ଘଣ୍ଟ ଘଣ୍ଟା, ଶଙ୍ଖ ହୁଳହୁଳିରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର ପରିବେଶ । ଭକ୍ତ ଭଗବାନ ଏକାକାର । ପବିତ୍ର ଦୋଳପୂର୍ଣ୍ଣିମାରେ ଫଗୁର ରଙ୍ଗରେ ରଙ୍ଗେଇ ହୋଇଛନ୍ତି ମହାପ୍ରଭୁ । ଶ୍ରୀମନ୍ଦିରରୁ ଖଇକୋରା ପ୍ରସାଦ ପାଇ ଶ୍ରୀଦେବୀ ଓ ଭୂଦେବୀଙ୍କ ସହ ଦୋଳଗୋବିନ୍ଦ, ଦୋଳବେଦୀକୁ ବିଜେ କରିବା ବେଳେ ସୃଷ୍ଟି ହୋଇଥିଲା ଅପୂର୍ବ ପରିବେଶ ।
Published: Satyendu Shekher Mishra
Last updated: 07 March 2023, 09:00 PM IST
ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ବରପୁତ୍ରମାନଙ୍କୁ ମନେ ପକାଉଛି ଭୁବନେଶ୍ୱର। ଯୁଆଡ଼େ ଦେଖ, ରଙ୍ଗୀନ ଆଲୁଅରେ ଝଲସୁଛି ମନ୍ଦିରମାଳିନୀ ସହର...