• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

Tanmay Kumar Mahalik

Editor

କପି-ଏଡିଟର ସହ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂ ଭାବେ ଦକ୍ଷତାର ସହ ଦାୟିତ୍ୱ ନିଭାଇଛି ...more

କପି-ଏଡିଟର ସହ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂ ଭାବେ ଦକ୍ଷତାର ସହ ଦାୟିତ୍ୱ ନିଭାଇଛି । ରାଜନୀତି, ସ୍ପେଶାଲ ଷ୍ଟୋରୀ ଏବଂ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂରେ ସ୍ୱତନ୍ତ୍ର ରୁଚି ରହିଛି । ୨୦୨୩ରୁ ‘ଓଡ଼ିଶା ଟିଭି’ରେ କାର୍ଯ୍ୟରତ ।

less

Posts by Tanmay Kumar Mahalik

PM Modi in US
ୱାଶିଂଟନରେ ମୋଦି; ଶୁଭୁଛି ବନ୍ଦେ ମାତରମ ନାରା, କିଛି ସମୟ ପରେ ମୋଦି-ବାଇଡେନ୍ ବୈଠକ

ମହାକାଶ ଗବେଷଣା, ଟେକ୍ନୋଲୋଜି, ଜଳବାୟୁ ପରିବର୍ତ୍ତନ, ସ୍ୱାସ୍ଥ୍ୟ ଓ ଶିକ୍ଷା ସୁରକ୍ଷା ସମେତ ବିଶ୍ୱର ବିଭିନ୍ନ ପ୍ରମୁଖ ପ୍ରସଙ୍ଗ ମଧ୍ୟ ଏଥିରେ ସାମିଲ ହୋଇପାରେ ବୋଲି ଆଶା କରାଯାଉଛି । ଦ୍ୱିପାକ୍ଷିକ ବୈଠକ ପରେ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିବେ ଉଭୟ ରାଷ୍ଟ୍ରମୁଖ୍ୟ ।

Adapa Mandap Bije
ଜନ୍ମବେଦୀକୁ ବିଜେ କଲେ ଶ୍ରୀଜିଉ; କାଲି ଶ୍ରଦ୍ଧାଳୁଙ୍କ ପାଇଁ ବାହାରିବ ଆଡ଼ପ ଅବଢ଼ା

ସିଏ ମନୁଆ ଠାକୁର.. କୋଟି ବ୍ରହ୍ମାଣ୍ଡ ନାୟକ । ମନ ହେଲେ ତାଙ୍କ ରଥ ଗଡ଼ିବ ମନ ନ ଥିଲେ ଇଞ୍ଚେ ହଲିବନି । ଆଉ କାଳିଆ ସାଆନ୍ତଙ୍କୁ ରଥ ଉପରେ ଥରେ ଦେଖିବା ପାଇଁ କିଏ କେତେଆଡ଼ୁ ଆସିଛି ।

Modi White House visit
ହ୍ୱାଇଟ୍ ହାଉସର ଅତିଥି ହେଲେ ପ୍ରଧାନମନ୍ତ୍ରୀ; ମୋଦିଙ୍କୁ ମିଳିଲା ଆକର୍ଷଣୀୟ ଉପହାର

ଉପନିଷଦରେ ନିଜ ଜୀବନ କାଳରେ ୧ ହଜାର ପୂର୍ଣ୍ଣଚନ୍ଦ୍ର ଦର୍ଶନ କରିଥିବା ବା ୮୦ ବର୍ଷ ଅତିକ୍ରାନ୍ତ କରିଥିବା ବ୍ୟକ୍ତିଙ୍କ କୁଶଳ ମନାସି ଦଶଦାନ ଦିଆଯିବାର ବିଧି ରହିଛି । ତେଣୁ ବନ୍ଧୁ ବାଇଡେନଙ୍କ ସର୍ବକୁଶଳତା ପାଇଁ ଏଇ ଅନନ୍ୟ ଦାନ ଦେଇଛନ୍ତି ମୋଦି ।

