ଦିନକରେ ୧୦ ହଜାର ପାର ନୂଆ ସଂକ୍ରମଣ । ଗତ ୨୪ ଘଣ୍ଟାରେ ୭ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ । ରାଜ୍ୟରେ ଆଜି ବି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ହଜାର ପାର । ଦିନକରେ ଚିହ୍ନଟ ହେଲେ ୧୦,୩୬୮ କରୋନା ଆକ୍ରାନ୍ତ । ଆକ୍ରାନ୍ତଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୧୦୯୦ ଜଣ ଚିହ୍ନଟ । ମୋଟ୍ ଆକ୍ରାନ୍ତ ସଂଖ୍ୟା ୧୧ ଲକ୍ଷ ୭୭ ହଜାର ୪୬୨କୁ ବୃଦ୍ଧି । ସେହିଭଳି ରାଜ୍ୟରେ ଆଉ ୭ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ।
Published: Pallipuspa Samal
Last updated: 20 January 2022, 12:20 PM IST
ଆକ୍ରାନ୍ତଙ୍କ ମଧ୍ୟରେ ଅଛନ୍ତି ୪୦ ଡାକ୍ତର, ୩୦ ଷ୍ଟାଫ୍ ନର୍ସ ଓ ୪୦ ଲାବରୋଟୋରୀ ଟେକ୍ନିସିଆନ ଏବଂ ୧୦ରୁ ୧୫ ଜଣ ଫାର୍ମାସିଷ୍ଟ । ଏଣୁ ହସ୍ପିଟାଲ କାର୍ଯ୍ୟ ପ୍ରଭାବିତ ହୋଇଛି । କମ କର୍ମଚାରୀରେ ଏବେ ଚାଲିଛି କ୍ୟାପିଟାଲ୍ ହସ୍ପିଟାଲ୍ରେ କାମ ।