• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

COVID-19 Updates

Covid test Guidelines
ଲକ୍ଷଣ ନଥିଲେ କୋଭିଡ୍ ଟେଷ୍ଟ କରନି: ICMR

ଗାଇଡଲାଇନ୍‌ରେ କେଉଁମାନେ ଟେଷ୍ଟ କରିବେ, ସେନେଇ ମଧ୍ୟ ସ୍ପଷ୍ଟ ନିର୍ଦ୍ଦେଶ ରହିଛି।

Rajnath Singh
ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କରୋନା ସଂକ୍ରମିତ

ରାଜନାଥଙ୍କ ଆରୋଗ୍ୟ କାମନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା। 

Omicron
ରାଜ୍ୟରେ ଆଉ ୨୮ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ୍

ରାଜ୍ୟରେ ଆଉ ୨୮ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୮ ନୂଆ ଆକ୍ରାନ୍ତ ନେଇ ସ୍ୱାସ୍ଥ୍ୟ ବିଭାଗକୁ ଜଣାଇଲା ILS । ଆଜିର ୨୮କୁ ମିଶାଇ ରାଜ୍ୟରେ ଓମିକ୍ରନ ଆକ୍ରାନ୍ତ ଶହେ ଟପିଛି । ରାଜ୍ୟରେ ମୋଟ ଓମିକ୍ରନ ଆକ୍ରାନ୍ତଙ୍କ ସହ ୧୦୩କୁ ବୃଦ୍ଧି ପାଇଛି ।

omicron
୨୮ ନୂଆ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ; ସଂଖ୍ୟା ୧୦୩ କୁ ବୃଦ୍ଧି

ରାଜ୍ୟରେ ଆଉ ୨୮ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୮ ନୂଆ ଆକ୍ରାନ୍ତ ନେଇ ସ୍ୱାସ୍ଥ୍ୟ ବିଭାଗକୁ ଜଣାଇଲା ILS । ଆଜିର ୨୮କୁ ମିଶାଇ ରାଜ୍ୟରେ ଓମିକ୍ରନ ଆକ୍ରାନ୍ତ ଶହେ ଟପିଛି । ରାଜ୍ୟରେ ମୋଟ ଓମିକ୍ରନ ଆକ୍ରାନ୍ତଙ୍କ ସହ ୧୦୩କୁ ବୃଦ୍ଧି ପାଇଛି ।

Fine on Covid norm violators
କୋଭିଡ୍ ନିୟମ ଭାଙ୍ଗିଲେ ଗଣିବେ ୫୦୦ ଟଙ୍କା ଫାଇନ୍‌

ରାଜ୍ୟରେ କରୋନା ସଂକ୍ରମଣ ଧୀରେ ଧୀରେ ବୃଦ୍ଧି ପାଉଛି। ଯେଉଁମାନେ କୋଭିଡ୍ ନିୟମ ଭାଙ୍ଗିବେ ୫୦୦ ଟଙ୍କା ଜରିମାନା ଗଣିବେ ବୋଲି BMC କହିଛି। 

Odisha Reports 4,829 New Covid Infections, Active Cases Tally Breaches 20K Mark
ରାଜ୍ୟରେ ଆଜି ୪୮୨୯ ପଜିଟିଭ ଚିହ୍ନଟ

ରାଜ୍ୟରେ ଆଜି ୪୮୨୯ ପଜିଟିଭ ଚିହ୍ନଟ । ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ଆକ୍ରାନ୍ତ ଚିହ୍ନଟ ?

Odisha Begins Administering COVID-19 Vaccine \'Precaution Dose\' To Healthcare, Frontline Workers, Senior Citizens
ମାଡ଼ୁଛି କରୋନା : ଆଜିଠୁ ଆରମ୍ଭ ହେଉଛି ପ୍ରିକସନ୍‌ ଡୋଜ୍‌

ମାଡ଼ୁଛି କରୋନା : ଆଜିଠୁ ଆରମ୍ଭ ହେଉଛି ପ୍ରିକସନ୍‌ ଡୋଜ୍‌, ଜାଣନ୍ତୁ କେଉଁମାନେ ଓ କେମିତି ନେବେ ଟିକା?

COVID-19:India Records 1,79,723 Cases, 146 Deaths
ଦେଶରେ ଦିନକରେ ୧୪୬ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଦେଶରେ ଦିନକରେ ୧୪୬ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ...ଦେଶରେ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୮୩ ହଜାର ୯୩୬କୁ ବୃଦ୍ଧି...ଆକ୍ଟିଭ୍‌ କେସ୍‌- ୭,୨୩,୬୧୯; ସୁସ୍ଥ ହେଲେଣି ୩,୪୫,୦୦,୧୭୨...

