• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Festivals & Events Updates

red river
ବଦଳି ଯାଉଛି ନଦୀର ରଙ୍ଗ, ନୀଳ ପରିବର୍ତ୍ତେ ଦିଶୁଛି ରକ୍ତନାଲି

ମସ୍କୋ:  ଆର୍ଟିକ୍‌ ସର୍କଲରେ ଥିବା ଋଷିଆର ଏକ ନଦୀର ରଙ୍ଗ ଆଶ୍ଚର୍ଯ୍ୟଜନକ ଭାବେ ବଦଳି ଯାଇଛି। ନଦୀର ପାଣି ରକ୍ତ ପରି ନାଲି ଦିଶୁଛି। ଏହାର ଫଟୋ ଋଷିଆନ ସୋଶାଲ ମିଡିଆରେ ଦେଖିବାକୁ ମିଳୁଛି। ଋଷିଆର ନୋରିଲ୍‌ସ୍କ ସହର ଦେଇ ବହି ଯାଇଥିବା ଡାଲ୍‌ଡିକାନ ନଦୀର ପାଣି ନୀଳ ପରିବର୍ତ୍ତେ ବରଗୁଣ୍ଡି ରଙ୍ଗ ପରି ଦିଶୁଛି । ଏପରି ଅସ୍ୱାଭାବିକ ପରିବର୍ତ୍ତନର କାରଣ କ’ଣ ତାହା ଏ ପର୍ଯ୍ୟନ୍ତ ଜଣାପଡ଼ି ନାହିଁ। ତେବେ ମେଟାଲ ପ୍ଲାଣ୍ଟ ଲିକ୍‌ […]

  • Thursday, 01 July 2021
dhanteras 1
ଭୁଲ୍‌ରେ ବି ଧନ୍‌ତେରସ୍ ଦିନ କିଣନ୍ତୁ ନାହିଁ ଏସବୁ ଜିନିଷ, ନ ହେଲେ...

ଦିନକ ପରେ ପାଳନ ହେବ ଆଲୋକର ପର୍ବ ଦୀପାବଳି। ଏହା ପୂର୍ବ ଦିନ ଧନ୍‌ତେରସ୍। ବିଶ୍ୱାସ ରହିଛି, ଧନ୍‌ତେରସ୍‌ରେ(Dhanteras 2020) ସୁନା କିଣିଲେ ମା’ ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି ଓ ଘରେ ସୁଖଶାନ୍ତି ବଢେ। ସେଥିଲାଗି ସୁନା ଅଳଙ୍କାର କିଣିବା ଲାଗି ଗହଣା ଦୋକାନରେ ଭିଡ଼ ଲାଗେ। ଖାଲି ସୁନା, ରୂପା ନୁହେଁ ଧନ୍‌ତେରସ୍‌ ଦିନ ଘରକୁ ଯେକୌଣସି ଜିନିଷ କିଣିକି ଆଣିଲେ ଏହା ଶୁଭ। ହେଲେ ଏମିତି କିଛି ଜିନିଷ ଅଛି, ଯାହାକୁ ଏହି ଦିନରେ ଆଦୌ […]

  • Thursday, 01 July 2021
Chicken Fillet
୨ ମାସ ପର୍ଯ୍ୟନ୍ତ କୋମାରେ ଥିଲେ, ଚିକେନ୍‌ ନାଁ ଶୁଣି ଆଖି ଖୋଲିଦେଲେ

ତାଇପେଇ: ସାଧାରଣତଃ ନିଜ ପସନ୍ଦର ଖାଦ୍ୟ ନାଁ ଶୁଣିଲେ ପାଟିରୁ ଲାଲ ବାହାରି ଆସିଥାଏ। ଆଉ ସେଇ ସମୟରେ ହିଁ ସେଇ ଖାଦ୍ୟ ଖାଇବାକୁ ଇଚ୍ଛା ହୋଇଥାଏ। ହେଲେ ଯଦି କୁହାଯିବ ଯେ, ନିଜ ପସନ୍ଦର ଖାଦ୍ୟ ନାଁ ଶୁଣି କେହି କୋମାରୁ ଚାଲି ଆସିବା, ହୁଏତ ଏହାକୁ କେହି ବିଶ୍ୱାସ କରିବେ ନାହିଁ। ହେଲେ ଏମିତି କିଛି ଆଶ୍ଚର୍ଯ୍ୟ କରିଦେଲା ଭଳି ଘଟଣା ଘଟିଛି ତାଇୱାନ୍‌ରେ। ୧୮ ବର୍ଷୀୟ ଯୁବକ ଚିୟୁ ୬୨ ଦିନ ହେବ […]

