• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Crime Updates

Drunk BSF jawan shoots toddy seller
ଖଜୁରୀ ତାଡ଼ି ପିଇଲେ ଯବାନ, ୮୦ ଟଙ୍କା ଦେଇନପାରି ଚଳାଇଲେ ୩ ରାଉଣ୍ଡ ଗୁଳି

ବ୍ୟବସାୟୀ ଜଣକ ଟଙ୍କା ମାଗିବାରୁ ଯବାନ ଜଣକ ତାଙ୍କ ସହ ପାଟିତୁଣ୍ଡ କରିଥିଲେ ।

Naba Murder Case
‘ନବଙ୍କ ମୃତ୍ୟୁ ପଛରେ ଉପକୂଳିଆ ବିଜେଡି ନେତା !!’

ନବଙ୍କ ମୃତ୍ୟୁ ପରେ ସୁବାସ ଦେଇଥିବା ମନ୍ତବ୍ୟକୁ ନେଇ ଏବେ ସରଗରମ ରାଜନୀତି। ସାମ୍ବାଦିକଙ୍କ ପ୍ରଶ୍ନରେ ସିଧାସିଧା ଉପକୂଳିଆ ନେତାଙ୍କ ପାଇଁ ନବଙ୍କ ମୃତ୍ୟୁ ହୋଇଥିବା କହିଛନ୍ତି ବିଜେପି ବିଧାୟକ। ଅବଶ୍ୟ କାହାର ନାଁ ସେ ସ୍ପଷ୍ଟ କରିନଥିଲେ ବି ଦଳର ପ୍ରଭାବଶାଳୀ ନେତା ହତ୍ୟାକାଣ୍ଡରେ ସାମିଲ ଅଛନ୍ତି ବୋଲି କହିଥିଲେ।

Instagram
ଝିଅଙ୍କ ନାଁରେ ଫେକ୍ ଆକାଉଣ୍ଟ ଖୋଲି ପଠାଉଥିଲେ ନଗ୍ନ ଛବି, ଏବେ ଧରାପଡ଼ି...

ଦୀପେଶ କୋଲି ନାମକ ଏହି ଯୁବକ ଇନ୍‌ଷ୍ଟ୍ରାଗ୍ରାମରେ ଏକ ଫେକ୍ ଆକାଉଣ୍ଟ ଖୋଲି ବିଭିନ୍ନ ମହିଳାଙ୍କୁ ଫ୍ରେଣ୍ଡ ରିକ୍ୱେଷ୍ଟ ପଠାଇଥିଲେ . . .

Minor boy rapes 58 year old woman, kills her
୧୬ ବର୍ଷ ବାଳକର ଭୟଙ୍କର କାଣ୍ଡ: ହାତ ବାନ୍ଧି ୫୮ ବର୍ଷ ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା...

୧୬ ବର୍ଷ ବାଳକର ଭୟଙ୍କର କାଣ୍ଡ। ହାତ ବାନ୍ଧି, ପାଟି ବନ୍ଦ କରି ୫୮ ବର୍ଷୀୟା ମହିଳାଙ୍କୁ ପ୍ରଥମେ ଦୁଷ୍କର୍ମ ପରେ ନିର୍ମମ ଭାବେ ହତ୍ୟା କରିଥିବା ଅଭିଯୋଗ ହୋଇଛି।

Elephant poaching accused dies in custody
କାଲି ଉଠାଇ ନେଇଥିଲେ, ଆଜି ଆସିଲା ମୃତ୍ୟୁ ଖବର...

