Advertisment

ଜେଲର ଗ୍ରିଲ କାଟି କଏଦୀ ଫେରାର

ଗ୍ରିଲ କାଟି ଜେଲ ଭିତରୁ କଏଦୀ ଫେରାର । କନ୍ଧମାଳ ଜିଲ୍ଲା ବାଲିଗୁଡା ସବ ଜେଲରେ ଘଟିଛି ଏହି ଘଟଣା । ଜଣେ କଏଦୀ ସମସ୍ତଙ୍କୁ ଚକମା ଦେଇ ଫେରାର ହୋଇଯାଇଛି

author-image
Otv Khabar Bureau
ଅଦ୍ୟତନ ହୋଇଛି

ଗ୍ରିଲ କାଟି ଜେଲ ଭିତରୁ କଏଦୀ ଫେରାର । କନ୍ଧମାଳ ଜିଲ୍ଲା ବାଲିଗୁଡା ସବ ଜେଲରେ ଘଟିଛି ଏହି ଘଟଣା । ଜଣେ କଏଦୀ ସମସ୍ତଙ୍କୁ ଚକମା ଦେଇ ଫେରାର ହୋଇଯାଇଛି 

Advertisment
Kandhamal Prisoner
Advertisment
Advertisment