  • Thursday, 01 July 2021
12
ଧୋନି କରିବେ କୁକୁଡ଼ା ଫାର୍ମ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ ଜଗତର ପୂର୍ବତନ ସଫଳ କ୍ୟାପ୍ଟେନ୍‌ ବା କ୍ୟାପ୍ଟେନ୍‌ କୁଲ୍‌ ମହେନ୍ଦ୍ର ସିଂ ଧୋନି ଏବେ କୁକୁଡ଼ା ଚାଷ କରିବା ପାଇଁ ଆଗଭର ହେଉଥିବା ଶୁଣିବାକୁ ମିଳୁଛି। ସେ ତାଙ୍କର ରାଞ୍ଚି ସ୍ଥିତ ଫାର୍ମ ହାଉସ୍‌ରେ କଡ଼କନାଥ ଚିକେନ୍‌ ଫାର୍ମ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ସେ ଝାବୁଆରେ କଡ଼କନାଥ କୁକୁଡ଼ା ଚାଷ କରୁଥିବା ଚାଷୀଙ୍କୁ ଯୋଗାଯୋଗ କରିଛନ୍ତି ଏବଂ ପାଖାପାଖି ୨ ହଜାର କୁକୁଡ଼ା ଛୁଆ ଅର୍ଡର କରିଛନ୍ତି। ମଧ୍ୟପ୍ରଦେଶର ଜଣେ କୁକୁଡ଼ା […]

  • Thursday, 01 July 2021
mask
ରିପୋର୍ଟର କହିଲେ, ମାସ୍କ କାହିଁ ? ଛେପ ପଡ଼ୁଛି; ଦେଖନ୍ତୁ ତା’ପରର ଦୃଶ୍ୟ...

ସାରା ବିଶ୍ୱରେ କରୋନା ଏହାର କାୟା ବିସ୍ତାର କରିବାରେ ଲାଗିଛି। କରୋନା ସଂକ୍ରମଣରୁ ବର୍ତ୍ତିବା ପାଇଁ ମାସ୍କ ପିନ୍ଧିବା ସହ ସାନିଟାଇଜେସନ୍‌ ଉପରେ ପ୍ରାଧାନ୍ୟ ଦିଆଯାଉଛି। ହେଳେ କିଛି ଲୋକ ଏହାକୁ ପାଳନ କରୁଥିବା ଥିବାବେଳେ ଆଉ କିଛି ଲୋକ କରୋନା କଟକଣାକୁ ଫୁ କରି ଖୁଲମ୍‌ଖୁଲା ଏହାକୁ ଉଲ୍ଲଂଘନ କରୁଥିବା ନଜର ଆସିଛି। ଏବେ ଏମିତି ଏକ ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ଦେଖିବାକୁ ମିଳିଛି, ଜଣେ ବ୍ୟକ୍ତି ନିଜର ମାସ୍କକୁ ସାଙ୍ଗର […]

  • Thursday, 01 July 2021
diwali
ଶୁଭ ଦୀପାବଳି: ଆପଣାର ଲୋକଙ୍କୁ ଜଣାନ୍ତୁ ଏମିତି ଶୁଭେଚ୍ଛା

ଆସନ୍ତାକାଲି ପାଳନ ହେବ ଆଲୋକର ପର୍ବ ଦୀପାବଳି। ହେଲେ ପ୍ରତିବର୍ଷ ପରି ଏଥର ଲୋକମାନେ ବାଣ ଫୁଟାଇ ପାରିବେ ନାହିଁ। କୋଭିଡ ସ୍ଥିତିକୁ ଦୃଷ୍ଟିରେ ଦେଖି ବାଣ ଫୁଟାଇବା ଉପରେ କଟକଣାକୁ ସରକାର କଡ଼ାକଡ଼ି କରିଛନ୍ତି। କାର୍ତ୍ତିକ ମାସ ଅମାବାସ୍ୟା ତିଥିରେ ସାରା ଦେଶରେ ଦୀପାବଳି ପାଳନ କରାଯାଏ। ଅନେକ ସ୍ଥାନରେ ଦୀପାବଳି ଦିନେ ନୁହେଁ, ୫ ଦିନ ଧରି ମଧ୍ୟ ପାଳନ କରାଯାଇଥାଏ। ଦ୍ୱିତୀୟ ଦିନକୁ ଛୋଟି ଦୀୱାଲି ଭାବେ ପାଳନ କରାଯାଇଥାଏ। ହେଲେ ଏହାର […]

  • Thursday, 01 July 2021
fish-1111
ଆକାଶ କଇଁଆ...ପାଲଟି ଯିବନି ତ ଅଙ୍ଗନବାଡିର ଚୂନା ମାଛ !