Leopard Yoga Video
‘ସୂର୍ଯ୍ୟ ନମସ୍କାର’ କରୁଛି ଚିତାବାଘ ! ଭାଇରାଲ ହେଉଛି ସୁନ୍ଦର ଭିଡିଓ

ଗତକାଲି ଆନ୍ତର୍ଜାତୀୟ ବିଶ୍ୱ ଯୋଗ ଦିବସ ପାଳିଛି ସାରା ବିଶ୍ୱ । ଏହି ଅବସରରେ ଅନେକ ଲୋକ ଯୋଗ କରୁଥିବା ଭିଡିଓ ସୋସିଆଲ ମିଡିଆରେ ସେୟାର କରିଛନ୍ତି । କିନ୍ତୁ ଏହି ସମୟରେ ଗୋଟିଏ ପଶୁ ଯୋଗ କରୁଥିବାର ଭିଡିଓ ସାମ୍ନାକୁ ଆସିଛି ।

 missing Titanic tourist submarine pilot
ପୁଣି ଜୀବିତ ହେବ କି ‘ଟାଇଟାନିକ୍’ ଇତିହାସ ? ସମୁଦ୍ରରେ ନିଖୋଜ ଏବେ ‘ଟାଇଟାନ୍’

ନିଖୋଜ ଟାଇଟାନିକ୍ ଟୁରିଷ୍ଟ ବୁଡ଼ାଜାହାଜ ପାଇଲଟଙ୍କ ପତ୍ନୀ ୱେଣ୍ଡି ରୁଷ । ଯିଏ କି ଜଣେ ଆମେରିକୀୟ ଦମ୍ପତିଙ୍କ ବଂଶଧର । ୱେଣ୍ଡି ରୁଷ ରିଟେଲିଂ ମ୍ୟାଗ୍ନେଟ୍ ଇସିଡୋର ଷ୍ଟ୍ରସ୍ ଏବଂ ତାଙ୍କ ପତ୍ନୀ ଇଡାଙ୍କ ନାତୁଣୀ । ଯିଏ କି ଟାଇଟାନିକରେ ପ୍ରଥମ ଶ୍ରେଣୀ ଯାତ୍ରୀ ଭାବରେ...

Bag weight
କେଉଁ ଶ୍ରେଣୀ ପିଲା ନେବେ କେତେ ଓଜନର ସ୍କୁଲ ବ୍ୟାଗ୍‌ ? ନିୟମ ଆଣିଲେ ଏହି ସରକାର

୩ରୁ ୫ ଶ୍ରେଣୀର ପିଲାମାନଙ୍କ ସ୍କୁଲ ବ୍ୟାଗ୍‌ର ଓଜନ ୨ରୁ ୩ କେଜି ଭିତରେ ରହିବ । ଷଷ୍ଠରୁ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀମାନେ ୩ରୁ ୪ କେ.ଜି ମଧ୍ୟରେ ସ୍କୁଲ ବ୍ୟାଗ ନେଇପାରିବେ ।

 Odisha Weather
ତାତିରେ ଲାଗିବ ବ୍ରେକ୍; କାଲିଠୁ ବଦଳିବ ପାଗର ମିଜାଜ୍

ଆଉ ୨ରୁ ୩ ଦିନ ଭିତରେ ଓଡିଶାକୁ ମୌସୁମୀ ଛୁଇଁପାରେ ବୋଲି ପାଣିପାଗ ବିଭାଗ ଆକଳନ କରିବା ପରେ, ଆଶ୍ୱସ୍ତ ହୋଇଛନ୍ତି ଖରା ଓ ଗୁଳୁଗୁଳିରେ ସନ୍ତୁଳି ହେଉଥିବା ସାଧାରଣ ଜନଜୀବନ । ଖାସ୍ କରି ଚାଷୀଙ୍କ ମଧ୍ୟରେ ଖୁସିର ଲହରି ।

Ratha jatra
ରାତି ପାହିଲେ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା; ସିଂହଦ୍ୱାର ସମ୍ମୁଖରେ ଶ୍ରୀଜିଉଙ୍କ ଅପେକ୍ଷାରେ ତିନି ରଥ

ରଥ ପ୍ରସ୍ତୁତ... ପଥ ପ୍ରସ୍ତୁତ... ସିଂହଦ୍ୱାର ଆଗରେ ତିନି ରଥଙ୍କ ଅପେକ୍ଷା, କେତେବେଳେ ଭାଇଭଉଣୀଙ୍କୁ ସାଥୀରେ ନେଇ ବିରାଜିବେ କାଳିଆଠାକୁର ।

naba jaubana darshan
ଅଣସର ପରେ ଶ୍ରୀଜିଉଙ୍କ ନବଯୌବନ ଦର୍ଶନ; ଭାବର ଠାକୁରଙ୍କୁ ଦର୍ଶନ କରି ଭାବବିହ୍ୱଳ ଭକ୍ତ

ବିଭିନ୍ନ ପ୍ରାନ୍ତରୁ ଆସି ମହାବାହୁଙ୍କ ନବଯୌବନ ବେଶ ଦର୍ଶନ କରିଛନ୍ତି ଶ୍ରଦ୍ଧାଳୁ । ସକାଳେ ବିଭିନ୍ନ ନୀତିକାନ୍ତି ପରେ ତାଟି ଫିଟିଥିଲା । ଏହାପରେ ଅବକାଶ, ଦଶ ଅବତାର ଦିଅଁ ବାହୁଡ଼ା ବିଜେ ହୋଇ ସକାଳ ୭ଟା ୨୦ରୁ ପାରିମାଣିକ ଦର୍ଶନ ଓ ପରେ ପରେ ସକାଳ...

pm mudra yojana 2023
ନୂଆ ବ୍ୟବସାୟ ଆରମ୍ଭ କଲେ ସରକାର ଦେବେ ୧୦ ଲକ୍ଷ !

