ସେବାୟତଙ୍କ ବିବାଦ ଯୋଗୁଁ ପୁଣି ଥରେ ବନ୍ଦ ହୋଇଛି କପିଳେଶ୍ଵରଙ୍କ ଯାତ ବା ହାଣ୍ଡିଭଙ୍ଗା ଯାତ। କ୍ରମାଗତ ୮ ବର୍ଷ ଧରି ବନ୍ଦ ହୋଇଛି ଏହି ଯାତ । କପିଳେଶ୍ୱର ଯାତରେ ପ୍ରଭୁ ଲିଙ୍ଗରାଜ କପିଳେଶ୍ଵରଙ୍କ ନିକଟକୁ ଆସି ନିମନ୍ତ୍ରଣ କରିବାର ପରମ୍ପରା ରହିଛି। ମହାଶିବରାତ୍ରି ପରେ ଶନି ମୋଚନ କରିବାକୁ ଲିଙ୍ଗରାଜ କପିଳେଶ୍ଵରଙ୍କ ନିକଟକୁ ଆସୁଥିବା ମଧ୍ୟ କେହି କେହି ପ୍ରକାଶ କରନ୍ତି...ତେବେ ଏସନ ପୁଣି ଥରେ ବନ୍ଦ ହୋଇଛି ଯାତ୍ରା
Published By: Sarbeswar
Last updated: 25 February 2023, 03:07 PM IST
ସେବାୟତଙ୍କ ମଧ୍ୟରେ ବିବାଦ: ପୁଣି ବନ୍ଦ ହେଲା ହାଣ୍ଡିଭଙ୍ଗା ଯାତ
ଖାଁ ଖାଁ କପିଳେଶ୍ୱର ମନ୍ଦିର
ପ୍ରଭୁଙ୍କ ଯାତ ଦେଖିବାକୁ ଚାହିଁରହିଛି ଶୁଆ
ସବୁ ପ୍ରସ୍ତୁତି ପରେ ବି ପାଳନ ହେଲାନି ପରମ୍ପରା