କୁହାଯାଉଥିଲା ଯେ, ନୀତୀଶ କୁମାରଙ୍କୁ ଏହି ବୈଠକରେ ଇଣ୍ଡିଆ ମେଣ୍ଟର ସଂଯୋଜକ କରାଯାଇପାରେ । କିନ୍ତୁ ତାହା ହୋଇପାରିନଥିବା ଚର୍ଚ୍ଚା ହେଉଛି । ନୀତୀଶ କୁମାର ନିଜେ ମନା କରିଥିବା କୁହାଯାଉଛି ।
ନୀଳଗିରିରେ ପାସେଞ୍ଜର ଟ୍ରେନ୍ ଲୋକାର୍ପଣ ପାଇଁ ଆସିଥିବାବେଳେ ଅଶ୍ୱିନୀ ଏହା କହିଛନ୍ତି । ମୁଣ୍ଡ ପିଛା ମାଗଣା ୫ କେଜି ଚାଉଳ ପଠାଉଛି କେନ୍ଦ୍ର ।
ମୁଣ୍ଡ ଉପରେ ସାଧାରଣ ନିର୍ବାଚନ। ଏଥର ପ୍ରମୁଖ ମୁଦ୍ଦା କଣ ରହିଛି ନିର୍ବାଚନରେ ? ଗ୍ରାମୀଣ ଭାରତର କେଉଁ କେଉଁ ପ୍ରସଙ୍ଗ ଆଗାମୀ ନିର୍ବାଚନରେ ପ୍ରଭାବ ପକାଇବ ?
ଗତ ବର୍ଷ ଡିସେମ୍ବର ୨୮ ତାରିଖରେ ଭାରତରେ ବେଆଇନ ଭାବେ କାର୍ଯ୍ୟ କରିବା ପାଇଁ ବିନାନ୍ସ, କୁକୋଇନ୍, ହୁବି ପରି କିଛି ଟ୍ରେଡିଂ ଆପ୍କୁ ସୋ-କଜ୍ ପଠାଯାଇଥିଲା ।
ଦେଶର ବିକାଶ ଯାତ୍ରାରେ ଆଉ ଲାଷ୍ଟ ମାଇଲ ହୋଇ ରହିନାହିଁ ନର୍ଥ ଇଷ୍ଟ ରାଜ୍ୟ । ବିଗତ ୯ ବର୍ଷରେ ଦ୍ରୁତ ବଦଳିଛି ଉତ୍ତର ପୂର୍ବାଞ୍ଚଳର ଛବି । ଓଟିଭିର ଚତୁର୍ଦ୍ଦଶ ବାର୍ଷିକ ଉତ୍ସବ ଓଟିଭି ଫୋରସାଇଟ-୨୦୨୪ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହା କହିଛନ୍ତି ଆସାମର...
ଡାକ୍ତର ସେଠାରେ ଯୁବତୀଙ୍କୁ ମୃତ ଘୋଷଣା କରିଛନ୍ତି । ଏହି ଘଟଣାରେ ପୋଲିସ ସଙ୍କେତ ସେନାପତିଙ୍କୁ ଅଟକ ରଖିଛି । ସଙ୍କେତଙ୍କ ଘର ରାୟଗଡ଼ା ଜିଲ୍ଲାରେ ।
ମୁକେଶ କୁମାର ନାମକ ଜଣେ ଶିକ୍ଷକଙ୍କୁ ସମାନ ଢଙ୍ଗରେ ଅପହରଣ କରାଯାଇ ବାହା କରିଦିଆଯାଇଛି ।
ଜଣେ ବ୍ୟକ୍ତି ତାଙ୍କର ଦୁଇ ପୁଅଙ୍କ ସହ ମକର ସଂକ୍ରାନ୍ତି ପର୍ବ ପାଇଁ ଗଙ୍ଗାସାଗରକୁ ଯାଉଥିଲେ । ସଠିକ୍ ରାସ୍ତା ନଜାଣିବାରୁ ସାଧୁମାନଙ୍କୁ ପଚାରିଥିଲେ ।
ଓଟିଭିର ବାର୍ଷିକ ଚିନ୍ତନ କାର୍ଯ୍ୟକ୍ରମ ‘ଫୋର୍ସାଇଟ୍-୨୦୨୪’.. ମୁଖ୍ୟ ଅତିଥି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା.. କାର୍ଯ୍ୟକ୍ରମରେ ସାମିଲ ଅଛନ୍ତି ଯୋଗଗୁରୁ ବାବା ରାମଦେବଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତି, ବାଗ୍ମୀ, ଶିକ୍ଷାବିତ୍..