ଭାରତ ସରକାରଙ୍କ ଏହି ଯୋଜନାର ନାଁ ହେଉଛି ‘ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା’ । ତେବେ ଆସନ୍ତୁ ଏ ସମ୍ପର୍କରେ ଜାଣିବା ଅଧିକ ତଥ୍ୟ...

Bahanaga train tragedy
ବାହାନଗା ଟ୍ରେନ୍ ଟ୍ରାଜେଡି; ସିଗ୍‌ନାଲ JEଙ୍କ ଘର ସିଲ୍

JEଙ୍କ ଭଡ଼ା ଘର କିଏ ସିଲ୍ କଲା ଓ କାହିଁକି ସିଲ୍‌ କଲା ତାହା ଜଣାପଡ଼ିନାହିଁ । ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନଥିବାବେଳେ କିଛି ଦିନ ହେଲା ସିଗ୍‌ନାଲ JE ଅନୁପସ୍ଥିତ ଥିବା ସୂଚନା ରହିଛି ।

Tamil Nadu 2 buses Accident
ଆଗ ଟାୟାର ଫାଟିଯିବାରୁ ଦୁଇ ବସ୍‌ ମୁହାଁମୁହିଁ ଧକ୍କା; ୪ ମୃତ, ୭୦ ଆହତ

ଘଟଣାସ୍ଥଳରେ ୪ଜଣଙ୍କ ମୃତ୍ୟୁ ହେବାସହ ୭୦ଜଣ ଅହତ ହୋଇଥିଲେ । ଆହତମାନଙ୍କୁ ତୁରନ୍ତ ଉଦ୍ଧାର କରାଯାଇ କୁଡାଲୋର ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।

What is the difference between upi and upi lite
ଡିଜିଟାଲ ପେମେଣ୍ଟ କରୁଥିଲେ ଜାଣିରଖନ୍ତୁ, UPI ଏବଂ UPI Lite ମଧ୍ୟରେ ଫରକ କ’ଣ...

UPI ଦ୍ୱାରା ଗୋଟିଏ ବ୍ୟାଙ୍କରୁ ଅନ୍ୟ ଗୋଟିଏ ବ୍ୟାଙ୍କ ଆକାଉଣ୍ଟ ଟଙ୍କା ପଠାଯାଇଥାଏ । ହେଲେ ସେହି କାମକୁ ଯଦି ଆପଣ UPI Lite ଦ୍ୱାରା କରନ୍ତି ତେବେ ଆପଣଙ୍କୁ କିଛି ଭିନ୍ନ ଉପାୟ ଆପଣେଇବାକୁ ପଡ଼ିଥାଏ।

Woman spotted using hair straightener inside Delhi metro
Viral Vedio: ମେଟ୍ରୋରେ ଯୁବତୀ କରୁଛନ୍ତି ହେୟାର ଷ୍ଟ୍ରେଟନିଂ, ଟ୍ରୋଲ୍‌ର ଶିକାର ହେଲେ

‘ହସନା ଜରୁରୀ ହେ’ ନାମକ ଏକ ଟ୍ୱିଟର ଆକାଉଣ୍ଟରେ ଏହି ଭିଡିଓଟିକୁ ସେୟାର କରାଯାଇଛି । ଭିଡିଓର କ୍ୟାପସନ୍‌ରେ ‘ଦିଲ୍ଲୀ ମେଟ୍ରୋର କଥା କିଛି ଅଲଗା’ ବୋଲି ଲେଖାଯାଇଛି ।

NEET success story
୧୧ ବର୍ଷରେ ବାହାଘର; ୨୦ ବର୍ଷରେ ବାପା, ଆଉ ଏବେ ଡାକ୍ତର ହେବାକୁ ଯାଉଛନ୍ତି ଯୁବକ

