• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Entertainment Details Updates

Bal naren the movie on swachh bharat abhiyan release on 14 october
ସ୍ୱଚ୍ଛ ଭାରତ ଅଭିଯାନକୁ ନେଇ ଆସୁଛି ‘ବାଲ୍ ନରେନ୍’; ଜାଣନ୍ତୁ କେବେ ହେବ ରିଲିଜ୍

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ୱଚ୍ଛ ଭାରତର କାହାଣୀ କହିବ ‘ବାଲ୍ ନରେନ୍’ । ପୱନ ନାଗପାଲଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଫିଲ୍ମ ଏହି ଦିନ ରିଲିଜ୍ ହେବାକୁ ଯାଉଛି। ଜାଣନ୍ତୁ କ’ଣ ରହିଛି କାହାଣୀ…

40 foot veena in as tribute to the legendary singer
ସରଯୂ ନଦୀ ତଟରେ ଲତାଜୀଙ୍କ ସ୍ମୃତିରେ ୪୦ ଫୁଟର ବୀଣା

ଲତାଜୀଙ୍କ ଜନ୍ମଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହାର୍ଦ୍ଦିକ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଅଯୋଧ୍ୟାର ସରଯୂ ନଦୀ ଘାଟରେ ନିର୍ମାଣାଧୀନ ୪୦ ଫୁଟର ବୀଣାର ପ୍ରତିକୃତିଙ୍କୁ ଲତାଙ୍କ ସ୍ମୃତିରେ ଉତ୍ସର୍ଗୀକୃତ କରିଛନ୍ତି ପ୍ରଧାନମନ୍ତ୍ରୀ । ପାଖାପାଖି ୧୪ ଟନ ଓଜନର ବୀଣାକୁ ସ୍ଥାପନ କରିବା ପାଇଁ କ୍ରେନ୍‌ର ସହାୟତା ନିଆଯାଇଥିଲା। ଏବେ ଏହି ବୀଣା ସମସ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି।

Lata Mangeshkar loved cricket because of raj singh dungarpur
କ୍ରିକେଟ୍‌କୁ ଖୁବ୍ ପସନ୍ଦ କରୁଥିଲେ ଲତା; ଥିଲା କି କାହାର ଭଲ ପାଇବା

ସ୍ୱରର ମଲ୍ଲିକା ତାଙ୍କର ଅବସର ସମୟରେ ରିୟାଜ୍ କରନ୍ତି କିମ୍ବା ତାଙ୍କ ପ୍ରିୟ ଖେଳ କ୍ରିକେଟ୍ ଦେଖିବାକୁ ପସନ୍ଦ କରନ୍ତି। ୧୯୮୩ ମସିହାରେ ଲର୍ଡସ୍‌ରେ ଆୟୋଜିତ ଗୌରବମୟ ବିଶ୍ୱ କ୍ରିକେଟ୍ କପ୍ ବିଜୟର ସାକ୍ଷୀ ମଧ୍ୟ ଲତା ମଙ୍ଗେସ୍‌କର୍। ତେବେ ଆସନ୍ତୁ ଜାଣିବା କିପରି ଲତା ଜୀଙ୍କ କ୍ରିକେଟ୍ ପ୍ରତି ଆସିଲା ଆଗ୍ରହ।

Lata Mangeshkar Birth Anniversary
ଆଜି କୋକିଳକଣ୍ଠୀ ଲତା ଦିଦିଙ୍କ ଜୟନ୍ତୀ: ପିଲାବେଳୁ ମୁଣ୍ଡେଇ ଥିଲେ ପରିବାର ବୋଝ

