• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Entertainment Details Updates

Ram Gopal Varma supported Ranveer Singh’s bold photoshoot
ମହିଳାମାନେ ସେକ୍ସୀ ଶରୀରକୁ ଦେଖେଇ ପାରିବେ, ପୁରୁଷ କାହିଁକି ନୁହେଁ : ରାମ ଗୋପାଳ ବର୍ମା

ରଣବୀର ସିଂହଙ୍କ ବୋଲ୍ଡ ଫଟୋସୁଟ୍‌କୁ ନେଇ ବିବାଦ ଉଠିଥିବା ବେଳେ ଏହାକୁ ସମର୍ଥନ କରିଛନ୍ତି ଗୋପାଳ ବର୍ମା। ସେ ଉଠେଇଛନ୍ତି ଲିଙ୍ଗଗତ ସମାନତା କଥା। ନାରୀମାନେ ସେମାନଙ୍କ ବୋଲ୍ଡନେସ୍ ଦେଖଉଥିବା ବେଳେ ପୁରୁଷମାନେ କାହିଁକି ନୁହେଁ ବୋଲି କହିଛନ୍ତି

Shamshera is going to flop
ରଣବୀର କପୁରଙ୍କ ଡବଲ ରୋଲ୍ ସତ୍ତ୍ୱେ ଫ୍ଲପ୍‌ ହେବ ବି 'ଶମ୍‌ଶେରା'

ନିର୍ମାତା ଏବଂ ପ୍ରଶଂସକମାନେ ରଣବୀର କପୁରଙ୍କ ଅଭିନୀତ ଚଳଚ୍ଚିତ୍ର 'ଶମଶେରା'ରୁ ବହୁତ ଆଶା କରିଥିଲେ। କିନ୍ତୁ ପ୍ରତିକ୍ରିୟାରୁ ଏହା ସ୍ପଷ୍ଟ ହୋଇଛି ଯେ ଦର୍ଶକ ଏହି ଚଳଚ୍ଚିତ୍ରକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଫିଲ୍ମର କାହାଣୀ ଅତି ଦୁର୍ବଳ ବୋଲି ମନେ ହେଉଛି।

David Warner
ଟାଇଟନିକ୍‌ 'ଭିଲେନ୍‌' ଡେଭିଡ୍‌ ୱାର୍ଣ୍ଣରଙ୍କ ପରଲୋକ

ୱାର୍ଣ୍ଣରଙ୍କ ଦେହାନ୍ତରେ ହଲିଉଡରେ ଶୋକର ଛାୟା ଖେଳିଯାଇଛି।

  • Tuesday, 26 July 2022
special story
କାହିଁକି ଚେନ୍ନାଇରୁ ଆସୁନାହାଁନ୍ତି ବାବୁସାନ ଓ ପ୍ରକୃତି ? ତୁରନ୍ତ ଓଡ଼ିଶା ଫେରି ଆସିବାକୁ ଫ୍ୟାନଙ୍କ ନିବେଦନ

ଚେନ୍ନାଇ ଯାଇ ବାବୁସାନ ଓ ପ୍ରକୃତି ନଫେରିବାରୁ ବଢ଼ୁଛି ସସପେନ୍ସ, ଅଟକିଛି ପୋଲିସ ତଦନ୍ତ । ତେଣେ ତ୍ରୁଟି ସୁଧାରିବାକୁ ଫିଲ୍ମ କଳାକାର ସଂଘର ଅପିଲ୍, ତୁରନ୍ତ ଫେରି ଆସିବାକୁ ବାବୁସାନଙ୍କ ଫ୍ୟାନଙ୍କ ନିବେଦନ ।

Akshay Kumar education and career
ଏମିତି ବି ଦିନ ଥିଲା ରୋଜଗାର ପାଇଁ ଅକ୍ଷୟ କୁମାର ସାଜିଥିଲେ ରୋଷେୟା

ଆଜିକାଲି ବଲିଉଡ୍‌ର ଜଣେ ଆଗଧାଡିର କଳାକାର ହେଲେ ଅକ୍ଷୟ କୁମାର। ସେ ବଲିଉଡ୍‌କୁ ଅନେକ ହୀଟ୍ ଫିଲ୍ମ୍ ଦେଇଛନ୍ତି। ଏହି ମହାନ କଳାକାରଙ୍କ ଜୀବନ ବି ଦିନେ ଥିଲା ସଂଘର୍ଷରେ ପରିପୂର୍ଣ୍ଣ। ଟଙ୍କା ପାଇଁ ତାଙ୍କୁ ସାଜିବାକୁ ପଡିଥିଲା ରୋଷେୟା।

