଘ

ଆସାମ: ଆସାମର ସୋନତିପୁରରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଗୋଟିଏ ବାଘ ତିନି ଜଣ ଲୋକଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଛି। ଯାହାର ଭିଡିଓ ଏବେ ସୋଶିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ଏହି ଘଟଣା ସୋନିତପୁର ଜିଲ୍ଲାର ତେଜପୁର ସହରର ବୋର୍ଗୁରୀ ନାପାମ ଅଞ୍ଚଳରେ ଘଟିଛି। ଗତ ମଙ୍ଗଳବାର ଦିନ ଗୋଟିଏ ବାଘ ପାଖ ଜଙ୍ଗଲରୁ ଗାଁ ଭିତରକୁ ପଶି ଆସି ଥିଲା। ଲୋକମାନେ ବାଘଟିକୁ ଘଉଡ଼ାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ବାଘଟି ଜଙ୍ଗଲକୁ […]

  • Thursday, 01 July 2021
nurse
କରୋନାର ଏମିତି ପ୍ରଭାବ; ୮ ମାସରେ ବଦଳିଗଲା ନର୍ସଙ୍କ ଚେହେରା

ୱାଶିଂଟନ: କରୋନା ଭାଇରସ ସାରା ବିଶ୍ୱର ନରହତ୍ୟା ଚଳାଇଥିବା ବେଳେ କରୋନାକୁ ଦମନ କରିବାରେ ଲାଗିପଡ଼ିଥିବା ସ୍ୱାସ୍ଥ୍ୟକର୍ମୀମାନେ କେତେ ଯେ କଷ୍ଟ ସହୁଛନ୍ତି ତାର ଅନେକ ନିଦର୍ଶନ ଦେଖିବାକୁ ମିଳୁଛି। ଆମେରିକାର ଜଣେ ନର୍ସ ଏହାର ଏକ ଉତ୍ତମ ଉଦାହରଣ। ଆମେରିକାର ଟେନେସୀ ରାଜ୍ୟରେ ଏକ ନର୍ସ ଦୀର୍ଘ ୮ ମାସ ହେଲା କରୋନା ରୋଗୀଙ୍କ ଚିକିତ୍ସାରେ ଲାଗିଛନ୍ତି। ସିଏ ସିନା ଚିକିତ୍ସାରେ ଲଗିଛନ୍ତି, ହେଲେ କରୋନା ପ୍ରଭାବରୁ ନିଜେ ବର୍ତ୍ତିପାରି ନାହାନ୍ତି। ଏଇ ୮ ମାସ […]

  • Thursday, 01 July 2021
11
ସମୁଦ୍ର କୂଳରେ ପଡ଼ି ମରିଗଲେ ୧୦୦ ଡଲ୍‌ଫିନ୍‌ ଓ ତିମି

ନ୍ୟୁଜ୍‌ଲାଣ୍ଡ: ନ୍ୟୁଜ୍‌ଲାଣ୍ଡର ଏକ ସମୁଦ୍ର କୂଳରେ ଆଜି ୧୦୦ରୁ ଅଧିକ ଡଲ୍‌ଫିନ୍‌ ଓ ତିମି ମାଛ ମିରି ପଡ଼ିଥିବାର ଦେଖିବାକୁ ମିଳିଛି।ଏହି ସାମୁଦ୍ରିକ ଜୀବଗୁଡ଼ିକର ମୃତ ଦେହ ନ୍ୟୁଜ୍‌ଲାଣ୍ଡର ପୂର୍ବତଟରୁ ୮୦୦ କିଲୋମିଟର ଦୂର ଚାଥମ ଦ୍ୱିପରେ ପଡ଼ିଥିବା ଏକ ଗଣମାଧ୍ୟମ ରିପୋର୍ଟରୁ ଜଣାପଡ଼ିଛି। ମାଛ ଗୁଡ଼ିକ କୂଳକୁ ଆସି ବାଲିରେ ଲାଖି ଯାଇଥିଲେ। ଯାହାଫଳରେ ସେମାନେ ସମୁଦ୍ରକୁ ଫେରିପାରିନଥିଲେ ଏବଂ ଏ ଖବର ଦ୍ୱିପରେ ବାସ କରୁଥିବା ଲୋକ ମାନେ ଜାଣିବା ପୂର୍ବରୁ ମାଛମାନଙ୍କର ମୃତ୍ୟୁ […]

  • Thursday, 01 July 2021
mistry
ମରୁଭୂମିରୁ ମିଳିଲା ରହସ୍ୟମୟ ଜିନିଷ; ଲୋକେ କହିଲେ ଅଶୁଭ ସଙ୍କେତ

ନୂଆଦିଲ୍ଲୀ: ଯୁକ୍ତରାଷ୍ଟ୍ରର ମରୁ ଅଞ୍ଚଳରେ ଏକ ରହସ୍ୟମୟ ଧାତୁ ସ୍ତମ୍ଭର ସନ୍ଧାନ ମିଳିଛି । ଖମ୍ବ ଆକୃତିର ଏହି ଧାତୁକୁ ଦେଖି ଲୋକଙ୍କ ମନରେ ଅନେକ ପ୍ରଶ୍ନ ଉଙ୍କି ମାରୁଛି। କିଏ କହୁଛି ଏଲିଏନ୍ସ ପୃଥିବୀକୁ ପଳାଇ ଆସିନାହାନ୍ତି ତ ! ସୋଶାଲ ମିଡିଆରେ ମଧ୍ୟ ଏହି ଚିତ୍ର ହଇଚଇ ସୃଷ୍ଟି କରି ଦେଇଛି। ଏହି ଉଜ୍ଜ୍ଜଳ, ତ୍ରିକୋଣୀୟ ଧାତବ ସ୍ତମ୍ଭକୁ ଦକ୍ଷିଣ ଅଟାଓର ଲାଲ୍‌ ଚଟ୍ଟାଣରେ ପୋତାଯାଇଥିଲା ଯାହାର ଉଚ୍ଚତା ପ୍ରାୟ ୧୨ ଫୁଟ । […]

  • Wednesday, 30 June 2021