• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Education Updates

anganwadi centre
ଅଙ୍ଗନବାଡ଼ିରେ ଚାଲିଛି ପ୍ରାଇମେରୀ ସ୍କୁଲ୍

ପ୍ରାଥମିକ ବିଦ୍ୟାଳୟ ଅଛି କିନ୍ଚୁ ଶ୍ରେଣୀ ଗୃହ ନାହିଁ.. ରାଜ୍ୟରେ ଏମିତି ଚାଲିଛି ପାଠ ପଢା

5T School
ପଦାରେ ପଡ଼ିଲା 5T ସ୍କୁଲ୍‌ର ଅସଲ ଚେହେରା; ୩୫ ପିଲାଙ୍କ ପାଇଁ ଖର୍ଚ୍ଚ ହେଉଛି ଲକ୍ଷ ଲକ୍ଷ ଟଙ୍କା!

ସ୍କୁଲରେ ପିଲା ନାହାଁନ୍ତି, ହେଲେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ରୂପାନ୍ତରୀକରଣ ହେଉଛି । ଆଉ ନୂଆ ରୂପ ପାଉ ପାଉ କମ୍ ଉପସ୍ଥାନ ଦର୍ଶାଇ ସ୍କୁଲକୁ ବନ୍ଦ କରାଯାଉଛି । ସରକାରୀ ତହବିଲରୁ ଏମିତି ଚାଲିଛି ଅର୍ଥ ଶ୍ରାଦ୍ଧ ।

class in Vacation
ଅନଲାଇନରେ ପିଲାଙ୍କ ଡାଉଟ୍‌ କ୍ଲିୟରିଂ କ୍ଲାସ୍, ମୋବାଇଲ୍ ଓ ଇଣ୍ଟରନେଟର ଦୁରୁପଯୋଗ ଚିନ୍ତା

ଖରାଛୁଟିରେ ଅନ୍ ଲାଇନ୍ ଜରିଆରେ ଡାଉଟ କ୍ଲିୟରିଂ କ୍ଲାସ୍ କରାଯାଉଥିବାରୁ ମୋବାଇଲ୍ ଓ ଇଣ୍ଟରନେଟର ଦୁରୁପଯୋଗ ପିଲାଏ କରିପାରନ୍ତି।

Education
ଲମ୍ବା ଖରାଛୁଟିକୁ ଘରେ କେମିତି କାଟିବେ ପିଲା ?

ଲମ୍ବା ଖରାଛୁଟିକୁ ଘରେ କେମିତି କାଟିବେ ପିଲା । ଛୁଟିରେ ଥାଇ ବି ପଢ଼ାମନସ୍କ କରେଇବାକୁ ହୋମୱାର୍କ ପୁସ୍ତିକା ବାଣ୍ଟିଲା ବିଭାଗ

 school election
ସାଧାରଣ ନିର୍ବାଚନ ଢାଞ୍ଚାରେ ବିଦ୍ୟାଳୟରେ ହେଲା ନିର୍ବାଚନ; ନିର୍ବାଚିତ ହେଲେ ମୁଖ୍ୟମନ୍ତ୍ରୀ, ଗଠନ ହେଲା କ୍ୟାବିନେଟ୍‌

ସାଧାରଣ ନିର୍ବାଚନ ପରି ପ୍ରାର୍ଥୀ ଚୟନ ପାଇଁ ହେଉଥିବା ଏହି ନିର୍ବାଚନରେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଏଜେଣ୍ଟ ମାନଙ୍କ ସହ ପ୍ରିଜାଇଡିଙ୍ଗ ଏବଂ ପୁଲିଙ୍ଗ ଅଫିସରଙ୍କ ଦାୟିତ୍ୱ ତୁଲାଉଛନ୍ତି ଶିକ୍ଷକ ଶିକ୍ଷୟିତ୍ରୀ ।

  • Friday, 21 April 2023
Examinations in local languages
ସବୁ ବିଶ୍ୱବିଦ୍ୟାଳୟର କୁଳପତିଙ୍କୁ UGCର ଚିଠି; ଏଣିକି ଆଞ୍ଚଳିକ ଭାଷାରେ ପାଠପଢ଼ା

ପୁସ୍ତକ ଇଂରାଜୀ ଭାଷାରେ ହୋଇଥିଲେ ବି ଛାତ୍ରଛାତ୍ରୀ ଚାହିଁଲେ ଆଞ୍ଚଳିକ ଭାଷାରେ ପରୀକ୍ଷାରେ ଉତ୍ତର ଲେଖି ପାରିବେ । ଏନେଇ ପ୍ରୋତ୍ସାହିତ କରିବାକୁ ସମସ୍ତ କୁଳପତିଙ୍କୁ ଚିଠି ଲେଖିଛି ୟୁଜିସି ।

