• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Entertainment Details Updates

ram
ଆସୁଛି ‘କରୋନା ଭାଇରସ’, ରିଲିଜ୍‌ ହେଲା ଟ୍ରେଲର

ମୁମ୍ୱାଇ: ମହାମାରୀ କରୋନା ଭାଇରସ ଲୋକଙ୍କ ଚିନ୍ତାକୁ ଦିନକୁ ଦିନ ବଢ଼ାଇବାରେ ଲାଗିଛି। ଏହି ମହାମାରୀରୁ ରକ୍ଷା ପାଇବା ପାଇଁ ଲକ୍‌ଡାଉନ୍‌ର ଅବଧିକୁ ମେ’୩୧ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ସାମାଜିକ ଦୂରତା ଉପରେ ଧ୍ୟାନ ଦେବାକୁ ସରକାର ବାରମ୍ୱାର ଜନସାଧାରଣଙ୍କୁ ଅପିଲ କରୁଛନ୍ତି। ଏହି ସମୟରେ ନିର୍ଦ୍ଦେଶକ ରାମ ଗୋପାଳ ବର୍ମା ଏକ ‍ଫିଲ୍ମ ପ୍ରସ୍ତୁତ କରୁଛନ୍ତି। ଯାହାର ନାଁ ‘କରୋନା ଭାଇରସ’। ବର୍ମା ଏହି ଫିଲ୍ମର ଏକ ଟ୍ରେଲର ରିଲିଜ କରିଛନ୍ତି। Here is the […]

  • Monday, 19 July 2021
bharati
ଭାରତୀଙ୍କ କୁକୁର ପ୍ରେମ, ମୁହଁରେ ଖୁଆଇଲେ ବିସ୍କୁଟ

ନୂଆଦିଲ୍ଲୀ: ହାସ୍ୟ ଅଭିନେତ୍ରୀ ଭାରତୀ ସିଂ ଲକ୍‌ଡାଉନ୍‌ ସମୟରେ ନିଜ ଫ୍ୟାନ୍ସମାନଙ୍କ ମନୋରଞ୍ଜନ ପାଇଁ କିଛି ନା କିଛି ଫଟୋ ଓ ଭିଡିଓକୁ ଇନଷ୍ଟାଗ୍ରାମ ଆକଉଣ୍ଟରେ ସେୟାର କରିଥାନ୍ତି। ଏବେ ଭାରତୀ ଏକ ନୂଆ ଭିଡିଓକୁ ସେୟାର କରିଛନ୍ତି। ଭିଡିଓଟିରେ ଭାରତୀ ଖାଇଥିବା ବିସ୍କୁଟକୁ କୁକୁରକୁ ଖାଇବାକୁ ଦେଉଥିବାର ଦେଖିବାକୁ ମିଳୁଛି। ଭାରତୀଙ୍କ ଏଭଳି ମଜାଦାର ଭିଡିଓକୁ ଦେଖି ଫ୍ୟାନ୍ସମାନେ  ମନୋରଞ୍ଜନ କରିବା ସହିତ ଖୁବ୍‌ ପ୍ରଶଂସା ମଧ୍ୟ କରୁଛନ୍ତି।   View this post on […]

  • Monday, 19 July 2021
bollywood film
ଫିଲ୍ମ ଫ୍ରାଇଡେରେ ରିଲିଜ୍‌ ହେଲା ଏକା ସାଙ୍ଗେ ୪ ଫିଲ୍ମ

ମୁମ୍ବାଇ: ଆଜି ଫିଲ୍ମ ଫ୍ରାଇଡେରେ ପରଦାକୁ ଆସିଛି ଚାରିଟି ନୂଆ ଫିଲ୍ମ। ମୁଲ୍କ, ଫନି ଖାନ୍, କାରୱାନ୍‌ ଏବଂ ପିହୁ ସାରା ଦେଶରେ ରିଲିଜ୍ ହୋଇଛି। କିଛି ଦିନର ବ୍ୟବଧାନ ପରେ ଦର୍ଶକଙ୍କ ସାମ୍ନାକୁ ଆସିଛି କୋର୍ଟ ରୁମ୍ ଡ୍ରାମା। ତାପସୀ ପାନ୍ନୁ ଏବଂ ରିଶି କପୁରଙ୍କ ‘ମୁଲ୍କ’ ରିଲିଜ୍ ପୂର୍ବରୁ ବେଶ୍‌ ପ୍ରଂଶସା ସାଉଁଟି ସାରିଛି। ତେବେ ୩୧ ବର୍ଷୀୟ ତାପସୀଙ୍କ ଓକିଲ ଭୂମିକାକୁ ନେଇ ବେଶ୍‌ କଳ୍ପନାଜଳ୍ପନା ଲାଗି ରହିଛି। ୟଙ୍ଗ୍‌ ଡାଇନାମିକ୍ କ୍ୟାରେକ୍ଟର […]

