ଜାଣି ଆଶ୍ଚର୍ଯ୍ୟ ହେବେ ଏଗୁଡ଼ିକୁ ପିନ୍ଧି ସଜେଇ ହୋଇଥିବା ଯୁବକ ଜଣକ ମହିଳା ନୁହଁନ୍ତି, ବରଂ ଜଣେ ପୁରୁଷ । ଆଉ ଘରେ ନୁହେଁ କି ଅନ୍ୟ କେଉଁ ସ୍ଥାନ ନୁହେଁ ବରଂ ଖୋଦ୍ ପରୀକ୍ଷା ହଲ୍ରେ ଏପରି ବେଶରେ ନଜର ଆସିଥିଲେ ଯୁବକ ଜଣକ ।
ପାଖେଇ ଆସୁଛି ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ । ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ମନ୍ଦିର ସଂପୂର୍ଣ୍ଣ ପ୍ରସ୍ତୁତ ଥିବା ଚିତ୍ର ଜାରି କଲା ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ।
ଭୀଷଣ ଥଣ୍ଡା ପାଇଁ ସ୍କୁଲ ସମୟକୁ କମ କରାଯାଇଛି । ଦିଲ୍ଲୀ ବିମାନ ବନ୍ଦରରେ ଘନକୁହୁଡି ଦେଖିବାକୁ ମିଳିଛି । ଏନେଇ ବିମାନବନ୍ଦର କର୍ତ୍ତୃପକ୍ଷ ସତର୍କ ସୂଚନା ଜାରି କରିଛି ।
୨୯ ବର୍ଷିୟ ଯବାନ ନାୟକ କେ. କୋଟେଶ୍ୱରା ରେଡ୍ଡୀ ସଂଧ୍ୟା ୬ଟା ସମୟରେ ହାଇଦ୍ରାବାଦ ଗୋଲକୋଣ୍ଡାର ମିଲିଟାରୀ ହସ୍ପିଟାଲକୁ ବାଇକ୍ ଯୋଗେ ଯାଉଥିଲେ ।
ବାଇକରେ ଆସୁଥିବା ବେଳେ ବାଲିକୁଦା ଛକ ନିକଟରେ ସୂତା ଲାଗିଯିବାରୁ ସେମାନଙ୍କ ବେଗରେ ଗଭୀର ଆଘାତ ଲାଗିଛି ।
ସପ୍ତାହକୁ ଦୁଇ ଦିନ ପାଇଁ ମେଡିକାଲ ଖୋଲୁଥିବା ବେଳେ, ଆଗାମୀ ଦିନରେ ପୂର୍ଣ୍ଣକାଳୀନ ଡାକ୍ତର ନିଯୁକ୍ତି ପାଇଁ ସେ ପ୍ରୟାସ କରିବେ ବୋଲି କହିଛନ୍ତି ଅଶ୍ୱିନୀ ।
ବିମାନଟି ବିଳମ୍ୱରେ ଉଡାଣ କରିବା ନେଇ ଘୋଷଣା କରିଥିଲେ ପାଇଲଟ୍ । ହେଲେ ଏଥିରେ ଉତ୍ତକ୍ଷିପ୍ତ ହୋଇ ଜଣେ ଯାତ୍ରୀ ସିଧା ପାଇଲଟଙ୍କ ନିକଟକୁ ଯାଇ ତାଙ୍କୁ ଚାପୁଡା ମାରିଥିଲେ ।
ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଲାଗି ଅତିଥିଙ୍କ ସମେତ ଶ୍ରଦ୍ଧାଳୁଙ୍କୁ ସ୍ୱାଗତ ଜଣାଇଛନ୍ତି ଅଯୋଧ୍ୟାର ମୁସଲିମ ସମାଜ ।
ଧନୁଯାତ୍ରା ପାଇଁ ହାଟପଦା ଠାରେ ମହାରାଜ କଂସଙ୍କ ପ୍ରାୟ ୯୫ଫୁଟ ଉଚ୍ଚ ଏବଂ ୪୫ଫୁଟ ଓସାର ରାଜଦରବାର ନିର୍ମାଣ ହୋଇଛି ।
ପଶ୍ଚିମବଙ୍ଗ ଗଙ୍ଗାସାଗର ଘାଟରେ ମଧ୍ୟ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ବୁଡ଼ ପକାଇବା ସହ ମଙ୍ଗଳ ମନାସୀ ଆରତୀ କରିଛନ୍ତି ଶ୍ରଦ୍ଧାଳୁ ।
ଶ୍ରୋତ୍ରୀୟ ବ୍ରାହ୍ମଣଙ୍କ ମନ୍ତ୍ରଧ୍ୱନୀରେ ଶ୍ରୀକ୍ଷେତ୍ରରେ ଆଧ୍ୟାତ୍ମିକତା ପରିବେଶ ସୃଷ୍ଟି ହେବ । ସେପଟେ ଲୋକାର୍ପଣ ମହୋତ୍ସବ ପାଇଁ ଶ୍ରୀକ୍ଷେତ୍ରରେ ଆରମ୍ଭ ହୋଇଗଲାଣି ଶ୍ରଦ୍ଧାଳୁଙ୍କ ଗହଳି ।
