• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Festivals & Events Updates

whats app
Whatsapp ଦେଲା ଏମିତି ଭେଟି, ୟୁଜର୍ସ କହିଲେ ଚିନ୍ତା ଗଲା

ହ୍ୱାଟସ୍ଆପ୍ ବ୍ୟବହାରୀଙ୍କ ପାଇଁ ଖୁସି ଖବର। ଦୂର ହେଲା କୋଟି କୋଟି ୟୁଜର୍ସଙ୍କ ଚିନ୍ତା।  ହ୍ୱାଟସ୍ଆପରେ ପୂର୍ବରୁ ଉପଲବ୍ଧ ଥିବା ଫିଚରରେ ପରିବର୍ତ୍ତନ କରାଯାଇ ‘Always Mute’ ଫିଚର ସଂଯୋଗ କରାଯାଇଛି।  ମୋବାଇଲ୍ ବ୍ୟବହାରକାରୀ ହ୍ୱାଟସ୍ଆପର ନୂଆ ଫିଚର ଦେଖି ଖୁସି ହେଉଛନ୍ତି।  ଏବେ ଆପଣ ଯେତେବେଳେ ବି ଚାହିଁବେ  ପୂରା ଚାଟ ମ୍ୟୁଟ୍ କରିପାରିବେ। ତଥ୍ୟ ଲୁକାୟିତ ହୋଇ ରହିବ । ଆପଣଙ୍କ ତଥ୍ୟ କେହି କପି କିମ୍ବା ଚୋରି କରି ନେଇପାରିବେ ନାହିଁ। ପୂର୍ବରୁ […]

  • Wednesday, 30 June 2021
tattoo_1200_RTR
ଟାଟୁ କରି ରେକର୍ଡ କଲେ ମହିଳା

କାବୁଲ: ଆଫଗାନିସ୍ତାନ ରାଜଧାନୀ କାବୁଲର ଏକ ନାମୀ ଷ୍ଟୁଡିଓରେ ଜଣେ ମହିଳା ଅନ୍ୟ ଜଣଙ୍କ ଶରୀରରେ ଟାଟୁ କରି ବିରଳ ରେକର୍ଡ ସୃଷ୍ଟି କରିଥିବା ଦାବି କରିଛନ୍ତି। ତାଙ୍କ ଦାବି ଯଦି ସତ ହୁଏ,  ତେବେ ଆଫଗାନିସ୍ତାନ ଇତିହାସରେ ଏହା ପ୍ରଥମ ଘଟଣା ହେବ। କାରଣ ଆଫଗାନିସ୍ତାନରେ କେହି ମହିଳା ଟାଟୁକାରୀ ନଥିବା କୁହାଯାଏ। କାବୁଲର ସୋରାୟା ଶାହିଡି ନାମ୍ନୀ ଏହି ମହିଳା ଜଣକ ଅନ୍ୟ ଜଣେ ମହିଳା ନରଗିସ୍ ମର୍ଜାଇଙ୍କ ହାତରେ ସ୍ୱତନ୍ତ୍ର ଟାଟୁ କରି […]

  • Wednesday, 30 June 2021
Chef Lost Job
ଦିନେ ପଞ୍ଚ ତାରକା ହୋଟେଲ୍‌ରେ ସେଫ୍‌ ଥିଲେ, ଆଜି ରାସ୍ତାକଡ଼ରେ ବିକ୍ରି କରୁଛନ୍ତି ବିରିୟାନୀ

ମୁମ୍ବାଇ: ମହାମାରୀ କରୋନା ଯୋଗୁ ବଦଳି ଯାଇଛି ଅନେକ ଲୋକଙ୍କ ଜୀବନ ଜୀବିକା। କିଏ ଚାକିରି ହରାଇଛି ତ ଆଉ କାହାର ବଦଳି ଯାଇଛି ପେଶା। ଆମେ ଏଠି ଆପଣଙ୍କୁ ଏମିତି ଜଣେ ଯୁବକଙ୍କ କଥା କହିବୁ, ଯାହାଙ୍କର ଜୀବନଶୈଳୀ ବଦଳାଇ ଦେଇଛି କରୋନା। ଯିଏ ଦିନେ ପଞ୍ଚ ତାରକା ହୋଟେଲ୍‌ରେ ସେଫ୍(chef)‌ ଥିଲେ, ଆଜି ସେ ରାସ୍ତାକଡ଼ରେ ଷ୍ଟଲ୍‌ ଲଗାଇ ବିରିୟାନୀ ବିକ୍ରି କରୁଛନ୍ତି। ଯାହାର ଫଟୋ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି। ମୁମ୍ବାଇର ଅକ୍ଷୟ […]

