• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

COVID-19 Updates

COVID-19
ରାଜ୍ୟରେ ପୁଣି ୫ଶହ ପାର ସଂକ୍ରମଣ; ଜଣେ ମୃତ

ରାଜ୍ୟରେ ୨୪ ଘଣ୍ଟାରେ ୫ଶହ ୪୨ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

mask
ସରକାରଙ୍କୁ ପୁଣି ଘାରିଲା କୋଭିଡ୍ ସଂକ୍ରମଣ ଚିନ୍ତା

ସମସ୍ତଙ୍କୁ ଆଉ କିଛି ଦିନ ଜଗିରଖି ଚଳିବାକୁ ପଡ଼ିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ।

mask
ସରକାରଙ୍କୁ ସଂକ୍ରମଣ ଚିନ୍ତା : ହସ୍ପିଟାଲକୁ ନୋ ମାସ୍କ, ନୋ ଏଣ୍ଟ୍ରି

ଜ୍ୟରେ ବଢୁଥିବା କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନେଇଛି ଜନସ୍ୱାସ୍ଥ୍ୟ ବିଭାଗ।

Covid 19
Corona Virus: ପୁଣି ଫେରୁଛି କରୋନା, ମାସ୍କ ବାଧ୍ୟତାମୂଳକ କଲେ ସରକାର

କ୍ଲିନିକ୍ ଓ ଲାବୋରେଟାରୀରେ କାର୍ଯ୍ୟରତ ଷ୍ଟାଫ୍ ମଧ୍ୟ ପିନ୍ଧିବେ ମାସ୍କ । ଥଣ୍ଡାକାଶରେ ପୀଡ଼ିତ ବ୍ୟକ୍ତି ମାସ୍କ ପିନ୍ଧିବା ବାଧ୍ୟତାମୂଳକ ।

Covid-19
ବଢୁଛି ସଂକ୍ରମଣ, ବଢୁଛି ଭୟ; ଦିନକରେ ୧୨ ହଜାର ୫୯୧ ନୂଆ ଆକ୍ରାନ୍ତ

ଓମିକ୍ରନର ସବ ଭେରିଏଣ୍ଟ XBB.1.16 ଅଧିକ ମାତ୍ରାରେ ମାଡ଼ିବାରେ ଲାଗିଛି ।

Covid-19
ରାଜ୍ୟରେ କୋଭିଡରେ ଆଉ ଜଣକର ମୃତ୍ୟୁ; ଦିନକରେ ୨୫୮ ନୂଆ ପଜିଟିଭ୍‌ ଚିହ୍ନଟ

ଗତ ୨୪ ଘଣ୍ଟାର ରିପୋର୍ଟ ଅନୁସାରେ ରାଜ୍ୟରେ ୨୫୮ ପଟିଜିଭି ଚିହ୍ନଟ ହୋଇଛନ୍ତି ।

Medical Authority Denies COVID Related Death In SCB Medical Cuttack
କୋଭିଡ୍‌ରେ ଆକ୍ରାନ୍ତ ହୋଇ SCB ଆସିଥିଲେ, ଦିନକ ପରେ ଆଖି ବୁଜିଲେ...

କଟକ ଏସ୍‌ସିବି ମେଡିକାଲ୍‌ରେ କୋଭିଡ୍ ଜନିତ ମୃତ୍ୟୁ ଅଭିଯୋଗକୁ ମେଡିକାଲ୍‌ କର୍ତ୍ତୃପକ୍ଷ ଖଣ୍ଡନ କରିଛନ୍ତି। ବହୁବିଧ ରୋଗରେ ଓ ବୟସାଧିକ କାରଣରୁ ବୃଦ୍ଧଙ୍କର ମୃତ୍ୟୁ ହୋଇଥିବା ରେଜିଷ୍ଟ୍ରାର କହିଛନ୍ତି। 

COVID-19
୧୦ ହଜାର ଟପିଲା ଦୈନିକ ସଂକ୍ରମଣ

ଦେଶରେ ଦୈନିକ କୋରନା ସଂକ୍ରମଣ ୧୦ ହଜାର ଟପିଲା ।

Covid-19
ପୁଣି ବଢିଲାଣି କରୋନା ଭୟ : ଚିନ୍ତାରେ ସମସ୍ତେ...ଆସିବ କି ନୂଆ ଲହର?

ପୁଣି ବଢିଲାଣି କରୋନା ଭୟ : ଚିନ୍ତାରେ ସମସ୍ତେ...ଆସିବ କି ନୂଆ ଲହର?

Corona
ଆଗକୁ ଆସିବ କି କରୋନାର ଆଉ ଏକ ଲହର ?