Summer vacation in Odisha schools from tomorrow
କାଲିଠୁ ଖରାଛୁଟି, ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲ୍‌ ଛୁଟି ଘୋଷଣା

ଆସନ୍ତାକାଲିଠୁ ଗ୍ରୀଷ୍ମକାଳୀନ ସ୍କୁଲ୍‌ ଛୁଟି ଘୋଷଣା ହୋଇଛି। ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ୍‌ ଛୁଟି ଘୋଷଣା ହୋଇଛି। 

Matric Student
ଆଶ୍ଚର୍ଯ୍ୟ!! ମାଟ୍ରିକ୍ ପରୀକ୍ଷା ଖାତା ନେଇ ପଳେଇଲେ ଛାତ୍ରୀ; ଖୋଜି ଖୋଜି ଘରେ ପହଞ୍ଚିଲେ ସାର୍‌

ମାଟ୍ରିକ୍‌ ପରୀକ୍ଷା ଦେଇ ଖାତାକୁ ଘରକୁ ନେଇଗଲେ ଛାତ୍ରୀ । ଏଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସିମୁଳିଆ ବ୍ଲକ କ୍ଷିରକୋଣା ଉପେନ୍ଦ୍ରନାଥ ସରକାରୀ ଉଚ୍ଚ ବିଦ୍ୟାଳୟରେ । ଜଣେ ଛାତ୍ରୀ ପରୀକ୍ଷା ସମୟରେ ନିଜର ଉତ୍ତର ଖାତା ଘରକୁ ନେଇଯାଇଥିବାର ସୂଚନା ମିଳିଛି

Odisha Matric Exam
ଆଶ୍ଚର୍ଯ୍ୟ!! ମାଟ୍ରିକ୍ ପରୀକ୍ଷା ଖାତା ନେଇ ପଳେଇଲେ ଛାତ୍ରୀ; ଖୋଜି ଖୋଜି ଘରେ ପହଞ୍ଚିଲେ ସାର୍‌

ମାଟ୍ରିକ ପରୀକ୍ଷା ଖାତା ଘରକୁ ନେଇ ପଳାଇଥିଲେ ଛାତ୍ରୀ । ଖାତାଦେଖା ବେଳକୁ ଛାତ୍ରୀଙ୍କ ଘରକୁ ଯାଇ ଉତ୍ତର ଖାତା ଆଣିଲେ ଶିକ୍ଷକ । ଜାଣନ୍ତୁ ପୂରା ଘଟଣା..

Odisha schools remains closed from today
ଆଜିଠୁ ପୁଣି ୨ ଦିନ ସ୍କୁଲ୍‌ ଛୁଟି, ଅଙ୍ଗନବାଡ଼ି କେନ୍ଦ୍ର ବି ବନ୍ଦ

ଆଜି ‌ଓ ଆସନ୍ତାକାଲି ବନ୍ଦ ରହିବ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ। ଅଙ୍ଗନବାଡ଼ି କେନ୍ଦ୍ର ବି ଦୁଇ ଦିନ ବନ୍ଦ ରହିବ। ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଟ୍ୱିଟ୍‌ କରି ଏହି ସୂଚନା ଦେଇଛନ୍ତି।

School Holiday Due To Heat Wave In Odisha
Breaking: ବଢ଼ିଲା ଛୁଟି ! ୧୯ ଓ ୨୦ ତାରିଖରେ ରାଜ୍ୟର ସମସ୍ତ ସ୍କୁଲ ବନ୍ଦ

ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଏହି ଛୁଟି ଘୋଷଣା କରାଯାଇଥିଲା । ସ୍କୁଲ ସହ ଅଙ୍ଗନବାଡି କେନ୍ଦ୍ର ମଧ୍ୟ ବନ୍ଦ ରହିଥିଲା ।

10 exam results
ମେ’ ଦ୍ୱିତୀୟାର୍ଦ୍ଧରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ

ତ୍ରୁଟିଶୂନ୍ୟ ରେଜଲ୍ଟ ପ୍ରକାଶ କରାଯିବା ନେଇ ପ୍ରକ୍ରିୟା ଜାରି ରହିଛି ବୋଲି ବୋର୍ଡ ସଭାପତି କହିଛନ୍ତି । ଏଥି ସହିତ ଚଳିତ ବର୍ଷ ୫ଲକ୍ଷ ୪୧ ହଜାର ୨୪୭ ପରୀକ୍ଷାର୍ଥୀ ଥିଲେ ।

school closed
ଖରା ପାଇଁ ଆଜି ଠାରୁ ସପ୍ତାହେ ସ୍କୁଲ ଛୁଟି, ଏହି ସରକାର କଲେ ଘୋଷଣା

ତାପମାତ୍ରା ବୃଦ୍ଧି ପାଉଥିବାରୁ ପଶ୍ଚିମବଙ୍ଗରେ ଆଜି ଠାରୁ ସପ୍ତାହେ ପର୍ଯ୍ୟନ୍ତ ସ୍କୁଲ ବନ୍ଦ ରହିବ ।

odisha school
ଆଜିଠୁ ସ୍କୁଲରେ ପାଠପଢ଼ା ଆରମ୍ଭ

ସମ୍ବଲପୁର ଜିଲ୍ଲାରେ ଆଉ ୨ ଦିନ ସ୍କୁଲ ବନ୍ଦ ରହିବ । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସମ୍ବଲପୁରରେ ଛୁଟି ଅବଧି ବଢାଇଛି ଜିଲ୍ଲା ପ୍ରଶାସନ ।

Odisha schools to reopen from April 17
କାଲିଠୁ ପୁଣି ଖୋଲିବ ସ୍କୁଲ୍

ଆସନ୍ତାକାଲିଠୁ ପୁଣି ସ୍ୱାଭାବିକ ହେବ ସ୍କୁଲ୍‌ ପାଠପଢ଼ା। ୧୭ରୁ ସ୍କୁଲ୍‌ ଖୋଲିବା ନେଇ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

special story
ଦିନେ ୟୁଟ୍ୟୁବ୍‌ ଚ୍ୟାନେଲ ଖୋଲି ପିଲାଙ୍କୁ ପଢ଼ାଉଥିଲେ, ଏବେ ୧୯୦୦୦ କର୍ମଚାରୀ ରଖିଛନ୍ତି

ଦେଶର ମାନ୍ଦାବସ୍ଥା ଅନେକଙ୍କୁ ଡୁବାଇ ଦେଇଥିବା ବେଳେ ଫିଜିକ୍ସ ୱାଲା ପାଇଁ ନୂଆ ସୁଯୋଗ ସୃଷ୍ଟି କରିଥିଲା ।

Regularization of contractual Teachers
ରାଜ୍ୟରେ ନିୟମିତ ହେବେ ଚୁକ୍ତିଭିତ୍ତିକ ଶିକ୍ଷକ

ନିୟମିତ ହେବା ଦାବିରେ ୧୩ ଦିନ ହେବ ଧାରଣାରେ ବସିଥିଲେ। 

Salary oriented short term courses under 50 thousand rupees
Career Tips: କମ୍ ଟଙ୍କାରେ କରନ୍ତୁ ଏହି କୋର୍ସ; ପ୍ରଥମ ଦରମା ୩୦ ହଜାର ଉପରେ

ଆଜିର ମହଙ୍ଗା ପାଠ୍ୟକ୍ରମ ଭିତରେ ଅଧିକାଂଶ ପିଲା ଏମିତି କିଛି ପାଠ୍ୟକ୍ରମ ଖୋଜୁଛନ୍ତି ଯାହା ପାଇଁ ଖୁବ କମ ଟଙ୍କା ଖର୍ଚ୍ଚ ହେଉଥିବ ଏବଂ ପଢା ଶେଷ ହେଉ ହେଉ କିଛି ନା କିଛି ଚାକିରି ମିଳିଯାଉଥିବ। ଏପରି ପରିସ୍ଥିତିରେ କିଛି ସର୍ଟଟର୍ମ କୋର୍ସ କିମ୍ବା ଡିପ୍ଲୋମା ପାଠ୍ୟକ୍ରମ ଉଚ୍ଚା ଦରମା ସହ ଆପଣଙ୍କ ଲକ୍ଷକୁ ସହଜ କରିବ।

Schools In Odisha Closed From Today Amid Heat Wave
ଆଜିଠୁ ସବୁ ସ୍କୁଲ୍‌ ଛୁଟି, ଅଙ୍ଗନବାଡ଼ି ବି ବନ୍ଦ ରହିବ...

