• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

Tanmay Kumar Mahalik

Editor

କପି-ଏଡିଟର ସହ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂ ଭାବେ ଦକ୍ଷତାର ସହ ଦାୟିତ୍ୱ ନିଭାଇଛି ...more

କପି-ଏଡିଟର ସହ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂ ଭାବେ ଦକ୍ଷତାର ସହ ଦାୟିତ୍ୱ ନିଭାଇଛି । ରାଜନୀତି, ସ୍ପେଶାଲ ଷ୍ଟୋରୀ ଏବଂ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂରେ ସ୍ୱତନ୍ତ୍ର ରୁଚି ରହିଛି । ୨୦୨୩ରୁ ‘ଓଡ଼ିଶା ଟିଭି’ରେ କାର୍ଯ୍ୟରତ ।

less

Posts by Tanmay Kumar Mahalik

Waterfall
ଏଇଟା ପିକନିକ୍ ପାଇଁ ବଢିଆ ଜାଗା..

ଚାଲନ୍ତୁ ପାଟାବାନ୍ଦା ଜଳପ୍ରପାତ ଯିବା.. ବଣ ଭୋଜିଟେ କରିବା.. ବ୍ୟସ୍ତବହୁଳ ଜୀବନରୁ ଘଡ଼ିଏ ଚୋରାଇ ଏଇଠି ପ୍ରକୃତିର କୋଳରେ ହଜିଯିବା.. ଆସନ୍ତୁ..

News Fuse
ଟ୍ରେନରେ ପୁଅ ଥିଲା.. ଏପଟେ ମୁଁ ଖାଲି ଜଗନ୍ନାଥଙ୍କୁ ଡାକୁଥିଲି..

‘ସେ ଦୃଶ୍ୟ ବର୍ଣ୍ଣନା କରିହେବନି.. ମୁଁ ଭାବୁଥିଲି କଣ ଘଟିଗଲା ମୋ ସହ.. ମୁଁ କୋଉ ଜନ୍ମରେ କୋଉ ପାପ କରିଥିଲି ଯେ ଶହ ଶହ ଶବ ଦେଖିଲି.. ଆଉ କୋଉ ଜନ୍ମରେ କି ପୂଣ୍ୟ କରିଥିଲି ଯେ ମୁଁ ନୂଆ ଜୀବନ ପାଇଲି..’

BJD Politics
ପାଖଉଛି ନିର୍ବାଚନ, ଅଧୈର୍ଯ୍ୟ ବିଜେଡି ଆଶାୟୀ; ଅର୍ପଣ ରଥରେ ଅକ୍ଷତ ଚାଉଳ ସଂଗ୍ରହରେ ମାତିଛନ୍ତି ବିଧାୟକ

ନିର୍ବାଚନ ଯେତିକି ଯେତିକି ପାଖଉଛି, ବିଜେଡି ଘର କଳି ସେତିକି ସେତିକି ବଢୁଛି । ଆଶାୟୀ ଶକ୍ତି ପ୍ରଦର୍ଶନ କରି ନିର୍ବାଚନ ମଣ୍ଡଳୀରେ ବିଧାୟକଙ୍କୁ ଚାଲେଞ୍ଜ ଦେଲେଣି । ଖୋଦ ରାଜଧାନୀରେ ବି ଟିକେଟ୍ ପାଇଁ ଆରମ୍ଭ ହୋଇଯାଇଛି ଶକ୍ତି ପ୍ରଦର୍ଶନ ।

Srimandir Heritage Corridor
ପରିକ୍ରମା ପ୍ରକଳ୍ପ ବିସ୍ଥାପିତଙ୍କୁ ଭୁଲିଗଲେ କି ସରକାର ? ଏଯାଏଁ ମିଳିନି ପରିଚୟପତ୍ର, ଉତ୍ସବକୁ କରାଯାଇନି ନିମନ୍ତ୍ରଣ

ପରିବାରଙ୍କ ଅଭିଯୋଗ, ଯେଉଁ ପରିକ୍ରମା ପ୍ରକଳ୍ପ ପାଇଁ ଆମେ ବାସହରା ହେଲୁ ସେହି ପ୍ରକଳ୍ପରେ କେଉଁଠି ବି ଆମ ନାଁ ନାହିଁ । ସବୁ ବିସ୍ଥାପିତଙ୍କୁ ପରିଚୟପତ୍ର ଦିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା, ତାହା ବି ମିଳିଲାନି ।

