ପୁରାତନ ଭଜନ ଓ ଜଣାଣକୁ ଖଞ୍ଜଣି ବାଦ୍ୟ ମାଧ୍ୟମରେ ଲୋକପ୍ରିୟ କରାଇଥିବା ବନମାଳୀ ମିଶ୍ରଙ୍କର ମୃତ୍ୟୁ ହୋଇଛି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ୍ରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। କରୋନା ସମୟରେ ତାଙ୍କ ଭବନ ଓ ଖଞ୍ଜଣି ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିଲା।