• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

COVID-19 Updates

corona virus
‘ଆଗାମୀ ୧୦ରୁ ୧୨ ଦିନ ମଧ୍ୟରେ ଓଡ଼ିଶାରେ ପିକ୍‌ ଛୁଇଁବ ସଂକ୍ରମଣ’

ଓଡ଼ିଶାରେ ତଥା ପୂରା ବିଶ୍ୱରେ ଓମିକ୍ରନ୍‌ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଡେଲଟା ଭାରିଆଣ୍ଟ୍ ମାଡ଼ୁଥିବା ବେଳେ ଲୋକଙ୍କୁ ଅକ୍ସିଜେନର ଆବଶ୍ୟକତା ପଡ଼ୁଥିଲା । କିନ୍ତୁ ଏବେ ସେପରି ସ୍ଥିତି ନାହିଁ । ଏବେ ଚାରିଆଡ଼େ ଓମିକ୍ରନ୍‌ ହିଁ ସଂକ୍ରମିତ କରୁଛି । ଘରେ ଘରେ ପହଞ୍ଚିବ ଓମିକ୍ରନ୍‌ । ଏହା ସମସ୍ତଙ୍କୁ ଆକ୍ରାନ୍ତ କରିବ ।

BMC
BMCରେ ବଢ଼ିଲା କଣ୍ଟେନ୍‌ମେଣ୍ଟ, କଟକର ୩ କୋର୍ଟ ହେଲା ସିଲ୍‌

ଶ୍ରୀରାମନଗର ୫୯ ନଂ ୱାର୍ଡର ଗୋଟିଏ ପ୍ଲଟ୍‌ କଣ୍ଟେନମେଣ୍ଟ । IRC ଭିଲେଜ ସ୍ଥିତ UBI ଆଞ୍ଚଳିକ ଶାଖାର ପ୍ରଥମ ମହଲା କଣ୍ଟେନମେଣ୍ଟ । ପଟିଆ ସମ୍ପର୍କ ବିହାରରର ଗୋଟିଏ ପ୍ଲଟ, ଡୋଭ୍ ଆପର୍ଟମେଣ୍ଟ ବି କଣ୍ଟେନମେଣ୍ଟ ।

Hospital
'ଜରୁରୀ ନଥିଲେ ହସ୍ପିଟାଲ ଆସନି'

ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶାଳୟ ପକ୍ଷରୁ ଗତକାଲି ନୂଆ ଗାଇଡଲାଇନ୍ ଜାରି କରାଯାଇଥିଲା। 

Covid test
ଦେଶରେ ଦୈନିକ ସଂକ୍ରମଣ ୨ ଲକ୍ଷ ୬୦ ହଜାର ପାର

ଦେଶରେ ଆକ୍ଟିଭ କେଶ୍ ୧୨ ଲକ୍ଷ ୭୨ ହଜାର ୭୩ ରହିଛି। ଦେଶରେ ପଜିଟିଭିଟି ରେଟ୍ ୧୪.୭୮ ପ୍ରତିଶତ ଥିବା ଜଣାପଡ଼ିଛି।

Covid test Guidelines
କରୋନା ସଂକ୍ରମଣର ୧୦ ହଜାର ଟ୍ରେଣ୍ଡ୍‌ରେ ଓଡ଼ିଶା

 ମୋଟ୍ ଆକ୍ରାନ୍ତ ସଂଖ୍ୟା ୧୧ ଲକ୍ଷ ୧୧ ହଜାର ୮୭୯କୁ ବୃଦ୍ଧି ହୋଇଛି।

Covid Hospital
ସ୍ୱାସ୍ଥ୍ୟ ସେବାକୁ ନେଇ ଆସିଲା ଗାଇଡଲାଇନ୍‌: ଗଣମାଧ୍ୟମକୁ OPD ଓ IPD ମନା

ଗୁରୁତର ରୋଗୀଙ୍କ ପାଇଁ ଜଣେ ଆଟେଣ୍ଡାଣ୍ଟଙ୍କୁ ଅନୁମତି ମିଳିବ। ଅନ୍ୟମାନଙ୍କୁ ପ୍ରବେଶ ଉପରେ କଟକଣା ଲାଗିବ।