ସଙ୍ଗୀତର ଶିଖର ଛୁଇଁଥିବା ଲତା ମଙ୍ଗେଶକର ଦର୍ଶକଙ୍କୁ ହଜାର ହଜାର ଗୀତ ଭେଟିଦେଇଛନ୍ତି। ସ୍ୱର କୋଳିଳ ଲତା ମଙ୍ଗେଶକରଙ୍କ ଜନ୍ମଦିନ ଅବସରରେ ଅଯୋଧ୍ୟାରେ ଉଦ୍‌ଘାଟିତ ହେବ ଲତା ମଙ୍ଗେଶକର ଛକ।

Asha Parekh to be honoured with dadasaheb phalke award
ଦିନେ ଦେଖୁଥିଲେ ଆଇଏଏସ୍ ହେବାର ସ୍ୱପ୍ନ; ହେଇଗଲେ ଅଭିନେତ୍ରୀ

‘ଦାଦାସାହେବ ଫାଲକେ ପୁରସ୍କାର’ରେ ସମ୍ମାନିତ ହେବେ ଆଶା ପାରେଖ। ପିଲାବେଳେ ଦେଖୁଥିଲେ ଡାକ୍ତର ବା ଆଇଏଏସ୍ ହେବାର ସ୍ୱପ୍ନ। ଭାଗ୍ୟ କରିଦେଲା ଅଭିନେତ୍ରୀ। ଅନେକ ବିବାଦର ସମ୍ମୁଖିନ ହୋଇଥିବା ଆଶାଙ୍କ ଜୀବନରେ ରହିଛି ଅନେକ ରୋଚକ କଥା। ଆସନ୍ତୁ ଜାଣିବା…

DID Super Mom-3
ଦିନେ ମୂଲ ଲାଗୁଥିଲେ, ଆଜି DID Super Moms 3 ର ବିଜେତା

ଦେଶର ଟପ୍‌ ରିଅଲିଟି ଶୋ’ DID ସୁପର୍‌ ମମ୍‌ ସିଜିନ୍‌-୩ର ବିଜେତା ମୁକୁଟ ପିନ୍ଧିଛନ୍ତି ହରିୟାଣାର ବର୍ଷା ବୁମ୍ରା ।

Dadasaheb Phalke Award
ଆଶା ପାରେଖ ପାଇବେ 'ଦାଦା ସାହେବ ଫାଲକେ ପୁରସ୍କାର'

ଭାରତୀୟ ଚଳଚ୍ଚିତ୍ରକୁ ଜୀବନବ୍ୟାପୀ ଅବଦାନ ପାଇଁ ପାଇବେ ଏହି ସମ୍ମାନଜନକ ପୁରସ୍କାର

E News
ମତେ ଯେତେ ଝୁମୁକା ଦେଲେ ବି ଆହୁରି ଦରକାର

ନାୟିକା ତନୁଶ୍ରୀ ଭାରି ଚୁଲୁବୁଲୀ… ଆଜି ସେ ଝୁମୁକା କିଣୁଛନ୍ତି…

  • Tuesday, 27 September 2022
  • ENews
Shah Rukh khan wrote romantic note for his shirt
ଶାହରୁଖଙ୍କ ସାର୍ଟଲେସ୍ ଫଟୋ ଦେଖି ଏମିତି କହିଲେ ପତ୍ନୀ ଗୌରୀ ଖାନ୍

ଶାହରୁଖ ସୋସିଆଲ ମିଡିଆରେ ତାଙ୍କର ଏକ ସାର୍ଟଲେସ୍ ଫଟୋ ଶେୟାର କରିଛନ୍ତି। ଫଟୋରେ ତାଙ୍କର ଟୋନ୍ ଆବ୍ସ ଦେଖିବାକୁ ମିଳିଛି। ପତ୍ନୀ ଗୌରୀ ଖାନ୍ ଏହା ଦେଖି ଏକ ମଜାଳିଆ ଢଙ୍ଗରେ ଏମିତି କହିଛନ୍ତି।

