• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

COVID-19 Updates

corona update
ରାଜ୍ୟରେ କମିଛି କରୋନା; ଗୋଟିଏ ଦିନରେ ୫୮୯୧ ଆକ୍ରାନ୍ତ ଚିହ୍ନଟ

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୫୮୯୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ୍‌ରୁ ୩,୪୧୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୨୪୭୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Omicron Scare
ଗୋଷ୍ଠୀ ସଂକ୍ରମଣ ଆଡ଼କୁ ମୁହାଁଉଛି କି ଓଡ଼ିଶା?

ଦେଶରେ ବହୁ ସ୍ଥାନରେ ଓମିକ୍ରନ୍‌ ଗୋଷ୍ଠୀ ସଂକ୍ରମଣ ହେଲାଣି। ଓଡ଼ିଶାରେ ବି ଗୋଷ୍ଠୀ ସଂକ୍ରମଣ ହେବାର ସମ୍ଭାବନା ଅଧିକ ରହିଛି। ଖୁବ୍‌ ଶୀଘ୍ର ଗୋଷ୍ଠୀ ସଂକ୍ରମଣ ହୋଇଯିବ ବୋଲି ଆଶଙ୍କା କରାଯାଉଛି।

Omicron Cases In Odisha
ସାବଧାନ ! ଓଡ଼ିଶାରେ ଖୁବ୍‌ ଶୀଘ୍ର ଓମିକ୍ରନ୍‌ ଗୋଷ୍ଠୀ ସଂକ୍ରମଣ ହେବା ଆଶଙ୍କା

ଦେଶରେ ବହୁ ସ୍ଥାନରେ ଓମିକ୍ରନ୍‌ ଗୋଷ୍ଠୀ ସଂକ୍ରମଣ ହେଲାଣି। ଓଡ଼ିଶାରେ ବି ଗୋଷ୍ଠୀ ସଂକ୍ରମଣ ହେବାର ସମ୍ଭାବନା ଅଧିକ ରହିଛି। ଖୁବ୍‌ ଶୀଘ୍ର ଗୋଷ୍ଠୀ ସଂକ୍ରମଣ ହୋଇଯିବ ବୋଲି ଆଶଙ୍କା କରାଯାଉଛି।

Odisha reports 7291 Covid19 cases in last 24 hours
୨୪ ଘଣ୍ଟାରେ ୭୨୯୧ ଆକ୍ରାନ୍ତ ଚିହ୍ନଟ

ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୭୨୯୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ୍‌ରୁ ୪୨୨୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଂଚଳରୁ ୩୦୬୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଉ ଏହାରି ମଧ୍ୟରେ ୦ରୁ ୧୮ ବୟସ୍କଙ୍କ ମଧ୍ୟରେ ୯୫୪ ଜଣ କରୋନାରେ ସଂକ୍ରମିତ ହୋଇଥିବା ସୂଚନା

Odisha reports 7291 Covid19 cases in last 24 hours
ରାଜ୍ୟରେ ୨୪ ଘଣ୍ଟାରେ ୭୨୯୧ ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ଆଜି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ସାମାନ୍ୟ କମିଛି । ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୭୨୯୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ୍‌ରୁ ୪୨୨୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଂଚଳରୁ ୩୦୬୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

New Zealand PM
କୋଭିଡ୍ ଗାଇଡଲାଇନ୍ ପାଇଁ ବିବାହ ଘୁଞ୍ଚାଇଲେ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ

କରୋନା ପାଇଁ ନିଜ ବିବାହ ରଦ୍ଦ କରିଦେଲେ ନ୍ୟୁଜଲାଣ୍ଡ ପ୍ରଧାନମନ୍ତ୍ରୀ ଜେସିଣ୍ଡା ଆର୍ଡେନ୍ ।

omicron Variant
ଗୋଷ୍ଠୀ ସଂକ୍ରମଣ ସ୍ଥିତିରେ ଓମିକ୍ରନ୍ : କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା

କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ୍‌ କୁ ନେଇ ଆସିଛି ନୂଆ ତଥ୍ୟ । ଭାରତରେ ଏହା ଗୋଷ୍ଠୀ ସଂକ୍ରମଣ ପର୍ଯ୍ୟାୟରେ ପହଞ୍ଚିଛି।