  • Monday, 19 July 2021
Bhuj
'ଭୁଜ : ଦ ପ୍ରାଇଡ୍ ଅଫ୍ ଇଣ୍ଡିଆ'ର ପ୍ରଥମ ଗୀତ 'ହଞ୍ଜୁଗମ୍' ରିଲିଜ୍

ଫିଲ୍ମ 'ଭୁଜ୍: ଦି ପ୍ରାଇଡ୍ ଅଫ୍ ଇଣ୍ଡିଆ'ର ପ୍ରଥମ ଗୀତ' ହଞ୍ଜୁଗମ୍ 'ମୁକ୍ତିଲାଭ କରିଛି। ଏହି ଗୀତ ଅଜୟ ଦେବଗନ ଏବଂ ଅଭିନେତ୍ରୀ ପ୍ରଣିତା ସୁଭାଷଙ୍କ ଉପରେ ସୁଟିଂ କରାଯାଇଛି। ଏହି ଦୁଇଜଣଙ୍କର ରୋମାଣ୍ଟିକ୍ ଯୋଡି ହିଁ ଗୀତଟିକୁ ଆଶ୍ଚର୍ଯ୍ୟଜନକଭାବେ ରିଲିଜ୍ ହେବା ମାତ୍ରେ ସୋସିଆଲ ମିଡିଆରେ ଚହଳ ପକେଇ ଦେଇଛି।

sani
ଭାରତ ଛାଡ଼ି କରୋନା ହଟସ୍ପଟ ‘ଆମେରିକା’ରେ ରହିବାକୁ ପସନ୍ଦ କଲେ ସନ୍ନି

ନୂଆଦିଲ୍ଲୀ: ସାରା ବିଶ୍ୱରେ ମହାମାରୀ କରୋନା ନିଜର କାୟା ବିସ୍ତାର କରିବାରେ ଲାଗିଛି।  ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଦେଶ ଆମେରିକା ବି ଏହାର ପଞ୍ଝାରୁ ମୁକୁଳି ପାରିନି।  କରୋନା ହଟ୍‌ସ୍ପଟ ପାଲଟିଛି ଆମେରିକା।  ଏପରି ସମୟରେ ବଲିଉଡ ଅଭିନେତ୍ରୀ ସନ୍ନି ଲିଓନ୍‌  ଭାରତ ଅପକ୍ଷା ଆମେରିକାକୁ ସୁରକ୍ଷିତ ସ୍ଥାନ ମନେ କରି ତାଙ୍କ ସ୍ୱାମୀ ଓ ତିନି ପିଲାଙ୍କ ସହ ଆମେରିକାର ଲସ୍ ଆଞ୍ଜେଲସ୍‌ ପଳାଇଛନ୍ତି । ସନି ନିଜ ଅଫିସିଆଲ ଇନଷ୍ଟାଗ୍ରାମରେଏକ ଫଟୋ ଶେୟାର କରିଛନ୍ତି, […]

Ayesha_Nana
ନାନା ପାଟେକରଙ୍କ ସହ ଲିଭ୍‌-ଇନ୍‌- ରିଲେସନ୍‌ସିପ୍‌ରେ ଥିଲେ ଏହି ଅଭିନେତ୍ରୀ

ମୁମ୍ବାଇ: ବଲିଉଡ୍‌ ସିନେମାରେ ନିଖୁଣ ଅଭିନୟରେ ସିନେପ୍ରେମୀଙ୍କ ମନ ଜିଣିଥିବା ନାନା ପାଟେକର ବି ଲିଭ୍‌-ଇନ୍-ରିଲେସନ୍‌ସିପ୍‌ରେ ଥିଲେ। ଯଦିଓ ବଲିଉଡ୍‌ ଇଣ୍ଡଷ୍ଟ୍ରିରେ ଅଭିନେତା ଅଭିନେତ୍ରୀ ଲିଭ୍‌-ଇନ୍‌-ରିଲେସନ୍‌ସିପ୍‌ରେ ରହିଥିବା ନୂଆ ନୁହେଁ, କିନ୍ତୁ ନାନାଙ୍କ କଥା ଟିକେ ଅଲଗା। କାରଣ ତାଙ୍କର ବଲିଉଡ୍‌ରେ ସ୍ୱତନ୍ତ୍ର ପରିଚୟ ରହିଛି। ତାଙ୍କର ଫ୍ୟାନ୍‌ମାନେ ମଧ୍ୟ ସ୍ୱତନ୍ତ୍ର । କ୍ରାନ୍ତିବୀରଠାରୁ ଆରମ୍ଭ କରି ତିରଙ୍ଗା ପର୍ଯ୍ୟନ୍ତ ନାନା ତାଙ୍କ ଫିଲ୍ମରେ ଯେଉଁ ନିଖୁଣ ଅଭିନୟ କରିଥିଲେ ତାହା ଦେଖିଥିବା ଲୋକ ଭୁଲିପାରିବ ନାହିଁ। […]