Covid Surge In Delhi, Mumbai Raises Concern
ଦେଶ ପାଇଁ ଚିନ୍ତା ବଢାଇବ ଦିଲ୍ଲୀ ଓ ମୁମ୍ବାଇ

ଦିଲ୍ଲୀ ଓ ମୁମ୍ବାଇରେ ଯେଉଁଭଳି ଭାବେ କରୋନା ସଂକ୍ରମଣ ବୃଦ୍ଧି ପାଉଛି, ଏନେଇ ଚିନ୍ତା ବଢ଼ିଛି। ଦିନକୁ ଦିନ ସଂକ୍ରମଣ ବେକାବୁ ହେବାରେ ଲାଗିଛି। ଦିଲ୍ଲୀରେ ଏବେ ସପ୍ତାହାନ୍ତ ସଟ୍‌ଡାଉନ୍‌ ଜାରି ରହିଛି। ତଥାପି ସଂକ୍ରମଣ ସଂଖ୍ୟାରେ ଏହାର କୌଣସି ପ୍ରଭାବ ପଡ଼ିନି

Corona Cases In Odisha
ଓଡ଼ିଶାରେ ପିକ୍‌ ସ୍ତରରେ ପହଞ୍ଚିପାରେ କରୋନା ସଂକ୍ରମଣ, ଜାଣନ୍ତୁ କେବେ...

ଦେଶରେ କରୋନା ସଂକ୍ରମଣ ବଢିବା ସହ ରାଜ୍ୟରେ ମଧ୍ୟ ସଂକ୍ରମଣ ବଢ଼ୁଛି। ଯେଉଁଭଳି ଭାବେ ଏବେ ସଂକ୍ରମଣ ବଢୁଛି, ଲୋକ ଏହାକୁ ହାଲୁକା ଭାବେ ନ ନେଇ ସଜାଗ ହୁଅନ୍ତୁ।

covid19
ଲଗାମ ଧରୁନି ସଂକ୍ରମଣ: ଦିନକରେ ୧ ଲକ୍ଷ ୭୯ ହଜାର ଆକ୍ରାନ୍ତ ଚିହ୍ନଟ

ଆଜି ଦେଶରେ ଦିନକରେ ୧ ଲକ୍ଷ ୭୯ ହଜାର ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦୈନିକ ପଜିଟିଭିଟି ହାର ୧୩.୨୯ ପ୍ରତିଶତକୁ ବଢ଼ିଛି । ଦେଶରେ ଦିନକରେ ୧୪୬ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ମଧ୍ୟ ଘଟିଛି । ମୃତ୍ୟୁସଂଖ୍ୟା ୪ ଲକ୍ଷ ୮୩ ହଜାର ୯୩୬କୁ ବୃଦ୍ଧି ପାଇବାରେ ଲାଗିଛି ।

Vaccination
ଆଜିଠୁ ପ୍ରିକସନ୍ ଡୋଜ୍ ଟିକାକରଣ: କେମିତି ନେବେ ଟିକା, ଆସନ୍ତୁ ଜାଣିବା..

ଦେଶରେ ପୁଣି ଥରେ କାୟା ମେଳାଉଛି କରୋନା । ସଂକ୍ରମଣର ସାଂଘାତିକ ସ୍ଥିତି ଭିତରେ ଆଜିଠୁ ଆରମ୍ଭ ହେଉଛି ପ୍ରିକସନ୍ ଡୋଜ୍ । ସାରା ଦେଶରେ ପୂର୍ବ ଭଳି ଟିକାକରଣ ଆଜିଠୁ ପୁଣି ଆରମ୍ଭ ହେବ ।

coronavirus
ରାଜ୍ୟରେ ଦିନକରେ ୪,୮୨୯ କରୋନା ଆକ୍ରାନ୍ତ ଚିହ୍ନଟ: ଖୋର୍ଦ୍ଧାରୁ କେବଳ ବାହାରିଲେ ୯୩୩

