ରାଜଧାନୀର ଶାସ୍ତ୍ରୀନଗର ଅଞ୍ଚଳରେ ଘଟିଥିବା ଶୁଭଶ୍ରୀ ମର୍ଡର ମାମଲାରେ ଖାରବେଳନଗର ପୋଲିସ୍କୁ ବଡ଼ ସୁରାକ
Published: Chandan Shishu
Last updated: 01 September 2022, 11:56 PM IST
ବନ୍ଧୁ ହିସାବରେ ଘରକୁ ଆସୁଥିଲା। ହଠାତ ବାହାଘର କଥା ଉଠାଇଲା। ମୁଁ ମନା କରିବାରୁ ମୋ ଝିଅକୁ ମାରିଦେଲା। ଏକ ତରଫା ପ୍ରେମ ନେଇଗଲା ଜୀବନ ।