ହାତୀ ଶିକାର ଅଭିଯୋଗରେ ବନ ବିଭାଗ ଦ୍ୱାରା ଅଟକ ବ୍ୟକ୍ତିଙ୍କ ହେପାଜତ ମୃତ୍ୟୁକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଘଟଣାକୁ ନେଇ ମୃତକଙ୍କ ପରିବାର ଓ ଗ୍ରାମବାସୀଙ୍କ ପକ୍ଷରୁ ରାସ୍ତାରୋକୋ କରାଯାଇଛି।

crime
ଠୁକରା କେ ମେରା ପ୍ୟାର୍‌ . . . ବେଦୀ ଉପରେ ବସିଥିବା କନ୍ୟାକୁ ଗୁଳି ମାରିଲା ପ୍ରେମିକ

ଧୁମଧାମରେ ବିବାହ ଚାଲିଥିବା ବେଳେ ପହଞ୍ଚିଗଲା ପ୍ରେମିକ । କନ୍ୟାକୁ ମାରିଲା ଗୁଳି . .

crime
ଚାରି ପାଞ୍ଚ ଦିନ ଧରି ଆତ୍ମହତ୍ୟା କଥା କହୁଥିଲେ, ଶେଷରେ ଜୀବନ ହାରିଦେଲେ . .

ଗାଁ ଲୋକେ ତାଙ୍କ କଥାକୁ ବିଶ୍ୱା କରୁନଥିଲେ. . .ହେଲେ ସେ ସତରେ ନିଜର ଜୀବନ ନେଇଗଲେ ।

Bombing in Baramunda
ବରମୁଣ୍ଡା ନୂଆ ବସ୍‌ଷ୍ଟାଣ୍ଡରେ ବୋମାମାଡ଼

ଭୁବନେଶ୍ୱର ବରମୁଣ୍ଡା ନୂଆ ବସ୍‌ଷ୍ଟାଣ୍ଡରେ ବୋମାମାଡ଼ ହୋଇଛି। ହୋଟେଲ୍ ଉପରକୁ ଦୁଇଟି ବୋମାମାଡ଼ ହୋଇଥିବା ଜଣାପଡ଼ିଛି।

sand mafia
ବାଲି ପାଇଁ ବାଲେଶ୍ୱରରେ ମହାଭାରତ : NGTଙ୍କ ବାରଣ ସତ୍ତ୍ୱେ ସୁବର୍ଣ୍ଣରେଖାରୁ ବାଲି ଚୋରି

ବାଲି ଚୋରା ଚାଲାଣକୁ ନେଇ ବାଲେଶ୍ୱର ଜିଲ୍ଲାରେ ମହାଭାରତ । ପ୍ରଥମେ ଉପ ଜିଲ୍ଲାପାଳଙ୍କୁ ବାଲି ମାଫିଆଙ୍କ ଆକ୍ରମଣ, ପରେ ପୋଲିସ ଓ ପ୍ରଶାସନର କଠୋର କାର୍ଯ୍ୟାନୁଷ୍ଠାନ । କିନ୍ତୁ ତା ପରେ ବି ଜିଲ୍ଲାରେ ବନ୍ଦ୍ ହୋଇନି ବେଆଇନ୍ ବାଲି କାରବାର, କି ଡରି ନାହାନ୍ତି ମୁନାଫାଖୋର ବାଲି ବ୍ୟବସାୟୀ। ସୁବର୍ଣ୍ଣରେଖା ନଦୀରୁ ବାଲି ଉତ୍ତୋଳନକୁ ଏନଜିଟି ସମ୍ପୂର୍ଣ୍ଣ ନିଷେଧ କରିଥିଲେ ବି, ଟ୍ରିବ୍ୟୁନାଲଙ୍କ ନିର୍ଦ୍ଦେଶକୁ ଫୁ କରି ନଦୀରୁ ନିରବଚ୍ଛିନ୍ନ ଭାବେ ଉଠାଯାଉଛି ବାଲି

Naba Das
ନବ ହତ୍ୟାକାଣ୍ଡକୁ ନେଇ ରାଜନୀତି ! ମୁଖ୍ୟମନ୍ତ୍ରୀ ସୁରକ୍ଷିତ ତ ? ସନ୍ଦେହରେ BJD ନେତା ଦେବାଶିଷ..

