• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

Tanmay Kumar Mahalik

Editor

କପି-ଏଡିଟର ସହ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂ ଭାବେ ଦକ୍ଷତାର ସହ ଦାୟିତ୍ୱ ନିଭାଇଛି ...more

କପି-ଏଡିଟର ସହ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂ ଭାବେ ଦକ୍ଷତାର ସହ ଦାୟିତ୍ୱ ନିଭାଇଛି । ରାଜନୀତି, ସ୍ପେଶାଲ ଷ୍ଟୋରୀ ଏବଂ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂରେ ସ୍ୱତନ୍ତ୍ର ରୁଚି ରହିଛି । ୨୦୨୩ରୁ ‘ଓଡ଼ିଶା ଟିଭି’ରେ କାର୍ଯ୍ୟରତ ।

less

Posts by Tanmay Kumar Mahalik

UPPSC recruitment 2023
UPPSC ପକ୍ଷରୁ ବାହାରିଲା ଚାକିରି; ପୂରଣ ହେବ ୩୯୩ ପଦବୀ

UPPSC ପକ୍ଷରୁ ବିଭିନ୍ନ ବିଭାଗରେ ଚାକିରି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏଥିପାଇଁ ଆବେଦନ ପ୍ରକ୍ରିୟାର ଶେଷ ତାରିଖ ଜୁଲାଇ ୧୪ ତାରିଖ ବୋଲି ଧାର୍ଯ୍ୟ ରଖାଯାଇଛି ।

Vigilance raids
ବାବୁଙ୍କ ସମ୍ପତ୍ତି ଦେଖି ଭିଜିଲାନ୍ସ ଟେରା, ବାହାରିଲାଣି ରୁପା ହାତୀ ସହ ୬୦ ଲକ୍ଷ ବ୍ୟାଙ୍କ ଡିପୋଜିଟ

ନୟାଗଡ଼ର ନିଲମ୍ବିତ ଯୋଗାଣ ଅଧିକାରୀଙ୍କ ସଂପତ୍ତି ଦେଖି ଜଳକା ଭିଜିଲାନ୍ସ । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ବ୍ରଜେନ୍ଦ୍ର କୁମାର ନାୟକଙ୍କ ଘରେ ଚଢାଉ ବେଳେ ଅନେକ ସଂପତ୍ତି ଠାବ କରିଛି ଭିଜିଲାନ୍ସ ଟିମ ।

Vigilance raids
ବାବୁଙ୍କ ସମ୍ପତ୍ତି ଦେଖି ଭିଜିଲାନ୍ସ ଟେରା, ବାହାରିଲାଣି ରୁପା ହାତୀ ସହ ୬୦ଲକ୍ଷ ବ୍ୟାଙ୍କ ଡିପୋଜିଟ୍‌

ନିମାପଡ଼ାରେ ୨ ହଜାର ବର୍ଗଫୁଟର ଗୋଟିଏ ହଲ, ୬୦ ଲକ୍ଷର ବ୍ୟାଙ୍କ ଡିପୋଜିଟ, ଗୋଟିଏ କାର, ଦୁଇଟି ବାଇକ ଠାବ କରିଛି ଭିଜିଲାନ୍ସ ଟିମ୍ । ଆଜି ସକାଳୁ ବ୍ରଜେନ୍ଦ୍ରଙ୍କ ଭୁବନେଶ୍ୱର ଓ ପୁରୀ ଜିଲ୍ଲାର ୫ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି ।

109 years old Buddhist
ବୟସ ୧୦୯ ବର୍ଷ, ଭିଡିଓ ଦେଖିଲେ ଆପଣ ହୋଇଯିବେ ଆଶ୍ଚର୍ଯ୍ୟ

ଭିଡିଓଟିକୁ ସେୟାର କରି ସେ କ୍ୟାପସନ୍‌ରେ ଲେଖିଛନ୍ତି ଯେ, ବୃଦ୍ଧଙ୍କ ନାମ ଲୁଆଙ୍ଗ ଫୋ ୟାଇ । ତାଙ୍କ ବୟସ ୧୦୯ ବର୍ଷ ।

Man fell from swing during stunt
ଦୋଳିରେ ଦେଖାଉଥିଲେ ଷ୍ଟଣ୍ଟ; ଖସିପଡ଼ିଲେ ଯୁବକ, ଭାଇରାଲ ହେଉଛି ଭିଡିଓ

ଭିଡିଓଟିରେ ଦେଖାଯାଉଛି ଯେ, ଜଣେ ବ୍ୟକ୍ତି ସ୍ୱିଙ୍ଗରୁ ତଳେ ପଡ଼ିଯାଉଛନ୍ତି । ତା’ପରେ ସେହି ସ୍ୱିଙ୍ଗର ଅପରପାର୍ଶ୍ୱରେ ଧକ୍କା ହେଉଛନ୍ତି ।

Cyclone Biparjoy
ଗର୍ଜନ କରୁଛି ସମୁଦ୍ର, ଲ୍ୟାଣ୍ଡଫଲ୍‌ କରୁଛି ବାତ୍ୟା 'ବିପର୍ଯ୍ୟୟ'

ସୌରାଷ୍ଟ୍ର ଓ କଚ୍ଛ ଉପକୂଳବର୍ତ୍ତୀ ଅଞ୍ଚଳରେ ରେଡ୍ ଆଲର୍ଟ କରାଯାଇଛି । ଗୁଜରାଟର ଅଧିକାଂଶ ଅଞ୍ଚଳରେ ପ୍ରବଳ ବର୍ଷା ଜାରି ରହିଛି । ୧୨୦ରୁ ୧୩୦ କିମି ବେଗରେ ମଧ୍ୟ ପବନ ବହୁଛି ।

Puri Gajapati Maharaja Dibyasingha Deb
ସମସ୍ତଙ୍କ ସହଯୋଗରେ ହେବ ମହାପ୍ରଭୁଙ୍କ ରଥଯାତ୍ରା: ଗଜପତି ଦିବ୍ୟସିଂହ ଦେବ

ଅଣସର ଘରେ ମହାପ୍ରଭୁଙ୍କ ଗୁପ୍ତ ସେବା ସୁନ୍ଦର ଭାବରେ ଚାଲିଛି । ଆମର ସଂପୂର୍ଣ୍ଣ ବିଶ୍ୱାସ ଅଛି, ସମସ୍ତଙ୍କ ସହଯୋଗରେ ମହାପ୍ରଭୁଙ୍କ ରଥଯାତ୍ରା ସୁନ୍ଦର ଭାବରେ ଅନୁଷ୍ଠିତ ହେବ ବୋଲି କହିଛନ୍ତି ଗଜପତି ଦିବ୍ୟସିଂହ ଦେବ ।

NH Accident
NHରେ ମୃତ୍ୟୁଦୂତ ସାଜିଛି ଅଘୋଷିତ ଟ୍ରକ୍ ଟର୍ମିନାଲ; କାହିଁକି ଚୁପ୍ ବସିଛି ପ୍ରଶାସନ ?

ସାଂଘାତିକ କଥା ହେଲା ଏହି ଗୋଟିଏ ଘଟଣା ନୁହେଁ, NHରେ ଟ୍ରକ ଛିଡା ହେବା ଯୋଗୁଁ ଘଟୁଛି ନିତି ଦୁର୍ଘଟଣା । ଟିକେ ଦେଖନ୍ତୁ ଏ ଚିତ୍ରକୁ । ବଲାଙ୍ଗୀରକୁ ସବୁ ଏଣ୍ଟ୍ରି ପଏଣ୍ଟରେ ଜାତୀୟ ରାଜପଥରେ ଠିଆ ହୋଇ ରହିଛି ଟ୍ରକ ।