ଭୁବନେଶ୍ୱର: ଅଙ୍ଗନବାଡି କେନ୍ଦ୍ରରେ ପିଲାଙ୍କୁ ଚୂନା ମାଛ ଦେବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି  । ଏହାକୁ ଲାଗୁ କରିବାକୁ ସରକାରଙ୍କୁ ଆନ୍ତରିକତାର ସହ କାମ କରିବାକୁ ପଡିବ । ନଚେତ ଏହା କେବଳ ଘୋଷଣା ସର୍ବସ୍ୱ ହୋଇ ରହିଯିବ । ତେବେ ଏହି ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ସରକାରଙ୍କ ଆଗରେ ଯେଉଁ ଚାଲେଞ୍ଜ ରହିଛି ତାହାକୁ ସାମ୍ନା କରିପାରିବେ ତ ? ରାଜ୍ୟ ସରକାର ଅଙ୍ଗନବାଡି କେନ୍ଦ୍ରର ୩ ରୁ ୬ ବର୍ଷ ବୟସର […]

  • Thursday, 01 July 2021
Capture
ଛକରେ ଲାଗିଲା କୁକୁରର ସୁନା ପ୍ରତିମୂର୍ତ୍ତି

ତୁର୍କମେନିସ୍ଥାନ: ସାଧାରଣତଃ ଦେଶର ଲୋକପ୍ରିୟ ବ୍ୟକ୍ତି, ବିଶିଷ୍ଟ ନେତାଙ୍କ ପ୍ରତିମୂର୍ତ୍ତି ରାସ୍ତାର ପ୍ରମୁଖ ଛକ ଉପରେ ଦେଖିବାକୁ ମିଳିଥାଏ ।  ହେଲେ ରାସ୍ତାର ଗୁରୁତ୍ୱପୂର୍ଣ୍ଣ ଛକରେ କୌଣସି ପଶୁର  ପ୍ରତିମୂର୍ତ୍ତି କେବେ ଦେଖିଛନ୍ତି ? ତାହା ପୁଣି ସୁନାରେ ତିଆରି ହୋଇଥିବ ? ବିଶ୍ୱାସ ଯୋଗ୍ୟ ତ ମନେ ହେଉନି। କିନ୍ତୁ କଥାରେ ସତ୍ୟତା ରହିଛି। ଏମିତି ଘଟଣା ଘଟିଛି ତୁର୍କମେନିସ୍ଥାନରେ। ତୁର୍କମେନିସ୍ଥାନର ରାଜଧାନୀରେ କୁକୁରର ଏକ ବିରାଟ ସୂର୍ଣ୍ଣ ନିର୍ମିତ ପ୍ରତିମୂର୍ତ୍ତି ସ୍ଥାପିତ କରାଯାଇଛି। ତୁର୍କମେନିସ୍ଥାନରେ […]

  • Thursday, 01 July 2021
news_201114_HELPLESS_CHILD_NEED_MEDICAL_TREATMEN_PKG_GOTV
ଜୀଇଁବା ପାଇଁ ରୋଗ ସହ ଲଢୁଛନ୍ତି ଦୁଇ କଅଁଳ ଶିଶୁ

ଯାଜପୁର: କଁଅଳ ବୟସରେ ଅସହ୍ୟ ଯନ୍ତ୍ରଣାରେ ଛଟପଟ ହେଉଛି ଜୀବନ । ଖେଳ କୁଦ ବୟସରେ ଶଯ୍ୟାଶାୟୀ ହୋଇଛନ୍ତି ଯାଜପୁର ଜିଲ୍ଲାର ଦାନଗଦୀ ଓ ଧର୍ମଶାଳା ବ୍ଲକର ଦୁଇ କୁନି ଶିଶୁ। ଜଣେ ଗଛରୁ ପଡ଼ି ଗୋଡ଼ ଭାଙ୍ଗିଯିବାରୁ ଉଠିପାରୁନାହାନ୍ତି॥ ଆଉ ଜଣେ ଦେଢ଼ ବର୍ଷରୁ ଜ୍ୱରରେ ପୀଡ଼ିତ ହୋଇ କଷ୍ଟ ସହୁଛନ୍ତି । ଉଭୟ ଶିଶୁଙ୍କ ପରିବାର ବର୍ଗ ପାଇଁ ଚିକିତ୍ସା ଲାଗି ଅର୍ଥ ବାଧକ ସାଜିଥିବା ବେଳେ ଏବେ ସରକାରୀ ସହୟତାକୁ ଚାହିଁ ରହିଛନ୍ତି […]

  • Thursday, 01 July 2021
japanese princess mako
କେବଳ ଏହି ଗୋଟିଏ କାରଣ ପାଇଁ ବିବାହ କରୁ ନାହାନ୍ତି ଜାପାନ ରାଜକୁମାରୀ