  • Monday, 19 July 2021
vlcsnap-error689
ରିଲିଜ୍‌ ହେଲା ପାଟଣାଗଡ଼ ପାର୍ସଲ ବୋମା ସିନେମାର ଟିଜର

ଭୁବନେଶ୍ୱର: ସିଲଭର୍ ସ୍କ୍ରିନ୍‌କୁ ଥରାଇବ ପାଟଣାଗଡ଼ର ପାର୍ସଲ ବୋମା କାହାଣୀ। ନିର୍ମାଣାଧିନ ସିନେମାର ଟିଜର ସିକ୍ୱେନ୍ସରେ ଦମଦାର୍ ଷ୍ଟାରକାଷ୍ଟରୁ ବାରି ହେଉଛି ଫିଲ୍ମର କେମିତି ହେଉଥିବ ମେକିଂ। ଆଜି ରିଲିଜ୍‌ ହୋଇଛି ଏହି ଚଳଚ୍ଚିତ୍ରର ଟିଜର। ଯାହାକି ଏବେ ବଢ଼ାଇଛି ଦର୍ଶକଙ୍କ ଉତ୍କଣ୍ଠା। ରେଂଜ ରୟାଲ ସିନେ ଲ୍ୟାବ ବ୍ୟାନରରେ ଶ୍ରୀଧର ମାର୍ଥା ପ୍ରଯୋଜିତ ଏବଂ ରାଜେଶ ଟଚରିଭରଙ୍କ ନିର୍ଦ୍ଦେଶନାରେ ଜୋରସୋରରେ ଚାଲିଛି ମୁଭିର ସୁଟିଂ। ଜେରା କରାଯାଉଛି ପାଟଣାଗଡ଼ ବ୍ଲାଷ୍ଟର ଖଳନାୟକଙ୍କୁ। କେମିତି ପଠାଇଥିଲା ମୃତ୍ୟୁର […]

  • Monday, 19 July 2021
ial
ବଲିଉଡ୍‌ରେ ଚମକିଲେ ଓଡ଼ିଆ ଝିଅ

ନୂଆଦିଲ୍ଲୀ: ବଲିଉଡ୍‌ରେ ପୁଣି ଚମକିଲେ ଓଡ଼ିଆ ଝିଅ ।ସଞ୍ଜୟ ଲୀଲା ଭଂସାଲୀଙ୍କ ଆଗାମୀ ଫିଲ୍ମ ମଲାଲ୍‌ ଆଇଟମ୍ ନମ୍ବର ଆଇଲାରେ ନଜର ଆସୁଛନ୍ତି। ସମ୍ବଲପୁରର ସୁଶ୍ରୀ ଶ୍ରେୟା ମିଶ୍ର । ପୂର୍ବରୁ ମିସ୍ ଇଣ୍ଡିଆ କଣ୍ଟେଷ୍ଟ୍ରେ ଭାଗ ନେବା ସହ ମଡେଲିଂ ଜଗତରେ ବେଶ୍ ନାଁ କମାଇଥିବା ଶ୍ରେୟାଙ୍କର ଏହା ଦ୍ୱିତୀୟ ବଲିଉଡ୍ ମୁଭି ଓ ପ୍ରଥମ ଆଇଟମ୍ ସଙ୍ଗ୍ । ଆଜି ଏହି ଗୀତର ଭିଡିଓ ରିଲିଜ୍ ହୋଇଥିବାବେଳେ କେବଳ ୟୁଟ୍ୟୁ଼ବରେ ୬ ଘଣ୍ଟାରେ ୩ […]

new film
ଫିଲ୍ମ ଫ୍ରାଇଡେରେ ଆଜି ରିଲିଜ୍‌ ହୋଇଛି ଦୁଇଟି ଫିଲ୍ମ

ମୁମ୍ବାଇ: ଆଜି ଫିଲ୍ମ ଫ୍ରାଇଡେରେ  ରିଲିଜ ହୋଇଛି ଦୁଇଟି ବଡ ଫିଲ୍ମ। ହଲିଉଡ ଓ ବଲିଉଡ ମଧ୍ୟରେ ଦେଖିବାକୁ ମିଳିଛି କଡ଼ା ଟକ୍କର। ଗୋଟିଏ ପଟେ ରିଲିଜ୍‌ ହୋଇଛି ସଞ୍ଜୟ ଦତ୍ତଙ୍କ ଫିଲ୍ମ ‘ସାହିବ ବିବି ଔର ଗ୍ୟାଙ୍ଗଷ୍ଟାର୍ ଥ୍ରୀ’ ଯେଉଁଥିରେ ସଞ୍ଜୟ ଦତ୍ତ ଗ୍ୟାଙ୍ଗଷ୍ଟାର ଭୁମିକାରେ ନଜର ଆସିଛନ୍ତି। ସଞ୍ଜୟଙ୍କ ବ୍ୟତୀତ ଫିଲ୍ମରେ ଜିମ୍ମି ଶେରଗିଲ, ମାହି ଗିଲ, ଓ ଚିତ୍ରାଙ୍ଗନ୍ଧା ସିଂହ ଏଥିରେ ନଜର ଆସିଛନ୍ତି। ଫିଲ୍ମରେ ଭରି ରହିଛି ଡ୍ରାମା ଓ ସସ୍‌ପେନ୍ସ […]