ମହିଳା ସଶକ୍ତିକରଣ ବିଷୟରେ ସମସ୍ତେ ଆଲୋଚନା କରନ୍ତି । ପ୍ରାୟ ସମସ୍ତେ, ମହିଳା, କୃଷକ ଓ ଗରିବ ଲୋକଙ୍କୁ ନେଇ ଚର୍ଚ୍ଚା କରୁଛନ୍ତି । ହେଲେ ସେହି ଗରିବ ଲୋକଙ୍କ ପାଇଁ ଯିଏ କାମ କରନ୍ତି ସେ ହେଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ଗତ ୯ ବର୍ଷରେ ନର୍ଥଇଷ୍ଟକୁ କେଉଁଠିରୁ କେଉଁଠିକୁ ନିଆଯାଇଛି, ବିଶ୍ୱାସ ହେବନି । ୨୦୧୪ରେ ଆସାମ ବଜେଟ ୪୨ ହଜାର କୋଟି ଥିଲା । ହେଲେ ଏବେ ଦେଢ଼ ଲକ୍ଷ କୋଟିରେ ପହଞ୍ଚିଛି ।
ବାବା ରାମ ଦେବ କହିଛନ୍ତି ଦିନେ କଂଗ୍ରେସ ବଡ଼ ରାଜନୈତିକ ଦଳ ଥିଲା । ହେଲେ ଆଜି ସେ କିପରି ଗୋଟିଏ ଘରେ ସୀମିତ ହୋଇ ରହିଛି ।
ସବୁ ବେଳେ ବଡ଼ ଚିନ୍ତା କରିବାକୁ ହେବ । ଜୀବନରେ କେବେ ଛୋଟ ଚିନ୍ତା କରନି, ଟିକେ ବଡ଼ ଚିନ୍ତା କର । ଖାଲି ବଡ଼ ଚିନ୍ତା ନୁହେଁ, ତାକୁ ସାକାର କରିବାକୁ କଠିନ ପରିଶ୍ରମ କରିବାକୁ ବାବା ରାମଦେବ ଆହ୍ୱାନ ଦେଇଛନ୍ତି।
ଓଟିଭିର ବାର୍ଷିକ ଚିନ୍ତନ କାର୍ଯ୍ୟକ୍ରମ ହେଉଛି ‘ଫୋର୍ସାଇଟ୍-୨୦୨୪’ । ଫୋର୍ସାଇଟ୍ରେ ବିଭିନ୍ନ ପ୍ରସଙ୍ଗକୁ ନେଇ ଚିନ୍ତନ ଓ ମାନସ ମନ୍ଥନ ହୋଇଛି ।
ଏଥିପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇସାରିଥିବାବେଳେ ଆବେଦନର ଶେଷ ତାରିଖ ଜାନୁଆରୀ ୨୯ ତାରିଖ ରହିଛି ।
ଇଲୋ ବୋଉଲୋ.. ଆମେ ଲଢିବା ପାଇଁ କହୁ କହୁ ମ୍ୟାଡାମ କଣ ଖେଳିପକେଇଲେଣି.. ମ୍ୟାଡାମ ତ ବଢିଆ ଫୋପାଡ଼ୁଛନ୍ତି..
ଅନ୍ଧାରୀ ଇଲାକା ଛାଡ଼ିଲେ.. ବନ୍ଧୁକକୁ ଦୂରେଇ ବିଶ୍ୱାସକୁ ଧରିଲେ.. ଲାଲଗଡ଼ରୁ ବାହାରି ଆଜି ସେ ଚାଷୀ ନେତା.. ବିକାଶ ପାଇଁ ହୃଦୟରୁ କରୁଛନ୍ତି ଜନତାଙ୍କ ସେବା..
ଦିନ ସାରାର ପରିଶ୍ରମ ପରେ ଥକିପଡ଼ି ଯେତେ ଗାଢ ନିଦରେ ଶୋଇଥିଲେ ମଧ୍ୟ ପ୍ରକୃତିର ଆଲାର୍ମରେ ସେମାନେ ଭୋରରୁ ଉଠିପଡ଼ନ୍ତି.. ତେବେ ଏଇ ପ୍ରକୃତିର ଆଲାର୍ମ କଣ ଜାଣନ୍ତି.. ହଜାର ହଜାର ବାଦୁଡ଼ିଙ୍କ ଏକକାଳୀନ ରାବ.. ହଁ.. ଏଇ ଗାଁରେ ଅଛନ୍ତି ହଜାର ହଜାର ସଂଖ୍ୟାରେ ବାଦୁଡ଼ି.. ଆଉ...
ମହଙ୍ଗା ଅଣ୍ଡାକୁ ସରକାରଙ୍କ ଶସ୍ତା ଯୋଜନା.. ହିନସ୍ତା ହେଇଗଲେଣି ଅଙ୍ଗନଓ୍ୱାଡ଼ି ଦିଦି.. କୋଉଠୁ ଆଣିବେ ୫ ଟଙ୍କିଆ ଅଣ୍ଡା !
ଜନ୍ମରୁ ମୃତ୍ୟୁ ଯାଏ ଏମିତିକି ମୃତ୍ୟୁ ପରେ ବି ରକ୍ତ ସମ୍ପର୍କମାନଙ୍କୁ ଖୋଜାପଡ଼େ.. ଏନ୍ତୁଡ଼ିଶାଳରୁ ମଶାଣି ଆଉ ପିଣ୍ଡଦାନ ପର୍ଯ୍ୟନ୍ତ କୂଳ, ପରିବାର, ସମ୍ପର୍କୀୟ ଖୋଜାପଡ଼ନ୍ତି..