ଟୋକିଓ: ପାଖାପାଖି ୭ ବର୍ଷ ହେବ ନିଜ ପ୍ରେମିକଙ୍କୁ ବିବାହ କରିବା ପାଇଁ ଅପେକ୍ଷା କରିଥିବା ଜାପାନ ରାଜକୁମାରୀ ମାକୋ ପୁଣିଥରେ ବିବାହ ତାରିଖକୁ ଘୁଞ୍ଚାଇ ଦେଇଛନ୍ତି। କେବଳ ଗୋଟିଏ କାରଣ ପାଇଁ ସେ ଏଭଳି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ଜାପାନର ନିୟମ ଓ ରାଜକୀୟ ପରିବାରର ପରମ୍ପରା ଅନୁସାରେ, ଯଦି ରାଜକୁମାରୀ ମାକୋ କୌଣସି ସାଧାରଣ ବ୍ୟକ୍ତିଙ୍କୁ ବିବାହ କରନ୍ତି, ତା’ହେଲେ ତାଙ୍କୁ ରାଜକୀୟ ସୁବିଧା, ସୁଯୋଗ ଓ ମର୍ଯ୍ୟାଦା ହରାଇବାକୁ ପଡ଼ିବ। ଏହାସହ ତାଙ୍କୁ ଜଣେ […]

  • Thursday, 01 July 2021
gold
ଫୁଲରୁ ମିଳୁଛି ଲାଲ୍‌ସୁନା, ଦାମ୍ ଶୁଣିଲେ ହୋସ୍‌ ଉଡିଯିବ

ନୂଆଦିଲ୍ଲୀ:ଜମ୍ମୁ-କାଶ୍ମୀରର ପାହାଡି ଇଲାକାରେ ଏକ ଦାମୀ ମସଲା ପ୍ରସ୍ତୁତ ହେଉଛି। ଶରତ ଋତୁ ଆଗମନରେ ଫୁଟୁଥିବା ଏକ ଫୁଲରୁ ପ୍ରସ୍ତତ ହୁଏ ଏହି ମସଲା।  ଏହାର ଦାମ ଶୁଣିଲେ ହୋସ ଉଡ଼ିଯିବ। ଶରତ ଋତୁରେ କାଶ୍ମୀରର ପାହାଡିଆ ଅଞ୍ଚଳରେ ଫୁଟେ ଏକ ସୁବାସିତ ତଥା ମୂଲ୍ୟବାନ ଫୁଲ। ଏହି ଫୁଲରେ ପାହାଡି ଇଲାକା ଖାଲି ମହକି ଯାଏନି, ଏହାର ବାଇଗଣି ରଙ୍ଗ କାଶ୍ମୀରର ପରିବେଶକୁ  ସଜେଇ ଦିଏ ଠିକ୍‌ ପରିଟିଏ ପରି। ଏହି ଫୁଲରୁ ବାହାର କରାଯାଏ […]

  • Thursday, 01 July 2021
daiba-dukha
ସୁରୁଖୁରୁରେ ଚାଲିଥିଲା ସଂସାର, କିନ୍ତୁ ହଠାତ୍‌ ବାସୁଦେବଙ୍କ ଜୀବନରେ ମାଡ଼ି ଆସିଲା ଅଦିନିଆ ଝଡ଼

ସୁବର୍ଣ୍ଣପୁର: ଟ୍ରକ ଚଳାଇ ସଂସାର ପୋଷୁଥିଲେ। ସୁଖ ଦୁଃଖ, ଭଲମନ୍ଦରେ ଚାଲିଥିଲା ଜୀବନ। ହେଲେ ହଠାତ୍ ବଦଳି ଗଲା ସ୍ଥିତି, ଦଇବ ଦେଲା ଦାରୁଣ ଦୁଃଖ। ହସ ଖୁସିର ପରିବାରରେ ମାଡି ଆସିଲା ଅଦିନିଆ ଝଡ଼। ଆମେ କହୁଛୁ ସୁବର୍ଣ୍ଣପୁର ଜିଲ୍ଲା ବିନିକା ଦେଣ୍ଡୁପଦର ଗାଁର ବାସୁଦେବ ଗଡୁଆଙ୍କ ପରିବାରର କଥା। ଆଜକୁ ୨ମାସ ହେବ ଜୀବନଯନ୍ତ୍ରଣାର ଦୁର୍ବିସହ ହୋଇ ପଡ଼ିଛି ବାସୁଦେବଙ୍କ ଜୀବନ। ହଠାତ ଗୋଡରେ ଯନ୍ତ୍ରଣା ହେବାରୁ ଟ୍ରକ ଡ୍ରାଇଭିଂ ଛାଡ଼ି ଘରକୁ ଫେରି […]