Movie Ram Setu teaser out
'ରାମ ସେତୁ' ଟିଜର୍ ଦେଖି ଉତ୍ସାହିତ ହେଲେ ଦର୍ଶକ

ରିଲିଜ୍ ହୋଇଛି 'ରାମ ସେତୁ'ର ଟିଜର୍। ଏଥିରେ ଅକ୍ଷୟଙ୍କୁ ଏକ ଦମ୍‌ଦାର୍‌ ଲୁକ୍‌ ଓ ଆକ୍ସନରେ ଦେଖିବାକୁ ମିଳିବେ। ଦର୍ଶକ ଏହାକୁ ଦେଖି ଫିଲ୍ମ ପାଇଁ ଉତ୍ସାହିତ ହୋଇପଡିଛନ୍ତି।

Jacqueline
ଜାକଲିନ୍‌ଙ୍କୁ ମିଳିଲା ଜାମିନ, ମନି ଲଣ୍ଡରିଂ ମାମଲାରେ ଗିରଫ କରିପାରିବନି ପୋଲିସ

ଜାକଲିନଙ୍କ ଓକିଲ ଆବେଦନ କରିଥିବା ବେଲର ଶୁଣାଣି କରି କୋର୍ଟ ତାଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି ।

Now Book Brahmastra Tickets Only Rs 100
ଦର୍ଶକଙ୍କୁ ନବରାତ୍ରି ଗିଫ୍ଟ, ଏହି ତାରିଖ ପର୍ଯ୍ୟନ୍ତ ୧୦୦ ଟଙ୍କାରେ ଦେଖିପାରିବେ ଫିଲ୍ମ ‘ବ୍ରହ୍ମାସ୍ତ୍ର’

ଫିଲ୍ମ ‘ବ୍ରହ୍ମାସ୍ତ୍ର’ର ନିର୍ଦ୍ଦେଶକ ଆୟନ ମୁଖାର୍ଜୀ ଦର୍ଶକଙ୍କୁ ନବରାତ୍ରି ଉପହାର ଦେଇଛନ୍ତି। ଦର୍ଶକ ଏବେ ଆୟନଙ୍କ ଫିଲ୍ମ ‘ବ୍ରହ୍ମାସ୍ତ୍ର’କୁ ମାତ୍ର ୧୦୦ ଟଙ୍କାରେ ଦେଖିପାରିବେ। 

Babushaan Mohanty
ମେଡିକାଲରୁ ଡିସଚାର୍ଜ ବେଳେ ବାବୁସାନଙ୍କ ସାଥିରେ ଥିଲେ ପତ୍ନୀ ତୃପ୍ତି

ସୁସ୍ଥ ହେଲେ ଓଲିଉଡ୍ ଅଭିନେତା ବାବୁସାନ ମହାନ୍ତି..ମେଡିକାଲରୁ ଡିସଚାର୍ଜ ବେଳେ ସାଥିରେ ଥିଲେ ପତ୍ନୀ ତୃପ୍ତି

Babushaan Mohanty
ସୁସ୍ଥ ହେଲେ ଅଭିନେତା ବାବୁସାନ; ଡିସ୍‌ଚାର୍ଜ ବେଳେ ସାଥିରେ ଥିଲେ ପତ୍ନୀ ତୃପ୍ତି

ପ୍ରାୟ ସପ୍ତାହେ ପରେ ଆଜି ବାବୁସାନ ହସ୍ପିଟାଲରୁ ଡିସ୍‌ଚାର୍ଜ ହୋଇଛନ୍ତି ।

Rahul dev opens on being part of big boss 10
ପାଖରେ କାମ ନ ଥିବାରୁ ବିଗ୍ ବସ୍‌ରେ ଭାଗ ନେଲେ ରାହୁଲ ଦେବ

