ରାଜଧାନୀର ଶୈଳଶ୍ରୀ ବିହାରରେ ଘରେ ପଶି ମା-ଝିଅଙ୍କୁ ଛୁରାମା଼ଡ ଘଟଣାରେ ଅଭିଯୁକ୍ତ ରୂପେଶ ପଣ୍ଡା ଗିରଫ । ତେବେ କେମିତି କରିଥିଲା ମାଷ୍ଟର ପ୍ଲାନ ସେ ସଂପର୍କରେ ସୂଚନା ଦେଇଛନ୍ତି ପୋଲିସ ଡିସିପି ଉମାଶଙ୍କର ଦାସ
ଫିଟନେସ୍ ସାର୍ଟିଫିକେଟରେ ଦସ୍ତଖତ କରିବାକୁ ଲାଞ୍ଚ ମାଗୁଛନ୍ତି ଡାକ୍ତର ବାବୁ । ତେଲକୋଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଫିଟନେସ ସାର୍ଟିଫିକେଟ ଦେବା ପାଇଁ ଜଣେ ଆୟୁଷ ଡାକ୍ତର ୨୦୦ଟଙ୍କା ଲାଞ୍ଚ ନେଉଥିବାର ଦୁଇଟି ଭିଡିଓ ଭାଇରଲ ହେଉଛି । ଆଉ ଏହି ଭିଡିଓକୁ ନେଇ ବର୍ତ୍ତମାନ ଚର୍ଚ୍ଚା ଚାଲିଛି ।
ମାସେ ପୂର୍ବରୁ ୨ ଅଭିଯୁକ୍ତ ଲୁଟ୍ ପାଇଁ ପ୍ଲାନ୍ କରିଥିଲେ। ଏଥିପାଇଁ ଛୁରୀ, ଖେଳନା ବନ୍ଧୁକ ଓ ଝିଅଙ୍କ ଡ୍ରେସ୍ କିଣିଥିଲେ। ୧ ତାରିଖ ସକାଳେ ଅନ୍ୟତ୍ର ଯାଇ ଅଭିଯୁକ୍ତ ଝିଅ ଡ୍ରେସ୍ ପିନ୍ଧିଥିଲେ। ସେଠାରୁ ଏକ ଅଟୋ ଯୋଗେ ଅଭିଯୁକ୍ତ ସମ୍ପୃକ୍ତ ପଡ଼ୋଶୀଙ୍କ ଘରକୁ ଯାଇଥିଲେ।
ରାଜଧାନୀରେ ପୋଲିସକୁ ଡରୁ ନାହାନ୍ତି ଦୁର୍ବୃତ୍ତ । ଦିନ ହେଉ କି ରାତି, ଘରେ ପଶି ଖେଳାଉଛନ୍ତି ଆତଙ୍କ । ଏଭଳି ଦୁଇ ଦୁର୍ବୃତ୍ତଙ୍କ ଭିଡିଓ ଭାଇରାଲ ହୋଇଛି ।
ମନରେଗାରେ ମହାଦୁର୍ନୀତି । ଟଙ୍କାଟିଏ ଖର୍ଚ୍ଚ ନକରି ଲକ୍ଷାଧିକ ଟଙ୍କା ହରିଲୁଟ ହୋଇଛି । ଜିଲ୍ଲାପାଳଙ୍କ ନିକଟରେ ଏନେଇ ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା। ଏହି ଅଭିଯୋଗ ଆସିଛି ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସିଙ୍ଗାରି ପଞ୍ଚାୟତରୁ।
ମୁଣ୍ଡ ଉପରେ ଲକ୍ଷାଧିକ ଟଙ୍କାର ଋଣ ଭାର । ପ୍ରତିଦିନ ଧାର ଟଙ୍କା ମାଗିବାକୁ ଲୋକେ ଘରକୁ ଆସୁଥିଲେ । ମାନସିକ ଦୁଶ୍ଚିନ୍ତା ଏତେ ହୋଇଥିଲା ଯେ, ଶେଷରେ ସ୍ତ୍ରୀ ଓ ପୁଅକୁ ହତ୍ୟା କରିଥିଲେ ସ୍ୱାମୀ ।
