bank fraud
ଭୁବନେଶ୍ୱର ବାପୁଜିନଗର ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ପୂର୍ବତନ ଚିଫ ମ୍ୟାନେଜର ବୀରେନ୍ଦ୍ର ପଟ୍ଟନାୟକ ଗିରଫ । ବୀରେନ୍ଦ୍ରଙ୍କ ସହ ତାଙ୍କର ଦୁଇ ସହଯୋଗୀ ଗିରଫ ହୋଇଛନ୍ତି । ଗିରଫ ଦୁଇ ସହଯୋଗୀ ହେଲେ ଫିଲଡ଼ ଅଫିସର ନରେନ୍ଦ୍ର ନାୟକ ଓ ମଧ୍ୟସ୍ଥି ପ୍ରକାଶ ବେହେରା । ତିନି ଜଣଙ୍କୁ କ୍ରାଇମବ୍ରାଞ୍ଚ EOW ଗିରଫ କରିଛି ।
Advertisment
ଜାଲ କାଗଜପତ୍ର ଜରିଆରେ ୩ କୋଟି ୬୮ଲକ୍ଷ ଠକେଇ ଅଭିଯୋଗରେ ଏମାନଙ୍କୁ ଗିରଫ କରାଯାଇଛି । ଗ୍ରାହକଙ୍କ ଡକ୍ୟୁମେଣ୍ଟକୁ ଭିତ୍ତିକରି ବ୍ୟାଙ୍କ କର୍ମଚାରୀ ଟଙ୍କା ହଡ଼ପ କରିଥିଲେ । ୨୦୧୭ ମସିହାରେ ଏହି ଠକେଇ ହୋଇଥିବା ବେଳେ ଗତ ଡିସେମ୍ବର ମାସରେ EOWରେ ଏନେଇ ଅଭିଯୋଗ ହୋଇଥିଲା ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)