ନିକଟରେ ‘ବିଗ୍ ବସ୍‌ ୧୦’ରେ ଭାଗ ନେଇଥିଲେ ରାହୁଲ ଦେବ। ଏଥିରେ ଭାଗ ନେବାକୁ ସେ ଚାହୁଁନଥିଲେ ବି ତାଙ୍କୁ କରିବାକୁ ପଡିଛି ବୋଲି ସେ କହିଛନ୍ତି। ହେଲେ ତାଙ୍କୁ ଏମିତି କାହିଁକି କରିବାକୁ ପଡିଲା ଆସନ୍ତୁ ଜାଣିବା।

enews
ଗୁରୁଙ୍କ ବିରୋଧରେ ଯାଇ କାହିଁକି କେସ୍ ଲଢୁଛନ୍ତି ଅର୍ଚ୍ଚିତା

କୋର୍ଟ ଭିତରେ ଗୁରୁ-ଶିଷ୍ୟଙ୍କ ଜୋରଦାର ଲଢେଇ। ଆଦିତ୍ୟ ବନାମ ସବାନା...କାହାର କେତେ ଦମ୍‌? ଦେଖନ୍ତୁ ଏହି ଭିଡିଓ

  • Saturday, 24 September 2022
  • ENews
Trupti Satpathy meets her husband actor Babusaan at a private hospital in Bhubaneswar
ଅଭିନେତା ବାବୁସାନ୍‌ଙ୍କୁ ଭେଟିଲେ ପତ୍ନୀ ତୃପ୍ତି

ଅସୁସ୍ଥ ହୋଇ ହସ୍ପିଟାଲ୍‌ରେ ଚିକତ୍ସିତ ହେଉଥିବା ଓଲିଉଡ୍‌ର ଚକୋଲେଟ୍‌ ହିରୋ ବାବୁସାନ୍‌ ମହାନ୍ତିଙ୍କୁ ପତ୍ନୀ ତୃପ୍ତି ଭେଟିଛନ୍ତି। 

Akshay Kumar property actor sells andheri flat for rs 6 crore
୬ କୋଟିରେ ନିଜ ଫ୍ଲାଟ୍‌କୁ ବିକିଲେ ଅକ୍ଷୟ କୁମାର

ଅକ୍ଷୟ କୁମାର ଅନ୍ଧେରୀ ପଶ୍ଚିମ ଅଞ୍ଚଳରେ ଥିବା ତାଙ୍କର ଏକ ଫ୍ଲାଟ୍‌କୁ ବିକ୍ରି କରିଛନ୍ତି। ଏହି ଫ୍ଲାଟ୍‌କୁ ସେ ୬ କୋଟିରେ ବିକ୍ରି କରିଛନ୍ତି। ଜାଣନ୍ତୁ ଏହାକୁ କିଏ ନେଲେ…

RRR failed to make it to Oscar nominations distributor launch campaign
'RRR' କୁ ଓସ୍କାରରୁ ବାଦଦେବା ନେଇ ତାତିଲେ ପ୍ରଶଂସକ; ଟ୍ୱିଟର୍‌ରେ ଅଭିଯାନ

'RRR ଓସ୍କାର ପୁରସ୍କାର ନାମାଙ୍କନରେ ସ୍ଥାନ ପାଇବାରେ ବିଫଳ ହୋଇଛି। ଏନେଇ ଭାରତୀୟ ଜୁରୀ ଗୁଜୁରାଟୀ ଫିଲ୍ମ 'ଛେଲୋ ଶୋ'କୁ ଚୟନ କରିଛନ୍ତି। ତେବେ ଜୁରୀର ଏହି ନିଷ୍ପତ୍ତିକୁ ଲୋକମାନେ ପସନ୍ଦ କରୁନାହାଁନ୍ତି।