ମହାଲିଙ୍ଗ କଲେଜ ହଷ୍ଟେଲ୍ରେ ତନାଘନା । କଲେଜର ଯୁକ୍ତ ଦୁଇ ଓ ଯୁକ୍ତ ତିନି ଲେଡିଜ୍ ହଷ୍ଟେଲରେ ଆରମ୍ଭ ହୋଇଛି ପ୍ରଶାସନିକ ତଦନ୍ତ । ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ବିବାଦୀୟ ହୋଇପଡିଥିବା ମହାଲିଙ୍ଗ କଲେଜର ଏହି ୨ଟି ଲେଡିଜ ହଷ୍ଟେଲରେ ହେଉଛି ତନାଘନା ।
ଲୁଟ ପାଇଁ ହୋଇଥିଲା ମା ଝିଅଙ୍କୁ ଆକ୍ରମଣ । ରୂପେଶଠାରୁ ନିଜକୁ ରକ୍ଷା କରିବା ଚେଷ୍ଟାରେ ମା ଝିଅ ମଧ୍ୟ ଅଭିଯୁକ୍ତ ରୂପେଶକୁ ଆଟାକ କରିଥିବା ପୋଲିସ କହିଛି ।
ଭୁବନେଶ୍ୱର ଡବଲ ମର୍ଡର ଘଟଣାର ବଡ଼ ଖୁଲାସା । ହତ୍ୟା ପଛରେ ଆର୍ଥିକ ସମସ୍ୟା ଆଉ ଋଣ ବୋଝ । ପରିବାରରେ ଆର୍ଥିକ ସମସ୍ୟା ଥିବାରୁ ନିଜ ସ୍ତ୍ରୀ ଓ ପୁଅକୁ ହତ୍ୟା କଲା ସ୍ୱାମୀ ।
ନାଁ ରାମଚନ୍ଦ୍ର ଜେନା । ବାପାଙ୍କ ନାଁ କେତେବେଳ ଖଗେଶ୍ୱର ଜେନା ତ କେତେବେଳ ବୈଷ୍ଣବ ଜେନା ପୁଣି ଆଉ କେତେବେଳେ ନାରାୟଣ ଜେନା । ଟଙ୍କା ଲୋଭରେ ବଦଳାଇ ଦେଲେ ବାପାଙ୍କ ନାଁ । ତହସିଲଦାରଙ୍କ ତିନି ଜଣ ବାପା । ଆମେ ନୁହେଁ, ତାଙ୍କ ପାନ୍ କାର୍ଡ଼ ହିଁ ଏହା ଦର୍ଶାଉଛି ।
ତାଙ୍କ ନାଁରେ ଥିଲା ଦୁଇଟି ଭିଜିଲାନ୍ସ କେସ୍ । ତଥାପି ସେ ଦୁର୍ନୀତି ଛାଡିପାରୁନଥିଲେ । ଏବେ ପୁଣିଥରେ ଏହି ଦୁର୍ନୀତିଗ୍ରସ୍ତ ତହସିଲଦାରଙ୍କୁ ମାଡିବସିଛି ଭିଜିଲାନ୍ସ । ନିଜ ସାନଭାଇ ପାଖରେ ରଖୁଥିଲେ କଳାଟଙ୍କା ।
ଭିଜିଲାନ୍ସ ଜାଲରେ ରାମ-ଲକ୍ଷ୍ମଣ । ନିମାପଡ଼ା ତହସିଲଦାର ରାମଚନ୍ଦ୍ର ଜେନା ଗିରଫ । ରାମଚନ୍ଦ୍ରଙ୍କ ଭାଇ ଲକ୍ଷ୍ମଣ ଜେନାଙ୍କୁ ମଧ୍ୟ ଗିରଫ କରାଯାଇଛି । ଉଭୟ ରାମଚନ୍ଦ୍ର ଓ ଲକ୍ଷ୍ମଣଙ୍କୁ ଗିରଫ କରିଛି ଭିଜିଲାନ୍ସ । ଦୁଇ ଭାଇଙ୍କ କଳା କାରବାର ସଂପର୍କରେ ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି ।
ରାଜଧାନୀରେ ଚାଂଚଲ୍ୟ। ତମାଣ୍ଡୋ ଅଂଚଳରେ ହୋଇଛି ଡବଲ ମର୍ଡର। ସୂଚନା ଅନୁସାରେ, ତମାଣ୍ଡୋ ତମାଣ୍ଡୋ ଥାନା ନାରଗଦା ଅଞ୍ଚଳରେ ଡବଲ ମର୍ଡର ହୋଇଛି। ୧୦ ବର୍ଷର ପୁଅ ଓ ସ୍ତ୍ରୀକୁ ସ୍ୱାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି
ନାଁ ରାମଚନ୍ଦ୍ର ଜେନା । ବାପାଙ୍କ ନାଁ କେତେବେଳ ଖଗେଶ୍ୱର ଜେନା ତ କେତେବେଳ ବୈଷ୍ଣବ ଜେନା ପୁଣି ଆଉ କେତେବେଳେ ନାରାୟଣ ଜେନା । ଟଙ୍କା ଲୋଭରେ ବଦଳାଇ ଦେଲେ ବାପାଙ୍କ ନାଁ । ତହସିଲଦାରଙ୍କ ତିନି ଜଣ ବାପା । ଆମେ ନୁହେଁ, ତାଙ୍କ ପାନ୍ କାର୍ଡ଼ ହିଁ ଏହା ଦର୍ଶାଉଛି ।
ଜଣଙ୍କ ନାଁରେ ଗୋଟିଏ କି ଦୁଇଟି ନୁହେଁ ପାଞ୍ଚ ପାଞ୍ଚଟି ପାନ୍ କାର୍ଡ । ପାନ୍ କାର୍ଡରେ ନାଁ ସମାନ ରହିଥିଲେ ମଧ୍ୟ ନମ୍ବର ଅଲଗା ଅଲଗା ରହିଛି । ପୁରୀ ନିମାପଡା ତହସିଲଦାର ରାମଚନ୍ଦ୍ର ଜେନାଙ୍କଙ୍କ ସମ୍ପତ୍ତି ଯାଞ୍ଚ ବେଳେ ଏଭଳି ଚାଞ୍ଚଲ୍ୟକର ତଥ୍ୟ ମିଳିଛି
ଆଇନଶୃଙ୍ଖଳାର ଧଜ୍ଜିଆ ଉଡ଼ାଇ ରାଜଧାନୀରେ ଉତୁପାତିଆଙ୍କ ଆତଙ୍କ । ମାରୁଛନ୍ତି, ହାଣୁଛନ୍ତି, ସୁଟିଂ କରି ସୋସିଆଲ୍ ମିଡ଼ିଆରେ ବନାଉଛନ୍ତି ରିଲ୍ ।ଶୈଳଶ୍ରୀ ବିହାରରେ ମହିଳାବେଶି ଯୁବକଙ୍କ ଛୁରାମାଡ଼ ଅଭିଯୋଗ। ରାଜଧାନୀରେ କ୍ରମାଗତ ବଢୁଥିବା ଅପରାଧକୁ ନେଇ ବରିଷ୍ଠ ନାଗରିକଙ୍କ ଚିନ୍ତା ।
ରାଜଧାନୀରେ ଚାଞ୍ଚଲ୍ୟ । ଭୁବନେଶ୍ୱରରେ ଘରେ ପଶି ମାଆ, ଝିଅଙ୍କୁ ଛୁରାମାଡ଼ । ଚନ୍ଦ୍ରଶେଖରପୁର ଥାନା ଶୈଳଶ୍ରୀ ବିହାର ଅଞ୍ଚଳରେ ଛୁରାମାଡ଼ ହୋଇଥିବା ଅଭିଯୋଗ ହୋଇଛି ।
ରାଜଧାନୀରେ ଚାଞ୍ଚଲ୍ୟ । ଭୁବନେଶ୍ୱରରେ ଘରେ ପଶି ମାଆ, ଝିଅଙ୍କୁ ଛୁରାମାଡ଼ । ଚନ୍ଦ୍ରଶେଖରପୁର ଥାନା ଶୈଳଶ୍ରୀ ବିହାର ଅଞ୍ଚଳରେ ଛୁରାମାଡ଼ ହୋଇଥିବା ଅଭିଯୋଗ ହୋଇଛି । ପଡ଼ୋଶୀ ଘରର ଯୁବକ ଘରେ ପଶି ଛୁରାମାଡ଼ କରିଛି ।
କୁବେର କନେଷ୍ଟବଳଙ୍କ ୨୧୧ଗୁଣା ଅଧିକ ସମ୍ପତ୍ତି । ବହିଷ୍କୃତ କନଷ୍ଟେବଳ ପ୍ରସନ୍ନ କୁମାର ବେହେରାଙ୍କ ଅମାପ ସମ୍ପତ୍ତିର ଗୁମର ଖୋଲୁଛି । ତାଙ୍କ ଠାରୁ ପ୍ରାୟ ୭କୋଟିର ଆୟ ବର୍ହିଭୂତ ସମ୍ପତ୍ତି ଠାବ କରାଯାଇଛି । ଭିଜିଲାନ୍ସ ବିଭାଗ ପକ୍ଷରୁ ଦିଆ ଯାଇଥିବା ପ୍ରେସନୋଟ୍ ଅନୁଯାୟୀ, ପ୍ରସନ୍ନଙ୍କ ଠାରୁ ୬ କୋଟି ୯୭ ଲକ୍ଷ ୧୫ ହଜାର ଟଙ୍କାର ଆୟ ବର୍ହିଭୂତ ସମ୍ପତ୍ତି ଠାବ କରାଯାଇଛି