  • Thursday, 01 July 2021
ବଜାରକୁ ଆସିପାରେ ଆପଲ୍‌ର ଫୋଲ୍ଡେବଲ୍‌ ଫୋନ୍‌

ନିଜର ସ୍ୱତନ୍ତ୍ର ମଡେଲ୍‌ ଏବଂ ଫିଚର୍‌ ପାଇଁ ଆଦୃତ ସ୍ମାର୍ଟଫୋନ୍‌ ନିର୍ମାତା କମ୍ପାନୀ ଆପଲ୍‌ ଏବେ ସ୍ମାର୍ଟଫୋନ୍‌ ଜଗତରେ ଏକ ପରିବର୍ତ୍ତନ ଆଣିବାକୁ ଯାଉଛି। ଆପଲ୍‌ ପ୍ରଥମ କରି ବିଶ୍ୱରେ ଫୋଲ୍ଡେବଲ୍‌ ସ୍ମାର୍ଟଫୋନ୍‌ ପ୍ରସ୍ତୁତ କରିବାକୁ ଯାଉଛି। ଏ ନେଇ କମ୍ପାନୀ କାମ ଆରମ୍ଭ କରିବା ସହ ୨୦୨୨ ସେପ୍ଟେମ୍ବର ମାସରେ ଏହାକୁ ବଜାର ପ୍ରବେଶ କରିବାକୁ ଲକ୍ଷ୍ୟ ରଖିଛି। ଆପଲ୍‌ କମ୍ପାନୀ ଏହି ସ୍ମାର୍ଟଫୋନ୍‌ ପ୍ରସ୍ତୁତିରେ ଲାଗୁଥିବା ଯନ୍ତ୍ରପାତି ବା ଉପକରଣ ପାଇଁ ଏହାର ଯୋଗାଣକାରୀ […]

  • Thursday, 01 July 2021
boy
୧୮ ବର୍ଷ ବେଳକୁ କୋଟିପତି ହେବ ଆପଣଙ୍କ ପିଲା; ଆପଣାନ୍ତୁ ଏହି ପ୍ଲାନ

ଭୁବନେଶ୍ୱର: ବାପାମା ପିଲାମନଙ୍କର ଭବିଷ୍ୟତ ପାଇଁ ଚିନ୍ତିତ ଥାନ୍ତି। ପିଲାଟି କେମିତି ଭଲ ପାଠ ପଢ଼ିବ, କିପରି ତା ଭବିଷ୍ୟତ ଉଜ୍ଜ୍ୱଳ ହେବ ଏନେଇ ବାପାମା ସବୁବେଳେ ଚିନ୍ତାରେ ଥାନ୍ତି। ଏଥିପାଇଁ ବିଭିନ୍ନ ପିଲିସି, ଇନ୍ସୁରାନ୍ସ ଆଦି ପିଲା ନାଁରେ କରିଥାନ୍ତି।ଆମେ ଆଜି ଆପଣଙ୍କୁ ଏମିତି ଏକ ଯୋଜନା ବିଷୟରେ ଜଣାଇବୁ ଯେଉଁଥିରେ ଆପଣଙ୍କ ପିଲାର ଭବିଷ୍ୟତ ଉଜ୍ଜ୍ୱଳ ହେବା ଆର୍ଥିକ ଫାଇଦା ମଧ୍ୟ ମିଳିବ। ନିଜ ପିଲାର ଭବିଷ୍ୟତ ସୁରକ୍ଷିତ କରିବା ପାଇଁ ମ୍ୟୁଚୁଆଲ ଫଣ୍ଡ […]

  • Thursday, 01 July 2021
16
କିଡ୍‌ନୀ ବିକି କିଣିଥିଲେ ଆଇଫୋନ୍‌, କିନ୍ତୁ ଏବେ ବଞ୍ଚିବା ପାଇଁ କରୁଛନ୍ତି ସଂଘର୍ଷ

ଗତ ଅକ୍ଟୋବର ମାସରେ ଆପଲ୍‌ କମ୍ପାନି ତାର ଆଇଫୋନ୍‌ ସିରିଜ୍‌ର ଘୋଷଣା କରିଛି। ଏହି ଘୋଷଣା ପରେ ଇଣ୍ଟରନେଟ୍‌ରେ କିଛି ମେମ୍ସ ଭାଇରାଲ ହୋଇଥିଲା। ଯେଉଁଥିରେ କିଡ୍‌ନୀ ବିକି ଆଇଫୋନ୍‌ କିଣିବାର ମେମ୍ସ ଅଧିକ ଭାଇରାଲ୍ ହୋଇଥିଲା। କିନ୍ତୁ ଆପଣ ଜାଣିଛନ୍ତି କି? ଏହା ସତ ଯେ ଜଣେ ବ୍ୟକ୍ତି ୯ ବର୍ଷ ତଳେ ଏମିତି ଏକ କାରନାମା କରିଥିଲେ। ଯାହା ପାଇଁ ଆଜି ସେ ପସ୍ତାଉଛନ୍ତି। ତେଣୁ ଆପଣ ଏହିଭଳି କିଛି କାର୍ଯ୍ୟ କରନ୍ତୁ ନାହିଁ, […]