Odia Actor Babusan Mohanty Hospitalised
ଅଭିନେତା ବାବୁସାନ୍‌ ହସ୍ପିଟାଲ୍‌ରେ ଭର୍ତ୍ତି

ଫିଲ୍ମ ‘ଦମନ୍‌’ର ପ୍ରମୋସନ୍‌ ପାଇଁ ଲେହେରୁ ପାଙ୍ଗଙ୍ଗ୍‌ ଯାଇଥିବା ବେଳେ ସେଠାରେ ସେ ଅସୁସ୍ଥ ହୋଇପଡ଼ିଥିଲେ। ଶରୀରରେ ଅକ୍ସିଜେନ୍‌ ସ୍ତର କମି ଯିବା ପରେ ତାଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି।

Amitabh Bachchan
ନାତୁଣୀର ରାଗ ଥଣ୍ତା କରିବାକୁ କ’ଣ କରନ୍ତି ବିଗ୍‌ ବି ଅମିତାଭ୍‌ ?

ନିକଟରେ ପପୁଲାର୍‌ ଶୋ’ ‘କୋନ୍‌ ବନେଗା କରୋଡପତି’ ରେ ଅମିତାଭ୍‌ ଆରାଧ୍ୟାଙ୍କ ସହ ବିତାଇଥିବା କିଛି ମୂଲ୍ୟବାନ ସମୟ କଥା ସମସ୍ତଙ୍କୁ କହିଛନ୍ତି ।

Special Story | Odia film Chumki
ଚୁମକି କ୍ରେଜ୍‌: କିଏ ଫଟୋ ଉଠାଉଥିଲେ ତ ଆଉ କିଏ ସେଲଫି ନେଉଥିଲେ

କିଏ ଫଟୋ ଉଠାଉଥିଲେ ତ କିଏ ସେଲଫି ନେଉଥିଲେ। ମାଳଭୂମିର ଏହି ଦୁଇ ତାରକା ବଖାଣିଥିଲେ ନିଜର ଅନୁଭୂତି। ଯାହାକୁ ପ୍ରଶଂସକ ମନଭରି ଉପଭୋଗ କରି ଉଭୟଙ୍କ ସହ ସମୟ ବିତାଇଥିଲେ...

Goodbye Comedy King
ଅଲବିଦା କମେଡି କିଙ୍ଗ୍, ଆଜି ରାଜୁ ଶ୍ରୀବାସ୍ତବଙ୍କ ଶେଷକୃତ୍ୟ

ଆଜି ହେବ କମେଡି କିଙ୍ଗ୍ ରାଜୁ ଶ୍ରୀବାସ୍ତବଙ୍କ ଶେଷକୃତ୍ୟ, ସକାଳ ସାଢ଼େ ୯ଟାରେ ଦିଲ୍ଲୀର ନିଗମବୋଧ ଘାଟରେ ହେବ ଅନ୍ତ୍ୟେଷ୍ଟି ।

raju sribastab
ଅଫେରା ରାଇଜରେ ଷ୍ଟାଣ୍ଡଅପ୍ କମେଡି କିଙ୍ଗ୍ : ୪୧ଦିନର ସଂଗ୍ରାମ ପରେ ୫୮ ବର୍ଷ ବୟସରେ ପରଲୋକ

ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ସହ ବହୁ କଳାକାରଙ୍କ ଶୋକ, କାଲି ଅନ୍ତିମ ସଂସ୍କାର

Tarang Cine Productions new film Mahisasura
ଦଶହରା ପାଇଁ ସଜ ହଉଚି ‘ମହିଷାସୁର’

ପୂଜା ଆସିଲେ ଚଳଚଞ୍ଚଳ ହୋଇଉଠନ୍ତି ସିନେ ଦୁନିଆ। ତରଙ୍ଗ ସିନେ ପ୍ରଡକ୍ସନ ମଧ୍ୟ ଏଥିରୁ ବାଦ ପଡିନି। ଏହି ବ୍ୟାନର୍‌ରେ ପ୍ରସ୍ତୁତ ହେଉଛି ନୂଆ ଫିଲ୍ମ ‘ମହିଷାସୁର’। ଦଶହରାରେ କହିବ ଆତଙ୍କବାଦର କାହାଣୀ।