  • Wednesday, 30 June 2021
sbi
କ’ଣ ପାଇଁ ୪୨ କୋଟି ଗ୍ରାହକଙ୍କୁ ସାବଧାନ କଲା SBI

ନୂଆଦିଲ୍ଲୀ: ଦେଶରେ ପ୍ରତିଦିନ ସାଇବର ଠକେଇର ଶିକାର ହେଉଛନ୍ତି ଗ୍ରାହକ। ବିଭିନ୍ନ ସାଇବର ଥାନାରେ ରୁଜୁ ହେଉଛି ସଂଖ୍ୟାଧିକ ମାମଲା। ସାଇବର ଠକମାନେ ନୂଆ ନୂଆ ତରିକା ଆପଣାଇ ଗ୍ରାହକଙ୍କୁ କରୁଛନ୍ତି ଶୋଷଣ । ଫେକ୍ ଇ-ମେଲ୍ ଗ୍ରାହକଙ୍କ ପାଖକୁ ପଠାଇ ଅନଲାଇନ୍ ଦ୍ୱାରା ଟଙ୍କା ଉଠାଇ ନେଉଛନ୍ତି। ଏ ନେଇ ଦେଶର ୪୨ କୋଟି ଗ୍ରାହକଙ୍କୁ ସଜାଗ ରହିବାକୁ ପରାମର୍ଶ ଦେଇଛି SBI । ତେବେ ଏମିତି କୌଣସି ଇ-ମେଲ ଗ୍ରାହକମାନଙ୍କ ପାଖକୁ ପଠାଯାଉନଥିବା ନିଜେ ଟ୍ୱିଟ୍ […]

  • Wednesday, 30 June 2021
marige
ବିବାହର ୨ ଘଣ୍ଟା ପରେ ଥାନାକୁ ଗଲା ମାମଲା, କନ୍ୟାପକ୍ଷ କହିଲେ କାହିଁକି ଏମିତି କଲ ?

ଗୋରଖପୁର- ସାତ କଳସ ଆଠ ଦୀପ, ପବିତ୍ର ସାହାନାଇ, ବାହାବେଦି ଏମିତି କିଛି ପାରମ୍ପରିକ ରୀତିନୀତିରେ ବିବାହ ସମ୍ପନ୍ନ ହୋଇଥିଲା। ମାତ୍ର ବିଧିର ବିଧାନ ଥିଲା କିଛି ଅଲଗା। ବିବାହର ୨ ଘଣ୍ଟା ବିତିଲା ପରେ ଘଟିଗଲା ଅବିଶ୍ୱସନୀୟ ଘଟଣା । ବଦଳିଗଲା ୨ଟି ମଣିଷର ବୈବାହିକ ଜୀବନ।  ସାତ ଜନମର ସାଥୀ ହେବାର ସ୍ନପ୍ନ ହେଲା ଚୂରମାର । କ’ଣ ଥିଲା ଘଟଣାକ୍ରମ ଆସନ୍ତୁ ଜାଣିବା- ଉତ୍ତରପ୍ରଦେଶ ଗୋରଖପୁର ଜିଲ୍ଲା ହେମଚ୍ଛାପୁର ନିବାସୀ ଭୂଆଲ ନିଷାଦଙ୍କ […]