Sewage Water
ଚିନ୍ତାର ବିଷୟ ! ସିୱେଜ ପାଣି ବି ହେଲା କରୋନା ପଜିଟିଭ୍‌

ସମସ୍ତେ କୁହନ୍ତି ମାସ୍କ ପିନ୍ଧିବା ଦ୍ୱାରା ଓ ସାମାଜିକ ଦୂରତା ବଜାୟ ରଖିଲେ କରୋନା ସଂକ୍ରମଣ ଚେନ୍‌କୁ କିଛି ମାତ୍ରାରେ ବ୍ରେକ୍‌ ଦେଇ ହେବ । ହେଲେ ଏବେ ଯେଉଁଭଳି ପରିସ୍ଥିତି ସାମ୍ନାକୁ ଆସିଛି, ସେଥିରେ କରୋନା ସଂକ୍ରମଣ ଅଧିକ ବ୍ୟାପିବାର ଆଶଙ୍କା ରହିଛି ।

PM Modi
କାଢା ପିଇବାକୁ କହିଲେ ମୋଦି

ଟିକାକୁ ନେଇ କୌଣସି ଭ୍ରମକୁ ଆମେ ପ୍ରଶ୍ରୟ ଦେବା ନାହିଁ। କରୋନା ବିରୋଧରେ ଲଢ଼େଇ ନେଇ ଆମର ୨ ବର୍ଷର ଅଭିଜ୍ଞତା ଅଛି।

Corona Himachal Pradesh
ସିମ୍‌ଲା ବୁଲିବାକୁ ଯାଉଥିଲେ ସାବଧାନ ! ଘରକୁ ଆଣିପାରନ୍ତି କରୋନା

ଗତ ସପ୍ତାହ ତୁଳନାରେ ୧୦ ଗୁଣ ଦ୍ରୁତ ଗତିରେ ବୃଦ୍ଧି ପାଇଛି । ତଥ୍ୟ ଅନୁସାରେ ଶିମଲାରେ ସମ୍ପୂର୍ଣ୍ଣ ଥମି ଯାଇଥିବା କରୋନା ମାମଲା ଏବେ ଦ୍ରୁତଗତିରେ ବୃଦ୍ଧି ପାଇଛି ।

Corona Cases In Odisha
ପିକ୍‌ ସମୟରେ ଓଡ଼ିଶାରେ ଦୈନିକ ସଂକ୍ରମଣ ୩୦ ହଜାର ଛୁଇଁବ: ସ୍ୱାସ୍ଥ୍ୟ ବିଶେଷଜ୍ଞ

ଜାନୁଆରୀ ଶେଷ ସୁଦ୍ଧା ରାଜ୍ୟରେ ପିକ୍ ଛୁଇଁବ କରୋନା ସଂକ୍ରମଣ। ପିକ୍ ଛୁଇଁଲା ବେଳେ ଦୈନିକ ୩୦ ହଜାରରୁ ଅଧିକ ରହିବ ସଂକ୍ରମଣ। ଏନେଇ ସ୍ୱାସ୍ଥ୍ୟ ବିଶେଷଜ୍ଞ ସୂଚନା ଦେଇଛନ୍ତି।

Religious Places Closed
ମକର ସଂକ୍ରାନ୍ତି ଉତ୍ସବକୁ ଫିକା ପକାଇଲା କରୋନା: ଅଧିକାଂଶ ଧର୍ମାନୁଷ୍ଠାନ ବନ୍ଦ

ଆସନ୍ତାକାଲି ମକର ସଂକ୍ରାନ୍ତି । ରାଜ୍ୟର ପ୍ରାୟ ଧର୍ମାନୁଷ୍ଠାନ ଗୁଡିକୁ ସ୍ଥାନୀୟ ପ୍ରଶାସନ ଦ୍ୱାରା ବନ୍ଦ ରଖାଯାଇଛି । ସାଧାରଣ ଲୋକଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଛି।

 COVID Surge In India
କରୋନା ସଂକ୍ରମିତଙ୍କୁ ମିଳୁଛି ୫ ହଜାର ସହାୟତା? ଜାଣନ୍ତୁ ପୂରା ଘଟଣା...

