ପୃଥବୀଠୁ ବଡ଼, ଆକାଶଠୁ ଅଧିକ ପରିବ୍ୟାପ୍ତ। ମୁଣ୍ଡଝାଳ ତୁଣ୍ଡରେ ମାରି ସାରା ଜୀବନ ଯିଏ ସନ୍ତାନ ପାଇଁ ନିଜ ଦେହର ରକ୍ତକୁ ପାଣି କରି ଦିିଏ, ସିଏ ହେଉଛନ୍ତି ବାପା। ଯେଉଁ ବୟସରେ ବାପାଙ୍କ ପାଇଁ ପୁଅଟିଏ ସାହାରା ପାଲଟିବା କଥା, ସେଇ ବୟସରେ ପୁଅର ଆଶାବାଡ଼ି ପାଲଟିଛନ୍ତି ବୃଦ୍ଧ ବାପା। ଅବୋଧ ଶିଶୁ ଭଳି ଖାଇବା ପିଇବାଠୁ ଆରମ୍ଭ କରି ରାସ୍ତାରେ ହାତ ଧରି ବାଟ ଚଲାଇବା ଯାଏଁ ସେ ହିଁ ଆଶ୍ରା, ସେ ହିଁ ଭରସା।
Published By: Tanmay Kumar Mahalik
Last updated: 18 June 2023, 10:31 PM IST
Mona Lisa Maha Kumbh: ତ୍ତରପ୍ରଦେଶର ମହାକୁମ୍ଭ ମେଳାରୁ ପ୍ରତିଦିନ କାହାରି ନା କାହାରି କାହାଣୀ ଶୁଣିବାକୁ ମିଳୁଛି । ସୋସିଆଲ ମିଡିଆରେ ଖୁବ ଭାଇରାଲ ମଧ୍ୟ ହେଉଛି । ଏବେ ମହାକୁମ୍ଭ ଜଣେ ମାଳା ବିକୁଥିବା ଝିଅ ଖୁବ ଭାଇରାଲ ହେଉଛି । ନା ହେଉଛି ମୋନାଲିସା ବନଜାରା ।