  • Monday, 19 July 2021
kbc
ରିଲିଜ ହେଲା ‘କୌନ୍‌ ବନେଗା କରୋଡ଼ପତି-୧୦’ ପ୍ରୋମୋ

ନୂଆଦିଲ୍ଲୀ: ଟେଲିଭିଜନ୍‌ ଦୁନିଆର ସବୁଠାରୁ ପପୁଲାର ଗେମ୍‌ ଶୋ’ ‘କୌନ୍‌ ବନେଗା କରୋଡ଼ପତି’ର ସିଜିନ୍‌ ୧୦ ଖୁବ୍‌ ଶୀଘ୍ର ଆରମ୍ଭ ହେବାକୁ ଯାଉଛି। ଯେଉଁଥିରେ ଜଣେ ଗରିବ ବାପା କିଭଳି ଭାବରେ ନିଜ ପୁଅକୁ ଅଧିକ ପାଠ ପଢ଼ାଇବା ପାଇଁ ନିଜ ଜୀବନକୁ ଜଳାଞ୍ଜଳି ଦେଉଛନ୍ତି ତାହା ଦେଖିବାକୁ ମିଳିବ। ସବୁ ଥର ପରି ଏଥର ମଧ୍ୟ ବିଗ୍‌ ବି ଅମିତାଭ ବଚ୍ଚନ ଏହି ଶୋ’କୁ ହୋଷ୍ଟ୍‌ କରିବେ। ବିଗ୍‌ ବିଙ୍କୁ ସୁଟ୍‌ ବୁଟ୍‌ ସହ ଏକ […]

  • Monday, 19 July 2021
Ranveer-Jaggi
ସଦ୍‌ଗୁରୁ ଜାଗି ବାସୁଦେବଙ୍କ ସହ ନାଚିଲେ ରଣବୀର ସିଂ

ବେଙ୍ଗାଲୁରୁ: ଭାଇରାଲ ହେବାରେ ଲାଗିଛି ରଣବୀର ସିଂଙ୍କ ଏକ ଭିଡିଓ। ଏହି ଭିଡିଓରେ ସଦ୍‌ଗୁରୁ ଜାଗି ବାସୁଦେବଙ୍କ ସହିତ ରଣବୀର ସିଂ ଡ୍ୟାନ୍ସ କରୁଥିବାର ଦେଖାଯାଇଛି। ବେଙ୍ଗାଲୁରୁ ସ୍ଥିତ ଆଇଆଇଏମ୍‌ରେ ଏହି ଭିଡିଓ ସୁଟ୍‌ କରାଯାଇଥିବା ଜଣାପଡ଼ିଛି। ଏହି ଭିଡିଓକୁ ରଣବୀର ତାଙ୍କ ଅଫିସିଆଲ ଟ୍ୱିଟର ଆକାଉଣ୍ଟରେ ପୋଷ୍ଟ କରିଛନ୍ତି। ରଣବୀର ଭିଡିଓର କ୍ୟାପ୍ସନ ରଖିଛନ୍ତି ହାପି ଡ୍ୟାନ୍ସ । କାର୍ଯ୍ୟକ୍ରମରେ ଯେତେବେଳେ ରଣବୀରଙ୍କୁ ସଦଗୁରୁଙ୍କ ସହ ଡ୍ୟାନ୍ସ କରିବାକୁ କୁହାଗଲା, ସେ ତୁରନ୍ତ ରାଜି ହୋଇଯାଇଥିଲେ। ଅନ୍ୟପଟେ […]

  • Monday, 19 July 2021
rishi kapoor
ହସ୍ପିଟାଲରେ ରିଷି କପୁର ! ଫଙ୍କସନ ଛାଡ଼ି ପହଞ୍ଚିଲେ ରଣବୀର , ଆଲିଆ

ନୂଆଦିଲ୍ଲୀ : ଏବେ ଖବର ଆସିଛି ଦିଲ୍ଲୀର ଏକ ହସ୍ପିଟାଲରେ ରିଷି କପୁର ଭର୍ତ୍ତି ହୋଇଛନ୍ତି । ଏହି କାରଣରୁ ସେ ଅରମାନ ଜୈନଙ୍କ ମେହେନ୍ଦୀ ସେରେମନିରେ ଅନୁପସ୍ଥିତ ଥିଲେ । ଶୁଣିବାକୁ ମିଳୁଛି କି ନୀତୁ ,ରଣବୀର ଓ ଆଲିଆ ମଧ୍ୟ ତାଙ୍କ ପାଖରେ ପହଞ୍ଚିଛନ୍ତି । ସୂଚନା ଯେ , ଗତବର୍ଷ ରିଷି କପୁର କ୍ୟାନସର ଚିକିତ୍ସିତ ହୋଇ ୧୧ ମାସ ପରେ ନ୍ୟୁୟର୍କରୁ ଫେରିଥିଲେ । ଏବେ ପୁଣି ଖବର ଆସିଛି , […]

  • Monday, 19 July 2021
silpa
ଶିଳ୍ପା ସେଟ୍ଟୀଙ୍କୁ ଦେଖି ନିଜ ଗର୍ଲଫ୍ରେଣ୍ଡଙ୍କୁ ଭୁଲିଗଲେ ଯୁବକ !

