କରୋନା କଟକଣା ପାଇଁ ପ୍ରଶାସନ ବାହାଘର ବନ୍ଦ କରିଦେଉଛି? ଆପଣଙ୍କର ଗୁଡ଼ାଏ ଲସ୍ ହେଉଛି। ହେଲେ ଏଥିପାଇଁ ଜମାରୁ ବ୍ୟସ୍ତ ହୁଅନ୍ତୁ ନାହିଁ। କାରଣ ଆପଣଙ୍କୁ ମିଳିବ ୧୦ ଲକ୍ଷ ଟଙ୍କା। କିନ୍ତୁ ଏଥିପାଇଁ ଛୋଟିଆ କାମଟିଏ କରିବାକୁ ପଡ଼ିବ।
Published: Otv Khabar Bureau
Last updated: 20 January 2022, 01:21 PM IST
ବାପା-ମାଆ ଚାଲିଗଲା ପରେ ଦୁସ୍ଥିତିରେ ୩ କୁନି ପିଲାଙ୍କ ଜୀବନ। ଦିନେ ଖାଇଲେ ଦିନେ ଉପବାସରେ ରହୁଛନ୍ତି ପିଲା... ବୁଢା ବୟସରେ ନିଇତି ଖଟିବା ବି ଆଉ ହେଉନି ସମ୍ଭବ... ପ୍ରଶାସନକୁ ଗୁହାରି କଲେବି କରୁନାହାନ୍ତି କର୍ଣ୍ଣପାତ।