ପ୍ରଥମେ ରାମଲାଲ୍‌ ୨୦୧୯ରେ NEET ପରୀକ୍ଷାରେ ପ୍ରଥମ ପ୍ରୟାସ କରିଥିଲେ । ହେଲେ ସେତେବେଳେ ସେ ସଫଳ ହୋଇପାରିନଥିଲେ । ମୋଟ୍‌ ୭୨୦ ମାର୍କରୁ ୩୫୦ ମାର୍କ ପାଇଥିଲେ ରାମଲାଲ୍‌ ।

Intercontinental Cup
ଭାରତ ଇଣ୍ଟର କଣ୍ଟିନେଣ୍ଟାଲ ଫୁଟବଲ ଚାମ୍ପିୟନ; ବିଜୟୀ ଟିମକୁ ୧ କୋଟିର ପୁରସ୍କାର

ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ଫାଇନାଲରେ କ୍ୟାପଟେନ ସୁନୀଲ ଛେତ୍ରୀ ୪୬ତମ ମିନିଟରେ ଗୋଟିଏ ଗୋଲ ଦେଇଥିବା ବେଳେ ଲାଲି ଅଞ୍ଜୁଆଲା ୬୬ତମ ମିନିଟରେ ଦ୍ୱିତୀୟ ଗୋଲ୍ ଦେଇଥିଲେ ।

Heat Wave
୨୦ରୁ ଖସିବ ତାତି, ୨୧ରୁ ବର୍ଷିବ !

ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହକୁ ଦେଖି ଅଂଶୁଘାତ ଡର। ରାଜ୍ୟ ସରକାରଙ୍କ ସୂଚନା ଅନୁସାରେ ଚଳିତ ସିଜନରେ ଏଯାଏଁ ୨୦ଟି ଅଂଶଘାତ ଜନିତ ମୃତ୍ୟୁ ଅଭିଯୋଗ ଆସିଛି।

Father’s Day | Meet super fathers of Odisha
ସନ୍ତାନ ପାଇଁ ଜୀବନବ୍ୟାପୀ ସାଧନା: ପରିଣତ ବୟସରେ ପୁଅର ଆଶାବାଡ଼ି ପାଲଟିଛନ୍ତି ବୃଦ୍ଧ ବାପା

ବାପା ଯେତେ ଗରିବ ହେଉ କି ନିଶ୍ୱ। ନିଜ ସନ୍ତାନର ସୁନାର ଭବିଷ୍ୟତ ପାଇଁ ଜୀବନକୁ ତିଳ ତିଳ କରୁ ଜାଳୁଥିବା ସେମିତି ଜଣେ ବାପା।

Similipal
ଶିକାରୀ ଗୁଳିରେ ଦୁଇ ମୁଣ୍ଡ ଗଡ଼ିବା ପରେ ବନ କର୍ମଚାରୀ କ୍ଷୁବ୍ଧ, ମନ୍ତ୍ରୀଙ୍କ ଉପରେ ଅସନ୍ତୋଷ ଝାଡ଼ିଲେ

ସୁରକ୍ଷା ନମିଳିଲେ ଆନ୍ଦୋଳନ ପାଇଁ ସଂଘର ଧମକ । ୫ ଦଫା ଦାବି ନେଇ ଆସନ୍ତାକାଲିଠାରୁ ଆନ୍ଦୋଳନ ।

Special Traffic Mobility Plan
ଦିନକ ପରେ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା; ଯାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ଟ୍ରାଫିକ୍‌ ମୋବିଲିଟି ପ୍ଲାନ୍

ଦିନକ ପରେ ଶ୍ରୀକ୍ଷେତ୍ରରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ତା’ ପୂର୍ବରୁ ପୋଲିସ ଛାଉଣୀରେ ପରିଣତ ହୋଇଛି ପୁରୀ ସହର । ସବୁ ବର୍ଷ ଭଳି ଏ ବର୍ଷ ବି ଶ୍ରୀଜିଉଙ୍କ ଘୋଷଯାତ୍ରା ଲାଗି ପ୍ରସ୍ତୁତ ହୋଇଛି ସ୍ୱତନ୍ତ୍ର ଟ୍ରାଫିକ ମୋବିଲିଟି ପ୍ଲାନ୍ ।

କପି-ଏଡିଟର ସହ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂ ଭାବେ ଦକ୍ଷତାର ସହ ଦାୟିତ୍ୱ ନିଭାଇଛି । ରାଜନୀତି, ସ୍ପେଶାଲ ଷ୍ଟୋରୀ ଏବଂ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂରେ ସ୍ୱତନ୍ତ୍ର ରୁଚି ରହିଛି । ୨୦୨୩ରୁ ‘ଓଡ଼ିଶା ଟିଭି’ରେ କାର୍ଯ୍ୟରତ ।