• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

COVID-19 Updates

Covid 19
ବଢୁଛି ସଂକ୍ରମଣ ବଢୁଛି ଭୟ: ଆଜି ବି ୩ ହଜାର ପାର ସଂକ୍ରମଣ

ଗତ ୨୪ ଘଣ୍ଟାରେ ଦେଶରେ ୩ ହଜାର ୯୫ ଜଣ ଚିହ୍ନଟ ହୋଇଛନ୍ତି । ଗତକାଲି ଏହି ସଂଖ୍ୟା ୩୦୧୬ ଥିଲା ।

COVID cases rise in india
ଦିନକରେ ଦେଶରେ ୩ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ, ଜରୁରୀ ବୈଠକ ଡାକିଲେ ଦିଲ୍ଲୀ ସରକାର

୨୪ ଘଣ୍ଟାରେ ଏକାଥରେ ୪୦% ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଛିା ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩ ହଜାର ୧୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। 

corona
ଦିଲ୍ଲୀରୁ ମୁମ୍ବାଇ . . . ପୁଣି ଦେଶରେ ବେକାବୁ କରୋନା ଭାଇରସ୍‌

ଭାରତରେ ଲଗାତାର ବଢୁଛି କରୋନା ସଂକ୍ରମଣ ସଂଖ୍ୟା

Covid 19
କାୟା ମେଲାଇଲାଣି କୋରୋନା: ଦିନକରେ ୧୮୯୦ ନୂଆ ପଜିଟିଭ୍‌

ଗତ ୨୪ ଘଣ୍ଟାରେ ଦେଶରେ ୧୮୯୦ ନୂଆ କୋଭିଡ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୭ ଜଣଙ୍କ ମୃତ୍ୟୁ ହୋଇଛି ।

Mock drill on April 10, 11 to check COVID readiness of hospitals
ବଢ଼ୁଛି କରୋନା ବିପଦ ! କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି- ଏପ୍ରିଲ ୧୦ ଓ ୧୧ରେ ସାରା ଦେଶରେ ହେବ ଏହି କାମ

ଦେଶରେ ପୁଣିଥରେ କରୋନା ସଂକ୍ରମଣ ମାମଲା ବୃଦ୍ଧି ପାଇଛି। ବଢ଼ୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବା ସହ ଆଡ୍‌ଭାଇଜରି ଜାରି କରିଛନ୍ତି।

Odisha sees highest single-day spike in Covid19 cases
ଦେଶରେ ୧୫ ଶହ ଟପିଲା କୋଭିଡ୍‌ ସଂକ୍ରମଣ

ଦେଶରେ କୋଭିଡ ସଂକ୍ରମଣରେ ସାମାନ୍ୟ ବୃଦ୍ଧି ପାଇଛି ।

Odisha Corona
ରାଜ୍ୟରେ ପୁଣି ଉପରମୁହାଁ ହେଉଛି କି କରୋନା ? ୨୪ ଘଣ୍ଟାରେ ୧୭ ପଜିଟିଭ୍ ଚିହ୍ନଟ

ଗତକାଲି ରାଜ୍ୟରେ ୫ ହଜାର ୬୪୭ ଜଣଙ୍କର କୋଭିଡ ପରୀକ୍ଷା ହୋଇଥିଲା। ଟେଷ୍ଟିଂ ବଢ଼ିଥିବାରୁ ପଜିଟିଭ ସଂଖ୍ୟା ସାମାନ୍ୟ ବଢ଼ିଛି । ତେବେ ଚିନ୍ତାଜନକ ନଥିବା ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।

H3N2 Slchool Closed
ଡରାଇଲାଣି H3N2 ! ପିଲାଙ୍କ ପ୍ରତି ରହିଛି ଅଧିକ ଭୟ...!

୫ ବର୍ଷରୁ କମ୍‌ ବୟସର ପିଲା ଏହି H3N2 ଇନ୍‌ଫ୍ଲୁଏନ୍‌ଜାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିବା ରିପୋର୍ଟ ମଧ୍ୟ ସାମ୍ନାକୁ ଆସିଲାଣି ।

  • Wednesday, 15 March 2023
  • Corona
Daily covid cases cross 500 for the first time after 113 days
ସତର୍କ ଘଣ୍ଟି ! ! ! ପୁଣି ଡରାଇଲାଣି କରୋନା ! ୧୧୪ ଦିନ ପରେ ଦିନକରେ ଚିହ୍ନଟ ହେଲେ ୫୦୦ ନୂଆ କେସ୍‌

ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଡାଟା ଅନୁସାରେ, ୧୧୪ ଦିନ ପରେ ଦିନକରେ ଅର୍ଥାତ୍‌ ରବିବାର ଦିନ ୫ ଶହରୁ ଅଧିକ ନୂଆ କରୋନା କେସ୍‌ ସାମ୍ନାକୁ ଆସିଛି। ଏହାପୂର୍ବରୁ ଗତ ବର୍ଷ ନଭେମ୍ବର ୧୮ରେ ୫୦୦ ନୂଆ କେସ୍‌ ସାମ୍ନାକୁ ଆସିଥିଲା।

Covid 19
H3N2 ଇନଫ୍ଲୁଏଞ୍ଜା ସାଙ୍ଗକୁ ଏବେ କୋଭିଡ ଭୟ; ଦିନକରେ ୫୨୪ଟି ନୂଆ କେସ୍

ବିଭିନ୍ନ ରାଜ୍ୟରେ ପୁଣି କୋଭିଡ କେସ୍ ବଢୁଥିବାରୁ କେନ୍ଦ୍ର ସରକାର ଏନେଇ ତତ୍ପର ରହିଛନ୍ତି । ମୁକାବିଲାର ୫ ସୂତ୍ରୀ ଗାଇଡଲାଇନ୍ ପାଳନ କରିବାକୁ ଓ ପ୍ରସ୍ତୁତ ରହିବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଚିଠି ଲେଖିଛନ୍ତି ।

World's First Nasal Covid Vaccine iNCOVACC Launched
ବଜାରକୁ ଆସିଲା ଦେଶର ପ୍ରଥମ ନାଜାଲ ଭ୍ୟାକ୍ସିନ, ଜାଣନ୍ତୁ କେଉଁମାନେ ଏହାକୁ ନେଇପାରିବେ

ଜରୁରୀକାଳୀନ ସ୍ଥିତିରେ ଉପଯୋଗ କରାଯିବ ବୋଲି ଅନୁମୋଦନ ଦେଇଥିଲା ସେଣ୍ଟ୍ରାଲ ଡ୍ରଗ୍ସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ ଅର୍ଗାନାଇଜେସନ-CDSCO ।

Vaccination
ଆଜିଠୁ ରାଜ୍ୟରେ ପୁଣି ଆରମ୍ଭ ହେବ ଟିକାକରଣ

ବର୍ତ୍ତମାନ ସୁଦ୍ଧା ମାତ୍ର ୪୦ ପ୍ରତିଶତ ଲୋକ ବୁଷ୍ଟର ଡୋଜ୍ ନେଇଛନ୍ତି। 

In China, Doctors Warned For Not To Write COVID On Death Certificates
ଚୀନ୍ ଡାକ୍ତରଙ୍କୁ ଚେତାବନୀ- ମୃତ୍ୟୁ ପ୍ରମାଣପତ୍ରରେ କୋଭିଡ୍ ଲେଖନ୍ତୁ ନାହିଁ

ଚୀନରେ କୋଭିଡ ସ୍ଥତି ଏବେ ପିକ୍‌ରେ ପହଞ୍ଚିବାକୁ ଯାଉଥିବା ବେଳେ ଚିକିତ୍ସା ଦାୟିତ୍ୱରେ ଥିବା ଡାକ୍ତରମାନେ ଏକ ସାଂଘାତିକ ଅଭିଯୋଗ ଆଣିଛନ୍ତି।

Vaccine
ଚତୁର୍ଥ ଲହର ଆଶଙ୍କା ! ୧୯ରୁ ପୁଣି କରୋନା ଟିକାକରଣ

ଟୁଇଟ୍ ଜରିଆରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ସୂଚନା ।

COVID Situation In India
ଡରାଉଛି ନୂଆ ଭାରିଆଣ୍ଟ, ରୁହନ୍ତୁ ସତର୍କ:ଏହି ସବୁ ଦେଶରୁ ଭାରତ ଆସିଲେ କରୋନା ଟେଷ୍ଟ୍‌ ବାଧ୍ୟତାମୂଳକ...

ଦେଶବାସୀ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ବଜାୟ ରଖିଲେ, ଭାଇରସ୍‌କୁ ଭୟର କରିବାର କିଛି କାରଣ ନାହିଁ। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ୍‌ ମାଣ୍ଡଭିୟ ଏଭଳି କହିଛନ୍ତି।

Doctory Jayant Panda
'ଓଡ଼ିଶା ପାଇଁ କୋଭିଡ୍ ବିପଦ ଆଉ ନାହି'

ଦୁଃସାଧ୍ୟ ରୋଗାକ୍ରାନ୍ତଙ୍କୁ ୨ୟ ଡୋଜ୍ ଦରକାର ହୋଇପାରେ।

Corona
ପୁଣି ବଢୁଛି କୋଭିଡ୍ ଡର ! ମାର୍ଚ୍ଚରେ ଚତୁର୍ଥ ଲହର ଆସିବା ସମ୍ଭାବନା

ରାଜ୍ୟ ସରକାରଙ୍କ ଆକଳନ ପରେ ବଢ଼ିଲା ଚିନ୍ତା । ଆଗକୁ ହକି ବିଶ୍ୱକପ୍ ଥିବାରୁ ସତର୍କ କରାଇଲେ ବିଶେଷଜ୍ଞ ।

corona virus
ମାର୍ଚ୍ଚରେ ଆସିପାରେ କରୋନାର ଚତୁର୍ଥ ଲହର ! ସ୍ୱତନ୍ତ୍ର ସଚିବ କହିଲେ . .