ଯଦି ପୁଣି ଥରେ କରୋନାର ଲହର ଆସେ, ତେବେ କେମିତି କରାଯିବ ମୁକାବିଲା ? ରାଜ୍ୟରେ କେତେ ପ୍ରସ୍ତୁତ ରହିଛି କୋଭିଡ୍ ଭିତ୍ତିଭୂମି ? ଦେଶରେ ଗଲା କିଛି ଦିନ ଧରି କୋଭିଡ୍ ସଂକ୍ରମଣର ଉପରମୁହାଁ ସ୍ଥିତିକୁ ଦେଖି ରାଜ୍ୟଗୁଡ଼ିକ ପ୍ରସ୍ତୁତ ରହିବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ନିର୍ଦ୍ଦେଶ ପରେ ରାଜ୍ୟବ୍ୟାପୀ ସ୍ୱାସ୍ଥ୍ୟ ଅନୁଷ୍ଠାନଗୁଡ଼ିକରେ ପ୍ରସ୍ତୁତି ସମୀକ୍ଷା ।

Corona
ଆଗକୁ ଆସିବ କି କରୋନାର ଆଉ ଏକ ଲହର ?

ଯଦି ପୁଣି ଥରେ କରୋନାର ଲହର ଆସେ, ତେବେ କେମିତି କରାଯିବ ମୁକାବିଲା ? ରାଜ୍ୟରେ କେତେ ପ୍ରସ୍ତୁତ ରହିଛି କୋଭିଡ୍ ଭିତ୍ତିଭୂମି ? ଦେଶରେ ଗଲା କିଛି ଦିନ ଧରି କୋଭିଡ୍ ସଂକ୍ରମଣର ଉପରମୁହାଁ ସ୍ଥିତିକୁ ଦେଖି ରାଜ୍ୟଗୁଡ଼ିକ ପ୍ରସ୍ତୁତ ରହିବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ନିର୍ଦ୍ଦେଶ ପରେ ରାଜ୍ୟବ୍ୟାପୀ ସ୍ୱାସ୍ଥ୍ୟ ଅନୁଷ୍ଠାନଗୁଡ଼ିକରେ ପ୍ରସ୍ତୁତି ସମୀକ୍ଷା ।

Mask Mandatory
ବଢୁଛି ସଂକ୍ରମଣ, ବଢୁଛି ଭୟ; ପୁଣି ମାସ୍କ ହେଲା ବାଧ୍ୟତାମୂଳକ

ବର୍ଷେ ହେବ କରୋନା ସଂକ୍ରମଣ କମିଥିବା ବେଳେ ପ୍ରାୟ ରାଜ୍ୟ କଟକଣାକୁ କୋହଳ କରିଥିଲେ । ଏବେ କିନ୍ତୁ ଦେଶର କିଛିଟା ରାଜ୍ୟ ପୁଣି ଥରେ କଟକଣା ଲାଗୁ କରିଛନ୍ତି, ଯେପରିକି ମାସ୍କ ପିନ୍ଧିବା ବାଧ୍ୟଚାମୂଳକ ହୋଇଯାଇଛି ।

corona
ବଢ଼ିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଦିନକୁ ୧୦୦ରୁ ଅଧିକ ରୋଗୀ

ରାଜ୍ୟରେ ଦୈନିକ ପଜିଟିଭ ସଂଖ୍ୟା ୫୦ ଟ୍ରେଣ୍ଡ ଥିବା ବେଳେ ଏବେ ଏହା ୧୦୦ ପାର ହୋଇଛି ।

  • Saturday, 08 April 2023
  • Corona
Corona Virus
ଚିନ୍ତା ବଢ଼ାଇଲାଣି କୋଭିଡର ଦ୍ରୁତ ସଂକ୍ରମଣ

ଦେଶରେ ୬ ହଜାର ଓ ରାଜ୍ୟରେ ଶହେ ପାର୍ ଦୈନିକ ସଂକ୍ରମଣର ଟ୍ରେଣ୍ଡ । କୋଭିଡ୍ ମୁକାବିଲା ପାଇଁ ସବୁ ରାଜ୍ୟକୁ ପ୍ରସ୍ତୁତ ଓ ସତର୍କ ରହିବାକୁ ପରାମର୍ଶ ଦେଇଛି କେନ୍ଦ୍ର । ୧୦ ଓ ୧୧ରେ ସବୁ ହସପିଟାଲରେ ମକଡ୍ରିଲ୍

corona virus
ପୁଣି କରୋନା ଫଁ : ଦେଶରେ ଦିନକୁ ୬ ହଜାର, ରାଜ୍ୟରେ ଶହେ ଉପରେ ପଜିଟିଭ

ମେଲିଲାଣି କରୋନା କାୟା । କଲାଣି ଛାନିଆଁ । ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ସମୀକ୍ଷା କଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ।

