ପେଟ୍ରୋଲ୍ ପମ୍ପରୁ ଚୋରି । କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ିର ଏକ ପେଟ୍ରୋଲ ପମ୍ପରେ ଜଣେ ଚୋର ଦିନ ଦ୍ଵିପହରରେ ଗାଡି ଭିତରେ ଥିବା ମୋବାଇଲକୁ ଅତି ସତର୍କତାର ସହ ଚୋରି କରି ଚମ୍ପଟ ମାରୁଥିବାର ଦେଖିବାକୁ ମିଳିଛି ।
PWD ବିଭାଗର କନିଷ୍ଠ ଯନ୍ତ୍ରୀଙ୍କ ଘରେ ରେଡ୍ ମାରିଲା #ACB । ଆଉ ରେଡ୍ର ଖବର ପାଇ ପାଇଖାନା ପାଇପ୍ ଭିତରେ ୫୦୦ ଟଙ୍କିଆ ବିଡ଼ା ପୂରାଇ ଦେଲେ ସରକାରୀ ବାବୁ...ଆଉ ତା'ପରେ ଯେତେ କାଢିଲେ ସରିବାର ନା ଧରିଲା ନାହିଁ ଟଙ୍କା...ଦେଖନ୍ତୁ ଏହି ଭିଡ଼ିଓ
ଦିନ ବେଳେ ପେଟ୍ରୋଲ ପମ୍ପରେ ଲୋକ ଅଛନ୍ତି । ସତର୍କତାର ସହ ଚୋର ଆସିଲା । ଚୋରି କଲା । କେହି ଦେଖିପାରିଲେନି । କିନ୍ତୁ ଧରିଛି ସିସିଟିଭି ।
ପଦାରେ ପଡ଼ିଲା ରସିକିଆ ସ୍ୱାମୀର କଳା କାରନାମା। ଏକାଧିକ ଯୁବତୀଙ୍କୁ ବିବାହ କରି ଅଲଗା ଅଲଗା ରଖିଥିଲା। କେହି କାହା ବିଷୟରେ ଜାଣିନଥିଲେ। ଯେତେବେଳେ ଜାଣିଗଲେ, ସ୍ୱାମୀର ଅକଲ ଗୁଡ଼ୁମ।
ତେବେ ଉଭୟଙ୍କୁ କେଉଁଠିକୁ ଓ କାହିଁକି ନିଆଗଲା ସେ ସମ୍ପର୍କରେ ଜଣାପଡ଼ିନି। ଗତକାଲିଠୁ ଯୁବତୀ ଜଣକ ଜଣେ ଯୁବକଙ୍କୁ ନିଜ ସ୍ୱାମୀ ଦାବି କରି ଧାରଣାରେ ବସିଛନ୍ତି।
ସୁରତର ଏକ କଫି ସପରେ ପ୍ରବାସୀ ଓଡ଼ିଆ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ। ମୃତକ ହେଲେ ଓଡ଼ିଶାର ମଧୁସ୍ମିତା ସାହୁ। ଅଚେତ ଅବସ୍ତାରେ ଥିବା ବେଳେ ମଧୁସ୍ମିତାଙ୍କୁ ମେଡିକାଲ ନେଇଥିଲେ ତାଙ୍କ ସାଙ୍ଗରେ ଥିବା ଛାତ୍ରୀ।
ରିଷ୍ଟ ଖଣ୍ଡନ କଥା କହିଲେ, ଲକ୍ଷାଧିକ ଟଙ୍କାର ଗହଣା ଲୁଟ୍ କରିନେଲେ ଦୁର୍ବୃତ୍ତ, ଜାଣନ୍ତୁ କଣ ରହିଛି ଘଟଣା
ଶବକୁ ବ୍ୟବଚ୍ଛେଦ ଲାଗି ପଠାଇ ପୋଲିସ ଘଟଣାର ଛାନଭିନ କରୁଛି ସେପଟେ ଅଭିଯୁକ୍ତ ଧରାନପିଡିବା ଯାଏଁ ପରିବାର ଲୋକେ ଶବ ଗ୍ରହଣ କରିବେନି ବୋଲି କହିଛନ୍ତି।
ମାଆ ଅଣ୍ଡା ତରକାରୀ କରି ନ ଦେବାରୁ ଧାରୁଆ ଅସ୍ତ୍ରରେ ମା’କୁ ଆକ୍ରମଣ କରି ମାରି ଦେଲା ପୁଅ ।