BJP
ପ୍ରଧାନମନ୍ତ୍ରୀଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ପ୍ରସଙ୍ଗ; ସାଇବର ଥାନାରେ ଏତଲା ଦେଲା ବିଜେପି

ସଂପୃକ୍ତ ବିଜେଡି କର୍ମକର୍ତ୍ତାଙ୍କ ପ୍ରତି କଡା କାର୍ଯ୍ୟାନୁଷ୍ଠାନ ଦାବି କରିଛି ରାଜ୍ୟ ବିଜେପି ।

CEO mother
ଫିଟୁଛି ନୃଶଂସ ସିଇଓ ମା’ର ଗୁମର; ତକିଆରେ ଚାପି ୪ ବର୍ଷର ପୁଅକୁ କରିଥିଲା ହତ୍ୟା !

ପୁଅକୁ ମାରିବା ପାଇଁ ହିଁ ସେ ଗୋଆକୁ ଆସିଥିଲେ । ହୋଟେଲ ରୁମରୁ ୨ଟି କଫ୍ ସିରପ୍ ବୋତଲ ମଧ୍ୟ ମିଳିଛି । ପିଲାର ବେକରେ ହାତ କିମ୍ବା ଆଙ୍ଗୁଠି ଚିହ୍ନ ନାହିଁ ।

Orissa HC
ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ପୁଣି ବାଲି ଛାଟ; ମେସିନରେ ବାଲିଉଠାଣ ଉପରେ ରୋକ୍

ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ପୁଣି ବାଲି ଛାଟ । ବାଲି ଉଠାଣକୁ ନେଇ ପୁଣି ବର୍ଷିଲେ । ମେସିନ୍ ଜରିଆରେ ବାଲି ଉଠାଣ ଉପରେ ରୋକ ଲଗାଇଲେ । ରାଜ୍ୟ ସରକାରଙ୍କ ବିଜ୍ଞପ୍ତି ଉପରେ ପୁଣି ଜାରି କଲେ ସ୍ଥଗିତାଦେଶ ।

Ram Temple inauguration
ଅଯୋଧ୍ୟା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ଯିବନି କଂଗ୍ରେସ

ଦଳ ଅଭିଯୋଗ କରିଛି, ଅଯୋଧ୍ୟା ରାମ ମନ୍ଦିରକୁ ବିଜେପି ବହୁ ଦିନରୁ ଏକ ରାଜନୈତିକ ପ୍ରସଙ୍ଗ କରିଛି । କେବଳ ନିର୍ବାଚନରେ ଫାଇଦା ଉଠାଇବାକୁ ବିଜେପି ଓ ଆରଏସଏସର ପ୍ରରୋଚରନାରେ ମନ୍ଦିର ନିର୍ମାଣ ଅସଂପୂର୍ଣ୍ଣ ହୋଇଥିଲେ ମଧ୍ୟ ଏବେ ପ୍ରାଣ ପ୍ରତିଷ୍ଠା କରାଯାଉଛି ।

Ram Temple
ରାମଙ୍କ ପାଇଁ ୭,୨୦୦ କିମି ଯାତ୍ରା; ପାଦରେ ଚାଲି ଚାଲି ଯାଉଛନ୍ତି ୬୪ ବର୍ଷିୟ ବୃଦ୍ଧ

ହାଇଦ୍ରାବାଦର ଚଲ୍ଲା ଶ୍ରୀନିବାସ ଶାସ୍ତ୍ରୀ ରାମଙ୍କ ପାଇଁ ଚରଣପାଦୁକା ଧରି ଅଯୋଧ୍ୟା ଅଭିମୁଖେ ଯାତ୍ରା କରିଛନ୍ତି । ଯେଉଁ ରାସ୍ତାରେ ପ୍ରଭୁ ଶ୍ରୀରାମ ରାମେଶ୍ୱର ଯାଇଥିଲେ, ସେହି ରାସ୍ତା ଦେଇ ଚଲ୍ଲା ଶ୍ରୀନିବାସ ଅଯୋଧ୍ୟା ବାହାରିଛନ୍ତି ।

Karnataka Assembly
ବିଧାନସଭା ଆଗରେ ଆତ୍ମାହୂତି ଉଦ୍ୟମ; ଦେହରେ କିରୋସିନି ଢାଳିଲେ ଗୋଟିଏ ପରିବାରର ୮ଜଣ