  • Wednesday, 30 June 2021
makeup
ଏମିତି ମେକ୍ଅପ୍ ନେଇ ଆପଣ ବି ଦେଖାଯିବେ ଆକର୍ଷଣୀୟ

ଭଗବାନଙ୍କ ଶ୍ରେଷ୍ଠ ସୃଷ୍ଟିରେ ସବୁଠୁ ସୁନ୍ଦର ନାରୀ। ଆଉ ଯେତେବେଳେ ନାରୀ ସଜେଇ ହୁଏ ସେତେବେଳେ ସେ ଦେବୀ ପରି ଲାଗେ। ସାଧାରଣତଃ ଝିଅମାନଙ୍କର ସାଜସଜ୍ଜା ପ୍ରତି ଅହେତୁକ ଦୁର୍ବଳତା ଥାଏ। ବାହାଘର ହେଉ କିମ୍ବା କୌଣସି ଉତ୍ସବ, ବିନା ମେକଅପ୍‌ରେ ଯିବାକୁ ଝିଅମାନେ ପସନ୍ଦ କରନ୍ତି ନାହିଁ। ଆଉ ବାହାଘର ସମୟରେ ତ କନ୍ୟା ସଜେଇ ହେବା ଅଧିକ ଗୁରୁତ୍ୱ ବହନ କରେ। ମୁହଁର ସାଜସଜ୍ଜା ସହିତ ଅଳଙ୍କାରରେ ସଜାଇ ହେଲେ ଫଟୋ ସୁଟ୍ ପାଇଁ […]

  • Wednesday, 30 June 2021
AIDS
୪୦ ବର୍ଷ ଧରି ମଣିଷର ଜୀବନ ନେଉଛି ଏହି ଭୟଙ୍କର ରୋଗ; ଏଯାଏଁ ବାହାରିପାରିନି ଟିକା କି ଔଷଧ

ଡିସେମ୍ବର ପହିଲାରେ ପାଳନ ହେଲା ବିଶ୍ୱ ଏଡସ ଦିବସ। ଚାରିଆଡ଼େ ସଚେତନତା କାର୍ଯ୍ୟକ୍ରମ ବି ହେଲା। ଲୋକେ ଅଳ୍ପ ବହୁତ ସଚେତନ ହେଲେ। କିନ୍ତୁ ଦୁଃଖର ବିଷୟ ହେଲା ଏଡ୍‌ସର ମୂଳୋତ୍ପାଟନ ପାଇଁ ଏପର୍ଯ୍ୟନ୍ତ କୌଣସି ଟିକା କିମ୍ବା ଔଷଧ ବାହାରିପାରିନାହିଁ। ଏହି ଅପେକ୍ଷା ଦିନେ କି ଦୁଇ ଦିନର ନୁହେଁ, ଦୀର୍ଘ ୪୦ ବର୍ଷ ହେଲା ବାହାରିପାରିନି ଏଚଆଇଭି ପାଇଁ ଭ୍ୟାକସିନ୍। ଏଚଆଇଭିକୁ ପ୍ରତିହତ କରିବା ପାଇଁ ସେମିତି କୌଣସି ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରାଯାଇପାରିନାହିଁ। […]

  • Wednesday, 30 June 2021
manabasa
କାହିଁକି ଓଡ଼ିଆ ଘରର ବୋହୂ ପାଳେ ମାଣବସା ଗୁରୁବାର ?

ନମସ୍ତେ କମଳା ମାଗୋ ସାଗର ଦୁଲଣୀ, ନମନ୍ତେ ନମନ୍ତେ ଲକ୍ଷ୍ମୀ ବିଷ୍ଣୁଙ୍କ ଘରଣୀ…। ମାର୍ଗଶୀର ମାସର ପ୍ରଥମ ଗୁରୁବାରରେ ଏମିତି କିଛି ଆଧ୍ୟାତ୍ମିକ ଗୀତ ସହ ଭାସିଆସେ ମାଆ ଲକ୍ଷ୍ମୀଙ୍କ ବନ୍ଦନା। ପ୍ରତିଟି ଓଡ଼ିଆ ଘରେ ପାଳିତ ହୁଏ ମାଣବସା ଗୁରୁବାର । ବିଶ୍ୱାସ ରହିଛି ମାଆ ଲକ୍ଷ୍ମୀଙ୍କ ଆରାଧନା କଲେ ଘରେ ଧନଧାନ୍ୟ ଗୋପଲକ୍ଷ୍ମୀ ବିରାଜମାନ କରେ। ଘର ପରିଜନଙ୍କ ଦୁଃଖ ଶୋକ ଦୂର ହୁଏ। ଅଶାନ୍ତ ବାତାବରଣ ପାଖ ମାଡ଼େ ନାହିଁ। ଘରର ଆର୍ଥିକ […]