କରୋନା ସଂକ୍ରମିତଙ୍କୁ ମିଳୁଛି ୫ ହଜାର ଟଙ୍କା? ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଏହି ଖବର ପଛରେ ରହିଛି କେତେ ସତ? PIB କଲା ବଡ଼ ଖୁଲାସା...

Coaching Centre Sealed
ଅଫ୍‌ଲାଇନ୍‌ କ୍ଲାସ୍‌ ଚାଲିଥିବା ବେଳେ କୋଚିଂ ସେଣ୍ଟର ସିଲ୍‌

କଟକ ବାଦାମବାଡ଼ି ଲିଙ୍କ୍ ରୋଡ୍ ସ୍ଥିତ ଏକ କୋଚିଂ ସେଣ୍ଟରକୁ CMC ସିଲ୍‌ କରିଛି। କୋଭିଡ୍ କଟକଣା ଉଲ୍ଲଙ୍ଘନ ଅଭିଯୋଗରେ ସିଏମ୍‌ସି ଚଢ଼ଉ କରିଥିଲା।

BMC
BMC କାର୍ଯ୍ୟାଳୟରେ ପସିଲା କରୋନା: ଏକାଥରକେ ୨୨ ଆକ୍ରାନ୍ତ ଚିହ୍ନଟ

ଓଡ଼ିଶାରେ ଦୈନିକ କରୋନା ସଂକ୍ରମଣ ଆଜି ୧୦ ହଜାର ପାର୍‌ କରିଛି। BMC କାର୍ଯ୍ୟାଳୟର ୨୨ ଜଣ କର୍ମଚାରୀ ପଜିଟିଭ ଚିହ୍ନଟ ହୋଇଛନ୍ତି । କାଲି ଟେଷ୍ଟ କରାଯାଇଥବା ନମୁନାରୁ ୨୨ ଜଣ ପଜିଟିଭ ଚିହ୍ନଟ ହୋଇଥିବା ନେଇ ସୂଚନା ଦିଆଯାଇଛି ।

corona
୫୦ ଏକର ଜମି ବିକ୍ରି, ୮ କୋଟି ଖର୍ଚ୍ଚ, ୮ ମାସର ଚିକିତ୍ସା ! ତଥାପି ଜୀବନ ହାରିଲେ ସଂକ୍ରମିତ

ବିଦେଶରୁ ଡାକ୍ତର ଆସି ଚିକିତ୍ସା କଲେ, ହେଲେ ସଂକ୍ରମିତଙ୍କ ଜୀବନ ବଞ୍ଚିଲାନି ।

Coronavirus
ଦିନକରେ ୨ ଲକ୍ଷ ୪୭ ହଜାର ୪୧୭ ଆକ୍ରାନ୍ତ ଚିହ୍ନଟ

କରୋନାଙ୍କ ସୁପର ସ୍ପିଡ୍ । ଗତ ୨୪ଘଣ୍ଟାରେ ଦେଶରେ ୨ଲକ୍ଷରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

corona
କୋଭିଡ୍ ମୁକାବିଲା ଚିନ୍ତା ! ଅପରାହ୍ନ ସାଢ଼େ ୪ଟାରେ ସବୁ ମୁଖ୍ୟମନ୍ତ୍ରୀଙ୍କ ସହ ମୋଦିଙ୍କ ବୈଠକ

ସମସ୍ତ ରାଜ୍ୟରେ ସଂକ୍ରମଣ ସ୍ଥିତି ସମ୍ପର୍କରେ ଜାଣିବା ପାଇଁ ଆଜି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ।

corona
କରୋନାର ନୂଆ ଭାରିଆଣ୍ଟ୍ ଭୟରେ କ୍ରୁର ଲକଡାଉନ୍ ! ମେଟାଲ ବାକ୍ସରେ ବନ୍ଦ ଶିଶୁ ଓ ଗର୍ଭବତୀ