ନୂଆଦିଲ୍ଲୀ  :  ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଏବେ ସୋଶାଲ ମିଡ଼ିଆରେ ବହୁତ ସକ୍ରିୟ । ପ୍ରତିଦିନ କିଛି ନା କିଛି ନୂଆ ନୂଆ ଭିଡ଼ିଓ ସେ ଫ୍ୟାନଙ୍କ ଉଦ୍ଦେଶ୍ୟରେ ସେୟାର କରିଥାନ୍ତି । ଆଉ ସବୁଠି ମଜାଦାର କଥା ହେଲା ତାଙ୍କର ଭିଡ଼ିଓ ଆସୁ ଆସୁ ଇଣ୍ଚରନେଟ୍‌ରେ ଭାଇରାଲ୍‌ ହୋଇଯାଏ । ଶିଳ୍ପା ସେଟ୍ଟୀ ଏବେ ଏମିତି ଏକ ଭିଡ଼ିଓ ନିଜର ଅଫିସିୟାଲ୍‌ ଇନ୍‌ଷ୍ଟାଗ୍ରାମରେ ସେୟାର କରିଛନ୍ତି , ଯାହା ଖୁବ୍‌ ଭାଇରାଲ୍‌ ସାଜିଛି । […]

  • Monday, 19 July 2021
lata
ଲତା ମଙ୍ଗେସକରଙ୍କ କୋଳରେ କୁନି ଋଷି କପୁର ! ସୋଶାଲ ମିଡ଼ିଆରେ ଭାଇରାଲ୍‌

ନୂଆଦିଲ୍ଲୀ  :ବଲିଉଡ୍‌ ଅଭିନେତା ଋଷି କପୁର ନିଜର ଟ୍ୱିଟ୍‌କୁ ନେଇ ଖୁବ୍‌ ଚର୍ଚ୍ଚାରେ ଥାଆନ୍ତି । ଏହି ଅଭିନେତା ନିଜର ମତକୁ ଟ୍ୱିଟରେ ପ୍ରଂଶସଙ୍କସହ ସେୟାର କରିଥାନ୍ତି । କିନ୍ତୁ ଏବେ ଋଷି ପ୍ରଶଂସକଙ୍କ ପାଇଁ ଏକ ଫଟୋ ସେୟାର କରିଛନ୍ତି , ଯାହାକି ତାଙ୍କ ପାଇଁ ବହୁତ ମୂଲ୍ୟବାନ । ଏହି ଫଟୋରେ ମହାନ ଗାୟିକା ଲତା ମଙ୍ଗେସକର ୩ ବର୍ଷର ଋଷିକୁ କୋଳେଇ ଧରିଛନ୍ତି । ଏହି ଫଟୋକୁ ସେୟାର କରି ଋଷି ଖୁବ୍‌ […]

  • Monday, 19 July 2021
disha -1
ଅଭିନେତ୍ରୀ ଦିଶା ପାଟନୀ କହିଲେ ନିଜ ସୁନ୍ଦର ଫିଟ୍‌ନେସ୍‌ର ରାଜ୍‌

ବଲିଉଡ୍‌ର ହଟ୍‌ ଅଭିନେତ୍ରୀଙ୍କ ମଧ୍ୟରେ ଦିଶା ପାଟନୀ ଅନ୍ୟତମ । ନିଜର ଅଭିନୟ ସହ  ଆକର୍ଷଣୀୟ ଓ ସୁନ୍ଦର ଫିଟ୍‌ନେସ୍‌  ପାଇଁ ସମସ୍ତଙ୍କର ପ୍ରିୟ ପାଲଟି ଯାଇଛନ୍ତି । ତାଙ୍କର ସୁନ୍ଦର ଫିଟ୍‌ନେସ୍‌ ଚର୍ଚ୍ଚା ଚାରିଆଡେ । ସେ କଣ ଖାଆନ୍ତି ? ତାଙ୍କର ସ୍ୱାସ୍ଥ୍ୟ ପ୍ଲାନ୍‌ କଣ ? ସେ କଣ କଣ ପସନ୍ଦ କରନ୍ତି ? ଏମିତି ଅନେକ ପ୍ରଶ୍ନର ଉତ୍ତର ଜାଣିବାକୁ ତାଙ୍କର ପ୍ରଶଂସକ ପ୍ରୟାସ କରନ୍ତି । ଆଉ ଦିଶା ତାଙ୍କର […]