ବିରୋଧୀଙ୍କ ନିଶାନାରେ ମୁଖ୍ୟମନ୍ତ୍ରୀ । ଥାର୍ଡ ପାର୍ଟି ତଦନ୍ତ ପାଇଁ ଧର୍ମେନ୍ଦ୍ରଙ୍କ ଦାବି ।

Online App BAN
୧୩୮ ଅନଲାଇନ୍ ଜୁଆ ଆପ୍-୯୪ ଲୋନ୍ ଆପ୍ ଉପରେ କେନ୍ଦ୍ର ସରକାରଙ୍କ କାର୍ଯ୍ୟାନୁଷ୍ଠାନ !

ଏଭଳି ଆପ୍‌ ତିଆରି କରି ଚୀନ୍‌ ଭାରତୀୟଙ୍କ ମୋବାଇଲରୁ ତଥ୍ୟ ଚୋରି କରୁଥିବା ମଧ୍ୟ ଅନେକ ସମୟରେ ଅଭିଯୋଗ ହୋଇଥିଲା ।

Police DG to change SOP of PSOs
ନବ ଦାସଙ୍କ ଜୀବନ ଯିବା ପରଠୁ ନେତାଙ୍କୁ ଘାରୁଛି ଖାକି ଡର

ପ୍ରଶ୍ନ ଉଠୁଛି ଏ ସମୟରେ ପିଏସ୍ଓଙ୍କ ଭୂମିକା କଣ ରହିବା ଦରକାର?

Naba Das Murder Case
ମନ୍ତ୍ରୀ ନବଙ୍କ ହତ୍ୟା ପଛରେ ରହିଛି କି କୋଇଲା ସିଣ୍ଡିକେଟର ଷଡ଼ଯନ୍ତ୍ର ?

କୋଇଲା ମାଫିଆ, ଗୋପାଳଙ୍କୁ ଅସ୍ତ୍ର କରି ନବଙ୍କୁ ରାସ୍ତାରୁ ହଟାଇ ନାହାନ୍ତି ତ ?

Balasore
ଆକ୍ରମଣ ପରେ କାର୍ଯ୍ୟାନୁଷ୍ଠାନ

କାଲି ଉପଜିଲ୍ଲାପାଳଙ୍କୁ ଆକ୍ରମଣ କରିଥିଲେ, ଆଜି ଷଣ୍ଢୁଆସି ଆକ୍ରମଣ କଲା ପ୍ରଶାସନ। ବେଆଇନ କାମ କରିବ ତ କାର୍ଯ୍ୟାନୁଷ୍ଠାନ ହେବ

  • Saturday, 04 February 2023
politics heats up in odisha after naba das death
ମନ୍ତ୍ରୀ ନବ ଦାସ ହତ୍ୟା ପରଠୁ ହୁଲସ୍ତୁଲ୍ ପାୱାର କରିଡର୍

କାହିଁକି ଆର୍ଥିକ କାରବାର ଦିଗ ଉପରେ ଫୋକସ୍ କରିଛି ତଦନ୍ତକାରୀ ସଂସ୍ଥା ?

CRPF Jawan shoot self
ଛୁଟିରୁ ଫେରି ଯବାନଙ୍କ ଆତ୍ମହତ୍ୟା; ନିଜ A-K 47 ନେଲା ଜୀବନ

ନିଜକୁ ନିଜେ ଗୁଳି ମାରି ଟଳି ପଡ଼ିଲେ । ହେଲେ କାହିଁକି, କ’ଣ ଥିଲା କାରଣ ?

 Jayanarayan Mishra
‘ଦୈନିକ ନୂଆ ନୂଆ କାହାଣୀ ଶୁଣାଉଛନ୍ତି, ଆଉ ଶୁଣାଅନି’

ଓଡ଼ିଶା ପୋଲିସ ଆଇ ମା’ କାହାଣୀ ଶୁଣାଉଛି କହିଲେ ଜୟନାରାୟଣ

Minister Naba Das Naba death case
ଲକ୍ଷେ ଟଙ୍କାରେ କାର୍ କିଣିଥିଲା ଗୋପାଳ !

