ସରକାରଙ୍କୁ ପୁଣି ଘାରିଲା କୋଭିଡ୍ ସଂକ୍ରମଣ ଚିନ୍ତା । ସ୍ୱାସ୍ଥ୍ୟାନୁଷ୍ଠାନରେ ବାଧ୍ୟତାମୂଳକ ହେଲା ମାସ୍କ । ରାଜ୍ୟରେ ବଢୁଥିବା କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନେଇଛି ଜନସ୍ୱାସ୍ଥ୍ୟ ବିଭାଗ। ସେପଟେ ଆଶ୍ୱସ୍ତିର କଥା ହେଲା, ଦୈନିକ କୋଭିଡ୍ ସଂକ୍ରମଣ ଟ୍ରେଣ୍ଡ ଗତ ୨୩ ତାରିଖରେ ୫୦୦ ଟପିବା ପରେ ଏବେ ଏହା ତଳମୁହାଁ ହୋଇଛି। ତେବେ ସମସ୍ତଙ୍କୁ ଆଉ କିଛି ଦିନ ଜଗିରଖି ଚଳିବାକୁ ପଡ଼ିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ।
Published: Satyendu Shekher Mishra
Last updated: 25 April 2023, 09:41 PM IST
ବାଇଡେନ୍ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିବା ହ୍ବାଇଟ୍ ହାଉସ ପକ୍ଷରୁ ସୂଚନା ଦିଆଯାଇଛି। ତାଙ୍କ ଠାରେ କୋଭିଡ-19ର ସାମାନ୍ୟ ଲକ୍ଷଣ ଦେଖିବାକୁ ମିଳିଛି।