Advertisment

ଡିଭୋର୍ସ ଦିନ ହେବ ପୁନର୍ଜନ୍ମ: ଅନୁଭବ

ଜନ୍ମଦିନ ଅବସରରେ ଭିଡିଓ ଛାଡ଼ି ମନର କଥା ଜଣାଇଲେ ସାଂସଦ ଅନୁଭବ ମହାନ୍ତି।

author-image
Chandan Shishu
ଅଦ୍ୟତନ ହୋଇଛି
Ollywood star Anubhav mohanty

Ollywood star Anubhav mohanty

ଜନ୍ମଦିନ ଅବସରରେ ଭିଡିଓ ଛାଡ଼ି ମନର କଥା ଜଣାଇଲେ ସାଂସଦ ଅନୁଭବ ମହାନ୍ତି। ଯେଉଁଦିନ ଡିଭୋର୍ସ ହୋଇଯିବ, ସେଦିନ ପୁନର୍ଜନ୍ମ ହେବ ବୋଲି କହିଲେ।ଗତ ୩ରୁ ସାଢ଼େ ୩ ବର୍ଷ ହେବ ମୁଁ ମରି ମରି ଜୀଇଁଛି। ଯେଉଁଦିନ ମୋର ଡିଭୋର୍ସ ହୋଇଯିବ, ସେଦିନ ପ୍ରକୃତ ଜନ୍ମଦିନ ପାଳନ ହେବ। ସେହିଦିନ ମୋର ହେବ ନୂଆଜନ୍ମ, ସେଦିନ ମୋର ପୁନର୍ଜନ୍ମ ହେବ। ଡିଭୋର୍ସ ଦିନ ମୋର ଅସଲ ଜନ୍ମଦିନ ସେଲିବ୍ରେସନ ହେବ ବୋଲି ଅନୁଭବ କହିଛନ୍ତି।

Advertisment

Barsha Priyadarshini Anubhav Mohanty BJD MP
Advertisment
Advertisment