• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Festivals & Events Updates

Rakhis For Jawans
ଏଥର ରାକ୍ଷୀପୂର୍ଣ୍ଣିମା ହେବ ନିଆରା, ଯବାନଙ୍କ ପାଇଁ ରାକ୍ଷୀ ପଠାଇଲେ ଯାଜପୁର ଛାତ୍ରଛାତ୍ରୀ

ଏଥର ଯାଜପୁରର ରାକ୍ଷୀ ବାନ୍ଧିବେ ଯବାନ। ସୀମାରେ ମୁତୟନ ଥିବା ଯବାନଙ୍କ ପାଇଁ ଦିନରାତି ଏକ କରି ତିଆରି ହୋଇଛି ରାକ୍ଷୀ। ସୀମାରେ ଦେଶର ସୁରକ୍ଷା କରୁଥିବା ଭାଇଙ୍କ ପାଇଁ ଠାକୁରଙ୍କ ପାଖରେ ପୂଜାର୍ଚ୍ଚନା କରିବା ପରେ ସ୍ୱତନ୍ତ୍ର ଡାକରେ ପଠାଗଲା ରାକ୍ଷୀ। ଛାତ୍ରଛାତ୍ରୀ କହିଲେ, ଆମେ ତ ସେନାରେ କାର୍ଯ୍ୟରତ ଥିବା ଭାଇଙ୍କୁ କିଛି ଦେଉନୁ, ବାସ୍‌ ଟିକିଏ ସ୍ନେହ ଦେଉଛୁ..

ବାହୁଡ଼ା ପରେ ଆରମ୍ଭ ହୋଇଛି ରଥ ଭଙ୍ଗା କାର୍ଯ୍ୟ
ସରିଯାଇଛି ମହାପ୍ରଭୁଙ୍କ ଘୋଷଯାତ୍ରା: ଏବେ ଭଙ୍ଗାଚାଲିଛି ରଥ, ଅପେକ୍ଷା ଆର ବର୍ଷକୁ...

ସରିଯାଇଛି ମହାପ୍ରଭୁଙ୍କ ଘୋଷଯାତ୍ରା। ରତ୍ନବେଦୀକୁ ଫେରିଛନ୍ତି ଶ୍ରୀଜିଉ...ଚତୁର୍ଦ୍ଧାମୂରତୀ ଯେଉଁ ରଥରେ ବସି ଶ୍ରୀଗୁଣ୍ଡିଚା ମନ୍ଦିରକୁ ବିଜେ ହୋଇଥିଲେ ସେଇ ରଥକୁ ଏବେ ଭାଙ୍ଗିବାରେ ବ୍ୟସ୍ତ ଅଛନ୍ତି ମହାରଣା ସେବାୟତ। ପୁଣି ଅପେକ୍ଷା ଆର ବର୍ଷକୁ...

Hindu devotees perform ‘Jal Abhishek’ To Lord Shiva at Mahadev Temple
ଶୈବପୀଠରେ ଭକ୍ତଙ୍କ ଭିଡ଼: ଜଳଲାଗି କରୁଛନ୍ତି ହଜାର ହଜାର ଶ୍ରଦ୍ଧାଳୁ

ଆଜି ଶ୍ରାବଣ ମାସର ପ୍ରଥମ ସୋମବାର। ଏଥିପାଇଁ ଶୈବପୀଠ ଗୁଡିକ ସକାଳୁ ସକାଳୁ ଚଳଚଞ୍ଚଳ ହୋଇପଡିଛି । ସାରା ଦେଶରେ ହଜାର ହଜାର ବୋଲବମ୍ ଭକ୍ତ ଭୋଳା ବାବାଙ୍କୁ ଜଳ ଲାଗି କରୁଛନ୍ତି। ଦେଖନ୍ତୁ କିଛି ଝଲକ୍‌...

ଶ୍ରାବଣ ମାସ ସୋମବାର
ମହାଦେବଙ୍କୁ ଜଳଲାଗି କରୁଛନ୍ତି ହଜାର ହଜାର ବୋଲବମ୍ ଭକ୍ତ

ବୋଲବମ ଧ୍ଵନିରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି।

ଶ୍ରାବଣ ପ୍ରଥମ ସୋମବାର
ଆମକୁ ସାଇଡ୍‌ ଦିଅରେ... ଆମେ ତ କାଉଡ଼ିବାଲା...

ଆଜି ଶ୍ରାବଣ ମାସର ପ୍ରଥମ ସୋମବାର। ଏଥିପାଇଁ ସକାଳୁ ସକାଳୁ ଚଳଚଞ୍ଚଳ ହୋଇଛି ଶୈବପୀଠ ଗୁଡିକ। ହଜାର ହଜାର ବୋଲବମ୍ ଭକ୍ତ ଭୋଳା ବାବାଙ୍କୁ ଜଳ ଲାଗି କରୁଛନ୍ତି। ଲୋକନାଥଙ୍କଠୁ ଲିଙ୍ଗରାଜ, ଧବଳେଶ୍ୱରଙ୍କଠୁ ପଞ୍ଚଲିଙ୍ଗେଶ୍ୱର ରାଜ୍ୟର ସମସ୍ତ ଶୈବପୀଠରେ ହଜାର ହଜାର କାଉଡ଼ିଆଙ୍କ ଭିଡ଼ ଜମିଛି...

Sawan Somwar Vrat 2022
ରାତି ପାହିଲେ ଶ୍ରାବଣ ମାସ ପ୍ରଥମ ସୋମବାର: ରାଜ୍ୟର ବିଭିନ୍ନ ଶୈବ ପୀଠକୁ ଜଳ ଲାଗି କରିବେ କାଉଡ଼ିଆ

ଆସନ୍ତାକାଲି ଶ୍ରାବଣ ମାସର ପ୍ରଥମ ସୋମବାର । ଆଜିଠୁ ବିଭିନ୍ନ ଜଳାଶୟରୁ ପାଣି ଉଠାଇବା ପାଇଁ କାଉଡ଼ିଆଙ୍କ ଲାଗିଲାଣି ଭିଡ଼ ...

Bolbam Yatra
କାଉଡ଼ିଆଙ୍କ ରାସ୍ତାରେ ବିକ୍ରି ହେବନି ମଦ-ମାଂସ

ବୋଲବମ ଯାଉଥିବା ରାସ୍ତାରେ ମଦ ଓ ମାଂସ ଦୋକାନକୁ ବନ୍ଦ ରଖାଯିବ ।

Sahijata in Jagannath Culture
ଓଡିଆ କଳା ସଂସ୍କୃତିର ଅନନ୍ୟ ପରିଚୟ ଶ୍ରୀକ୍ଷେତ୍ର ସାହିଯାତ

ଉତ୍ସବର ସହର ପୁରୀ। ଏଠି ବର୍ଷତ ସାତା ଆୟୋଜିତ ହୋଇଥାଏ ଅନେକ ଯାତ୍ରା। ତା ଭିତରେ ସାହିଯାତ ଅନ୍ୟତମ। ଆସନ୍ତୁ ଜାଣିବା ଏହି ସାହିଯାତ କ’ଣ ଆଉ କେବେଠାରୁ ଆରମ୍ଭ ହୋଇଛି ଏହି ସାହିଯାତ ପରଂପରା?