ଜଣେ ମହିଳା ଚାଲି ଚାଲି ଯାଉଥିବା ବେଳେ ତାଙ୍କୁ ଅଟକାଇଥିଲେ ଦୁଇ ଜଣ। ସେଇ ଦୁଇ ଜଣ ମହିଳାଙ୍କୁ ତାଙ୍କ ଭବିଷ୍ୟତ ବିଷୟରେ ନାନା କଥା କହିବା ସହ ବହୁତ ଅସୁବିଧା ଥିବା ଜଣାଇଥିଲେ।
ଅଣ୍ତା ତରକାରୀକୁ ନେଇ ହତ୍ୟାକାଣ୍ତ । ମାଆ ଅଣ୍ଡା ତରକାରୀ କରି ନ ଦେବାରୁ ଧାରୁଆ ଅସ୍ତ୍ରରେ ମା’କୁ ଆକ୍ରମଣ କରି ମାରି ଦେଲା ପୁଅ ।
OCAC ସିଇଓଙ୍କ ହ୍ୱାଟ୍ସଆପ୍ ହ୍ୟାକ୍ କରି ଟଙ୍କା ଲୁଟିବା ଘଟଣା଼ ପଛରେ ନାଇଜେରିଆ ଗ୍ୟାଙ୍ଗର ସମ୍ପୃକ୍ତି ନେଇ ସ୍ପଷ୍ଟ ହୋଇଥିଲା। ତେବେ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଦିଲ୍ଲୀ ପୋଲିସ୍ ବେଙ୍ଗାଲୁରୁରୁ ଗିରଫ କରିଛି।
ଡାକ୍ତର ଡିମ୍ପଲ ଓ ଡାକ୍ତର ସସ୍ମିତଙ୍କ ସାହାନାଇ ବାଜିବାର ଥିଲା। ସେଥିପାଇଁ ଡାକ୍ତର ଡିମ୍ପଲ କନ୍ୟା ବେଶରେ ସଜେଇ ହୋଇଥିଲେ। ହେଲେ ନିର୍ଦ୍ଧାରିତ ସମୟ ଭିତରେ କନ୍ୟା ଘରେ ପହଞ୍ଚି ନଥିଲା ବର।
ଗତ ୧୯ ତାରିଖ ରାତିରେ ଶିଶୁଟି ଜନ୍ମ ପରେ ୨୦ ତାରିଖ ସକାଳେ ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଥିଲା। ଯାହାର ସିସିଟିଭିର ଚିତ୍ର ବି ସାମ୍ନାକୁ ଆସିଥିଲା।
ବାଳ ସୁଧାର ଗୃହରୁ ୬ ଚମ୍ପଟ । ବ୍ରହ୍ମପୁର ବାଳ ସୁଧାର ଗୃହରୁ ଆସିଛି ଏ ଖବର । ସୁଧାର ଗୃହର ଝରକା ରେଲିଂ ତାଡ଼ି ଭୋର ୪ଟାରୁ ଚମ୍ପଟ ୬ ଜଣ ।
ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ନବଜାତ ଶିଶୁକନ୍ୟା ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ନବଜାତ ଶିଶୁର ବାପା ଥାନାରେ ଅଭିଯୋଗ କରିଥିଲେ ।
ମମିତା ସନସାଇନ୍ ସ୍କୁଲରେ ଶିକ୍ଷୟିତ୍ରୀ ଥିଲେ, ସେହି ସ୍କୁଲର ପରିଚାଳନା କମିଟି ସଭାପତି ଗୋବିନ୍ଦ ସାହୁ ଥିଲେ। ଏହି କଥାକୁ କୋର୍ଟରେ ଠୋସ୍ ପ୍ରମାଣ ସହ ଯୁକ୍ତି ବାଢ଼ିବାକୁ ଏହି ହ୍ୟାଣ୍ଡରାଇଟିଂ ଟେଷ୍ଟ କରାଯିବ।
ସରକାରୀ ମେଡ଼ିକାଲରୁ ପୁଣି ପିଲା ଚୋରି ! ପୋଲିଓ ଟିକା ଆଳରେ ନବଜାତକୁ ଚୋରି ଅଭିଯୋଗ, ଆଈ ଆଡ଼କୁ ଅଙ୍ଗୁଳି ଉଠାଇଲେ ଜେଜେ ମାଆ
ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ତ୍ରୀ ଓ ପ୍ରସୂତି ବିଭାଗର ଦୁର୍ଭାଗ୍ୟଜନକ ଘଟଣା । ଗର୍ଭଯନ୍ତ୍ରଣା ସହି ଯେଉଁ ପିଲାକୁ ଦୁନିଆକୁ ଆଣିଥିଲା ମା, ସେହି ପିଲାକୁ ଚୋରି କରି ନେଇଗଲା ଚୋର । ଜନ୍ମ ହେବାର କେଇଘଣ୍ଟା ଭିତରେ ଚୋରି ହୋଇଗଲା ପିଲା । ଅର୍ଥାତ କାଲି ଜନ୍ମ ଆଜି ଚୋରି ।
ଅଗଷ୍ଟ ମାସରୁ ନିର୍ଦ୍ଦେଶ ଦେଇଥିଲେ ବି ରିପୋର୍ଟ ନମିଳିବାରୁ କୋର୍ଟ କ୍ଷୁବ୍ଧ ହୋଇଛନ୍ତି। ଏନେଇ ପ୍ରତିପକ୍ଷ ରମାକାନ୍ତ ବରାଳଙ୍କ ଓକିଲ ପ୍ରବୀଣ କାନୁନଗୋ ସୂଚନା ଦେଇଛନ୍ତି।
ଭଦ୍ରକ ଏସପି ଅଫିସ୍ ପାଖରେ ଥିବା ଜୁଏଲର୍ସ ଦୋକାନକୁ ଲୁଟିଛନ୍ତି ଲୁଟେରା.. ଦୋକାନୀ ଗୋବିନ୍ଦ ସଟର ପକାଇଲା ବେଳେ ହାତରୁ ସୁନା, ରୁପା ଗହଣା ଥିବା ବ୍ୟାଗ୍ ଝାମ୍ପି ନେଇେ ଲୁଟେରା.. ବ୍ୟାଗରେ ପ୍ରାୟ ୨୨ ଲକ୍ଷ ଟଙ୍କାର ସୁନା, ରୁପା ଥିଲା..
ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ନବଜାତ ଶିଶୁକନ୍ୟାକୁ ଚୋରି କରିନେଇଥିବା ଅଭିଯୋଗ ହୋଇଛି.. ଶିଶୁଟିକୁ ଧରିବା ଆଳରେ ଚୋରି କରି ଫେରାର୍ ହୋଇଯାଇଛନ୍ତି ଜଣେ ମହିଳା.. ଏନେଇ ନବଜାତ ଶିଶୁର ବାପା ଥାନାରେ ଅଭିଯୋଗ କରିଛନ୍ତି..
ଆଜି ସକାଳେ ଜଣେ ଅଚିହ୍ନା ମହିଳା ଶିଶୁଟିକୁ ଧରିବା ବାହାନରେ, ତାକୁ ନେଇ କୁଆଡେ ଫେରାର ହୋଇଯାଇଛନ୍ତି । ଶିଶୁ ଚୋରି ସମ୍ପର୍କରେ ପରିବାର ପକ୍ଷରୁ ସଦର ଟାଉନ ଥାନାରେ ଅଭିଯୋଗ ହୋଇଛି ।
ୟା ଭିତରେ ଭାବିଲୁ ବ୍ରାଉନ୍ ସୁଗାର ଅଛି, ହେଲେ ଯାହା ଅଛି ସେ ବ୍ରାଉନ୍ ସୁଗାର ଠୁବି ମାରାତ୍ମକ। ବିଷଧର ସାପର ଜହର ହେଉଥିଲା ଚାଲାଣ।
ଗିରଫ ଅଭିଯୁକ୍ତ ହେଲେ ସମ୍ବଲପୁର ସାଖିପଡାର ରଞ୍ଜନ କୁମାର ପାଢୀ ଏବଂ ସିନ୍ଦୁରପଙ୍କ ଗାଁର କୈଳାସ ଚନ୍ଦ୍ର ସାହୁ । ଜବତ ବିଷର ଆନୁମାନିକ ବଜାର ମୂଲ୍ୟ ଦେଢ କୋଟି ଟଙ୍କା ହେବ । ଦେବଗଡ ଜିଲ୍ଲାର ସ୍ୱତନ୍ତ୍ର ପୋଲିସ ଟିମ୍ ଏହି ଚଢାଉ କରିଥିବା ସୂଚନା ମିଳିଛି ।