କୁବେର କନେଷ୍ଟବଳଙ୍କ ୨୧୧ଗୁଣା ଅଧିକ ସମ୍ପତ୍ତି । ବହିଷ୍କୃତ କନଷ୍ଟେବଳ ପ୍ରସନ୍ନ କୁମାର ବେହେରାଙ୍କ ଅମାପ ସମ୍ପତ୍ତିର ଗୁମର ଖୋଲୁଛି । ତାଙ୍କ ଠାରୁ ପ୍ରାୟ ୭କୋଟିର ଆୟ ବର୍ହିଭୂତ ସମ୍ପତ୍ତି ଠାବ କରାଯାଇଛି । ଭିଜିଲାନ୍ସ ବିଭାଗ ପକ୍ଷରୁ ଦିଆ ଯାଇଥିବା ପ୍ରେସନୋଟ୍ ଅନୁଯାୟୀ, ପ୍ରସନ୍ନଙ୍କ ଠାରୁ ୬ କୋଟି ୯୭ ଲକ୍ଷ ୧୫ ହଜାର ଟଙ୍କାର ଆୟ ବର୍ହିଭୂତ ସମ୍ପତ୍ତି ଠାବ କରାଯାଇଛି
ବହୁ ଚର୍ଚ୍ଚିତ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ମାମଲାରେ ବ୍ୟବହୃତ ଜେସିବି ଓ ସ୍କୁଟିକୁ ଜବତ କରି ଥାନାକୁ ଆଣିଛି ପୋଲିସ। ମହାଲିଙ୍ଗରୁ ଏହି ଦୁଇ ଗାଡ଼ିକୁ ଜବତ କରି ସିନ୍ଧେକେଲା ଥାନାକୁ ଅଣାଯାଇଛି। ମମିତାଙ୍କୁ ହତ୍ୟା କରିବା ପରେ ଗୋବିନ୍ଦ ସାହୁ ଶବ ପୋତିବାକୁ ଏହି ଜେସିବି ବ୍ୟବହାର କରିଥିଲା।
ବହୁ ଚର୍ଚ୍ଚିତ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ମାମଲାରେ ବ୍ୟବହୃତ ଜେସିବି ଓ ସ୍କୁଟିକୁ ଜବତ କରି ଥାନାକୁ ଆଣିଛି ପୋଲିସ। ମହାଲିଙ୍ଗରୁ ଏହି ଦୁଇ ଗାଡ଼ିକୁ ଜବତ କରି ସିନ୍ଧେକେଲା ଥାନାକୁ ଅଣାଯାଇଛି
ରାଜ୍ୟରେ ଥମୁନି ଡ୍ରଗ୍ସ କାରବାର । ମୟୂରଭଂଜ ଜିଲ୍ଲା ଉଦଳା ଥାନା ଯଇଦା ଗାଁରେ ଚଢ଼ାଉ କରି ଅବକାରୀ ବିଭାଗ ଓ ସ୍ପେସାଲ ସ୍କ୍ୱାର୍ଡ ଲକ୍ଷାଧିକ ଟଙ୍କାର ଡ୍ରଗ୍ସ ଜବତ କରିଛି । ଅଭିଯୁକ୍ତ ରଜତ କୁମାର କରକୁ ମଧ୍ୟ ଗିରଫ କରିଛି ମିଳିତ ଟିମ୍
ସ୍ତ୍ରୀଙ୍କୁ ଖୋଜାଖୋଜି କରି ନପାଇବା ପରେ ମଳୟ ଭୁବନେଶ୍ୱର ଜିଆରପିରେ ଅଭିଯୋଗ କରିଥିଲେ ମଧ୍ୟ ଜିଆରପିରେ ଏତଲା ନ ରଖିବାରୁ ମହିଳାଙ୍କ ବାପଘର ଲୋକେ ସମ୍ବଲପୁର ଜିଆର୍ପିରେ ଅଭିଯୋଗ କରିଛନ୍ତି।
ଯୁବକଙ୍କୁ ଗୁଳିମାଡ଼ ପରେ ଭୁଜାଲିରେ ହାଣି ହତ୍ୟା। ବାଲେଶ୍ୱରରେ ସଦର ଥାନା କୁରୁଡ଼ା ଛକରେ ବିଚ୍ ରାସ୍ତାରେ ଏପରି ଜଘନ୍ୟ ହତ୍ୟାକାଣ୍ଡ ଘଟିଛି । ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହତ୍ୟା କରିଛନ୍ତି କିଛି ଦୁର୍ବୃତ୍ତ । ଶୁଣନ୍ତୁ ପୂରା ଖବର ...