Special story
ଆଜି ମହାବାହୁଙ୍କ ନୀଳାଦ୍ରି ବିଜେ : ନବଦିନାତ୍ମକ ଯାତ୍ରା ସାରି ନୀଳକନ୍ଦରକୁ ବାହୁଡିବେ ଚତୁର୍ଦ୍ଧାମୂରତି

ନବଦିନାତ୍ମକ ଯାତ୍ରା ସାରି ନୀଳକନ୍ଦରକୁ ବାହୁଡିବେ ଚତୁର୍ଦ୍ଧାମୂରତି

Adharapana
ଶେଷ ହେଲା ଶ୍ରୀଜିଉଙ୍କ ଅଧରପଣା ନୀତି

ଆଜିର ଅଧରପଣା ନୀତି ସମାପ୍ତ ପରେ ଆସନ୍ତାକାଲି ନବଦିନାତ୍ମକ ଯାତ୍ରା ସାରି ନିଳକନ୍ଦରକୁ ବାହୁଡିବେ ଚତୁର୍ଦ୍ଧାମୂରତି । ଅଧରପଣା ନୀତି ଦର୍ଶନ ପାଇଁ ସିଂହଦ୍ୱାର ସମ୍ମୁଖରେ ଭକ୍ତଙ୍କ ଭିଡ଼ ଲାଗିଛି ।

Sulakhyana
ଧରାକୋଟର ନିଆରା ବାହୁଡ଼ା ଯାତ୍ରା, ଏକାଦଶୀରେ ଟଣାଯାଏ ରଥ

ରାଣୀ ସୁଶ୍ରୀ ସୁଲକ୍ଷଣା ଗୀତାଞ୍ଜଳି ଦେବୀ କଲେ ଛେରାପହଁରା । ୨ ବର୍ଷ ପରେ ରଥଯାତ୍ରା ଦେଖିବାକୁ ଲୋକଙ୍କ ଭିଡ଼ ।

Jaga Akhada in Jagannath Culture
ସାଙ୍ଗ-ଭାଙ୍ଗ ଓ ସଙ୍ଗୀତ-ପଙ୍ଗତର ପରମ୍ପରା ଜାଗା ଆଖଡ଼ା

ଶ୍ରୀମନ୍ଦିର ଚାରିପଟେ ରହିଛି ଅନେକ ସାହି। ଏସବୁ ସହ ଶ୍ରୀଜଗନ୍ନାଥ ସଂସ୍କୃତି ମଧ୍ୟ ଓତପ୍ରୋତ ଭାବେ ଜଡ଼ିତ। ତେବେ ଆସନ୍ତୁ ଶ୍ରୀକ୍ଷେତ୍ରରେ ଥିବା ଜାଗା ଆଖଡ଼ା ଓ ସାହିଯାତ ସମ୍ପର୍କରେ ଜାଣିନେବା।

Seven sahi in jagannath culture
ଜଗନ୍ନାଥ ସଂସ୍କୃତିରେ କାହିଁକି ରହିଛି ୭ ସାହି

ଶ୍ରୀକ୍ଷେତ୍ରର ମାହାତ୍ମ୍ୟ ପୁରାଣ ବର୍ଣ୍ଣିତ। ଯୁଗେ ଯୁଗେ ଏହି କ୍ଷେତ୍ରର ସାଂସ୍କୃତିକ ପରମ୍ପରା ଉଣା ଅଧିକେ ସମଗ୍ର ଭାରତବର୍ଷକୁ ପ୍ରେରଣାସିକ୍ତ କରିଆସିଛି। ଶ୍ରୀଜଗନ୍ନାଥ ମନ୍ଦିର ଚତୁଃପାର୍ଶ୍ୱରେ ଥିବା ୭ ସାହି ମଧ୍ୟ ଶ୍ରୀଜଗନ୍ନାଥଙ୍କ ସେବା ଓ ପରମ୍ପରା ସହ ଅନେକାଂଶରେ ଜଡିତ।

Special story
ଶ୍ରୀକ୍ଷେତ୍ରରେ ରଥାରୁଢ଼ ଶ୍ରୀଜିଉଙ୍କ ସୁନାବେଶ: ଭକ୍ତଙ୍କ ଭିଡ଼ରେ ଉଛୁଳୁଛି ବଡ଼ଦାଣ୍ଡ

