ଚାଲନ୍ତୁ ପାଟାବାନ୍ଦା ଜଳପ୍ରପାତ ଯିବା.. ବଣ ଭୋଜିଟେ କରିବା.. ବ୍ୟସ୍ତବହୁଳ ଜୀବନରୁ ଘଡ଼ିଏ ଚୋରାଇ ଏଇଠି ପ୍ରକୃତିର କୋଳରେ ହଜିଯିବା.. ଆସନ୍ତୁ..
‘ସେ ଦୃଶ୍ୟ ବର୍ଣ୍ଣନା କରିହେବନି.. ମୁଁ ଭାବୁଥିଲି କଣ ଘଟିଗଲା ମୋ ସହ.. ମୁଁ କୋଉ ଜନ୍ମରେ କୋଉ ପାପ କରିଥିଲି ଯେ ଶହ ଶହ ଶବ ଦେଖିଲି.. ଆଉ କୋଉ ଜନ୍ମରେ କି ପୂଣ୍ୟ କରିଥିଲି ଯେ ମୁଁ ନୂଆ ଜୀବନ ପାଇଲି..’
ନିର୍ବାଚନ ଯେତିକି ଯେତିକି ପାଖଉଛି, ବିଜେଡି ଘର କଳି ସେତିକି ସେତିକି ବଢୁଛି । ଆଶାୟୀ ଶକ୍ତି ପ୍ରଦର୍ଶନ କରି ନିର୍ବାଚନ ମଣ୍ଡଳୀରେ ବିଧାୟକଙ୍କୁ ଚାଲେଞ୍ଜ ଦେଲେଣି । ଖୋଦ ରାଜଧାନୀରେ ବି ଟିକେଟ୍ ପାଇଁ ଆରମ୍ଭ ହୋଇଯାଇଛି ଶକ୍ତି ପ୍ରଦର୍ଶନ ।
ପରିବାରଙ୍କ ଅଭିଯୋଗ, ଯେଉଁ ପରିକ୍ରମା ପ୍ରକଳ୍ପ ପାଇଁ ଆମେ ବାସହରା ହେଲୁ ସେହି ପ୍ରକଳ୍ପରେ କେଉଁଠି ବି ଆମ ନାଁ ନାହିଁ । ସବୁ ବିସ୍ଥାପିତଙ୍କୁ ପରିଚୟପତ୍ର ଦିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା, ତାହା ବି ମିଳିଲାନି ।
ସଂପୃକ୍ତ ବିଜେଡି କର୍ମକର୍ତ୍ତାଙ୍କ ପ୍ରତି କଡା କାର୍ଯ୍ୟାନୁଷ୍ଠାନ ଦାବି କରିଛି ରାଜ୍ୟ ବିଜେପି ।
ପୁଅକୁ ମାରିବା ପାଇଁ ହିଁ ସେ ଗୋଆକୁ ଆସିଥିଲେ । ହୋଟେଲ ରୁମରୁ ୨ଟି କଫ୍ ସିରପ୍ ବୋତଲ ମଧ୍ୟ ମିଳିଛି । ପିଲାର ବେକରେ ହାତ କିମ୍ବା ଆଙ୍ଗୁଠି ଚିହ୍ନ ନାହିଁ ।
ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ପୁଣି ବାଲି ଛାଟ । ବାଲି ଉଠାଣକୁ ନେଇ ପୁଣି ବର୍ଷିଲେ । ମେସିନ୍ ଜରିଆରେ ବାଲି ଉଠାଣ ଉପରେ ରୋକ ଲଗାଇଲେ । ରାଜ୍ୟ ସରକାରଙ୍କ ବିଜ୍ଞପ୍ତି ଉପରେ ପୁଣି ଜାରି କଲେ ସ୍ଥଗିତାଦେଶ ।
ଦଳ ଅଭିଯୋଗ କରିଛି, ଅଯୋଧ୍ୟା ରାମ ମନ୍ଦିରକୁ ବିଜେପି ବହୁ ଦିନରୁ ଏକ ରାଜନୈତିକ ପ୍ରସଙ୍ଗ କରିଛି । କେବଳ ନିର୍ବାଚନରେ ଫାଇଦା ଉଠାଇବାକୁ ବିଜେପି ଓ ଆରଏସଏସର ପ୍ରରୋଚରନାରେ ମନ୍ଦିର ନିର୍ମାଣ ଅସଂପୂର୍ଣ୍ଣ ହୋଇଥିଲେ ମଧ୍ୟ ଏବେ ପ୍ରାଣ ପ୍ରତିଷ୍ଠା କରାଯାଉଛି ।
ହାଇଦ୍ରାବାଦର ଚଲ୍ଲା ଶ୍ରୀନିବାସ ଶାସ୍ତ୍ରୀ ରାମଙ୍କ ପାଇଁ ଚରଣପାଦୁକା ଧରି ଅଯୋଧ୍ୟା ଅଭିମୁଖେ ଯାତ୍ରା କରିଛନ୍ତି । ଯେଉଁ ରାସ୍ତାରେ ପ୍ରଭୁ ଶ୍ରୀରାମ ରାମେଶ୍ୱର ଯାଇଥିଲେ, ସେହି ରାସ୍ତା ଦେଇ ଚଲ୍ଲା ଶ୍ରୀନିବାସ ଅଯୋଧ୍ୟା ବାହାରିଛନ୍ତି ।