ପବିତ୍ର ମକର ସଂକ୍ରାନ୍ତି ଅବସରରେ ପୁରୀ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେଉଅଛି ସ୍ୱତନ୍ତ୍ର ନୀତିକାନ୍ତି । ମକର ସଂକ୍ରାନ୍ତିରେ ମକରଚୌରାଶୀ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ଶ୍ରୀଜିଉ ।
ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ପାଇଁ ମାତା ସୀତାଙ୍କ ବାପଘର ମିଥିଳାରୁ ଅଯୋଧ୍ୟାକୁ ଆସିଛି ବହୁମୂଲ୍ୟ ଭାର। ସେପଟେ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ, ସାରା ଦେଶର ବିଭିନ୍ନ ମନ୍ଦିରରେ ଆରମ୍ଭ ହୋଇଛି ସ୍ୱଚ୍ଛତା ଅଭିଯାନ।
ରଥ ଚାରିପଟୁ ନବୀନ ଓ ପାଣ୍ଡିଆନଙ୍କ ଫଟୋ କାଢିବାକୁ ଅଡ଼ି ବସିଥିଲେ ଗ୍ରାମବାସୀ। ଶେଷରେ ଉଭୟଙ୍କ ଫଟୋ ଉପରେ ଧୋତି ଲଗାଇବାକୁ ବାଧ୍ୟ ହୋଇଥିଲା ପ୍ରଶାସନ।
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ମହୋତ୍ସବ ପାଇଁ ଭକ୍ତିମୟ ଶ୍ରୀକ୍ଷେତ୍ର। ଯଜ୍ଞ ପ୍ରତିଷ୍ଠାର ତୃତୀୟ ଦିନରେ ଅଙ୍କୁର ପୂଜନ ପରେ ଚାଲିଛି ଯଜ୍ଞ ଅଧିବାସ।
କଳିଯୁଗର ପୁଅ । ଯିଏ, ନିଜର ଜନ୍ମକଲା ମା’ଙ୍କୁ ମାଡ଼ ମାରିଛି, ହାତ ଭାଙ୍ଗି ଅଣ୍ଟା ଦରଜ କରିଦେଇଛି । ପୁଅର ଏଭଳି ନୃଶଂସ ଆକ୍ରମଣର ଶିକାର ହୋଇ ମେଡିକାଲରେ ଭର୍ତ୍ତି ହୋଇଛି ସେହି ଅଭାଗିନୀ ମା’ । ଆଉ ଯନ୍ତ୍ରଣାରେ ଛଟପଟ ହୋଇ ଏଭଳି ସନ୍ତାନକୁ ଜନ୍ମଦେଇଥିବା...
ଛାତ୍ରଛାତ୍ରୀମାନେ କିପରି ଏହାର ଅଧିକ ସୁଯୋଗ ଉଠାଇ ପାରିବେ ସେନେଇ କଲେଜଗୁଡିକୁ ନିର୍ଦ୍ଦେଶ ଦେଇଛି ବିଭାଗ । vtputkal.odisha.gov.in ପୋର୍ଟାଲରେ ପ୍ରଥମ, ଦ୍ୱିତୀୟ, ତୃତୀୟ ଓ ଚତୁର୍ଥ ସେମିଷ୍ଟରର ୧୧ଟି ବିଷୟରେ ଲେକଚର ଅପଲୋଡ କରାଯାଇଛି ।
ଛାତ୍ରଛାତ୍ରୀମାନେ କିପରି ଏହାର ଅଧିକ ସୁଯୋଗ ଉଠାଇ ପାରିବେ ସେନେଇ କଲେଜଗୁଡିକୁ ନିର୍ଦ୍ଦେଶ ଦେଇଛି ବିଭାଗ । vtputkal.odisha.gov.in ପୋର୍ଟାଲରେ ପ୍ରଥମ, ଦ୍ୱିତୀୟ, ତୃତୀୟ ଓ ଚତୁର୍ଥ ସେମିଷ୍ଟରର ୧୧ଟି ବିଷୟରେ ଲେକଚର ଅପଲୋଡ କରାଯାଇଛି ।
କୌଣସି ପିତା, ମାତା କେବେ ଚାହୁଁନଥିବା ଘଟଣା ଆଜି ବିଧାତା ଖଞ୍ଜିଦେଇଛି ଏହି ବୁଢ଼ୀ ମା’ଭାଗ୍ୟରେ । କେବେ କେହି ଆଶା କରୁନଥିବା ନିର୍ଯାତନାର ପାହାର ବସିଛି ଏହି ଚମ ଧୁଡୁଧୁଡୁ ଶରୀର ଉପରେ ।
ମୁଖ୍ୟ ଶାସନ ସଚିବ ଲିଖିତ ପ୍ରତିଶ୍ରୁତି ଦେବା ପରେ ବି ସେମାନଙ୍କ ଦାବି ପୂରଣ ହୋଇପାରିନାହିଁ । ସିଏମ୍ଓ ଦେଇଥିବା ପ୍ରତିଶ୍ରୁତି ମଧ୍ୟ ଫେଲ୍ ମାରିଛି । ଆଉ ସେମାନଙ୍କ ପାଇଁ ସମସ୍ତ ସରକାରୀ ପ୍ରତିଶ୍ରୁତି ପାଲଟିଛି ପାଣିର ଗାର ।