  • Thursday, 01 July 2021
5
୪୮ ବର୍ଷୀୟ ବରକୁ ୧୩ ବର୍ଷୀୟା କନ୍ୟା

ଫିଲିପାଇନ୍ସରେ ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ୪୮ ବର୍ଷୀୟ ବ୍ୟକ୍ତି ୧୩ ବର୍ଷର ଜଣେ ନାବାଳିକାଙ୍କୁ ବିବାହ କରିଛନ୍ତି। ସେ ବି ପୁଣି ତାଙ୍କର ୫ମ ବିବାହ। ଫିଲିପାଇନ୍ସର ମାମାସୌପାନୋ ସହରରେ ଏହି ବିବାହ ଅନୁଷ୍ଠିତ ହୋଇଥିଲା। ଏଥିରେ ଅନେକ ଅତିଥି ଯୋଗ ଦେଇଥିଲେ। ଅବ୍‌ଦୁଲ୍‌ ରଜ୍ଜାକ ନାମକ ଏହି ବ୍ୟକ୍ତି ଆଗରୁ ୪ଥର ବିବାହ କରିଥିଲେ। ଏହା ତାଙ୍କର ୫ମ ବିବାହ। ସେ ପେସାରେ ଜଣେ କୃଷକ। କମ୍‌ ବୟସର ଝିଅକୁ […]

  • Thursday, 01 July 2021
9
କଏଦୀ ବଦଳାଇଲେ ଜେଲ୍‌ର ଚିତ୍ର

ରାଜସ୍ଥାନର ଉଦୟପୁର ସେଣ୍ଟ୍ରାଲ ଜେଲ୍‌ର କଏଦୀ ନମ୍ୱର ୨୫୯ ନିଜର କଳାକାରୀତାର ପ୍ରଦର୍ଶନ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି। ତାଙ୍କ ହାତର ଚିତ୍ରକଳାରେ ଜେଲ୍‌ର କାନ୍ଥ କୌଣସି ମ୍ୟୁଜିୟମ୍‌ଠାରୁ ମଧ୍ୟ କମ୍‌ ଲାଗୁନାହିଁ। ଏହି ଜେଲ୍‌ର କାନ୍ଥକୁ ଚିତ୍ରକଳାରେ ପରିପୂର୍ଣ୍ଣ କରିଥିବା ବ୍ୟକ୍ତି ହେଉଛନ୍ତି ଏନ୍‌ଡିପିଏସ୍‌ ଆକ୍ଟ ମାମଲାରେ ୧୨ ବର୍ଷର ସଜା କାଟୁଥିବା ସାଧୁରାମ। ସାଧୁରାମଙ୍କ ଚିତ୍ର କରିବାର ସୌକ୍‌ ତାଙ୍କ ସାଥିରେ ଜେଲ୍‌ କାଟୁଥିବା ଅନ୍ୟ ୧୫ ଜଣ କଏଦୀଙ୍କୁ ମଧ୍ୟ ପ୍ରଭାବିତ କରିଛି। […]

  • Thursday, 01 July 2021
piaja
କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କର ପିଆଜ ରସୁଣ ଚୋବାଇବା ଭିଡିଓ ଭାଇରାଲ୍

ନୂଆଦିଲ୍ଲୀ: କରୋନା ଭାଇରସ୍ ଦ୍ୱାରା ବିଶ୍ୱରେ ଲକ୍ଷାଧିକ ଲୋକ ପ୍ରଭାବିତ ହୋଇଛନ୍ତି। କିଛି ଲୋକ ଏହି ରୋଗରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିବା ବେଳେ କିଛି ଲୋକ ସୁସ୍ଥ ହୋଇଛନ୍ତି। ଦିନକୁ ଦିନ ଏହି ସଂକ୍ରମଣ ସଂଖ୍ୟା ବଢିବାରେ ଲାଗିଛି। ଏବେ ବି କରୋନାକୁ ନେଇ ଲୋକଙ୍କ ମନରୁ ଭୟ ଦୂର ହୋଇପାରିନାହିଁ। ତେବେ କରୋନାରେ ଆକ୍ରାନ୍ତ ହେଉଥିବା ଲୋକମାନଙ୍କ ମଧ୍ୟରୁ ଅଧିକାଂଶ ଲୋକଙ୍କର କିଛି ଦିନ ପାଇଁ ପାଟିର ସ୍ୱାଦ ଚାଲିଯାଉଛି। ଆଉ ଏହି ସ୍ୱାଦ […]

