• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Rajesh Khanna

Rajesh Khanna Birthday 2024
Rajesh Khanna Birthday 2024: ଥିଲା ଦମଦାର୍ କ୍ରେଜ୍; ପୁଅଙ୍କ ନାଁ ରହୁଥିଲା ରାଜେଶ, ଝିଅମାନେ ଫଟୋକୁ ହେଉଥିଲେ ବାହା

ଆଜି ରାଜେଶ ଖାନ୍ନାଙ୍କୁ ଭଲପାଉଥିବା ପ୍ରତ୍ୟେକ ବ୍ୟକ୍ତି ତାଙ୍କର ୮୨ ତମ ଜନ୍ମ ବାର୍ଷିକୀ ପାଳନ କରୁଛନ୍ତି। ୟୁନାଇଟେଡ୍ ପ୍ରଡ୍ୟୁସର ଏବଂ ଫିଲ୍ମଫେୟାରର ଟାଲେଣ୍ଟ ହଣ୍ଟର ଆବିଷ୍କାର ଯତିନ ଖାନ୍ନା ଫିଲ୍ମ 'ରାଜ୍'ରୁ କେତେବେଳେ ରାଜେଶ ଖାନ୍ନା ପାଲଟିଗଲେ ତାହା ବୋଧହୁଏ ନିଜେ କାକା ମଧ୍ୟ ଅନୁଭବ କରିପାରି ନଥିଲେ।

Rajesh Khanna Birthday
Rajesh Khanna's Birthday: ରାଜେଶ ଖାନ୍ନାଙ୍କ ପାଇଁ ପାଗଳ ହୋଇଯାଉଥିଲେ ଯୁବତୀ; ଲେଖୁଥିଲେ ରକ୍ତରେ ପ୍ରେମ ଚିଠି

ଅନେକ ଝିଅ ରାଜେଶ ଖାନ୍ନାଙ୍କ ଏମିତି ପ୍ରଶଂସକ ଥିଲେ ସେ ସେମାନେ ରକ୍ତରେ ଚିଠି ଲେଖି ନିଜ ପ୍ରେମକୁ ପ୍ରକାଶ କରୁଥିଲେ। କେବଳ ଏତିକି ନୁହେଁ, ଝିଅମାନେ ତାଙ୍କର ଫଟୋକୁ ବିବାହ କରୁଥିରେ ଆଉ ରକ୍ତରେ ରାଜେଶ ଖାନ୍ନାଙ୍କ ନାମରେ ସିନ୍ଦୁର ମଧ୍ୟ ପିନ୍ଧୁଥିଲେ।

Interesting facts about superstar rajesh khanna
Happy Birthday: ରାଜେଶଙ୍କ ଅଭିନୟରେ ଫିଦା ହୋଇ ଯୁବତୀମାନେ ଲେଖୁଥିଲେ ରକ୍ତର ପ୍ରେମପତ୍ର

ଆଜି ରାଜେଶ ଖାନ୍ନାଙ୍କ ୮୦ତମ ଜନ୍ମଦିନ। ସେ ତାଙ୍କ ଜୀବନରେ ଅନେକ ହିଟ୍ ଫିଲ୍ମ ଦେଇଛନ୍ତି। ସେ ବଲିଉଡ୍‌କୁ ଦେଇଛନ୍ତି ଏକ ନୂଆ ଦିଗ। ତାଙ୍କ ଭଳି ଲୋକପ୍ରିୟତା ଆଜି ବି କାହାକୁ ମିଳିନି।

Rajesh Khanna
‘ଜୀବନର ଶେଷ ପର୍ଯ୍ୟନ୍ତ ରାଜା ଭଳି ଜୀଉଥିଲେ ରାଜେଶ’

ବଲିଉଡର ଦିଗ୍‌ଗଜ ଅଭିନେତା ରାଜେଶ ଖାନ୍ନା ଦୁନିଆ ଛାଡିବାର ୯ ବର୍ଷ ବିତି ଗଲାଣି। କର୍କଟ କାରଣରୁ ୧୮ ଜୁଲାଇ୨୦୧୨ରେ ରାଜେଶ ଖାନ୍ନାଙ୍କର ମୃତ୍ୟୁ ହୋଇଥିଲା। ପ୍ରକାଶ ରୋହରା ରାଜେଶ ଖାନ୍ନାଙ୍କ ମୃତ୍ୟୁ ବାର୍ଷିକୀରେ ଅନେକ ସ୍ମୃତି ବାଣ୍ଟିଛନ୍ତି।