ପୋଲିସ ସେମାନଙ୍କୁ ଅଟକାଇଥିଲା । ଫଳରେ ସମସ୍ତଙ୍କ ଜୀବନ ବଞ୍ଚିଯାଇଛି । ପୋଲିସର କହିବା ଅନୁସାରେ ଋଣ ଫେରସ୍ତ ନକରିବାରୁ ବ୍ୟାଙ୍କ ସେମାନଙ୍କ ଘର ନିଲାମ କରିଥିଲା ।
୭୫ଟି ଲୁହା ପଥର ଓ ମାଙ୍ଗାନିଜ ଖଣିରୁ ଅଧିକ ଖଣିଜ ଉତ୍ତୋଳନ କରାଯାଇଛି । ୯୫ଟି ଖଣି ନଦୀ ନାଳକୁ ପ୍ରଭାବିତ କରିଛି । ଏହା ସହିତ ଆଦିବାସୀ ଓ ଜୀବଜନ୍ତୁ ମଧ୍ୟ ପ୍ରଭାବିତ ହୋଇଛନ୍ତି ।
ଭିଡିଓଟି ସୋସିଆଲ ମିଡିଆ ‘x’ରେ ଭାଇରାଲ ହେଉଛି । ଜଣେ ବ୍ୟକ୍ତି ଭିଡିଓଟିକୁ ପୋଷ୍ଟ କରିବା ସହ ଏହା ଟ୍ରାଫିକ୍ ନିୟମର ଖୁଲ୍ଲମଖୁଲା ଉଲ୍ଲଂଘନ କରୁଥିବା ଲେଖିଥିଲେ ।
ବ୍ୟକ୍ତିଗତ ଭାବେ ତାଙ୍କ ସହ କିଛି ବିଜେଡି ନେତା କଥାବାର୍ତ୍ତା କରିଛନ୍ତି ବୋଲି କହିଛନ୍ତି ସୁର ରାଉତରାୟ । ବିଜେଡିରେ ପ୍ରବଳ ଗୋଷ୍ଠୀ କନ୍ଦଳ । ଏହି ନେତାମାନେ ବିଜେଡିରେ ଟିକେଟ୍ ନପାଇଲେ କଂଗ୍ରେସକୁ ଆସିବେ ।
ବିଏମ୍ସି କମିଶନର ଓ ପୋଲିସ କମିଶନରଙ୍କୁ ଅପରାଜିତା ଚିଠି ଲେଖିଛନ୍ତି । ସହରରେ କେବଳ ଶାସକ ଦଳର ହୋଡିଂ ଲାଗିଥିବା ଅଭିଯୋଗ ଆଣି ଅପରାଜିତା ଚିଠି ଲେଖିଛନ୍ତି ।
ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଙ୍କ ଆଦର୍ଶକୁ ଦର୍ଶକଙ୍କଠାରେ ପହଞ୍ଚାଇ ହୃଦୟରେ ରାମ ଭକ୍ତି ଜାଗ୍ରତ କରିଥିଲେ ଅନେକ ଅଭିନେତା । ଯାହା ଆଜି ପର୍ଯ୍ୟନ୍ତ ଦର୍ଶକ ଭୁଲି ନାହାନ୍ତି ।
ଶ୍ରୀରାମ ମନ୍ଦିରକୁ ଉପହାରରେ ଦିଆଯାଇଥିବା ଘଣ୍ଟିର ଓଜନ ରହିଛି ୨ ହଜାର ୪ଶହ କେଜି । ଏହି ଘଣ୍ଟି ଅଷ୍ଟଧାତୁରେ ତିଆରି ହୋଇଛି । ଯାହାର ଦାମ୍ ରହିଛି ୨୫ ଲକ୍ଷ ଟଙ୍କା ।
କର୍ଣ୍ଣାଟକର ଚିତ୍ରାଦୁରଗାଠାରେ ପୁଅର ମୃତଦେହକୁ ଗୋଟିଏ ବ୍ୟାଗରେ ଧରି ଯାଉଥିବାବେଳେ ପୋଲିସ ତାଙ୍କୁ ଗିରଫ କରିଥିଲା । ଗୋଆର ଏକ ହୋଟେଲରେ ସୂଚନା ସେଠ ତାଙ୍କ ପୁଅକୁ ହତ୍ୟା କରିବା ପରେ ମୃତଦେହକୁ କର୍ଣ୍ଣାଟକ ନେଇ ଚାଲିଯାଇଥିଲେ ।
ହେ ଭାଇ ହେ ଆଲୋ ଇଏ କ’ଣ ? ଯମପୁରକୁ ଯାଉ ଯାଉ ବ୍ୟାୟାମ କଥା ଟିକେ ମନେ ପଡିଗଲା ? ?
ଶ୍ରଦ୍ଧାଙ୍କ ଲଭ୍-ୟୁ-ଠୁ ର ପ୍ରତିଶ୍ରୁତି ପରେ ତାଙ୍କୁ ନିରାଶ କରି ନାହାନ୍ତି ମନୋଜ, ୪ର୍ଥ ଆଟେମ୍ପଟରେ ହାକିମ ହେବାର ସ୍ବପ୍ନ ସାକାର କରିଛନ୍ତି…
ଧଳା ଘୁଷୁରୀ ଚାଷ ସ୍ବତନ୍ତ୍ର ପରିଚୟ ଦେଇଥିବା ବେଳେ ମାସକୁ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ନୟାଗଡ଼ ଜିଲ୍ଲା କଇଁଥଗାଡ଼ିଆ ଅଞ୍ଚଳର ରଘୁନାଥ ମହାନ୍ତି...