khabr-chap
ଘର ଘର ବୁଲି ଖାଦ୍ୟ ପହଞ୍ଚାଉଛନ୍ତି ଅଲମ୍ପିକ ଚାମ୍ପିଅନ୍‌

ନୂଆଦିଲ୍ଲୀ: କରୋନା ଭାଇରସ୍‌ ପାଇଁ ସାରା ଦେଶ ବେଶ୍‌ ପ୍ରଭାବିତ ହୋଇଛି। ଲକ୍ଷାଧିକ ଲୋକ ଏହି ମହାମାରୀ ରେ ପ୍ରାଣ ହରାଇଛନ୍ତି । କିଛି ଲୋକ ବୃତ୍ତି ହରାଇଥିବା ବେଳେ ଅନେକ ଛୋଟ ଶିଳ୍ପ ନାହିଁ ନଥିବା କ୍ଷତି ସହିଛି। ଏହି ମହାମାରୀ ଅନେକ ଲୋକଙ୍କୁ ଦାବନ ଜୀବିକା ପାଇଁ ନିଜ ବୃତ୍ତି ପରିବର୍ତ୍ତନ କରିବା ପାଇଁ ମଧ୍ୟ ବାଧ୍ୟ କରିଛି। ଏଇ ଯେମିତି ଅସ୍ତ୍ରଚାଳନାରେ ଅଲମ୍ପିକ୍‌ରେ ଗୋଲ୍ଡ ମେଡାଲ୍‌ ହାତେଇଥିବା ଖେଳାଳି ରୁବେନ୍‌ ଲିମାର୍ଡୋ। ରୁବେନ୍‌ […]

  • Thursday, 01 July 2021
bachudada
ମାଗଣାରେ ଢାବାରେ ଲୋକଙ୍କୁ ଖାଇବାକୁ ଦେଉଛନ୍ତି ଏହି ବ୍ୟକ୍ତି

ନୂଆଦିଲ୍ଲୀ: ଆଜିକାଲିର ବ୍ୟୟବହୁଳ ସମାଜରେ ମାଗଣାରେ କ’ଣ ମିଳେ? କିନ୍ତୁ ଯେଉଁମାନେ ଦେବାର ମନୋବୃତ୍ତି ରଖନ୍ତି ସେମାନେ ତାଙ୍କ ପାରୁପର୍ଯ୍ୟନ୍ତ ଲୋକଙ୍କୁ ସାହାଯ୍ୟ କରିବାକୁ ଚେଷ୍ଟା କରନ୍ତି। ଏଇ ଯେମିତି ଗୁଜୁରାଟ ମୋରବି ସହରରେ ରହୁଥିବା ବଚୁ ଦାଦା। ଏହି ୭୨ବର୍ଷିୟ ବୃଦ୍ଧଙ୍କର ଗୋଟେ ଢାବା ରହିଛି। ଏହି ଢାବାର ବିଶେଷତ୍ୱ ହେଉଛି ପାଖରେ ଟଙ୍କା ନଥିଲେ ମଧ୍ୟ ଆପଣ ଏଠାରେ ଖାଦ୍ୟ ଖାଇପାରିବେ। ଦୀର୍ଘ ୪୦ବର୍ଷ ଧରି ବଚୁ ଦାଦା ଏହି ଢାବା ଚଲାଉଛନ୍ତି। ଛୋଟିଆ […]

  • Thursday, 01 July 2021
mouth-wash
ମାତ୍ର ୩୦ ସେକେଣ୍ଡରେ ମାଉଥ୍‌ୱାଶ୍‌ ମାରିବ କରୋନା ଭୂତାଣୁ !

ଲଣ୍ଡନ: କରୋନା ଭାଇରସ ବିରୋଧରେ ଲଢ଼ିବା ପାଇଁ ମାଉଥ୍‌ୱାଶ୍‌‌ ହେବ ଅମୋଘ ଅସ୍ତ୍ର। ମାତ୍ର ୩୦ ସେକେଣ୍ଡରେ କରୋନାକୁ ମାରିବ ମାଉଥ୍‌ୱାଶ୍। ବ୍ରିଟେନ୍‌ର କାର୍ଡିଫ୍‌ ୟୁନିଭର୍ସିଟିର ଏକ ଲ୍ୟାବ୍‌ରେ ବୈଜ୍ଞାନିକମାନେ ଗବେଷଣା କରି ଏପରି ତଥ୍ୟ ଜାଣିବାକୁ ପାଇଛନ୍ତି। ଗତସପ୍ତାହରେ ପ୍ରକାଶିତ ହୋଇଥିବା ଏହି ଷ୍ଟଡି ରିପୋର୍ଟରେ ମାଉଥ୍‌ୱାଶ୍ କରୋନା ଭାଇରସ୍‌କୁ କାଉଣ୍ଟର କରିବାର ଏକ ସରଳ ଉପାୟ ବୋଲି ଜଣାପଡ଼ିଛି। ଯଦିଓ ଏହି ନୂଆ ଗବେଷଣାକୁ ସମୀକ୍ଷା କରାଯାଇ ନାହିଁ, ତେବେ ଏହା ଅନ୍ୟ ଏକ […]

