ପ୍ରବଳ ଗ୍ରୀଷ୍ମ ପ୍ରବାହ ହେଉଥିବାରୁ ସେହିଦିନ ପାଖାପାଖି ୭୦ ଡିଗ୍ରୀ ତାପମାତ୍ରା ଥିଲା । ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ୁଥିଲା । ମହିଳା ଜଣକ ମାତ୍ର ଗୋଟିଏ ବର୍ଷର ଶିଶୁକୁ କାର୍ରେ ୯ ଘଣ୍ଟାରୁ ଅଧିକ ସମୟ ଛାଡ଼ି ଚାଲିଯିବା ଫଳରେ ତାର ମୃତ୍ୟୁ ହୋଇଥିବା କୁହାଯାଉଛି ।
ଗଜପତି, ଗଂଜାମ, କନ୍ଧମାଳ, ରାୟଗଡ଼ା, କୋରାପୁଟ, ପୁରୀ, ନୟାଗଡ଼, ଖୋର୍ଦ୍ଧା, କଟକ ଏବଂ ଜଗତସିଂହପୁର ଜିଲ୍ଲାରେ ମଧ୍ୟ ଘଡ଼ଘଡ଼ି ସହ ବର୍ଷା ଏବଂ ୩୦ରୁ ୪୦ କିମି ବେଗରେ ପବନ ବହିବା ସମ୍ଭାବନା ରହିଛି ।
ବେକରେ ମନ୍ଦାର ମାଳ ପକାଇ କାଳସି ରୂପରେ ଉଭା ହୁଅନ୍ତି ପ୍ରତାପ । ସେପଟେ ବିଭିନ୍ନ ମନୋସ୍କାମନା ନେଇ ବହୁ ଦୂର ଦୂରାନ୍ତରୁ ଛୁଟି ଆସନ୍ତି ବହୁ ଲୋକ। ସେମାନଙ୍କ ବିଶ୍ୱାସ ଯେ, ପ୍ରତାପଙ୍କ ଦେହରେ ମାଆ ମଙ୍ଗଳା ସବାର ହେଉଥିବାରୁ ସେ ସବୁ ସମସ୍ୟାର ସମାଧାନ କରିପାରନ୍ତି...
ପଙ୍କରୁ ପଦ୍ମ, ବସ୍ତିର ବର୍ଷା । ଏକାଗ୍ରତା ଓ କଠିନ ପରିଶ୍ରମ ପାଇଁ ଚମକିଛନ୍ତି । ରାଜଧାନୀରେ ତାଙ୍କ ନାଁ ଏବେ ଚର୍ଚ୍ଚାରେ । ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାରେ ସେ ୬୦୦ରୁ ୫୬୪ ନମ୍ୱର ରଖି ବିଜେବି କଲେଜ ଟପ୍ପର ହୋଇଛନ୍ତି ।
ନା ବିପଦଶଙ୍କୁଳ ଅବସ୍ଥାରେ ଥିବା ଏ ଡ୍ରେନ୍ କଡ଼ରେ ଅସ୍ଥାୟୀ ବାଡ଼ଟିଏ ଦିଆ ହେଲା, ନା ସୂଚନା ଫଳକ ଲାଗିଲା । କେଉଁଠି ରାସ୍ତାର ଅଧା ଡ୍ରେନ୍ ଆଡ଼କୁ ଧସି ଆସିଛି ତ କେଉଁଠି ମୃତ୍ୟୁକୁ ଆମନ୍ତ୍ରଣ କରୁଛି ମ୍ୟାନହୋଲ୍ ।