Screw Dheela announcement watch the tiger shroff action
ଆସୁଛି ‘ସ୍କ୍ରୁ ଢିଲା’; ଦେଖିବାକୁ ମିଳିଲା ଟାଇଗର୍‌ଙ୍କ ଜବରଦସ୍ତ ଆକ୍ସନ୍

ପୁଣି ଆକ୍ସନ୍ ଅନ୍ଦାଜ୍‌ରେ ଟାଇଗର୍। ରିଲିଜ୍ ହୋଇଛି ଟିଜର୍। ବିଦେଶୀ ଗୁଣ୍ଡାମାନକୁ ମାରୁଥିବା ବେଳେ ଟାଇଗର୍‌ଙ୍କ୍ ଜବରଦସ୍ତ ଆକ୍ସନ ଦେଖିଲେ ଆଶ୍ଚର୍ଯ୍ୟ ଲାଗେ।

vicky kaushal katrina Kaif
କ୍ୟାଟ୍ରିନା, ଭିକିଙ୍କୁ ହତ୍ୟା ଧମକ

ଗତ ଡିସେମ୍ବର ୯ରେ କ୍ୟାଟ୍ରିନା ଓ ଭିକିଙ୍କ ମଧ୍ୟରେ ରାଜସ୍ଥାନରେ ବିବାହ ହୋଇଥିଲା। 

Special story
‘ପ୍ରକୃତିଙ୍କ ସହ ସମ୍ପର୍କରେ ଆସିବା ପରେ ଭାଇ ବାବୁସାନ ବଦଳି ଯାଇଛି’

ପ୍ରକୃତି ମିଶ୍ର ଭାଇର ଘର ଭାଙ୍ଗି ଦେଇଥିବା କହିଲେ ବାବୁସାନ୍‌ଙ୍କ ଭଉଣୀ ତୃପ୍ତି ମହାନ୍ତି ।

Special story
‘କୋଭିଡ୍‌ ପରେ ସୁଟିଂ ସେଟରେ ହଠାତ୍‌ ରାଗି ଯାଉଥିଲେ ବାବୁସାନ୍’ : ଖୁଲାସା କଲେ ଓଡ଼ିଆ ସିନେ ନିର୍ଦ୍ଦେଶକ

ହଠାତ୍‌ କାହିଁକି ବଦଳି ଯାଇଥିଲେ କି ବାବୁସାନ୍‌ ? କୋଭିଡ୍‌ ସମୟ ମଧ୍ୟରେ କ’ଣ ହୋଇଥିଲା ।

Meet Salman khan first girlfriend shaheen banu
ସଲମାନଙ୍କ ପ୍ରଥମ ପ୍ରେମ ସଙ୍ଗୀତା, ଐଶ୍ୱର୍ଯ୍ୟା କି କ୍ୟାଟ୍ରିନା ନୁହେଁ; ଜାଣନ୍ତୁ କିଏ

ସଲମାନଙ୍କ ପ୍ରେମିକାଙ୍କ ତାଲିକା ଖୁବ୍ ଲମ୍ବା। ତାଙ୍କ ଜୀବନରେ ଅନେକ ଝିଅ ଆସିଛନ୍ତି ସତ କିନ୍ତୁ କେହି ରହିପାରି ନାହାନ୍ତି। ସଂଗୀତା ବିଜଲାନୀ ସଲମାନଙ୍କ ପ୍ରଥମ ପ୍ରେମିକା ବୋଲି କୁହାଯାଉଥିଲେ ମଧ୍ୟ ତାଙ୍କ ପୂର୍ବରୁ ଆଉ ଜଣେ ସୁନ୍ଦରୀ ତାଙ୍କ ଜୀବନରେ ଆସିଥିଲେ। ଜାଣନ୍ତୁ ସେ କିଏ?

Kaun Banega Crorepati-14 will starts from 7 august
କୋଟିପତି ହେବାକୁ ପ୍ରସ୍ତୁତ ହୋଇଯାଆନ୍ତୁ; ଏହି ଶୋ’ ନେଇ ଆସୁଛନ୍ତି ଅମିତାଭ

ପୁଣି କୋଟିପତି ହେବାର ସୁବର୍ଣ୍ଣ ସୁଯୋଗ ଆସିଯାଇଛି। ଅମିତାଭ ବଚ୍ଚନ ତାଙ୍କର ସବୁଠାରୁ ଲୋକପ୍ରିୟ ଶୋ’ ‘କୌନ୍ ବନେଗା କରୋଡ୍‌ପତି' ନେଇ ଆସୁଛନ୍ତି। ଜାଣନ୍ତୁ କେବେ ଓ କେତେବେଳେ ଏହା ପ୍ରସାରଣ ହେବାକୁ ଯାଉଛି।