  • Monday, 19 July 2021
anans
ନିଜଠୁ ୧୪ ବର୍ଷ ସାନ ଝିଅକୁ ବାହା ହୋଇଥିଲେ , ବାହାଘର ପରେ ଚାଷ କରୁଛନ୍ତି ଏହି ଅଭିନେତା   

ଟିଭି ଜଗତର ସବୁଠୁ ଲୋକପ୍ରିୟ ସୋ’  ଦିୟା ଔର୍‌ ବାତୀରୁ ଚର୍ଚ୍ଚାରେ ଥିଲେ ୩୮ ବର୍ଷିୟ ଅଭିନେତା ଆନସ୍‌ ରସିଦ୍‌ । କିଛି ବର୍ଷ ପୂର୍ବରୁ ସେ ବହୁତ ଆକ୍ଟିଭ୍‌ ଥିଲେ । କିନ୍ତୁ ଏବେ ସେହି ସିରିୟଲ୍‌ ସରିଯାଇଛି । ଆଉ ସେ ଅଭିନେତା ବି ଅଜଣା ହୋଇଗଲେଣି । ତାଙ୍କର କ୍ୟାରିୟର ଏକ ରକମ ତଳକୁ ଖସିବାକୁ ବସିଛି।  ଆପଣଙ୍କୁ ଜଣାଇ ଦେଉଛୁ କି ବହୁ ଦିନ ହେଲା ସେ ଟିଭି ଓ ଅଭିନୟ […]

  • Monday, 19 July 2021
amitabh
ଅମିତାଭ ବଚ୍ଚନ ନିଜ ବାପାଙ୍କ ସହ କଥା ହେଉଥିବାର ଭିଡ଼ିଓ ସେୟାର କଲେ

ଅମିତା ବଚ୍ଚନ ଏମତି ଏକ ନାଁ ଯାହାଙ୍କ କୌଣସି ପରିଚୟ ଦେବା ଆବଶ୍ୟକତା ନାହିଁ । ସେ ନିଜେ ହିଁ ନିଜର ପରିଚୟ । ସିନେମା ବ୍ୟତୀତ ରାଜନୀତି , କବିତା ଓ ନିଜର ଗୀତ ଗାଇବାକୁ ନେଇ ସେ ସାରା ଦୁନିଆରେ ପରିଚିତ । ଏହି ପ୍ରସିଦ୍ଧ ଅଭିନେତା କେବିସିର ୧୦ ଟି ସିଜିନ୍‌ର ହୋଷ୍ଟ ରହିଛନ୍ତି ଏବଂ ଏବେ ମଧ୍ୟ ସେହି ସୋ’ର ସେ ଚିହ୍ନା ମୁହଁ ପାଲଟିଯାଇଛନ୍ତି । ଅମିତାଭ ହେଉଛନ୍ତି ବଲିଉଡ୍‌ର […]

  • Monday, 19 July 2021
jakki
ଗର୍ଲଫ୍ରେଣ୍ଡ ପାଇଁ ନିଜ ମାଆଙ୍କୁ ଘରୁ ବାହାର କରିଦେଇଥିଲେ ଜ୍ୟାକି

ନୂଆଦିଲ୍ଲୀ  : ବଲିଉଡ୍‌ ଫିଲ୍ମ ଜଗତର ପ୍ରସିଦ୍ଧ ଅଭିନେତା ଜ୍ୟାକ୍ ଶ୍ରଫ୍‌ । ନିଜ କ୍ୟାରିୟରରେ ସେ ଅନେକ ହିଟ୍‌ ଫିଲ୍ମ ଦେଇଛନ୍ତି ବଲିଉଡ୍‌କୁ । ନିଜର ସ୍ୱତନ୍ତ୍ର ଡାଇଲଗ୍‌ସ ଓ ଦମଦାର ଅଭିନୟ ପାଇଁ ସେ ଦର୍ଶକଙ୍କ ହୃଦୟରେ ରାଜ୍‌ କରୁଛନ୍ତି । ନିକଟରେ ସେ ‘  ଦ କପିଲ ଶର୍ମା ସୋ ’ କୁ ଯାଇଥିଲେ । ସେଥିରେ ଖୁବ୍‌ ମଜା କରିବା ସହ ନିଜ ଅତୀତକୁ ମନେପକାଇ ବହୁତ କଥାର ରହସ୍ୟ ଖୋଲିଥିଲେ […]