  • Wednesday, 30 June 2021
Pari
ପରୀ, ପରିବାର ଏବଂ ଅବଶ୍ୟମ୍ଭାବୀ ପରିବର୍ତ୍ତନ

ବିଶ୍ୱବନ୍ଦିତା ସ୍ୱାଇଁ ଲଢ଼େଇର ଅନ୍ଧାରୀ ଗଳିକୁ ବାହାରି ନ୍ୟାୟର ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପୂର୍ବରୁ ଆମେ ବାଟସାରା ଯାହା ଛାଡ଼ିଦେଉ, ସେସବୁ ଯନ୍ତ୍ରଣାର ଛିଟା ବହନ କରୁଥିବା ଗୋଟେ ଗୋଟେ ପରିବର୍ତ୍ତନ। ଏ ପରିବର୍ତ୍ତନ ଶକ୍ତ ଏବଂ ସମାନତାର ବାର୍ତ୍ତା ବାଣ୍ଟୁଥିବା ଏକ ସମାଜ ଗଢ଼ିବାକୁ। ନୟାଗଡ଼ ଜିଲ୍ଲାର ୫ବର୍ଷର ଝିଅ ପରୀ ପାଇଁ ନ୍ୟାୟର ଲଢ଼େଇ ସେଭଳି ଏକ ପରିବର୍ତ୍ତନ ପାଇଁ ପ୍ରୟାସର ଅଂଶବିଶେଷ। ଅନେକ ଆଶା ଏବଂ ଅବଶୋଷର ସମୁଦ୍ର ମଧ୍ୟରେ ଏକ ଅଦମନୀୟ ଜିଦ୍ […]

  • Wednesday, 30 June 2021
ରଥଖଳାରେ ଆଗେଇ ଚାଲିଛି ଶ୍ରୀଜିଉଙ୍କ ରଥ ନିର୍ମାଣ କାର୍ଯ୍ୟ
ଚାଲିଛି ମହାପ୍ରଭୁଙ୍କ ରଥ କାମ

ଚଳଚଞ୍ଚଳ ହୋଇଛି ରଥଖଳା । ବଡ଼ଦାଣ୍ଡରେ ରଥ ନିର୍ମାଣ କାମ ଆଗେଇ ଚାଲିଛି । ରଥନିର୍ମାଣ କାମକୁ ପିଢି ପରେ ପିଢି ବଂଶାନୁମକ୍ରମିକ ଭାବେ କରି ଆସୁଛନ୍ତି ପୁରୀ ସହରରେ କିଛି ନିର୍ଦ୍ଦିଷ୍ଟ ସେବାୟତ ପରିବାର ।

ମହାପ୍ରଭୁଙ୍କ ସ୍ନାନଯାତ୍ରା ନୀତି
ମହାପ୍ରଭୁଙ୍କ ସ୍ନାନଯାତ୍ରା

ସ୍ନାନବେଦି ଉପରେ ବସି ମହାପ୍ରଭୁଙ୍କ ମହାସ୍ନାନ। ଏହି ଦିବ୍ୟ ଦୃଶ୍ୟ ଦେଖି ଭକ୍ତ ବିଭୋର। ମହାପ୍ରଭୁଙ୍କର ଏଇ ନୀତିକାନ୍ତି ଯେତେ ବୁଝିଲେ ବି ଅବୁଝା ଲାଗେ ।