ପୋଲିସ ସେମାନଙ୍କୁ ଅଟକାଇଥିଲା । ଫଳରେ ସମସ୍ତଙ୍କ ଜୀବନ ବଞ୍ଚିଯାଇଛି । ପୋଲିସର କହିବା ଅନୁସାରେ ଋଣ ଫେରସ୍ତ ନକରିବାରୁ ବ୍ୟାଙ୍କ ସେମାନଙ୍କ ଘର ନିଲାମ କରିଥିଲା ।

LoP JayNayaran Mishra
ଖଣି ଦୁର୍ନୀତିରେ ସିଧାସଳଖ ମୁଖ୍ୟମନ୍ତ୍ରୀ ସଂପୃକ୍ତ: ଜୟନାରାୟଣ

୭୫ଟି ଲୁହା ପଥର ଓ ମାଙ୍ଗାନିଜ ଖଣିରୁ ଅଧିକ ଖଣିଜ ଉତ୍ତୋଳନ କରାଯାଇଛି । ୯୫ଟି ଖଣି ନଦୀ ନାଳକୁ ପ୍ରଭାବିତ କରିଛି । ଏହା ସହିତ ଆଦିବାସୀ ଓ ଜୀବଜନ୍ତୁ ମଧ୍ୟ ପ୍ରଭାବିତ ହୋଇଛନ୍ତି ।

Traffic police
ପୁଅକୁ କୋଳରେ ବସାଇ ଗାଡ଼ି ଶିଖାଉଥିଲେ ବାପା; ଭାଇରାଲ ହେଲା ଭିଡିଓ, ଗଣିଲେ ଜରିମାନା

ଭିଡିଓଟି ସୋସିଆଲ ମିଡିଆ ‘x’ରେ ଭାଇରାଲ ହେଉଛି । ଜଣେ ବ୍ୟକ୍ତି ଭିଡିଓଟିକୁ ପୋଷ୍ଟ କରିବା ସହ ଏହା ଟ୍ରାଫିକ୍‌ ନିୟମର ଖୁଲ୍ଲମଖୁଲା ଉଲ୍ଲଂଘନ କରୁଥିବା ଲେଖିଥିଲେ ।

Sura Routroy
ବିଜେଡିର ବହୁ ନେତା ମନ୍ତ୍ରୀ କଂଗ୍ରେସ ସହ ସମ୍ପର୍କରେ ଅଛନ୍ତି: ସୁର

ବ୍ୟକ୍ତିଗତ ଭାବେ ତାଙ୍କ ସହ କିଛି ବିଜେଡି ନେତା କଥାବାର୍ତ୍ତା କରିଛନ୍ତି ବୋଲି କହିଛନ୍ତି ସୁର ରାଉତରାୟ । ବିଜେଡିରେ ପ୍ରବଳ ଗୋଷ୍ଠୀ କନ୍ଦଳ । ଏହି ନେତାମାନେ ବିଜେଡିରେ ଟିକେଟ୍ ନପାଇଲେ କଂଗ୍ରେସକୁ ଆସିବେ ।

Aparajita Sarangi
‘ନୂଆବର୍ଷ ପରଦିନ ମୋ ହୋର୍ଡିଂ ହଟେଇଦେଲେ, ଅନ୍ୟମାନଙ୍କର କାହିଁକି ଅଛି ?’

ବିଏମ୍‌ସି କମିଶନର ଓ ପୋଲିସ କମିଶନରଙ୍କୁ ଅପରାଜିତା ଚିଠି ଲେଖିଛନ୍ତି । ସହରରେ କେବଳ ଶାସକ ଦଳର ହୋଡିଂ ଲାଗିଥିବା ଅଭିଯୋଗ ଆଣି ଅପରାଜିତା ଚିଠି ଲେଖିଛନ୍ତି ।

Lord Rama on screen
ପ୍ରଭୁ ଶ୍ରୀରାମଙ୍କୁ ନେଇ ସବୁଠି ଚର୍ଚ୍ଚା; ଜାଣନ୍ତୁ ରାମଙ୍କ ଭୂମିକାରେ ଅଭିନୟ କରିଛନ୍ତି କେଉଁ କଳାକାର

ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଙ୍କ ଆଦର୍ଶକୁ ଦର୍ଶକଙ୍କଠାରେ ପହଞ୍ଚାଇ ହୃଦୟରେ ରାମ ଭକ୍ତି ଜାଗ୍ରତ କରିଥିଲେ ଅନେକ ଅଭିନେତା । ଯାହା ଆଜି ପର୍ଯ୍ୟନ୍ତ ଦର୍ଶକ ଭୁଲି ନାହାନ୍ତି ।

Ram Mandir
ପ୍ରଭୁ ଶ୍ରୀରାମଙ୍କ ପାଇଁ ବଡ଼ ଉପହାର; ମନ୍ଦିର ପାଇଁ ଭକ୍ତ ଦେଲେ ୨,୪୦୦ କିଲୋର ଘଣ୍ଟି

ଶ୍ରୀରାମ ମନ୍ଦିରକୁ ଉପହାରରେ ଦିଆଯାଇଥିବା ଘଣ୍ଟିର ଓଜନ ରହିଛି ୨ ହଜାର ୪ଶହ କେଜି । ଏହି ଘଣ୍ଟି ଅଷ୍ଟଧାତୁରେ ତିଆରି ହୋଇଛି । ଯାହାର ଦାମ୍‌ ରହିଛି ୨୫ ଲକ୍ଷ ଟଙ୍କା ।

Bengaluru CEO Kills Her 4-Year-Old Son
ପିଶାଚିନୀ ପାଲଟିଗଲା ଉଚ୍ଚ ଶିକ୍ଷିତା ମା’ ! ୪ ବର୍ଷର ପୁଅକୁ ହତ୍ୟା କରି ବ୍ୟାଗରେ ରଖିଲା

କର୍ଣ୍ଣାଟକର ଚିତ୍ରାଦୁରଗାଠାରେ ପୁଅର ମୃତଦେହକୁ ଗୋଟିଏ ବ୍ୟାଗରେ ଧରି ଯାଉଥିବାବେଳେ ପୋଲିସ ତାଙ୍କୁ ଗିରଫ କରିଥିଲା । ଗୋଆର ଏକ ହୋଟେଲରେ ସୂଚନା ସେଠ ତାଙ୍କ ପୁଅକୁ ହତ୍ୟା କରିବା ପରେ ମୃତଦେହକୁ କର୍ଣ୍ଣାଟକ ନେଇ ଚାଲିଯାଇଥିଲେ ।

News Fuse
ଏ ଦୋଳି ପଡିବ ଯଦି ଗଳି, ଜୀବନ ପଡିବ ବଳି

ହେ ଭାଇ ହେ ଆଲୋ ଇଏ କ’ଣ ? ଯମପୁରକୁ ଯାଉ ଯାଉ ବ୍ୟାୟାମ କଥା ଟିକେ ମନେ ପଡିଗଲା ? ?

IPS Success Story: Meet Manoj Sharma, who inspired '12th Fail' film
ମୁଁ ମାଟି ବୋଲି ସଂଘର୍ଷ ଶିଖିଛି

ଶ୍ରଦ୍ଧାଙ୍କ ଲଭ୍-ୟୁ-ଠୁ ର ପ୍ରତିଶ୍ରୁତି ପରେ ତାଙ୍କୁ ନିରାଶ କରି ନାହାନ୍ତି ମନୋଜ, ୪ର୍ଥ ଆଟେମ୍ପଟରେ ହାକିମ ହେବାର ସ୍ବପ୍ନ ସାକାର କରିଛନ୍ତି…

Pork farming
ଧଳା ଘୁଷୁରୀ ଚାଷରୁ ଲକ୍ଷପତି

ଧଳା ଘୁଷୁରୀ ଚାଷ ସ୍ବତନ୍ତ୍ର ପରିଚୟ ଦେଇଥିବା ବେଳେ ମାସକୁ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ନୟାଗଡ଼ ଜିଲ୍ଲା କଇଁଥଗାଡ଼ିଆ ଅଞ୍ଚଳର ରଘୁନାଥ ମହାନ୍ତି...

କପି-ଏଡିଟର ସହ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂ ଭାବେ ଦକ୍ଷତାର ସହ ଦାୟିତ୍ୱ ନିଭାଇଛି । ରାଜନୀତି, ସ୍ପେଶାଲ ଷ୍ଟୋରୀ ଏବଂ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂରେ ସ୍ୱତନ୍ତ୍ର ରୁଚି ରହିଛି । ୨୦୨୩ରୁ ‘ଓଡ଼ିଶା ଟିଭି’ରେ କାର୍ଯ୍ୟରତ ।