ନବ ଓ ସମର୍ଥକଙ୍କଠୁ ଅସୁରକ୍ଷିତ ମଣି ଗୁଳି କରି ମାରିଦେଲା ଗୋପାଳ...ତଦନ୍ତର ୧୧୮ ଦିନରେ ଚାର୍ଜସିଟ ଦାଖଲ କରି ସ୍ପଷ୍ଟ କଲା କ୍ରାଇମବ୍ରାଞ୍ଚ । କହିଲା ଗୋପାଳ ନୁହେଁ ପାଗଳ, ବ୍ୟକ୍ତିଗତ ଆକ୍ରୋଶ ହିଁ ହତ୍ୟା ପଛର କାରଣ
Published By: Sarbeswar
Last updated: 26 May 2023, 09:28 PM IST
ସାଧାରଣ ନିର୍ବାଚନ ପୂର୍ବରୁ ମୈଦାନରେ ଆରମ୍ଭ ହୋଇଗଲାଣି ବ୍ରାଣ୍ଡ ଲଢ଼େଇ । ମୋଦି ସରକାରର ୯ ବର୍ଷ ଓ ନବୀନ ସରକାରର ୨୩ ବର୍ଷ ପୂର୍ତ୍ତି ଉତ୍ସବକୁ ନେଇ ଗ୍ରାଉଣ୍ଡରେ ଭିଡ଼ାଭିଡ଼ି । କେନ୍ଦ୍ରର ସଫଳତା ଓ ରାଜ୍ୟର ବିଫଳତାକୁ ବିଜେପି ପ୍ରସଙ୍ଗ କରି କୋଟିଏ ପରିବାର ପାଖରେ ପହଞ୍ଚିବାକୁ ଲକ୍ଷ୍ୟ ରଖିଥିବା ବେଳେ ତାକୁ କାଉଣ୍ଟର କରିବାକୁ ରାଜ୍ୟ ସରକାରଙ୍କ ବିକାଶର ବାର୍ତ୍ତାକୁ ଘରେ ଘରେ ପହଞ୍ଚାଇବାକୁ ଯୋଜନା କରିଛି ବିଜେଡି । ଯାହାକୁ ନେଇ ତେଜିଛି ରାଜନୀତି ।