Coronavirus
ଟେଷ୍ଟିଂ କମିନାହିଁ, ଦୈନିକ ୭୦ ହଜାର ଉପରେ ରହିଛି ଟେଷ୍ଟିଂ

ଦେଶ ଅପେକ୍ଷା ରାଜ୍ୟର ସ୍ଥିତ ଭଲ ରହିଛି । ପଜିଟିଭିଟି ହାର ଅପେକ୍ଷାଗୁରୁତର ରୋଗୀଙ୍କ ସଂଖ୍ୟା କମ ରହିଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ।

corona
କାବୁରେ ଆସୁନି କରୋନା ! ଆଜି ବି ୩ ଲକ୍ଷରୁ ଅଧିକ ସଂକ୍ରମିତ ଚିହ୍ନଟ, ୫୨୫ ମୃତ୍ୟୁ

ଗତ ୨୪ ଘଣ୍ଟାରେ ଦେଶରେ ୩,୩୩,୫୩୩ କୋଭିଡ୍‌-୧୯ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୫୨୫ ଜଣ ପ୍ରାଣ ହରାଇଛନ୍ତି ।

Covid 19
କ୍ରମାଗତ ୩ ଦିନ ହେଲା କମୁଛି ସଂକ୍ରମଣ; ଆଜି ଦିନକରେ ୮ ହଜାର ୫୨୦ ନୂଆ ଚିହ୍ନଟ

ରାଜ୍ୟରେ କମୁଛି ସଂକ୍ରମଣ । ତେବେ ଆଜି ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧତ୍କ ୨,୨୬୨ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୯୩୨, କଟକରୁ ୭୮୯, ଷ୍ଟେଟ୍‌ପୁଲ୍‌ରୁ ୪୬୬ ଜଣ ମୋଟ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମୋଟ୍ ଆକ୍ରାନ୍ତ ସଂଖ୍ୟା ୧୨ ଲକ୍ଷ ୪ ହଜାର ୬୬୦କୁ ବୃଦ୍ଧି ପାଇଛି ।

Home Isolation
କରୋନା ସଂକ୍ରମଣକୁ ନେଇ ଆସିଲା ଆଶ୍ୱସ୍ତିକର ଖବର

ଆକ୍ରାନ୍ତ ୭ ଦିନ ହୋମ୍ ଆଇସୋଲେସନରେ ରହିପାରିବେ। ଏହି ୭ ଦିନ ମଧ୍ୟରେ ଲଗାତାର ୩ ଦିନ ଜ୍ୱର ନଆସିଲେ, ଆାଇସୋଲେସନ ସରିବ।

Karnatka amid mounting fears of covid 19 woman in kudige village tested for kfd in shivamogga
କରୋନା ନ ଯାଉଣୁ ଏବେ ପୁଣି ଆସିଲା ‘ମଙ୍କି ଫିଭର୍‌’

ସମଗ୍ର ଦେଶରେ କରୋନାର ତୃତୀୟ ଲହର ମଧ୍ୟରେ କର୍ଣ୍ଣାଟକର ଶିଭାମୋଗାରେ ପୁଣି ଏକ ନୂଆ ରୋଗ ଚିହ୍ନଟ ହୋଇଛି । କର୍ଣ୍ଣାଟକର ଶିଭା ଶିବାମୋଗାର ତିର୍ଥହାଲ୍ଲୀର କୁଡିଜେ ଗାଁର ଜଣେ ୫୭ ବର୍ଷ ବୟସ୍କା ମହିଳା କିଆସାନୁର ଫରୋଷ୍ଟ ଡିଜିଜ୍‌ରେ (Kyasanur Forest Disease) ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି ।

corona update
ଚିନ୍ତା ବଢ଼ାଉଛି କରୋନା; ଦେଶରେ ଦିନକରେ ୪୮୮ ଆକ୍ରାନ୍ତ ମୃତ

ଆଜି ଦେଶରେ ଦିନକରେ ୩ ଲକ୍ଷ ୩୭ ହଜାର ୭୦୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଦେଶରେ ଦୈନିକ ପଜିଟିଭିଟି ହାର ୧୭.୨୨ ପ୍ରତିଶତରେ ପହଞ୍ଚିଛି । ଦିନକରେ ୪୮୮ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।