  • Monday, 19 July 2021
nirma
ୱାଶିଂ ପାଉଡର ବିଜ୍ଞାପନରେ ବିବାଦ ଘେରରେ ଅକ୍ଷୟ କୁମାର

ମୁମ୍ବାଇ : ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର ଏବେ ବିବାଦ ଘେରକୁ ଆସିଛନ୍ତି। ଗୋଟେପଟେ ଟ୍ୱିଟର୍‌ରେ ତାଙ୍କର ଏବିଭିପି ପତାକା ଧରିଥିବା ଫଟୋକୁ ନେଇ ସମାଲୋଚନା କରାଯାଉଥିବାବେଳେ ଏବେ ଆଉ ଏକ ମାମଲାରେ ସେ ଫସିଯାଇଛନ୍ତି। ଏକ ୱାଶିଂପାଉଡର୍‌ର ବିଜ୍ଞାପନ ପାଇଁ  ସେ ଏବେ ବିବାଦ ଘେରକୁ ଆସିଯାଇଛନ୍ତି। ତାଙ୍କ ନାଁରେ ଥାନାରେ ଅଭିଯୋଗ ହୋଇଛି ଯେ ସେ ଏହି ବିଜ୍ଞାପନରେ ମରାଠା  ଯୋଦ୍ଧାଙ୍କର ଅପମାନ କରିଛନ୍ତି। Apology should be rendered soon, or else […]

  • Monday, 19 July 2021
sunny-deol
୧୨ ବର୍ଷ ପରେ ପୁଣି ଏକାଠି ନଜର ଆସିବେ ସନ୍ନି ଦେଓଲ ଓ ଅମିଷା ପଟେଲ

ମୁମ୍ବାଇ: ୧୨ ବର୍ଷ ପୂର୍ବରୁ ‘ଗଦ୍ଦର-ଏକ୍‌ ପ୍ରେମ୍‌ କଥା’ ଫିଲ୍ମ ଜରିଆରେ ଦର୍ଶକଙ୍କ ମନ ଜିଣିଥିବା ସନ୍ନି ଦେଓଲ ଓ ଅମିଷା ପଟେଲଙ୍କ ହିଟ୍ ଯୋଡ଼ିଙ୍କୁ ଆଉ ଥରେ ଦେଖିବାକୁ ମିଳିବ। ସନ୍ନି ଦେଓଲଙ୍କ ଆଗାମୀ ସିନେମା ‘ୟମଲା ପଗଲା ଦିୱାନା ୩’ ଆସିବା ଆଗରୁ ଆଉ ଗୋଟେ ଫିଲ୍ମ ଆସିବାକୁ ଯାଉଛି। ‘ଭୟା ଜି ସୁପରହିଟ୍‌’ ଫିଲ୍ମ ରେ ଦୀର୍ଘ ୧୨ ବର୍ଷ ପରେ ପୁଣି ନଜର ଆସିବାକୁ ଯାଉଛନ୍ତି ସନ୍ନି ଦେଓଲ ଓ ଅମିଶା […]

  • Monday, 19 July 2021
deepika
‘ମୁଁ କଣ ଗର୍ଭବତୀ ଥିବା ଭଳି ଲାଗୁଛି ?’

ମୁମ୍ୱାଇ : ବଲିଉଡ୍‌ର ପ୍ରସିଦ୍ଧ ଅଭିନେତ୍ରୀ ଦୀପିକା ପାଦୁକୋନ୍‌ଙ୍କ ଆଗାମୀ ଫିଲ୍ମ ‘ଛପାକ୍‌ ’ ଚଳିତ ମାସରେ ପରଦାକୁ ଆସୁଛି। ଏହି ଫିଲ୍ନରେ ସେ ଏସିଡ୍‌ ଆଟାକ୍‌ ପୀଡ଼ିତା ଲକ୍ଷ୍ମୀ ଅଗ୍ରୱାଲ୍‌ଙ୍କ ଚରିତ୍ରରେ ନଜର ଆସିବେ । ବର୍ତ୍ତମାନ ସେ ନିଜର ଏହି ଫିଲ୍ମର ପ୍ରମୋସନରେ ପୁରା ବ୍ୟସ୍ତ । ଆଉ ଏହାରି ଭିତରେ ସେ ଅନେକ ରିଆଲିଟି  ସୋ’ କୁ ମଧ୍ୟ ଯାଇଛନ୍ତି । କିନ୍ତୁ ଏହି ଫିଲ୍ମକୁ ନେଇ ମିଡିଆ ଇଣ୍ଟରାକ୍ସନ ସମୟରେ ଜଣେ […]

  • Monday, 19 July 2021
bigg boss
ବିଗ୍‌ବସ୍‌ରେ କୋଣାର୍କ ଓ ପୁରୀ କଥା ଆଲୋଚନା କଲେ ପ୍ରତିଯୋଗୀ

ନୂଆଦିଲ୍ଲୀ : ବିଗ୍‌ବସ୍‌ ୧୩ ଟିଆର୍‌ପି ମାମଲାରେ ବହୁତ ଭଲ କରିବାରେ ଲାଗିଛି । ଏହି ସୋ’ର ୧୩ତମ ସପ୍ତାହ ବହୁତ ଅଧିକ ଟିଆର୍‌ପି ଆଣିଛି ଏବଂ ଏହାର ଶ୍ରେୟ କେବଳ ସିଦ୍ଧାର୍ଥ ଶୁକ୍ଲାଙ୍କୁ ହିଁ ଦିଆଯାଇପାରେ । କାରଣ ଏହି ସପ୍ତାହରେ ସେମାନଙ୍କର ଝଗଡ଼ା ହୋଇଥିଲା। ଆଉ ଏହା ଥିଲା ସବୁଠୁ ହଟ୍‌ ଟପିକ୍‌ ଥିଲା । ଏଣୁ ତାହା କୌଣସି ଝଗଡ଼ାର ବିଷୟ ହେଉ ବା କୌଣସି ପରିବର୍ତ୍ତନର ସମୀକରଣ , ଘରର ସବୁ […]