Special story
ପ୍ରକୃତିଙ୍କ ସହ ସିନେମା କରିବେନି ବାବୁସାନ୍‌ : ଭିଡିଓ ବାର୍ତ୍ତା ଜରିଆରେ ଓଡ଼ିଶାବାସୀଙ୍କୁ ଜଣାଇଲେ ଅଭିନେତା

ମୁଁ ଜାଣି ନ ଥିଲି ମୋ ଘରେ ଏତେ ଅସୁବିଧା ଚାଲିଛି ବୋଲି ବାବୁସାନ୍‌ କହିଛନ୍ତି ।

Trupti FIR
ପ୍ରକୃତିଙ୍କ ନାଁରେ ଥାନାରେ ତୃପ୍ତିଙ୍କ ଫେରାଦି

ଆଜିର ଘଟଣାକୁ ନେଇ ଏତଲାରେ ଅବଗତ କରିଛନ୍ତି ତୃପ୍ତି ।

Special story
ବାବୁସାନ, ପ୍ରକୃତି ମିଶ୍ରଙ୍କୁ ଏକାଠି ପାଇ ପତ୍ନୀ ତୃପ୍ତିଙ୍କ ହଙ୍ଗାମା : ସ୍ୱାମୀଙ୍କୁ ଗାଡ଼ିରୁ ଟାଣି ଆଣିଲେ, ଅଭିନେତ୍ରୀଙ୍କୁ ଗୋଡ଼ାଇଲେ

ରାସ୍ତା ମଝିରେ ସିନେ ତାରକାଙ୍କ ଜୋରଦାର କଳି । ଘର କଳି ଦାଣ୍ଡରେ ପଡ଼ି ହାଟରେ ଗଡ଼ିଛି । ଅଭିନେତା ବାବୁସାନ ଏବଂ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ସହ ମୁହାମୁହିଁ ବାବୁସାନଙ୍କ ପତ୍ନୀ ତୃପ୍ତି ଶତପଥୀ ।

Special story
‘ଟିକି ଅପା ଥାନାକୁ ଏକା କାହିଁକି ଗଲେ, ପୁଅକୁ ନେଇ ଗଲେନି ’

ପୂର୍ବରୁ ଅପରାଜିତା ଓ ତୃପ୍ତି ତାଙ୍କ ପାଖକୁ ଆସିଥିବା ମନ୍ମଥ ମିଶ୍ର ସ୍ୱୀକାର କରିଛନ୍ତି

Special story
ପୁଅ ବୋହୂ ଝଗଡ଼ାକୁ ନେଇ ମୁହଁ ଖୋଲିଲେ ଉତ୍ତମ ମହାନ୍ତି

ମୋ ବୋହୂ ତୃପ୍ତି ବହୁତ ଭଲ ବୋଲି କହିଲେ ଉତ୍ତମ ମହାନ୍ତି

Rakhi Sawant says she get only rape and kissing scene in movie
ମୁଁ କାହିଁକି ରେପ୍ ସିନ୍ କରିବି, ମୋତେ ଅଭିନୟ କରିବାର ସୁଯୋଗ ମିଳୁ : ରାଖି ସାୱନ୍ତ

ବଲିଉଡ୍‌କୁ ଟାର୍ଗେଟ୍ କରିଛନ୍ତି ରାଖି ସାୱନ୍ତ। ସେ କୋଉ ଷ୍ଟାର୍ କିଡ୍ ହୋଇ ନଥିବାରୁ ତାଙ୍କୁ ଭଲ ଭୂମିକା ମିଳୁନି ବୋଲି ସେ ଅଭିଯୋଗ କରିଛନ୍ତି। ରେପ୍ ଓ କିସ୍ ସିନ୍‌କୁ ନେଇ ଏମିତି କହିଛନ୍ତି ରାଖୀ।

Special story
ବାବୁସାନ ଓ ପ୍ରକୃତିଙ୍କ ଫ୍ରେଣ୍ଡସିପ ଉପରେ ପ୍ରଶ୍ନଚିହ୍ନ ଲଗାଇଲେ ତୃପ୍ତିଙ୍କ ମାଉସୀ