Dhani-Chanakya
ଚାଣକ୍ୟଙ୍କ କେତୋଟି ନୀତି ଆପଣଙ୍କୁ କୋଟିପତି କରିଦେବ

ପରମଜ୍ଞାନୀ ଚାଣକ୍ୟଙ୍କ ମାତ୍ର ୩ଟି କଥା ଆପଣଙ୍କୁ କୋଟିପତି ବନାଇବାରେ ସହାୟକ ହେବ। ଧନୀ ହେବାକୁ ହେଲେ ପ୍ରଥମେ ନିଜ ଅନ୍ତଃକରଣକୁ ଅତି ମଜଭୁତ୍ କରିବାକୁ ହେବ ଏବଂ ଆପଣଙ୍କ ନୀତି ଆଦର୍ଶ ସେପରି ବଳିଷ୍ଠ ହେବା ଦରକାର। ଚାଣକ୍ୟଙ୍କ ମତ ଅନୁସାରେ ବ୍ୟକ୍ତିଙ୍କ ଭଲ ଓ ମନ୍ଦ କାମ ଅନୁସାରେ ତାଙ୍କୁ ସେହିଭଳି ଫଳ ପ୍ରାପ୍ତ ହୁଏ। ପରୋପକାରୀ ମଣିଷ ଏବଂ ସୁକର୍ମ କରୁଥିବା ଲୋକଙ୍କ ଉପରେ ସର୍ବଦା ଲକ୍ଷ୍ମୀମାଆଙ୍କ କୃପାଦୃଷ୍ଟି ଥାଏ। ଲକ୍ଷ୍ମୀ ମାତା […]

  • Wednesday, 30 June 2021
3
ବର୍ଗର ଖାଇବା ପାଇଁ ୨ ଲକ୍ଷ ଟଙ୍କା ଖର୍ଚ୍ଚ କରି ହେଲିକପ୍ଟର ବୁକ୍‌ କଲେ, ଗର୍ଲଫ୍ରେଣ୍ଡ୍‌ଙ୍କ ସହ ଉଡ଼ିଲେ ୩୬୦ କି.ମି.

ପାଖରେ ଟଙ୍କା ଥିଲେ ଜଣେ କିଛି ବି କରିପାରିବ। ସେମିତି ଏକ ଘଟଣା ଦେଖିବାକୁ ମିଳିଛି, ଯେଉଁ ଘଟଣାରେ ଜଣେ କୋଟିପତି କେବଳ ବର୍ଗର ଖାଇବା ପାଇଁ ହେଲିକପ୍ଟର ଭଡ଼ା କରି ପ୍ରାୟ ୩୬୦ କିଲୋମିଟର ଦୂର ଯାତ୍ରା କରିଥିଲେ। ଋଷରେ ଏଭଳି ଅଜବ ଘଟଣା ଘଟିଛି। ଘଟଣା ଅନୁସାରେ, ଏହି ଧନୀ ବ୍ୟକ୍ତିଙ୍କର ବର୍ଗର ଖାଇବାକୁ ଇଚ୍ଛା ହେଲା। ହେଲେ ଆଖପାଖରେ ଥିବା କୌଣସି ଦୋକାନ ତାଙ୍କର ପସନ୍ଦ ଆସିଲା ନାହିଁ। ଯେଉଁଥିପାଇଁ ସେ ଦୁଇ […]

  • Wednesday, 30 June 2021
4
୧୩୦ରୁ ଅଧିକ ପତ୍ନୀ ରଖିଥିଲେ ଏହି ବ୍ୟକ୍ତି

ଆଜି ଆମେ ଆପଣଙ୍କୁ ଏମିତି ଜଣେ ବ୍ୟକ୍ତିଙ୍କ ବିଷୟରେ କହିବାକୁ ଯାଉଛୁ, ଯିଏ କି ୧୩୦ ଜଣଙ୍କୁ ବିବାହ କରିଥିଲେ ଏବଂ ୨୦୩ଟି ପିଲାଙ୍କର ବାପା ହୋଇଥିଲେ। ହଁ ଆପଣ ଠିକ୍‌ ଶୁଣିଛନ୍ତି। ଗୋଟିଏ ଗାଁର ଲୋକ ସଂଖ୍ୟା ଭଳି ପରିବାର ବସାଇଥିବା ବ୍ୟକ୍ତି ହେଉଛନ୍ତି ନାଇଜେରିଆର ମହମ୍ମଦ ବେଲ୍ଲୋ ଅବୁବକର। ୨୦୧୭ରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। କିନ୍ତୁ ପୁଣିଥରେ ସେ ଏବେ ଚର୍ଚ୍ଚାର ପରିସରକୁ ଆସିଛନ୍ତି। କରୋନା ଏବଂ ଲକ୍‌ଡାଉନ୍‌କୁ ନେଇ କିଛି ଏକ୍ସର୍ପଟ୍ସ କହିଥିଲେ […]