raja festival
ଜମିଲା ମଝିରଜ ମଉଜ; ଲୋୟର ପିଏମଜିରେ ଆନ୍ଦୋଳନରତ ଶିକ୍ଷକ ପାଳିଲେ ରଜ

ଭୁବନେଶ୍ୱର ଲୋୟର ପିଏମଜିରେ ଆନ୍ଦୋଳନରତ ଶିକ୍ଷକ ବି ରଜ ପାଳିଛନ୍ତି । ପରସ୍ପରକୁ ପିଠା, ମିଠା ଓ ପାନ ଖୁଆଇ ଜଣାଇଛନ୍ତି ରଜ ଶୁଭେଚ୍ଛା ।

Bike Accident
ଦୁଇ ବାଇକ୍‌ ମଧ୍ୟରେ ଧକ୍କା; ୩ ମୃତ, ୨ ଗୁରୁତର

ଦୁର୍ଘଟଣାରେ ୩ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨ଜଣ ଗୁରୁତର ହୋଇଛନ୍ତି । ଦୁଇ ଗୁରୁତରଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ।

weather update
ପୁଣି ସିଝିଲା ଓଡ଼ିଶା; ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ନିଆଁ ବର୍ଷା

୪୪.୮ ଡିଗ୍ରୀ ତାପମାତ୍ରା ସହ ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ ସହର ପାଲଟିଛି । ଆଜି ୪୪ ଡିଗ୍ରୀ ଉପରେ ୩ ସହର ଥିବାବେଳେ ୪୩ ଡିଗ୍ରୀ ଉପରେ ୮ଟି ସହର ରହିଛି ।

5 children killed
ଏମିତି ବି ଆସେ ମୃତ୍ୟୁ ! ଶୋଇଥିଲା ପରିବାର, ଘରେ ନିଆଁ ଲାଗି ଚାଲିଗଲା ୬ ଜୀବନ

ପୋଲିସର କହିବା ଅନୁସାରେ ଶୋଇଥିବା ସମୟରେ ହଠାତ୍‌ ଘରେ ନିଆଁ ଲାଗିଯାଇଥିଲା । ନିଆଁ ଲାଗିବା ପରେ ମା’ ସଙ୍ଗୀତାଙ୍କ ସହ ତାଙ୍କର ପାଞ୍ଚ ପିଲା ଘର ଭିତରେ ଫସି ରହିଥିଲେ । ଘର ଭିତରୁ ବାହାରକୁ ବାହାରିବାକୁ ଉଦ୍ୟମ କରିଥିଲେ ମଧ୍ୟ ସଫଳ ହୋଇପାରିନଥିଲା ।

5 children killed
ଏମିତି ବି ଆସେ ମୃତ୍ୟୁ ! ଶୋଇଥିଲେ ସମସ୍ତେ, ଘରେ ନିଆଁ ଲାଗି ଚାଲିଗଲା ୬ ଜୀବନ

ଘରେ ନିଆଁ ଲାଗିବାର କିଛି ସମୟ ପରେ ନିଆଁ ରୋଷେଇ ଘରକୁ ବ୍ୟାପିଯାଇଥିଲା । ରୋଷେଇ ଘରେ ରହିଥିବା ଗ୍ୟାସ ସିଲିଣ୍ଡରରେ ନିଆଁ ଲାଗି ବିସ୍ଫୋରଣ ହୋଇଥିଲା ବୋଲି ଜଣେ ଅଧିକାରୀ ସୂଚନା ଦେଇଛନ୍ତି ।

Fire breaks out coaching centre
କୋଚିଂ ସେଣ୍ଟରରେ ଭୟଙ୍କର ନିଆଁ, ଭୟରେ କୋଠାରୁ ଡେଇଁ ପଡ଼ିଲେ ଛାତ୍ରଛାତ୍ରୀ