କରୋନା ଭୟରେ ଶିଶୁ ଓ ଗର୍ଭବତୀ ମହିଳା ଓ ଅନେକ ଲୋକଙ୍କୁ ମେଟାଲ ବକ୍ସରେ ବନ୍ଦ କରି ରଖୁଛନ୍ତି ଚୀନ୍ ସରକାର ।

Corona Cases In Odisha
ଦିନକରେ ଓଡ଼ିଶାରେ ୧୦ ହଜାର ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଓଡ଼ିଶାରେ ଦୈନିକ କରୋନା ସଂକ୍ରମଣ ଆଜି ୧୦ ହଜାର ପାର୍‌ କରିଛି। ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୦,୦୫୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

New Guidelines
ନୂଆ କଟକଣା ଲାଗୁ: ପର୍ବପର୍ବାଣୀ, ଧାର୍ମିକ କାର୍ଯ୍ୟକ୍ରମରେ ଏକାଠି ହେବାକୁ ବାରଣ

ରାଜ୍ୟରେ ଉତ୍ସବ, ପର୍ବପର୍ବାଣୀ, ଧାର୍ମିକ କାର୍ଯ୍ୟକ୍ରମରେ ଏକାଠି ହେବା ଉପରେ SRC କଟକଣା ଜାରି କରିଛନ୍ତି।  ମେଳାକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଥିବା ବେଳେ ଏଠାରେ ଲୋକେ ଏକାଠି ହେବାକୁ ମନା କରାଯାଇଛି।

COVID Surge In Odisha
କିଛି ମାନୁନି ସଂକ୍ରମଣ, ବେକାବୁ ହେଲାଣି ସ୍ଥିତି

କିଛି ମାନୁନି ସଂକ୍ରମଣ, ବେକାବୁ ହେଲାଣି ସ୍ଥିତି: ରାଜ୍ୟର ୫ ଜିଲ୍ଲାରେ ସ୍ଥିତି ହେଲାଣି ସଙ୍ଗୀନ

HighCourt
ସଂକ୍ରମଣ ବୃଦ୍ଧି କାରଣରୁ ୫ ଦିନ ଯାଏଁ ହାଇକୋର୍ଟ ସଟଡାଉନ୍

ସଂକ୍ରମଣ ବଢୁଥିବାରୁ ହାଇକୋର୍ଟକୁ ୫ ଦିନ ପାଇଁ ସଟଡାଉନ୍ ଘୋଷଣା କରାଯାଇଛି ।

Covid19
'ଆହୁରି ୨ମାସ ବଢ଼ିବ କରୋନା ସଂକ୍ରମଣ'

ଆକ୍ରାନ୍ତଙ୍କ ସାମାନ୍ୟ ଲକ୍ଷଣ ରହୁଛି ଏବଂ ମୃତ୍ୟୁ, ହସ୍ପିଟାଲାଇଜେସନ ଓ ICUର ଆବଶ୍ୟକତା ବି କମ୍ ରହୁଛି।

Luv Agrawal
ଟିକାର ୨ ବଡ଼ ଫାଇଦା କହିଲା ସ୍ୱାସ୍ଥ୍ୟ ବିଭାଗ

ବିଶ୍ୱରେ ଡେଲଟା ଜାଗାରେ ଓମିକ୍ରନ୍ କ୍ରମେ ବଢ଼ି ବଢ଼ି ଚାଲିଛି। ଡେଲଟାର ସ୍ଥାନ ଓମିକ୍ରନ୍ ଧିରେ ଧିରେ ନେଉଥିବା ହୁ କହିଛି।

omicron
ରାଜ୍ୟରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୭୦କୁ ବୃଦ୍ଧି

ରାଜ୍ୟରେ ଧୀରେ ଧୀରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବଢ଼ି ବଢ଼ି ଚାଲିଛି । ଆଜି ଆଉ ୬୭ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।