ପ୍ରବଳ ଗ୍ରୀଷ୍ଣ ପ୍ରବାହ ପାଇଁ ଆଜିଠାରୁ ୧୬ ତାରିଖ ଯାଏ ରାଜ୍ୟର ସବୁ ସ୍କୁଲ୍‌କୁ ରାଜ୍ୟ ସରକାର ଛୁଟି ଘୋଷଣା କରିଛନ୍ତି। ସ୍କୁଲ୍‌ ସମେତ ଅଙ୍ଗନବାଡ଼ି କେନ୍ଦ୍ର ବି ବନ୍ଦ ରହିବ।

School Close
କାଲିଠୁ ସବୁ ସ୍କୁଲ୍‌ ଛୁଟି

କାଲିଠାରୁ ରାଜ୍ୟର ସବୁ ସ୍କୁଲ ଛୁଟି ଘୋଷଣା କରାଯାଇଛି । ଆସନ୍ତାକାଲିଠୁ ଏପ୍ରିଲ ୧୬ ପର୍ଯ୍ୟନ୍ତ ସବୁ ସ୍କୁଲ ଛୁଟି ରହିବ । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଏହି ଛୁଟି ଘୋଷଣା କରାଯାଇଛି । ସ୍କୁଲ ସହ ଅଙ୍ଗନବାଡି କେନ୍ଦ୍ର ମଧ୍ୟ ବନ୍ଦ ରହିବ ବୋଲି ସୂଚନା ଦିଆଯାଇଛି ।

School Close
କାଲିଠୁ ସବୁ ସ୍କୁଲ୍‌ ଛୁଟି

ଆସନ୍ତାକାଲିଠୁ ଏପ୍ରିଲ ୧୬ ପର୍ଯ୍ୟନ୍ତ ସବୁ ସ୍କୁଲ ଛୁଟି ରହିବ ।

PLus 2 Exam
ଆଜିଠୁ ଯୁକ୍ତ ଦୁଇ ପ୍ରଥମ ପର୍ଯ୍ୟାୟ ଖାତାଦେଖା

ମେ’ ୭ ରେ ଖାତା ଦେଖା ସରିବା ପରେ ଆରମ୍ଭ ହେବ ଟେବୁଲେସନ । ମେ’ ଶେଷ ସୁଦ୍ଧା ଫଳାଫଳ ପ୍ରକାଶ ପାଇବା ସମ୍ଭାବନା ଥିବା ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ।

college
ରାଜ୍ୟର ଉଚ୍ଚ ଶିକ୍ଷାନୁଷ୍ଠାନରୁ ମୁହଁ ମୋଡୁଛି ନାକ୍ ! କାୟା ବଢୁଛି ହେଲେ ଗୁଣବତ୍ତା କମୁଛି

ଉପାନ୍ତରୁ ଉପକୂଳ ଯାଏ ନାକ୍ ମାନ୍ୟତାପ୍ରାପ୍ତ ଡିଗ୍ରୀ କଲେଜ ସଂଖ୍ୟା ନିରୁତ୍ସାହଜନକ । ଖାଲି କଲେଜ ନୁହେଁ ଅଗ୍ରଣୀ ବିଶ୍ୱବିଦ୍ୟାଳୟଗୁଡିକ ବି ନାକ୍ ମାନ୍ୟତାରୁ ବାଦ ପଡୁଛନ୍ତି। ଯାହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ଶିକ୍ଷାବିତ।...

  • Sunday, 09 April 2023
college
ରାଜ୍ୟର ଉଚ୍ଚ ଶିକ୍ଷାନୁଷ୍ଠାନରୁ ମୁହଁ ମୋଡୁଛି ନାକ୍ ! କାୟା ବଢୁଛି ହେଲେ ଗୁଣବତ୍ତା କମୁଛି

ଉପାନ୍ତରୁ ଉପକୂଳ ଯାଏ ନାକ୍ ମାନ୍ୟତାପ୍ରାପ୍ତ ଡିଗ୍ରୀ କଲେଜ ସଂଖ୍ୟା ନିରୁତ୍ସାହଜନକ । ଖାଲି କଲେଜ ନୁହେଁ ଅଗ୍ରଣୀ ବିଶ୍ୱବିଦ୍ୟାଳୟଗୁଡିକ ବି ନାକ୍ ମାନ୍ୟତାରୁ ବାଦ ପଡୁଛନ୍ତି। ଯାହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ଶିକ୍ଷାବିତ।...

  • Sunday, 09 April 2023
jojanara Na Hariloot
ରାଜ୍ୟରେ ମାଳ ମାଳ ନକଲି ଶିକ୍ଷକ ! ଆରଟିଆଇରୁ ଧରାପଡ଼ିଲା ସାଂଘାତିକ ସତ

ଆରଟିଆଇରୁ ସତ ଧରାପଡିବା ପରେ ଜିଲ୍ଲା ପ୍ରକଳ୍ପ ସଂଯୋଜକ ବା DPCଙ୍କୁ ଓସେପା ପକ୍ଷରୁ ଚିଠି ହୋଇଛି । ୪ ଶିକ୍ଷକଙ୍କ ବିରୋଧରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ପାଇଁ ଲେଖାଯାଇଛି।