ରାଜଧାନୀ ଦିଲ୍ଲୀର ମୁଖାର୍ଜୀ ନଗରରେ ଥିବା କୋଚିଂ ସେଣ୍ଟରରେ ଲାଗିଛି ନିଆଁ

Nabajouban Darshan
ଜୁନ୍‌ ୧୯ରେ ଶ୍ରୀଜିଉଙ୍କ ନବଯୌବନ ଦର୍ଶନ

ଜୁନ୍‌ ୧୯ ତାରିଖରେ ଶ୍ରୀଜିଉଙ୍କ ନବଯୌବନ ଦର୍ଶନ ଅନୁଷ୍ଠିତ ହେବ। ତେବେ ଶୃଙ୍ଖଳିତ ନବଯୌବନ ଦର୍ଶନ ନେଇ ପ୍ରେସ୍‌ମିଟ୍‌ରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି।

Swapna foundation celebrates ‘Pahili Raja’
ସ୍ୱପ୍ନ ଫାଉଣ୍ଡେସନ ପକ୍ଷରୁ ରଜ ଉତ୍ସବ ପାଳନ

ସ୍ୱପ୍ନ ଫାଉଣ୍ଡେସନ ପକ୍ଷରୁ ରଜ ଉତ୍ସବ ପାଳନ । ନୂଆ ପୋଷାକ, ପିଠା ମିଠା ସହ ରଜ ଆସର । ଜଙ୍ଗଲ ଘେରା ବାଞ୍ଚିଆମା ଅଦିବାସୀ ବସ୍ତିରେ ପାଳନ କରାଯାଉଛି ରଜ ।

Girls and boys enjoy swings
ଜମୁଛି ରଜ; ପୁଅମାନେ ବି ଖେଳୁଛନ୍ତି ଦୋଳି

ଜମୁଛି ରଜ । ଗାଁ ଗହଳିରେ ଆନନ୍ଦ ଉଲ୍ଲାସର ସହ ପାଳନ କରାଯାଉଛି ରଜ ।

Raja Celebration
ଧୁମଧାମରେ ପାଳନ ହେଉଛି ରଜ

ଧୁମଧାମରେ ପାଳନ ହେଉଛି ରଜ ଉତ୍ସବ । ଗୋଟିଏ ବରଗଛରେ ୧୧ ଦୋଳି । ଝିଅଙ୍କ ଆନନ୍ଦ କହିଲେ ନସରେ ।

LPG Cylinder Leak
ରୋଷେଇ ଘରେ ହେଉଛି କି ଗ୍ୟାସ୍‌ ଲିକ୍‌ ? ଆପଣାନ୍ତୁ ଏହି ୪ ଉପାୟ

ଘରକୁ ଆସୁଥିବା କିଛି ଗ୍ୟାସ ସିଲିଣ୍ଡରରେ ଲିକେଜ୍‌ ରହୁଥିବା ବେଳେବେଳେ ଦେଖିବାକୁ ମିଳିଥାଏ । ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଡର ରହିଥାଏ ।

Electricity issue
ଭୋକର ହରତଳ ଆଗରେ ମୁଣ୍ଡ ନୁଆଇଁଲା ବିଦ୍ୟୁତ ବିଭାଗ

ପୁରୀ ଜିଲ୍ଲା ପିପିଲିରେ ଦଲକାଏ ପବନରେ ଘଂଟା ଘଂଟା ଧରି ବିଦ୍ୟୁତ ସରବରାହ ବନ୍ଦ ରହୁଛି । ବାରମ୍ବାର ଅଭିଯୋଗ କଲେ ବି ଫଳ ଶୂନ ।

କପି-ଏଡିଟର ସହ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂ ଭାବେ ଦକ୍ଷତାର ସହ ଦାୟିତ୍ୱ ନିଭାଇଛି । ରାଜନୀତି, ସ୍ପେଶାଲ ଷ୍ଟୋରୀ ଏବଂ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂରେ ସ୍ୱତନ୍ତ୍ର ରୁଚି ରହିଛି । ୨୦୨୩ରୁ ‘ଓଡ଼ିଶା ଟିଭି’ରେ କାର୍ଯ୍ୟରତ ।