ନବ ଦାସ ହତ୍ୟା ମାମଲାର ତଦନ୍ତ ନେଇ FBI ସହାୟତା ମାଗି ନାହାନ୍ତି ସରକାର । ଓଡ଼ିଶା ସରକାରଙ୍କ କୌଣସି ପ୍ରସ୍ତାବ ପାଇନଥିବା କହିଲା କେନ୍ଦ୍ର । RTI ଆବେଦନ ଆଧାରରେ କେନ୍ଦ୍ର ଗୃହ ମନ୍ତ୍ରାଳୟର ସ୍ପଷ୍ଟୋକ୍ତି । ଲିଗାଲ୍ ସେଲ୍କୁ କୌଣସି ପ୍ରସ୍ତାବ ଆସିନଥିବା କହିଲା ଗୃହ ମନ୍ତ୍ରାଳୟ । ନବ ଦାସ ହତ୍ୟାର ତଦନ୍ତ ସହାୟତା ନେଇ ଆମେ କିଛି ଚିଠି ପାଇନୁ ବୋଲି କେନ୍ଦ ମନ୍ତ୍ରାଳୟ କହିଛି ।
Published By: Sarbeswar
Last updated: 26 May 2023, 09:23 PM IST
ଗୋଟିଏ ପରେ ଗୋଟିଏ ଶିକ୍ଷାବର୍ଷ ଶେଷ ହେଉଛି, ହେଲେ ପଦ୍ମ ଘୁଞ୍ଚି ଘୁଞ୍ଚି ଯିବାପରି ମଉଳୁଛି କୋରାପୁଟରେ ମଡେଲ ଡିଗ୍ରୀ କଲେଜର ସ୍ୱପ୍ନ...