  • Wednesday, 30 June 2021
whatsapp
ଲୋକଙ୍କ ଉପରେ ପଲିସି ଥୋପୁଛି ହ୍ୱାଟ୍ସଆପ୍: ଏହି ନୂଆ ସର୍ଭିସ ଆକ୍‌ସେପ୍ଟ ନକଲେ ଡିଲିଟ ହେବ ଆକାଉଣ୍ଟ

ନୂଆଦିଲ୍ଲୀ: ଆସନ୍ତା ବର୍ଷ ଆରମ୍ଭରୁ ହ୍ୱାଟ୍ସଆପ୍‌ ନିଜର ଟର୍ମସ ଅଫ୍‌ ସର୍ଭିସ୍‌ ଅପ୍‌ଡେଟ୍‌ କରିବାକୁ ଯାଉଛି। ୟଜରଙ୍କୁ ଏହି ଅପ୍‌ଡେଟ୍‌ ଆକ୍‌ସେପ୍ଟ କରିବାକୁ ପଡ଼ିବ, ନହେଲେ ଆପଣଙ୍କ ହ୍ୱାଟ୍ସଆପ୍‌ ଆକାଉଣ୍ଟକୁ ଡିଲିଟ କରିବାକୁ ପଡ଼ିବ। ହ୍ୱାଟ୍ସଆପ୍‌ ଏକ ନୂଆ ଭର୍ସନ୍‌ ଅପ୍‌ଡେଟ୍ ଆଣିଛି, ଯେଉଁଥିରେ ନୂଆ ଟର୍ମସ ଅଫ୍‌ ସର୍ଭିସ୍‌ ଦିଆଯାଇଛି। ଏହା ୮ ଫେବ୍ରୁଆରୀ ୨୦୨୧କୁ ୟୁଜର୍ସଙ୍କ ପାଇଁ ଲାଗୁ ହେବ। ସାରା ବିଶ୍ୱରେ ହ୍ୱାଟ୍ସଆପ୍‌ର ୧.୫ ଆରବରୁ ଅଧିକ ବ୍ୟବହାରକାରୀ ଅଛନ୍ତି। ଯଦି ସେମାନେ […]

  • Wednesday, 30 June 2021
White temple
କାହିଁକି ପର୍ଯ୍ୟଟକଙ୍କୁ ଏତେ ଆକର୍ଷିତ କରୁଛି ହ୍ୱାଇଟ୍‌ ଟେମ୍ପୁଲ?

କାରିଗରମାନଙ୍କର କଳାକୃତି ସବୁବେଳେ ଆମକୁ ଆଶ୍ଚର୍ଯ୍ୟ କରିଥାଏ। ଆଉ ଏହି କଳାକୃତି ଗୁଡିକ ସବୁବେଳେ ଆମକୁ ଆଶ୍ଚର୍ଯ୍ୟ କରିଥାଏ

  • Wednesday, 30 June 2021
Marrege
ବିବାହ-ଶୁଦ୍ଧିକ୍ରିୟା ହେବ, ହେଲେ ଖୋଲିବନି ଲୁଗା ଦୋକାନ ! ଲୋକଙ୍କ ମନରେ ବଢ଼ିଲାଣି ଅସନ୍ତୋଷ

ଭୁବନେଶ୍ୱର: ବିବାହ ଓ ଶୁଦ୍ଧିକ୍ରିୟା ହେବ, ହେଲେ ଖୋଲିବନି ଲୁଗା ଦୋକାନ । ସରକାରଙ୍କ ଏଭଳି ନିଷ୍ପତ୍ତିକୁ ନେଇ ଅସନ୍ତୋଷ । କାରଣ ଉଭୟ କାର୍ଯ୍ୟ ଲାଗି ନୂଆ ଲୁଗା ଅପରିହାର୍ଯ୍ୟ । ଏଣେ ଲକ୍‌ଡାଉନ୍‌ ଓ ସଟ୍‌ଡାଉନରୁ ଫାଇଦା ନେଉଛନ୍ତି…

Loot
ସାଇବର ଲୁଟ୍‌ରେ ସାମିଲ ମୋବାଇଲ ଓ ସିମ୍‌ ଦୋକାନୀ, ୧୦୦କି ୨୦୦ ନୁହେଁ ୧୭ ହଜାର ସିମ୍‌ ଜବତ !