କରୋନା ବଢ଼ିଲେ ଆମେ ପ୍ରସ୍ତୁତ: ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ସଚିବ

corona
ଚୀନକୁ ଈଶ୍ୱର ଭରସା ! ଜାନୁଆରୀରେ ମୃତ୍ୟୁ ତାଣ୍ଡବ . .

କରୋନାରେ ଲକ୍ଷ ଲକ୍ଷ ଲୋକ ପ୍ରାଣ ହରାଇବା ସମ୍ଭାବନା ! ପରିସ୍ଥିତି ଉଦବେଗଜନକ ବୋଲି ଆକଳନ କଲା ବ୍ରିଟେନର ହେଲ୍ଥ ଫାର୍ମ . .

Centre Revises Guidelines For Air Passengers From Identified High Risk Countries
ଆସିଲା ନୂଆ କୋଭିଡ୍‌ ଗାଇଡ୍‌ଲାଇନ୍‌: ଏହି ୬ ହାଇରିସ୍କ ଦେଶରୁ ଭାରତ ଆସିଲେ ଟେଷ୍ଟିଂ ବାଧ୍ୟତାମୂଳକ

ନୂଆ ଭାରିଆଣ୍ଟ୍ ସଂକ୍ରମଣ ବଢ଼ିବା ପରେ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ନୂଆ ଗାଇଡଲାଇନ୍ ଜାରି କରିଛି। ଏହି ନୂଆ ନିୟମ ଅନୁସାରେ, କୋଭିଡ୍‌ ବ୍ୟାପିଥିବା ୬ଟି ହାଇରିସ୍କ ଦେଶରୁ ଆସୁଥିଲେ ଆଗୁଆ ଟେଷ୍ଟିଂ କରିବା ବାଧ୍ୟତାମୂଳକ।

Covid Cases Surge In China
ଚୀନରେ ଆହୁରି ଭୟଙ୍କର ରୂପ ନେଇପାରେ କୋଭିଡ୍‌ ସଂକ୍ରମଣ, ୨୫ ହଜାର ଟପିପାରେ ଦୈନିକ ମୃତ୍ୟୁ !

ଚୀନରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢ଼ିବାରେ ଲାଗିଛି। ସ୍ଥିତି ଏପରି ଦିନକରେ ପ୍ରାୟ ୯ ହଜାର ଲୋକଙ୍କ ମୃତ୍ୟୁ ଘଟୁଛି।

Covid 19
Coronavirus: ଦେଶରେ ନୂଆବର୍ଷରୁ ନୂଆ ଗାଇଡଲାଇନ୍, ୫୦ ଦିନ ହେଲା ଅପଡେଟ୍ ହୋଇନି କୋଭିଡ୍ ପୋର୍ଟାଲ

ପୂର୍ବରୁ ଆମେରିକା, ଜାପାନ, ତାଇୱାନ ଓ ଇଟାଲି, 'ଜିରୋ କୋଭିଡ୍' ନୀତି ଆପଣାଇଛନ୍ତି।

Ahead of Hockey World Cup 2023 CM Naveen Patnaik
ବିଶ୍ୱକପ୍ ହକି ବେଳେ ରାଜ୍ୟରେ କୋଭିଡ୍ ସଂକ୍ରମଣକୁ ନେଇ ଶଙ୍କା

କୋଭିଡ୍ ଟାସ୍କ ଫୋର୍ସ ନେଇଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି।

Nassal Vaccine
ବାରମ୍ବାର ଭ୍ୟାକ୍ସିନ୍‌ ନେଲେ ଗ୍ରହଣ କରିବନି ଶରୀର, କାମ କରିବା ବନ୍ଦ କରିଦେବ..

ଯେଉଁମାନେ ବିଲ୍‌କୁଲ ବି ବୁଷ୍ଟର ଡୋଜ୍‌ ନେଇ ନାହାନ୍ତି, ସେମାନଙ୍କୁ ଏହି  ନାସାଲ ଭ୍ୟାକ୍ସିନ୍‌ ରେକମେଣ୍ଡ କରାଯାଉଛି ବୋଲି କହିଛନ୍ତି ଡାକ୍ତର ଏନ୍‌କେ ଆରୋରା ।