  • Thursday, 01 July 2021
1
ଏହି ଦେଶର ପୂର୍ବ ପ୍ରଧାନମନ୍ତ୍ରୀ କହିଲେ କି ଜେଜେମାଙ୍କର ଗହଣା ବିକିଲେ ବି ସୁଝି ହେବ ନାହିଁ ଚୀନ୍‌ର ଋଣ

ଚୀନ୍‌ର ଋଣ ଜାଲରେ ଫଶିଯାଇଥିବା ମାଳଦ୍ୱୀପ ପାଇଁ ଏବେ କରଜ ସୁଝିବା ଧିରେ ଧିରେ ଗମ୍ଭୀର ହୋଇଯାଉଛି। ଚୀନ୍‌ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍‌ଙ୍କ ପ୍ରକଳ୍ପ ୱାନ୍ ବେଲ୍ଟ ୱାନ୍ ରୋଡ୍‌ ନାଁରେ ବଢ଼ୁଥିବା ଋଣଭାରରେ ମାଳଦ୍ୱୀପ ଏବେ ଫଶି ଯାଇଛି। ମାଳଦ୍ୱିପର ଅବସ୍ଥା ଏତେ ଖରାପ ହୋଇଯାଇଛି ଯେ, ସରକାରଙ୍କ ମୋଟ ଜାତୀୟ ଆୟର ୫୩ ପ୍ରତିଶତ ଅଂଶକୁ ଚୀନ୍‌ର କରଜ ସୁଝିବାରେ ଖର୍ଚ୍ଚ କରିବାକୁ ପଡ଼ିବ। ମାଳଦ୍ୱିପ ସୁଝୁଥିବା ସମୁଦାୟ କରଜର ୮୦ ପ୍ରତିଶତ ଟଙ୍କା […]

  • Thursday, 01 July 2021
5
୧୦ଟି ନୂଆ କାରକୁ ୧୦୦ ଫୁଟ ତଳକୁ ଫିଙ୍ଗିଦେଲା କମ୍ପାନୀ, ଜାଣନ୍ତୁ କାହିଁକି

କାର ନିର୍ମାତା ଭାବେ ଭଲ୍‌ଭୋ କମ୍ପାନୀ ସାରା ଦୁନିଆରେ ପରିଚିତ। ଏହି କମ୍ପାନୀ ସାଧାରଣତଃ ଲକ୍‌ଜ୍ୟୁରୀ ଦାମୀ କାର ଉତ୍ପାଦନ କରିଥାଏ। ହଠାତ୍ ନିକଟରେ ଦେଖିବାକୁ ମିଳିଲା ଏହି କମ୍ପାନୀ ତାର ଲକ୍‌ଜ୍ୟୁରୀ କାରକୁ ୧୦୦ ଫୁଟ୍‌ ଉଞ୍ଚାରୁ ଏକ ଗହିରିଆ ଖାଲକୁ ଫିଙ୍ଗି ଦେଉଛି। ଦେଖିବା ଲୋକେ ଆଶ୍ଚର୍ଯ୍ୟ ହୋଇଗଲେ। ହେଲେ ପରେ ଜଣାପଡ଼ିଲା, କମ୍ପାନୀ ପକ୍ଷରୁ ଏହି ଅଜବ କାରନାମା ଏକ ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟରେ କରାଯାଉଛି। ଗ୍ରାହକଙ୍କ ସୁରକ୍ଷା ପରଖିବା ପାଇଁ ଏପରି କରାଯାଉଛି। […]

  • Thursday, 01 July 2021
mati
ଜମି ଖୋଳୁ ଖୋଳୁ ବାହାରିଲା ୧୨୨ଟି ଘାତକ ବୋମା

ମଣିପୁର: ଘର ତିଆରି ପାଇଁ ମାଟି ଖୋଳୁଥିଲେ, ହେଲେ ମାଟି ଖୋଳୁ ଖୋଳୁ ମିଳିଲା ଗୋଟିଏ ପରେ ଗୋଟିଏ ଅଫୁଟା ବୋମା। ଘଟଣାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ।   ଗତ ମଙ୍ଗଳବାର ଦିନ ଏହି ଘଟଣାଟି ମଣିପୁରର ମୋରେହ ସହରରେ ଘଟିଛି। ଯାହାକି ଭାରତ ଏବଂ ମିଆଁମାରର ସୀମା ଅଞ୍ଚଳ। ମଣିପୁର ମୋରେହର ଜାଙ୍ଗ ଭେଙ୍ଗ ନିକଟସ୍ଥ ଗାଣ୍ଟେ ଭେଙ୍ଗ ଅଞ୍ଚଳର ଏକ ଜାଗାରେ ଘର ନିର୍ମାଣ ପାଇଁ ଖନନ କାର୍ଯ୍ୟ ଚାଲିଥିଲା। ହେଲେ ଖନନ […]

  • Thursday, 01 July 2021