କାର୍ ବିକିଥିବା ମାଲିକ ଅରୁଣ ମୁନ୍ଦ୍ରା ଏନେଇ ସୂଚନା ଦେଲେ, ‘ଗତ ନଭେମ୍ବର ୨୫ରେ ଗୋପାଳ ୫୦ ହଜାର ଟଙ୍କା ଦେଇଥିଲା’

bjd mla issue
ଅଡୁଆରେ ତିର୍ତ୍ତୋଲ ବିଧାୟକ, ସୋମାଲିକାଙ୍କ ସାନି ଏତଲା

ହାଇକୋର୍ଟ ନିର୍ଦ୍ଦେଶ ଦେବା ପରେ ଗୁରୁବାର ସନ୍ଧ୍ୟାରେ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ବାନ୍ଧବୀ ସୋମାଲିକା ଦାଶ ତାଙ୍କ ଓକିଲଙ୍କ ସହିତ ଜଗତସିଂହପୁର ସଦର ଥାନାରେ ପହଞ୍ଚି ପୁଣିଥରେ ଏତଲା ଦେଇଛନ୍ତି

Naba Das Murder Case: Crime Branch Seize Goapl's Dairy
କାହିଁକି ମନ୍ତ୍ରୀ ନବ ଦାସଙ୍କୁ ହତ୍ୟା କଲା ଗୋପାଳ ? ଡାଏରୀ ଖୋଲିବ ମୃତ୍ୟୁ ରହସ୍ୟ !

ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡର ଅଭିଯୁକ୍ତ ଗୋପାଳ ଦାସର ଡାଏରୀ କ୍ରାଇମବ୍ରାଞ୍ଚ ହାତରେ ଲାଗିଛି। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପୋଲିସ୍‌ ଗୋପାଳର ସରକାରୀ କ୍ୱାର୍ଟର୍ସ ଯାଞ୍ଚ କରିଥିଲା।

Balasore
ବାଲେଶ୍ୱରରେ ବାଲି ମାଫିଆଙ୍କ ଉତ୍ପାତ

ବାଲେଶ୍ୱରରେ ବାଲି ମାଫିଆଙ୍କ ଉତ୍ପାତ। ଚଢଉ କରିବାକୁ ଯାଇଥିବା ଉପଜିଲ୍ଲାପାଳ ଓ ତାଙ୍କ ସୁରକ୍ଷା କର୍ମୀଙ୍କ ଉପରେ ହୋଇଛି ମରଣାନ୍ତକ ଆକ୍ରମଣ କରାଯାଇଛି। ଆକ୍ରମଣରେ ସୁରକ୍ଷା କର୍ମୀଙ୍କ ମୁଣ୍ଡ ଫାଟିଛି।

Naba Das Murder Case
ଏଭଳି ଘଟଣା କେମିତି ଘଟିଲା ପ୍ରଭୁ ଜଗନ୍ନାଥଙ୍କୁ ଜଣା: ଡିଜିପି

ନାନା ଚର୍ଚ୍ଚା ଭିତରେ ଆଜି ଗୋପାଳର ବ୍ରଜରାଜନଗର ସ୍ଥିତ କ୍ବାର୍ଟରରେ ଛାନଭିନ୍ କରିଛି।

Naba Das murder case: Odisha DGP Sunil Bansal briefs media
ମନ୍ତ୍ରୀ ନବ ଦାସ ହତ୍ୟା ମାମଲା: ଡିଜିପି କହିଲେ- ‘ସମ୍ପୂର୍ଣ୍ଣ ସିଦ୍ଧାନ୍ତରେ ପହଞ୍ଚିବାକୁ ଟିକେ ସମୟ ଲାଗିବ’

ମନ୍ତ୍ରୀ ନବ ଦାସ ହତ୍ୟା ମାମଲାର ତଦନ୍ତ ନେଇ ଡିଜିପି ସୁନୀଲ ବଂଶଲ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ସମ୍ପୂର୍ଣ୍ଣ ସିଦ୍ଧାନ୍ତରେ ପହଞ୍ଚିବାକୁ ଟିକେ ସମୟ ଲାଗିବ।