Advertisment

ସନ୍ତାନ ପାଇଁ ଜୀବନବ୍ୟାପୀ ସାଧନା: ପରିଣତ ବୟସରେ ପୁଅର ଆଶାବାଡ଼ି ପାଲଟିଛନ୍ତି ବୃଦ୍ଧ ବାପା

ବାପା ଯେତେ ଗରିବ ହେଉ କି ନିଶ୍ୱ। ନିଜ ସନ୍ତାନର ସୁନାର ଭବିଷ୍ୟତ ପାଇଁ ଜୀବନକୁ ତିଳ ତିଳ କରୁ ଜାଳୁଥିବା ସେମିତି ଜଣେ ବାପା।

author-image
Tanmay Kumar Mahalik

ପୃଥବୀଠୁ ବଡ଼, ଆକାଶଠୁ ଅଧିକ ପରିବ୍ୟାପ୍ତ। ମୁଣ୍ଡଝାଳ ତୁଣ୍ଡରେ ମାରି ସାରା ଜୀବନ ଯିଏ ସନ୍ତାନ ପାଇଁ ନିଜ ଦେହର ରକ୍ତକୁ ପାଣି କରି ଦିିଏ, ସିଏ ହେଉଛନ୍ତି ବାପା। ଯେଉଁ ବୟସରେ ବାପାଙ୍କ ପାଇଁ ପୁଅଟିଏ ସାହାରା ପାଲଟିବା କଥା, ସେଇ ବୟସରେ ପୁଅର ଆଶାବାଡ଼ି ପାଲଟିଛନ୍ତି ବୃଦ୍ଧ ବାପା। ଅବୋଧ ଶିଶୁ ଭଳି ଖାଇବା ପିଇବାଠୁ ଆରମ୍ଭ କରି ରାସ୍ତାରେ ହାତ ଧରି ବାଟ ଚଲାଇବା ଯାଏଁ ସେ ହିଁ ଆଶ୍ରା, ସେ ହିଁ ଭରସା।

Advertisment
Advertisment
Advertisment