Khantapada Police Station
ସୋର: ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନାରେ ହରିଆଣା ପୋଲିସ ଓ ସ୍ଥାନୀୟ ବାସିନ୍ଦା ମୁହାଁମୁହିଁ। ଗତ ମାସେ ତଳେ ହରିଆଣାରେ ଗୋଟିଏ ଠକାମୀ ଘଟଣା ତଦନ୍ତ ପାଇଁ ଖନ୍ତାପଡ଼ା ଆସିଥିଲା ପୋଲିସ। ଆଜି ଖନ୍ତାପଡ଼ା ଥାନାର ଷଠୀ ଗାଁରେ ଠକାମୀ କରିଥିବା ବ୍ୟକ୍ତିର ମାଆକୁ ଥାନାକୁ ଉଠାଇ ଆଣିଥିଲା l ପରେ କିଛି ଲୋକ ହରିଆଣା ପୋଲିସ ଧସ୍ତାଧସ୍ତି କରିଥିଲେ l
Advertisment
ଖନ୍ତାପଡ଼ା ଥାନା ଭିତରେ କିଛି ଲୋକେ ହରିଆଣା ପୋଲିସକୁ ଘେରି ଯାଇଥିବା ବେଳେ ହରିଆଣା ପୋଲିସ ଲୋକଙ୍କୁ ବନ୍ଧୁକ ଦେଖାଇଥିଲା। ଖନ୍ତାପଡ଼ା ପୋଲିସ ସବୁକିଛି ଦେଖି ନିରବ ରହିଥିବା ଦେଖିବାକୁ ମିଳିଥିଲା।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)