COVID-19
କରୋନାର ଲମ୍ବା ଡିଆଁ; ୫ ହଜାର ଟ୍ରେଣ୍ଡକୁ ପାର କଲା ସଂକ୍ରମଣ

ଗତ ୨୪ ଘଣ୍ଟାରେ ଦେଶରେ ଚିହ୍ନଟ ହୋଇଛନ୍ତି ୫ ହଜାର ୩୩୫ ପଜିଟିଭ ।

COVID-19
ଦେଶରେ କରୋନାର ଲମ୍ବା ଡିଆଁ; ଆଜି ୪ ହଜାର ପାର ସଂକ୍ରମଣ

ଦୈନିକ କରୋନା ସଂକ୍ରମଣ ୪ ହଜାର ଟପିଲା । ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪,୪୩୫ ଜଣ । ରାଜ୍ୟରେ ୫୦ ଟ୍ରେଣ୍ଡକୁ ଟପିଲା କରୋନା ସଂକ୍ରମଣ ।

corona virus
ଦେଶରେ ମାଡ଼ୁଛି XBB 1.16 ଭାରିଆଣ୍ଟ୍‌, ଓମିକ୍ରନର ଅତି ସଂକ୍ରାମକ ରୂପ

ଭାରତ ସମେତ ୨୨ଟି ଦେଶରେ ଓମିକ୍ରନର ଏହି ଭାରିଆଣ୍ଟ୍‌ର ସଂକ୍ରମଣ ରହିଛି । ତେବେ ଏହା ସଂକ୍ରାମକ କିନ୍ତୁ ମାରାତ୍ମକ ନୁହେଁ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି ।

COVID-19 Testing
ହୁ ହୁ ହୋଇ ମାତୁଛି କରୋନା; ସପ୍ତାହକ ମଧ୍ୟରେ ୨ ଗୁଣ ସଂକ୍ରମଣ

ଭାରତରେ ଦିନକୁ ଦିନ କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଛି । ଗତ ୨୪ ଘଣ୍ଟାରେ ଦେଶରେ ୩ ହଜାର ୮ଶହ ୨୪ ନୂଆ ପଜିଟିଭ୍ କେସ୍ ସାମ୍ନାକୁ ଆସିଛି ।

Odisha sees highest single-day spike in Covid19 cases
ବଢ଼ୁଛି ସଂକ୍ରମଣ ସଂଖ୍ୟା; ଦିନକରେ ୩,୮୨୩ ନୂଆ ଆକ୍ରାନ୍ତ ଚିହ୍ନଟ

ପୁଣି ଦେଶରେ ବଢ଼ିଲା କରୋନା ସଂକ୍ରମଣ । ଆଜିକୁ ଲଗାତାର ଚାରିଦିନ ଧରି ୩ ହଜାର ପାର କରିଛି କୋଭିଡ୍ ସଂକ୍ରମଣ ।

Covid 19
ବଢୁଛି ସଂକ୍ରମଣ ବଢୁଛି ଭୟ: ଆଜି ବି ୩ ହଜାର ପାର ସଂକ୍ରମଣ

ଗତ ୨୪ ଘଣ୍ଟାରେ ଦେଶରେ ୩ ହଜାର ୯୫ ଜଣ ଚିହ୍ନଟ ହୋଇଛନ୍ତି । ଗତକାଲି ଏହି ସଂଖ୍ୟା ୩୦୧୬ ଥିଲା ।

COVID cases rise in india
ଦିନକରେ ଦେଶରେ ୩ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ, ଜରୁରୀ ବୈଠକ ଡାକିଲେ ଦିଲ୍ଲୀ ସରକାର

୨୪ ଘଣ୍ଟାରେ ଏକାଥରେ ୪୦% ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଛିା ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩ ହଜାର ୧୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। 

corona
ଦିଲ୍ଲୀରୁ ମୁମ୍ବାଇ . . . ପୁଣି ଦେଶରେ ବେକାବୁ କରୋନା ଭାଇରସ୍‌

ଭାରତରେ ଲଗାତାର ବଢୁଛି କରୋନା ସଂକ୍ରମଣ ସଂଖ୍ୟା

Covid 19
କାୟା ମେଲାଇଲାଣି କୋରୋନା: ଦିନକରେ ୧୮୯୦ ନୂଆ ପଜିଟିଭ୍‌

ଗତ ୨୪ ଘଣ୍ଟାରେ ଦେଶରେ ୧୮୯୦ ନୂଆ କୋଭିଡ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୭ ଜଣଙ୍କ ମୃତ୍ୟୁ ହୋଇଛି ।

Mock drill on April 10, 11 to check COVID readiness of hospitals
ବଢ଼ୁଛି କରୋନା ବିପଦ ! କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି- ଏପ୍ରିଲ ୧୦ ଓ ୧୧ରେ ସାରା ଦେଶରେ ହେବ ଏହି କାମ

ଦେଶରେ ପୁଣିଥରେ କରୋନା ସଂକ୍ରମଣ ମାମଲା ବୃଦ୍ଧି ପାଇଛି। ବଢ଼ୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବା ସହ ଆଡ୍‌ଭାଇଜରି ଜାରି କରିଛନ୍ତି।