  • Monday, 19 July 2021
amitabh
ଅମିତାଭ କହିଲେ ‘ସେଲଫି’ର ହିନ୍ଦି ଅର୍ଥ

ମୁମ୍ୱାଇ : ଇଂରାଜୀର ପ୍ରତି ଶବ୍ଦର ହିନ୍ଦିରେ କିଛି କିଛି ନା ଅର୍ଥ ରହିଥାଏ । କିନ୍ତୁ ଏମିତି କିଛି ଶବ୍ଦ ଅଛି , ଯାହାର ହିନ୍ଦି ଶବ୍ଦ ଖୋଜିବା ବହୁତ ମୁସ୍କିଲ୍‌ କାମ ହେଇଥାଏ ।  ଯେମିତି କି ‘ସେଲଫି’ । ଏହି ଶବ୍ଦକୁ ହିନ୍ଦିରେ କଣ କହିବା ବୋଧେ କେହି କେବେ ଜାଣିବାକୁ ଚେଷ୍ଟା କରନ୍ତିନି । କିନ୍ତୁ ବଲିଉଡ୍‌ ବିଗ୍‌ ବି ଅମିତାଭ ବଚ୍ଚନ ଏହି ଶବ୍ଦର ଅର୍ଥ କହିଛନ୍ତି । ବିଗ୍‌ […]

  • Monday, 19 July 2021
shahrukh khan
ପତ୍ନୀଙ୍କ ଅନୁମତି ପରେ ଏହି ଫଟୋ ସେୟାର କଲେ ଶାହାରୁଖ୍‌

ନୂଆଦିଲ୍ଲୀ: ବଲିଉଡ଼ ବାଦ୍‌ଶାହା ଶାହାରୁଖ ଖାନ୍‌ ଓ ପତ୍ନୀ ଗୌରୀ ଖାନ୍‌ଙ୍କ ଲଭ୍‌ ଷ୍ଟୋରୀ ଫିଲ୍ମର କାହାଣୀଠୁ ମଧ୍ୟ କିଛି କମ୍‌ ନୁହେଁ। କଲେଜ ଟାଇମ୍‌ରୁ ଡେଟିଂ ଆରମ୍ଭ କରିଥିବା ଏହି ଦୁଇ ଲଭ୍‌ବାର୍ଡ଼ ୧୯୯୧ରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ଉଭୟଙ୍କୁ ଏକାଠି ବହୁତ୍‌ କମ୍‌ ଦେଖିବାକୁ ମିଳିଥାଏ। ନିକଟରେ କିଙ୍ଗଖାନ୍‌ ଶାହାରୁଖଙ୍କୁ ପତ୍ନୀ ଗୌରୀଙ୍କ ସହ ଏକାଠି ଦେଖିବାକୁ ମିଳିଛି। ନିକଟରେ ସେ ଏକ ଫଟୋ ଇନ୍‌ଷ୍ଟାଗ୍ରାମରେ ସେୟାର କରିଛନ୍ତି। ଯେଉଁଠି ତାଙ୍କୁ ଓ […]

  • Monday, 19 July 2021
salman khan
ସଲମାନ ଖାନଙ୍କ ଆଖିରେ ଲୁହ !

ବିଗ୍‌ବସ୍‌ ଟିଭି ଦୁନିଆର ସବୁଠୁ ବଡ଼ ରିୟଲିଟି ସୋ’ ଭାବେ ଜଣାଯାଏ । ଏହି ସୋ’ ଗତ ୧୩ ବର୍ଷ ହେଲା ଦର୍ଶକଙ୍କୁ ମନୋରଂଜନ କରିଆସୁଛି।  ବିଗ୍‌ବସ୍ ସଲମାନ ଖାନଙ୍କୁ ଏକ ବଡ଼ ଉପହାର ଦେବାକୁ ଯାଉଛି । ଆଜି ଦର୍ଶକ ଏହାକୁ ଦେଖିବେ । ଏହି ଲୋକପ୍ରିୟ ସୋ’ ବିଗ୍‌ବସ୍‌କୁ ହୋଷ୍ଟ କରିବାରେ ସଲମାନ ପୁରା କରିଛନ୍ତି ୧୦ ବର୍ଷ । ଏହି ଅବସରରେ ବିଗ୍‌ବସ୍‌ ପ୍ରସ୍ତୁତ କରିଛି ସଲମାନଙ୍କର ୧୦ ବର୍ଷର ଯାତ୍ରାକୁ ନେଇ […]

  • Monday, 19 July 2021