Corona
କରୋନା: ୨୪ ଘଣ୍ଟାରେ ୮୮୪୫ ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ଧୀରେ ଧୀରେ କମୁଛି କରୋନା: ୨୪ ଘଂଟା ମଧ୍ୟରେ ୮୮୭୫ ଜଣ ଆକ୍ରାନ୍ତ ହେଲେ ଚିହ୍ନଟ

Tamilnadu Luckdown
ତାମିଲନାଡୁ ସରକାରଙ୍କ ବଡ ନିଷ୍ପତ୍ତି: ରବିବାର ଲକଡାଉନ୍

ଆଜି ଦେଶରେ ୩ ଲକ୍ଷ ୮୬ ହଜାର ନୂଆ କୋଭିଡ କେସ୍ ଚିହ୍ନଟ ହୋଇଥିବା ବେଳେ କେବଳ ତାମିଲନାଡୁରେ ୨୮,୫୬୧ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମା ସୁବ୍ରମଣ୍ୟମ୍ କହିଛନ୍ତି ଯେ, ଏହି ମାସ ଶେଷ ସୁଦ୍ଧା ୧୦ ଲକ୍ଷ ଲୋକଙ୍କୁ ବୁଷ୍ଟର ଡୋଜ ଦିଆଯିବ ବୋଲି ଆଶା କରାଯାଉଛି ।

Corona Doctor
ଅଧିକ କୋଭିଡ୍ ପଜିଟିଭ୍ ବାହାରିଲେ ଭଲ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଯେଉଁମାନେ ସଂକ୍ରମିତ ହେଉଛନ୍ତି ସେମାନେ ଆଇସୋଲସେନରେ ରହିଲେ ସଂକ୍ରମଣକୁ କମାଯାଇପାରିବ। 

covid vaccine for children
୧୦ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ

ରାଜ୍ୟରେ ଆଉ ୬ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି।

Covid19
ତଣ୍ଟିରେ ରହୁଛି ଓମିକ୍ରନ୍‌: ସ୍ୱାସ୍ଥ୍ୟ ବିଶେଷଜ୍ଞ

ଯାହାର ବହୁବିଧ ରୋଗ ଥିବ, ସେମାନଙ୍କ ଇମ୍ୟୁନିଟି ବହୁତ କମ୍ ଥାଏ।

Coronavirus
କରୋନା ଆକ୍ଟିଭ୍‌ କେସ୍‌: ଟପ୍‌ ଟେନ୍‌ରେ ଓଡ଼ିଶା

ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଏବେବି କିଛି ରାଜ୍ୟରେ ଆକ୍ଟିଭ୍‌ କେସ୍‌ ଅଧିକ ରହିଛି। ଶ୍ରେଷ୍ଠ ୧୦ଟି ଆକ୍ଟିଭ୍‌ କେସ୍ ରାଜ୍ୟ ମଧ୍ୟରେ ଓଡ଼ିଶା ରହିଛି।

Wedding Insurance
କରୋନା କାଳରେ ବାହାଘର ବନ୍ଦ ହେଲେ ମିଳିବ ୧୦ ଲକ୍ଷ ଟଙ୍କା !!

କରୋନା କଟକଣା ପାଇଁ ପ୍ରଶାସନ ବାହାଘର ବନ୍ଦ କରିଦେଉଛି? ଆପଣଙ୍କର ଗୁଡ଼ାଏ ଲସ୍ ହେଉଛି। ହେଲେ ଏଥିପାଇଁ ଜମାରୁ ବ୍ୟସ୍ତ ହୁଅନ୍ତୁ ନାହିଁ। କାରଣ ଆପଣଙ୍କୁ ମିଳିବ ୧୦ ଲକ୍ଷ ଟଙ୍କା। କିନ୍ତୁ ଏଥିପାଇଁ ଛୋଟିଆ କାମଟିଏ କରିବାକୁ ପଡ଼ିବ।

Covishield, Covaxin Get Panel's
ଖୁସି ଖବର ! ଏଣିକି ବଜାରରେ ଉପଲବ୍ଧ ହେବ କୋଭାକ୍ସିନ୍-କୋଭିସିଲ୍ଡ