ମହଣ ମହଣ ସୁନା ଅଳଙ୍କାରରେ ସଜ୍ଜିତ ହୋଇ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ତିନିଠାକୁର

Amid Eid-ul-Adha celebrations, PM Modi leads wishes: 'Good of humankind...'
ସାରା ବିଶ୍ୱରେ ପାଳନ ହେଉଛି ଇସ୍‌ଲାମ୍‌ ଧର୍ମାବଲମ୍ବୀଙ୍କ ପବିତ୍ର ପର୍ବ ବକ୍ରିଇଦ୍‌

ଆଜି ଇଦ୍ ଉଲ୍ ଜୁହା । ମସଜିଦ୍‌ରେ ସମୂହ ନମାଜ ପାଠ କରୁୁଛନ୍ତି ମୁସଲମାନମାନେ...

End the Bahuda yatra of Lord Jagannath
ସରିଲା ଶ୍ରୀଗୁଣ୍ଡିଚା ଯାତ୍ରା, ବାହୁଡିଲେ ମହାବାହୁ

ଶ୍ରୀଗୁଣ୍ଡିଚାରୁ ବାହୁଡି ଆସିଲେ ମହାବାହୁ। ଶ୍ରୀନଅର ସମ୍ମୁଖରେ ସଂପନ୍ନ ହେଲା ଲକ୍ଷ୍ମୀ ନାରାୟଣ ଭେଟ। କାଲି ରଥ ଉପରେ ଜଗତଜନଙ୍କୁ ସୁନାବେଶରେ ଦର୍ଶନ ଦେବେ ଜଗତ ଠାକୁର।

Bahuda Jatra of Lord Jagannath
ସ୍ୱଗୃହକୁ ଫେରୁଛନ୍ତି ମହାବାହୁ: କମ୍ପୁଛି ବଡଦାଣ୍ଡ

ଭାଇ-ଭଉଣୀଙ୍କୁ ସାଙ୍ଗରେ ଧରି ଶ୍ରୀମନ୍ଦରିକୁ ଫେରୁଛନ୍ତି ମହାବାହୁ। ଗହଳିରେ ପୂରିଉଠିଛି ବଡଦାଣ୍ଡ। ଭକ୍ତ ଉତ୍ସବମୁଖର ଆଉ ଭାବ ବିହ୍ୱଳ। ଏହି ପରିପ୍ରେକ୍ଷୀରେ ଆସନ୍ତୁ ଜାଣିନେବା କିପରି ହୁଏ ବାହୁଡା ଯାତ୍ରା।

Rath Yatra 2022
୭ ଦିନରେ କାହିଁକି ଶ୍ରୀଗୁଣ୍ଡିଚା ମନ୍ଦିରକୁ ବିଜେ ହୁଅନ୍ତି ମହାବାହୁ?

ଶ୍ରୀମନ୍ଦିରରୁ ଶ୍ରୀଗୁଣ୍ଡିଚା ବିଜେ...କାହିଁକି ବର୍ଷକୁ ୭ ଦିନ ଆଡପ ମଣ୍ଡପରେ ବିଜେ ହୁଅନ୍ତି ଶ୍ରୀଜିଉ? କଣ ରହିଛି ବିଧି? ଦେଖନ୍ତୁ ଏଇ ସ୍ୱତନ୍ତ୍ର ରିପୋର୍ଟ...

Srimandir
ଶ୍ରୀଗୁଣ୍ଡିଚା ରୋଷଘର ଚୁଲି ଭାଙ୍ଗିଲା କିଏ ?

ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଅନନ୍ତ ତିଆଡ଼ି କିନ୍ତୁ ଚୁଲି ଭଙ୍ଗା ଅଭିଯୋଗକୁ ଖଣ୍ଡନ କରିଛନ୍ତି । ସେ କହିଛନ୍ତି କୌଣସି ଚୁଲି ଭଙ୍ଗାଯାଇ ନାହିଁ । ବ୍ୟକ୍ତିଗତ ବିବାଦରୁ ଏଭଳି ଅଭିଯୋଗ ଆସିଥାଇପାରେ ।

ratha jatra
ବାରିପଦାରେ ଆଜି ଗଡ଼ିବ ରଥ : ସୁଭଦ୍ରାଙ୍କ ରଥକୁ ଟାଣି ଟାଣି ନେବେ ମହିଳା ଭକ୍ତ

ଗତକାଲି ତିନି ଠାକୁରଙ୍କୁ ରଥାରୁଢ଼ କରାଯାଇଛି, ଅଧାବାଟ ଯାଏ ଟଣା ହେବ ମା ସୁଭଦ୍ରାଙ୍କ ରଥ

Ratha Jatra
ଶ୍ରୀଜଗନ୍ନାଥଙ୍କ ପରମ ଭକ୍ତ ଅଫତାବ୍‌ ହୁସେନଙ୍କ ଉଦ୍ୟମରେ ହେଲା ରଥଯାତ୍ରା

କରୋନା କଟକଣା ହଟିବା ପରେ ଇଟାମାଟିରେ ଅଫତାବଙ୍କ ଉଦ୍ୟମରେ ମହାପ୍ରଭୁଙ୍କ ରଥଯାତ୍ରା ଆୟୋଜନ କରାଯାଇଥିଲା ।

Ratha Jatra
ଘୋଷଯାତ୍ରାରେ କେତେ ଭାବ, କେତେ ଭଙ୍ଗୀ; ରଥାରୁଢ଼ ମହାପ୍ରଭୁଙ୍କ ଦର୍ଶନରେ କୃତ୍ୟ କୃତ୍ୟ ଭକ୍ତ

ନୃତ୍ୟ-ସଂକୀର୍ତ୍ତନରେ ବିଭୋର ହୋଇଗଲେ ଶ୍ରଦ୍ଧାଳୁ । ଭକ୍ତଙ୍କ ସେବା କରି ସ୍ୱେଛାସେବୀ ଲଭିଲେ ଆତ୍ମସନ୍ତୋଷ ।

Ratha Jatra
ରାଜ୍ୟ ଓ ରାଜ୍ୟ ବାହାରେ ବି ଗଡ଼ିଲା ରଥ, ଅହମ୍ମଦାବାଦ-କୋଲକାତା-ହାଇଦ୍ରାବାଦରେ ରଥଟଣା

ହାଇଦ୍ରାବାଦରେ ରଥଯାତ୍ରାରେ ସାମିଲ ହେଲେ ବୈଜୟନ୍ତ । ଚିଲିକାରେ ନୌକାରେ ନିର୍ମିତ ରଥରେ ଠାକୁରଙ୍କ ଜଳଯାତ୍ରା ।

Ratha Jatra
ଘୋଷଯାତ୍ରାରେ ମହାବାହୁ, ସଂଧ୍ୟା ପୂର୍ବରୁ ଗୁଣ୍ଡିଚା ମନ୍ଦିର ଆଗରେ ଲାଗିଲା ତିନି ରଥ

ପ୍ରାୟ ୧୨ଟା ୩୮ରେ ପ୍ରଥମେ ବଳଭଦ୍ରଙ୍କ ତାଳଧ୍ୱଜ ରଥକୁ ଗୁଣ୍ଡିଚା ଅଭିମୁଖେ ଟାଣିନେଇଥିଲେ ଭକ୍ତ । ଏହା ପରେ ମା’ ସୁଭଦ୍ରାଙ୍କ ଦେବଦଳନ ଆଉ ଶେଷରେ ଘର୍‌ଘର୍‌ନାଦରେ, ଲକ୍ଷ ଲକ୍ଷ ଭକ୍ତଙ୍କ ଗହଳିରେ ବଡ଼ଦାଣ୍ଡରେ ଗଡ଼ିଥିଲା କାଳିଆ ସାଆନ୍ତଙ୍କ ନନ୍ଦିଘୋଷ ।