ଓଡ଼ିଶାରେ ଦୈନିକ କରୋନା ସଂକ୍ରମଣ ଆଜି ବି ୪ ହଜାର ପାର୍‌ କରିଛି। ରାଜ୍ୟରେ ଗତ ୨୪ ଘଣ୍ଟାରେ ୪,୮୨୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Booster Dose
କାଲିଠୁ ଫ୍ରଣ୍ଟଲାଇନ୍ ଓ୍ୱାର୍କରଙ୍କୁ ବୁଷ୍ଟର ଡୋଜ୍ ଟିକାକରଣ

ଦେଶ ଅବା ରାଜ୍ୟ, ସବୁଠି କରୋନା ସଂକ୍ରମଣର ପ୍ରଖର ସୁଅ। ଦେଶରେ ଦୈନିକ ସଂକ୍ରମଣ ଦେଢ଼ ଲକ୍ଷ ଡେଇଁଥିବାବେଳେ ରାଜ୍ୟରେ ୪ହଜାର ୭ଶହ ଉପରକୁ ଗଲାଣି। ସଂକ୍ରମଣର ସାଂଘାତିକ ସ୍ଥିତି ଭିତରେ ଆସନ୍ତାକାଲିଠୁ ଆରମ୍ଭ ହେଉଛି ପ୍ରିକସନ୍ ଡୋଜ୍ ଟିକାକରଣ। 

PM Narendra Modi
ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ସ୍ଥାନକୁ କଣ୍ଟେନମେଣ୍ଟ କର: ମୋଦି

କୋଭିଡର ମୁକାବିଲା ପାଇଁ ଟେଷ୍ଟିଂରେ ବୈଜ୍ଞାନିକ ଗବେଷଣା, ଟିକାକରଣ ଏବଂ ଔଷଧ ତଥା ଜେନମ୍ ସିକ୍ୱେନିଂସ ପାଇଁ ପରୀକ୍ଷାନିରୀକ୍ଷା ଜାରି ରହିବ ବୋଲି ସମୀକ୍ଷା ବୈଠକରେ ମୋଦି କହିଛନ୍ତି।

Booster dose for frontline workers from tomorrow
କାଲିଠୁ ଫ୍ରଣ୍ଟଲାଇନ୍ ଓ୍ୱାର୍କରଙ୍କୁ ବୁଷ୍ଟର୍‌ ଡୋଜ୍ ଟିକାକରଣ

ଭୟାବହ ସଂକ୍ରମଣ। ୨୪ଘଣ୍ଟାରେ ୪ହଜାର ୭ଶହ ୧୪ନୂଆ ପଜିଟିଭ୍। ମେଡିକାଲରେ ଭର୍ତ୍ତି ହେଉଛନ୍ତି ମାତ୍ର ୩ ପ୍ରତିଶତ ରୋଗୀ। କାଲିଠୁ ଫ୍ରଣ୍ଟଲାଇନ୍ ଓ୍ୱାର୍କରଙ୍କୁ ବୁଷ୍ଟର ଡୋଜ୍ ଟିକାକରଣ। ବହୁବିଧ ଆକ୍ରାନ୍ତ ବରିଷ୍ଠ ନାଗରିକ ବି ନେବେ ବୁଷ୍ଟର୍ ଡୋଜ୍।

corona
ବନ୍ଧା ହେବେ ୧୧ ଥର ଟିକା ନେଇଥିବା ୮୪ ବର୍ଷ ବୟସ୍କ ବ୍ୟକ୍ତି

୧୧ ଥର କରୋନା ଟିକା ନେଇ ଫସିଲେ ବୃଦ୍ଧ। ଖୁବ ଶୀଘ୍ର ଗିରଫ ହୋଇପାରନ୍ତି ।

lockdown
ରାଜଧାନୀରେ ହେବନି ଲକଡାଉନ୍ ! ସ୍ଥିତି ନିୟନ୍ତ୍ରଣ ଥିବା କହିଲେ ମୁଖ୍ୟମନ୍ତ୍ରୀ

ଦେଶରେ କରୋନା ସଂକ୍ରମଣ ବଢ଼ୁଥିଲେ ହେଁ ରାଜଧାନୀରେ ଲକଡାଉନ୍ ସ୍ଥିତି ଉପୁଜିନି ।

7 More Containment Zones In Bhubaneswar; BMC Adds 2 More Hospitals For Covid Treatment
ଆଉ ୭ କଣ୍ଟେନମେଣ୍ଟ ଜୋନ୍

ପ୍ରତିଦିନ ସଂକ୍ରମଣ ବଢ଼ୁଛି.. କୋଭିଡ୍ ସ୍ଥିତି ମୁକାବିଲା ପାଇଁ BMC କଣ୍ଟେନମେଣ୍ଟ ଜୋନ୍ କରି କଟକଣା ଲଗାଉଛି..ଆଜି ପୁଣି ୭ ସ୍ଥାନ କଣ୍ଟେନମେଣ୍ଟ ଘୋଷଣା କରିଛି BMC