ଖୁବ୍‌ଶୀଘ୍ର ଖୋଲା ବଜାରରେ ମିଳିପାରେ କରୋନା ଟିକା କୋଭାକ୍ସିନ ଓ କୋଭିସିଲ୍ଡ । ଏହି ୨ଟି କୋଭିଡ୍ ଭ୍ୟାକ୍ସିନର ଖୋଲା ବଜାରରେ ବିକ୍ରି ଅନୁମତି ପାଇଁ ସେରମ୍ ଇନ୍‌ଷ୍ଟିଚ୍ୟୁଟ୍ ଓ ଭାରତ ବାୟୋଟେକ୍‌ର ଆବେଦନକୁ ମଞ୍ଜୁର କରିଛି ବିଶେଷଜ୍ଞ କମିଟି । ଏଥିସହ ଚୂଡ଼ାନ୍ତ ଅନୁମୋଦନ ପାଇଁ ସର୍ବୋଚ୍ଚ ଔଷଧ ନିୟାମକ ସଂସ୍ଥା DCGIକୁ କମିଟି ସୁପାରିଶ ମଧ୍ୟ କରିଛି ।

corona update
ଦିନକରେ ୧୦ ହଜାର ପାର, ୭ମୃତ

ଦିନକରେ ୧୦ ହଜାର ପାର ନୂଆ ସଂକ୍ରମଣ । ଗତ ୨୪ ଘଣ୍ଟାରେ ୭ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ । ରାଜ୍ୟରେ ଆଜି ବି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ହଜାର ପାର । ଦିନକରେ ଚିହ୍ନଟ ହେଲେ ୧୦,୩୬୮ କରୋନା ଆକ୍ରାନ୍ତ । ଆକ୍ରାନ୍ତଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୧୦୯୦ ଜଣ ଚିହ୍ନଟ । ମୋଟ୍ ଆକ୍ରାନ୍ତ ସଂଖ୍ୟା ୧୧ ଲକ୍ଷ ୭୭ ହଜାର ୪୬୨କୁ ବୃଦ୍ଧି । ସେହିଭଳି ରାଜ୍ୟରେ ଆଉ ୭ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ।

capital hospital
ହସ୍ପିଟାଲ ସାରା କରୋନା ପଜିଟିଭ୍ ! ଯାହାକୁ ଦେଖିବ ଦେଖ ଏଠି ସବୁ ପଜିଟିଭ୍‌

ଆକ୍ରାନ୍ତଙ୍କ ମଧ୍ୟରେ ଅଛନ୍ତି ୪୦ ଡାକ୍ତର, ୩୦ ଷ୍ଟାଫ୍ ନର୍ସ ଓ ୪୦ ଲାବରୋଟୋରୀ ଟେକ୍ନିସିଆନ ଏବଂ ୧୦ରୁ ୧୫ ଜଣ ଫାର୍ମାସିଷ୍ଟ । ଏଣୁ ହସ୍ପିଟାଲ କାର୍ଯ୍ୟ ପ୍ରଭାବିତ ହୋଇଛି । କମ କର୍ମଚାରୀରେ ଏବେ ଚାଲିଛି କ୍ୟାପିଟାଲ୍ ହସ୍ପିଟାଲ୍‌ରେ କାମ ।

Corona
Corona Update: ଦିନକୁ ଦିନ ବଢ଼ୁଛି ମୃତ୍ୟୁ ସଂଖ୍ୟା

ଖୋର୍ଦ୍ଧା ଜିଲ୍ଲାରୁ ଦିନକରେ ୫ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଥିବା ବେଳେ ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ୮ ହଜାର ୫୦୧କୁ ବୃଦ୍ଧି ପାଇଛି । ତେବେ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧତ୍କ ୩,୦୩୬ ଆକ୍ରାନ୍ତ ଚିହ୍ନଟ ।

Covaxin -Covishield
ଖୁସି ଖବର ! ଏଣିକି ବଜାରରେ ଉପଲବ୍ଧ ହେବ କୋଭାକ୍ସିନ୍-କୋଭିସିଲ୍ଡ

ମାର୍କେଟ୍ ଅନୁମତି ପାଇଁ କେତେକ ନିର୍ଦ୍ଦିଷ୍ଟ ସର୍ତ୍ତ ରଖାଯାଇଥିବା ସୂଚନା ମିଳିଛି । ଗତବର୍ଷ ଜାନୁଆରୀ ୩ ତାରିଖରେ ଉଭୟ କୋଭାକ୍ସିନ ଓ କୋଭିସିଲ୍ଡକୁ କରୋନା ଟିକା ଭାବେ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ମିଳିଥିଲା ।