ଆଜି ଉଭୟ ଏକାଠି ଯାଇଥିବାରୁ ତୃପ୍ତି ହସ୍ତକ୍ଷେପ କରିଥିଲା

Babushaan's Mother Aparajita Reached Police Station With Her Daughter In Law
ବୋହୂକୁ ଧରି ଥାନାରେ ପହଞ୍ଚିଲେ ଅପରାଜିତା

 ବାବୁସାନଙ୍କ ମା’ ତଥା ଅଭିନେତ୍ରୀ ଅପରାଜିତା ମହାନ୍ତି ବୋହୂ ତୃପ୍ତିଙ୍କ ଘରେ ପହଞ୍ଚିଥିଲେ। ଏହାପରେ ବୋହୂ ତୃପ୍ତିଙ୍କ ଅପରାଜିତା ଖାରବେଳ ନଗର ଥାନାରେ ପହଞ୍ଚିଛନ୍ତି। 

Bhabiji ghar par hai actor Deepesh Bhan passes away
ଆଉ ନାହାନ୍ତି 'ଭାବିଜୀ ଘର ପର୍‌ ହୈ'ର ଏହି କଳାକାର

ଆର ପାରିରେ ଦୀପେଶ ଭାନ। 'ଭାବିଜୀ ଘର ପର୍‌ ହୈ'ରେ ମଲଖାନ୍‌ ଭୂମିକାରେ ଅଭିନୟ କରି ଲୋକଙ୍କୁ ବେଶ ହସେଇବାରେ ସେ ମାହିର ଥିଲେ। ଆଜି ସକାଳେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। କେମିତି ଏମିତି ହେଲା ଆସନ୍ତୁ ଜାଣିବା।

Prakruti’s Father Manmath Mishra Responds After Lodging Police Complaint
‘ମୋ ଝିଅକୁ ଫିଜିକାଲି ଆସଲ୍ଟ କରିବା ସହ ଜୀବନରେ ମାରିଦେବାକୁ ଧମକ ଦିଆଯାଇଛି’

‘ମୋ ଝିଅକୁ ଫିଜିକାଲି ଆସଲ୍ଟ କରିଛନ୍ତି। ଏହାସହ ମୋ ଝିଅକୁ ଜୀବନରେ ମାରିଦେବାକୁ ଧମକ ମିଳିଛି। ଏପରିକି ମୋ ପରିବାରକୁ ସ୍ମାସ୍ କରିଦେବାର ଧମକ ଦିଆଯାଇଛି’ ବୋଲି ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ବାପା ମନ୍ମଥ ମିଶ୍ର କହିଛନ୍ତି।

special report
‘ତୃପ୍ତିଙ୍କ ବିରୋଧରେ ମୁଁ ଲିଗାଲ ଆକ୍ସନ ନେବି’

‘ମୋତେ ଟର୍ଚର କଲେ, ମୋତେ ଫିଜିକାଲି ଆବ୍ୟୁଜ୍‌ କଲେ ’

Babushaan, Prakruti Mishra Viral Video Case
‘ପ୍ରକୃତି ମୋର ଜଣେ ଭଲ ସାଙ୍ଗ, ତା’ସହ କଥା ହେଲେ ଅସୁବିଧା କ’ଣ ?’

‘ମୋ ପତ୍ନୀ ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକ ନୁହଁନ୍ତି। ଆମ କାମ କ’ଣ, ଆମ କାମକୁ ସେସବୁ ସେ କିଛି ବୁଝିପାରିବେ ନାହିଁ। ପ୍ରକୃତି ମୋର ଜଣେ ଭଲ ସାଙ୍ଗ’ ବୋଲି ବାବୁସାନ କହିଛନ୍ତି। ଭାଇରାଲ୍‌ ଭିଡିଓକୁ ନେଇ ଅଭିନେତା ବାବୁସାନ ଏଭଳି ପ୍ରତିକ୍ରିୟା ରଖିଛନ୍ତି।

Babushaan, Prakruti Mishra Viral Video Case
ରାଜରାସ୍ତାରେ ଓଡ଼ିଆ ଷ୍ଟାରଙ୍କ ଘର କଳି: ଅଭିନେତା ବାବୁସାନଙ୍କୁ ଅଟକାଇ ପତ୍ନୀ କଲେ ଝଗଡ଼ା

ଓଲିଉଡ୍ ଅଭିନେତା ବାବୁସାନ ମହାନ୍ତିଙ୍କ ଏକ ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଅଭିନେତା ବାବୁସାନଙ୍କ ପତ୍ନୀ ଝଗଡ଼ା କରୁଥିବା ଏକ ଭିଡିଓ ଭାଇରାଲ ହେଉଛି।