BMC Increase Covid Bed
କୋଭିଡ୍ ହସ୍ପିଟାଲରେ ବଢ଼ିଲା ବେଡ୍‌ ସଂଖ୍ୟା, ଖୋଲିଲା ନୂଆ କୋଭିଡ୍‌ କେୟାର; ଜାଣନ୍ତୁ କେଉଁଠି..

କୋଭିଡ୍ ହସ୍ପିଟାଲ ସଂଖ୍ୟା ୪ ଏବଂ ଶଯ୍ୟାସଂଖ୍ୟା ୧୬୯୯କୁ ବୃଦ୍ଧି ପାଇଛି । ପୂର୍ବରୁ ସମ୍‌ରେ ୮୧୦ ଓ ଆଦିତ୍ୟ ଅଶ୍ୱିନୀରେ ୧୫୦ ବେଡ୍‌ର ବ୍ୟବସ୍ଥା ଥିଲା ।

containment zones
ଭୁବନେଶ୍ୱରରେ ବଢ଼ିଲା କଣ୍ଟେନମେଣ୍ଟ ଜୋନ୍, ୭ ଦିନ ଯାଏ କଟକଣା

ଭୁବନେଶ୍ୱରରେ ବଢ଼ିଲା କଣ୍ଟେନମେଣ୍ଟ ଜୋନ୍। ଭୁବନେଶ୍ୱରରେ ଆଉ ୭ଟି ସ୍ଥାନକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି। କଣ୍ଟେନମେଣ୍ଟ ଅଞ୍ଚଳରେ ୭ ଦିନ କଟକଣା ଲାଗୁ ହେବ।

India Reports Over 1.5 Lakh COVID-19 Cases, Omicron Tally At 3,623
ଦିନକରେ ଦେଢ଼ ଲକ୍ଷ ଟପିଲା

ଦେଶରେ କରୋନା ସଂକ୍ରମଣ ସ୍ଥିତି ବେହାଲ..ଗତ ୨୪ ଘଣ୍ଟାରେ ଦେଢ଼ ଲକ୍ଷ ଟପିଲା ସଂକ୍ରମଣ ସଂଖ୍ୟା.

Coronavirus Omicron । Mumbai, Delhi Log Over 20,000 Cases; Fresh Curbs In Maharashtra
ଦେଶରେ ବେକାବୁ କରୋନା

ଦେଶରେ କୋଭିଡ୍ ସଂକ୍ରମଣ ସ୍ଥିତି ଅଣାୟତ୍ତ..ରାଜଧାନୀ ଦିଲ୍ଲୀରେ ୨୦ ହଜାର ପାର୍ ଦୈନିକ ସଂକ୍ରମଣ..ମୁମ୍ବାଇରେ ବି ୨୦ ହଜାର ୩୧୮ ନୂଆ ଆକ୍ରାନ୍ତ ଚିନ୍ତା ବଢ଼ାଇଛି.

Odisha Sees Biggest Single Day Spike With 4714 New Covid19 Cases; Khordha Reports 1619 Positives
ରାଜ୍ୟରେ ୪ ହଜାର ଟପିଲା ସଂକ୍ରମଣ

ଓଡ଼ିଶାରେ ଦୈନିକ କରୋନା ସଂକ୍ରମଣ ୪ ହଜାର ପାର୍‌ କରିଛି। ରାଜ୍ୟରେ ଗତ ୨୪ ଘଣ୍ଟାରେ ୪,୭୧୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୨,୭୫୫ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍ କେସ୍ ୧,୯୫୯ ରହିଛି।

Coronavirus
ଓଡ଼ିଶାରେ ୪ ହଜାର ଟପିଲା ଦୈନିକ ସଂକ୍ରମଣ; ୨୪ ଘଣ୍ଟାରେ ୪,୭୧୪ ଆକ୍ରାନ୍ତ ଚିହ୍ନଟ

ଓଡ଼ିଶାରେ ଦୈନିକ କରୋନା ସଂକ୍ରମଣ ୪ ହଜାର ପାର୍‌ କରିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୪,୭୧୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।