ମୁଦ୍ର ଭିତରେ ୩ଜଣ ଫସିରହି ଜୀବନ ବଞ୍ଚାଇବାକୁ ଚିତ୍କାର କରୁଥିଲେ । ଏହି ସମୟରେ ବିଧାୟକ ଜଣକ ସମୁଦ୍ର ଭିତରକୁ ଡେଇଁବା ସହ ଯୁବକମାନଙ୍କ ଜୀବନ ବଞ୍ଚାଇଥିଲେ ।
ବୃଦ୍ଧ ଜଣଙ୍କୁ ଅଧିକ ବୟସ ହୋଇଥିଲେ ମଧ୍ୟ ଅତି ସୁନ୍ଦର ଭାବେ ସେ ଗୀତଟିକୁ ଗାଉଥିବା ଦେଖିବାକୁ ମିଳୁଛି ।
ବିଭିନ୍ନ ସ୍ଥାନରେ ବିଶାଳ କାୟ ଗଛ ଉପୁଡ଼ିପଡ଼ିଛି । ଏପରିକି ଜାତୀୟ ରାଜପଥରେ ଗଛ ପଡ଼ିବା ଯୋଗୁଁ ଗାଡ଼ି ଗୁଡ଼ିକ ଅଟକି ରହିଛି । ସେହିପରି ଟିଣ ଛପର ଗୁଡ଼ିକ ଉଡ଼ିଯାଇଥିବା ଦେଖିବାକୁ ମିଳିଛି ।
ପୂର୍ବାହ୍ନ ୧୧ଟାରେ OJEE ରେଜଲ୍ଟ ପ୍ରକାଶ ପାଇବା ନେଇ ସୂଚନା ଦିଆଯାଇଛି । OJEE ୱେବସାଇଟ ଜରିଆରେ ରେଜଲ୍ଟ ଦେଖିହେବ ।
ସାଧାରଣ ନିର୍ବାଚନ ପୂର୍ବରୁ ବିଜେପିର ବଡ଼ ପ୍ଲାନ। ବିଜେଡି ମୁକ୍ତ ଓଡ଼ିଶା ଗଠନ କରି କ୍ଷମତାକୁ ଆସିବା ଲକ୍ଷ୍ୟରେ ଦଳର ମେଗା ସୋ'। ମୋଦି ସରକାରଙ୍କ ୯ ବର୍ଷର ସଫଳତା ଓ ରାଜ୍ୟ ସରକାରଙ୍କ ବିଫଳତାକୁ ନେଇ ଦଳ ଆରମ୍ଭ କରିଛି ମହା ଜନସଂପର୍କ ଅଭିଯାନ ।
ଉଦବେଗ ବଢ଼ାଇଛି କଟକ ସହରରେ ଉନ୍ନୟନ ନାଁରେ ବେପରୱା ନିର୍ମାଣ କାମ। ଦୁଇ ଦିନରେ ଦୁଇ ଦୁଇଟି ଜୀବନ ଯିବା ପରେ ଚରମରେ ଲୋକଙ୍କ ଅସନ୍ତୋଷ । ପ୍ରଶାସନ ବିରୋଧରେ ଲୋକଙ୍କ ଆକ୍ରୋଶର । ବକ୍ସ ଡ୍ରେନ୍ ଟ୍ରାଜେଡିରେ ମୃତ ପ୍ଲସ-ଟୁ ଛାତ୍ରୀ ଏନ୍. ମୋହିନିଙ୍କ ପରିବାରକୁ ଭେଟିବାକୁ...
ଉଦବେଗ ବଢ଼ାଇଛି କଟକ ସହରରେ ଉନ୍ନୟନ ନାଁରେ ବେପରୱା ନିର୍ମାଣ କାମ। ଦୁଇ ଦିନରେ ଦୁଇ ଦୁଇଟି ଜୀବନ ଯିବା ପରେ ଚରମରେ ଲୋକଙ୍କ ଅସନ୍ତୋଷ । ପ୍ରଶାସନ ବିରୋଧରେ ଲୋକଙ୍କ ଆକ୍ରୋଶର । ବକ୍ସ ଡ୍ରେନ୍ ଟ୍ରାଜେଡିରେ ମୃତ ପ୍ଲସ-ଟୁ ଛାତ୍ରୀ ଏନ୍. ମୋହିନିଙ୍କ ପରିବାରକୁ ଭେଟିବାକୁ ଯାଇଥିବା...