ଭୁବନେଶ୍ୱର: ଆପଣ ଜାଣିନଥିବେ ହେଲେ ଆପଣଙ୍କ ନାଁରେ ଆକ୍ଟିଭ୍‌ ହୋଇଯାଇଥିବ ସିମ୍ । ଆଉ ସେହି ସିମ୍ ବ୍ୟବହାର କରି ଅପରାଧୀ କରୁଥିବେ ସାଇବର ଲୁଟ୍ । ରାଜ୍ୟ ସୀମା ଡେଇଁ ସାଇବର ଅପରାଧୀଙ୍କ ପାଖକୁ ଯାଉଥିଲା ଏଭଳି ପୁଳା ପୁଳା…

10th
ମାଟ୍ରିକ୍‌ ମୂଲ୍ୟାୟନକୁ ନେଇ ବିଭିନ୍ନ ଜିଲ୍ଲାରେ ଅସନ୍ତୋଷ, କାର୍ଯ୍ୟାଳୟକୁ ଧସେଇ ପଶିଲେ ଅଭିଭାବକ

ଭୁବନେଶ୍ୱର: କରୋନା ପାଇଁ ବିନା ପରୀକ୍ଷାରେ ମାଟ୍ରିକ ଛାତ୍ରଛାତ୍ରୀଙ୍କୁ ମିଳିଥିବା ମାର୍କକୁ ନେଇ ଦୂର ହେଉନି ଅସନ୍ତୋଷ । ଗତକାଲି ଭଳି ଆଜି ବି ରାଜ୍ୟର ବିଭିନ୍ନ ସ୍ଥାନରେ ଧାରଣା, ଆନ୍ଦୋଳନକୁ ଓହ୍ଲାଇବା ସହ ନାରା ଦେଇଛନ୍ତି ଛାତ୍ରଛାତ୍ରୀ ଓ ଅଭିଭାବକ…

Visnu Murti
ଆପଣ ଜାଣିଛନ୍ତି କି ବିଶ୍ୱର ସବୁଠୁ ବଡ଼ ବିଷ୍ଣୁ ମୂର୍ତ୍ତି କେଉଁଠି ରହିଛି

ଇଣ୍ଡୋନେସିଆର ଧର୍ମ, ସଂସ୍କୃତି ସବୁବେଳେ ବିଶ୍ୱକୁ ଆଶ୍ଟର୍ଯ୍ୟ କରି ଆସିଛି। ସେହିକ୍ରମରେ ଏଠାରେ ରହିଛି ବିଶ୍ୱର ସବୁଠାରୁ ବଡ ବିଷ୍ଣୁ ପ୍ରତିମୂର୍ତ୍ତି। ଯାହା ଏଠାକାର ଆଉ ଏକ ପରିଚୟ ପାଲଟିଯାଇଛି

  • Tuesday, 29 June 2021
Eshima Ohashi Grand Bridge
ଏ ରାସ୍ତାରେ ଯିବାର ଅର୍ଥ ଆତ୍ମହତ୍ୟା କରିବା ସହ ସମାନ

ଦୁନିଆରେ ଏମିତି ଏକ ରାସ୍ତା ରହିଛି ଯେଉଁ ରାସ୍ତାରେ ଗଲେ ଆପଣଙ୍କ ଡ଼ର ଲାଗିବ। ଯଦି ଆପଣ ଆଡଭେନଚର୍ ପ୍ରିୟ ତେବେ ରୋଲର କୋଷ୍ଟରରେ ତ ନିଶ୍ଚୟ ରାଇଡ୍ କରିଥିବେ କିନ୍ତୁ ରାସ୍ତା ଯଦି ରୋଲର କୋଷ୍ଟର ଭଳି ହୋଇଥିବ ତେବେ କଣ ହେବ?

  • Friday, 18 June 2021