ତମାଖୁ ରାକ୍ଷସ କାହାର ସ୍ୱପ୍ନ ଉଜାଡ଼ିଦେଉଛି ଆଉ କାହାର ସଂସାର । କିଏ ନିଜେ ରୋଗ ଯନ୍ତ୍ରଣାରେ ଛଟପଟ, ତ ଆଉ କିଏ ଯେମିତି ପୂରା ପରିବାରକୁ ଭସାଇ ଦେଇଯାଇଛି ଅଥଳ ସମୁଦ୍ର ମଝିରେ ।
ତମାଖୁ ରାକ୍ଷସ କାହାର ସ୍ୱପ୍ନ ଉଜାଡ଼ିଦେଉଛି ଆଉ କାହାର ସଂସାର । କିଏ ନିଜେ ରୋଗ ଯନ୍ତ୍ରଣାରେ ଛଟପଟ, ତ ଆଉ କିଏ ଯେମିତି ପୂରା ପରିବାରକୁ ଭସାଇ ଦେଇଯାଇଛି ଅଥଳ ସମୁଦ୍ର ମଝିରେ ।
ଗତ ୮ ଦିନ ମଧ୍ୟରେ ୮ଟି ଘରୁ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ପ୍ରାୟ ସମସ୍ତ ଚୋରି ପଛରେ ରହିଛି ଏହି ଚନ୍ଦା ଗ୍ୟାଙ୍ଗ। ପୋଲିସ ସୂଚନା ଅନୁସାରେ, ଗ୍ୟାଙ୍ଗରେ ୫ ରୁ ୬ଜଣ ସଦସ୍ୟ ରହିଛନ୍ତି। ଗ୍ୟାଙ୍ଗର ସଦସ୍ୟ ଦିନ ବେଳା ବାଇକରେ ଆସି ରେକି କରନ୍ତି...
ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ଦିଆଯାଇଥିବା ୱେବସାଇଟ orissaresults.nic.inରେ ରେଜଲ୍ଟ ଦୀର୍ଘ ସମୟ ଯାଏଁ ଉପଲବ୍ଧ ନହେବାରୁ ପରୀକ୍ଷାର୍ଥୀଙ୍କ ଚିନ୍ତା ବଢିଯାଇଥିଲା
ଏଭଳି ସାତ୍ତ୍ୱିକ ଗୀତଗୋବିନ୍ଦ ଖଣ୍ଡୁଆକୁ ଦେଖି ବେଶ୍ ଖୁସି ହୋଇଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଓ ସେବାୟତ। ବିନା ଦ୍ୱିଧାରେ ବି ଠାକୁରଙ୍କୁ ଲାଗି ପାଇଁ ସହମତି ଦେଇଛନ୍ତି।
ଗଞ୍ଜାମ ବିଜେପି ଫାଟ ପଛରେ ରହିଛି କି ବିଜେଡି ? ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ବିଜେଡିର ଡିଭାଇଡ୍ ଆଣ୍ଡ ରୁଲ୍ ପଲିସି । ବିଜେପିର ଶକ୍ତିବୃଦ୍ଧିକୁ ଚେକ୍ ଦେବାକୁ ଗେମ୍ ପ୍ଲାନ୍ ! ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ବ୍ରହ୍ମପୁର ଗସ୍ତବେଳେ ଗଞ୍ଜାମ ଜିଲ୍ଲା ସଭାପତି ବିଭୁତି ଜେନାଙ୍କୁ...
ଗଞ୍ଜାମ ବିଜେପି ଫାଟ ପଛରେ ରହିଛି କି ବିଜେଡି ? ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ବିଜେଡିର ଡିଭାଇଡ୍ ଆଣ୍ଡ ରୁଲ୍ ପଲିସି । ବିଜେପିର ଶକ୍ତିବୃଦ୍ଧିକୁ ଚେକ୍ ଦେବାକୁ ଗେମ୍ ପ୍ଲାନ୍ ! ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ବ୍ରହ୍ମପୁର ଗସ୍ତବେଳେ ଗଞ୍ଜାମ ଜିଲ୍ଲା ସଭାପତି ବିଭୁତି ଜେନାଙ୍କୁ...
ଅଳ୍ପ ସମୟରେ ଯାତ୍ରୀମାନେ ନିର୍ଦ୍ଧାରିତ ସ୍ଥାନରେ ପହଞ୍ଚି ପାରୁଛନ୍ତି । ଭାରତୀୟ ରେଳବାଇ ପକ୍ଷରୁ ଅନେକ ହାଇ ସ୍ପିଡ୍ ଟ୍ରେନ୍ ମଧ୍ୟ ଚଳାଚଳ କଲାଣି । ଯାହାଦ୍ୱାରା ଯାତ୍ରୀମାନେ ଖୁବ୍ କମ୍ ସମୟ ମଧ୍ୟରେ ଯାତ୍ରା କରିପାରୁଛନ୍ତି ।